ସଂସଦ ମୌସୁମୀ ଅଧିବେଶନ : ରାଜ୍ୟସଭା  ଅନିର୍ଦ୍ଦିଷ୍ଟ କାଳ ପାଇଁ ସ୍ଥଗିତ

0

ନୂଆଦିଲ୍ଲୀ/ଶାସକ ପ୍ରଶାସକ : କୃଷି ବିଲ ପ୍ରତ୍ୟାହାର ଦାବିରେ ସର୍ବୋପରି ନିଲମ୍ବିତ ସାଂସଦଙ୍କ ନିଲମ୍ବନ ପ୍ରତ୍ୟାହାର ଦାବିରେ ରାଜ୍ୟସଭା ଲାଗି ରହିଥିବା ଅଚଳାବସ୍ଥା ପରିପ୍ରେକ୍ଷୀରେ ରାଜ୍ୟସଭାକୁ ସାଇନେ ଡାଇ ବା ଅନିର୍ଦ୍ଦିଷ୍ଟ ପାଇଁ ମୁଲତବୀ ରଖାଯାଇଛି |  ଆପାତତଃ ଲୋକସଭାକୁ ମଧ୍ୟ ସଟକଟ କରିବା ପାଇଁ ଚିନ୍ତା କରାଯାଉଥିବା ଜଣାପଡିଛି | ଆଜି ସନ୍ଧ୍ୟାରେ ଏ ସମ୍ପର୍କରେ ବୈଠକ ଅନୁଷ୍ଠିତ ହୋଇ ଅଧିବେଶନକୁ ହ୍ରାସ କରିବାର ସମ୍ଭାବନା ରହିଛି ବୋଲି  ବିଶ୍ୱସ୍ତ ସୂତ୍ରରୁ ଜଣାପଡିଛି |

ରାଜ୍ୟସଭାରେ ବିରୋଧୀ ଦଳର ସଦସ୍ୟମାନେ ଆଠଜଣ ରାଜ୍ୟସଭା ସାଂସଦଙ୍କ ନିଲମ୍ବନ ଏବଂ ଆଗରୁ ସଂସଦରେ ଗୃହୀତ ହୋଇଥିବା ଫାର୍ମ ବିଲ ପ୍ରତ୍ୟହାର ଦାବିକୁ କେନ୍ଦ୍ର ସରକାରଙ୍କ ଅଗ୍ରଵା ପରିପ୍ରେକ୍ଷୀରେ ରାଜ୍ୟସଭାରେ କଂଗ୍ରେସ ବିରୋଧୀ ଦଳର ନେତା ଗୁଲାମ ନବୀ ଆଜାଦ ଆଜି  ରାଷ୍ଟ୍ରପତି ରାମ ନାଥ କୋବିନ୍ଦଙ୍କୁ ଭେଟିବେ।

Leave A Reply

Your email address will not be published.