ମାସ୍କ ସେନିଟାଇଜର ଲିପ୍ ଲେଟ ବଣ୍ଟନ। 

0

ବଲାଙ୍ଗିର : (ସ୍ବତନ୍ତ୍ର ପ୍ରତିନିଧି ସନ୍ତୋଷ କୁମାର ଠାକୁର ) : ସହରରେ ଦିନ କୁ ଦିନ କରୋନା ସଂକ୍ରମଣ ବଢିବାରେ ଲାଗିଛି। ଯାହା ସଚେତନତା ର ଅଭାବ ଯୋଗୁଁ ସଂକ୍ରମ ବ୍ୟାପୁଥିବା ପରିଲକ୍ଷିତ ହୁଏ। ଆଜି ବଲାଙ୍ଗୀର ଜିଲ୍ଲା କେଶରୀଆ ହିନ୍ଦୁ ବାହୀନି ପକ୍ଷ୍ୟରୁ କରୋନା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ସ୍ଥାନୀୟ ଡେଲିମାର୍କେଟ ଶ୍ରୀ ରାମ ଚରିତ ମାନସ ମନ୍ଦିର ଠାରୁ ଆରମ୍ଭ କରି ଡେଲିମାର୍କେଟ କୁ ଆସୁଥିବା ଲୋକଙ୍କୁ ଲିପଲେଟ, ସାନିଟାଇଜର ଓ ମାସ୍କ ବଣ୍ଟନ କରାଯାଇଥିଲା। ଏଥିରେ କେଶରୀଆ ହିନ୍ଦୁ ବାହୀନି ର ଜିଲ୍ଲା ସଭାପତି ସନ୍ତୋଷ ଭୋଲ ଓ ଅନ୍ୟାନ୍ୟ କର୍ମକର୍ତ୍ତା ଉପସ୍ଥିତ ଥିଲେ।

Leave A Reply

Your email address will not be published.