Sign in
Sign in
Recover your password.
A password will be e-mailed to you.
ପଦ୍ମପୁର ଅଞ୍ଚଳରେ ଅଜଣା ରୋଗ ପୋକ ଆତଙ୍କ,ଧାନ ଚାଷକୁ ବଞ୍ଚାଇବା ଚିନ୍ତାରେ ଚାଷୀ ।
ପଦ୍ମପୁର-କରୋନା ମହାମାରି ସାରା ବିଶ୍ବରେ ତାର କାୟା ବିସ୍ତାର କରିବାରେ ଲାଗିଛି । କରୋନା ସମୟରେ ଚାଷ କାର୍ଯ୍ୟରେ କଟକଣା କୋହଲ ହେବା ପରେ ଚାଷୀ ଖୁସିରେ ଚାଷ କାର୍ଯ୍ୟରେ ଲାଗିପଡ଼ିଥିଲା । ହେଲେ ବର୍ତ୍ତମାନ ଧାନ ଚାଷରେ ରୋଗପୋକ ଆକ୍ରାନ ଚାଷୀର ମୁଣ୍ଡ ବିନ୍ଧାରକାରଣ ହେଲାଣି ପଦ୍ମପୁର…
ଅଭିଶପ୍ତ ଦ୍ୱାରଶୁଣି, ଜୀବନ ନେଉଛି ଗଣି ଗଣି
http://www.youtube.com/watch?v=Fg8llEuHZ5c
ବାଙ୍ଗିରିପୋଷି ଦ୍ୱାରଶୁଣି ଘାଟିରେ ଟ୍ରକ ପଛରୁ ଧକ୍କା ଦେଲା ଅଟୋ:୨ ମୃତ, ୧୦ ଗୁରୁତର
ବାରିପଦା(ଦିଲ୍ଲୀପ ମହାନ୍ତି )-, ମୟୂରଭଞ୍ଜ ଜିଲ୍ଲା ୪୯ ନମ୍ବର ଜାତୀୟ ରାଜପଥର ବାଙ୍ଗିରିପୋଷି ଦ୍ୱାରଶୁଣି ଘାଟିରେ ଆଜି ପୂର୍ବାହ୍ନରେ ମର୍ମନ୍ତୁଦ…
ଦିବଂଗତ ସିନେ ତାରକା ଅଜିତ ଦାସଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ।
ଝାରସୁଗୁଡ଼ା :(ସୁଭାଷ ସହାରେ) : ଝାରସୁଗୁଡ଼ାର ମିରର ଥିଏଟର ପକ୍ଷରୁ ଆଜି ଏକ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ କରାଯାଇ ଓଡ଼ିଆ ସିନେମା ଜଗତର ମହାନ କଳାକାର ଅଜିତ ଦାସଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଥିଲା। ଥିଏଟରର ସଭ୍ୟଗଣ ତାଙ୍କ ଫଟୋଚିତ୍ରରେ ମାଲ୍ୟାର୍ପଣ କରିବା ସହ ତାଙ୍କ ଅମର ଆତ୍ମାର…
ଗ୍ରାମବାସୀଙ୍କ ଦ୍ୱାରା ମରାମତି ହେଲା ରାସ୍ତା
ରେଢାଖୋଲ ଉପଖଣ୍ଡ ପ୍ରତିନିଧି ଯଶୋବନ୍ତ ନାରାୟଣ ସାହୁ :- ସମ୍ବଲପୁର ଜିଲ୍ଲା ରେଢାଖୋଲ ବ୍ଲକ୍ ଲୁହାପଙ୍କ ଗ୍ରାମ ପଞ୍ଚାୟତର ବେତଗଡ ଠାରୁ ଖରସାଳି ପର୍ଯ୍ୟନ୍ତ ଯାଇଥିବା ରାସ୍ତା ବହୁଦିନରୁ ଖାଲଖମାରେ ପରିଣତ ହୋଇରହିଥିଲା । ଟିକିଏ ବର୍ଷା ହେଲେ ଏ ରାସ୍ତାରେ ଗମନାଗମନ କଷ୍ଟକର ହୋଇ…
ରାଜ୍ୟରେ ଆଜି ୧୧ ମୃତ୍ୟ ସହ ୪୨୭୦ ପଜିଟିଭ : ଉତ୍ସାହଜନକ ଭାବେ ବୃଦ୍ଧି ପାଉଛି ସୁସ୍ଥ ହେବା ହାର
ଆକ୍ରାନ୍ତଙ୍କ ସଂଖ୍ୟା ଟପିଲା ଲକ୍ଷେ ଷାଠିଏ
ଗତକାଲି ୩୬୪୫ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୩୭୧୪ ଜଣ ସୁସ୍ଥ
ଭୁବନେଶ୍ୱର (ଶାସକ ପ୍ରଶାସକ) : ଆଜି ରାଜ୍ୟରେ ୪୨୭୦ ଜଣ କୋଭିଡି ପଜିଟିଭ ଚିହ୍ନଟ ହୋଇଛନ୍ତି | ଆଜି ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ ୨୪୭୮ ଜଣ ସଂଗରୋଧରୁ ଓ ୧୭୯୨ ଜଣ…
ଲଗାମଛଡା ଆକ୍ରାନ୍ତଙ୍କ ସଂଖ୍ୟା : ଟପିଲା ୫୦ ଲକ୍ଷ
ଆଜି ୧,୨୯୦ ମୃତ୍ୟୁ ସହ କରୋନା ମରଣ ପହଁଚିଲା ୮୨,୦୬୬ରେ
ନୂଆଦିଲ୍ଲୀ/ଭୁବନେଶ୍ୱର (ଶାସକ ପ୍ରଶାସକ) : ଗତ ୨୪ ଘଣ୍ଟା ଭିତରେ ସାରା ଦେଶରେ ୯୦,୧୨୩ କୋଭିଡ ପଜିଟିଭ କେଶ ଚିହ୍ନଟ ହୋଇଥିବା ବେଳେ ୧,୨୯୦ ଜଣଙ୍କ ମୃତ୍ୟୁ ହୋଇଛି | ଦେଶରେ ମୋଟ ପଜିଟିଭଙ୍କ ସଂଖ୍ୟା ୫୦,୨୦,୩୬୦ ହୋଇଥିବା ବେଳେ ଏ…
ଭିସୁଟ: ଆଇଓଟି କର୍ମଶାଳା ଉଦଘାଟିତ l
ଗୋଶାଳା (ରମାକାନ୍ତ ବିଶ୍ବାଳ ): ଭିସୁଟ ଇନଫର୍ମେସନ ଟେକ୍ନୋଲୋଜି ବିଭାଗ ପକ୍ଷରୁ ଟିକ୍ୟୁପ-୩ ସହଯୋଗରେ ଅନଲାଇନ ସାପ୍ତାହିକ 'ଅାଇଓଟି ରିସେନ୍ଟ ଆଡ଼ଭାନ୍ସମେଣ୍ଟ ଆଣ୍ଡ ଆପ୍ଲିକେସନ(ଇରା-୨୦୨୦)' ଶୀର୍ଷକ କର୍ମଶାଳା ଗୁଗଲ ମିଟ୍ ପ୍ଲାଟଫର୍ମ ରେ ଉଦଘାଟିତ ହୋଇଯାଇଛି l ଏଥିରେ ମୁଖ୍ୟ…
ଅବସରପ୍ରାପ୍ତ ପ୍ରାଧ୍ୟାପକ ସଞ୍ଜୟ ପାଣିଗ୍ରାହୀଙ୍କ ପରଲୋକ l
ସମ୍ବଲପୁର (ରମାକାନ୍ତ ବିଶ୍ବାଳ ): ଗଙ୍ଗାଧର ମେହେର ମହାବିଦ୍ୟାଳୟର ପୂର୍ବତନ ଇଂରାଜୀ ପ୍ରାଧ୍ୟାପକ ସଞ୍ଜୟ ପାଣିଗ୍ରାହୀଙ୍କ ପରଲୋକ ହୋଇଯାଇଛି | ସେ ଦୀର୍ଘ ୨୨ ଦିନ ହେବ କୋରନାରେ ପୀଡିତ ହୋଇ କଟକର ଅଶ୍ୱିନୀ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ | ମୃତ୍ୟୁ ବେଳକୁ ତାଙ୍କୁ ୬୪ ବର୍ଷ ବୟସ…
ଝାରସୁଗୁଡା କଂଗ୍ରେସର ବନ୍ୟାଞ୍ଚଳ ପରିଦର୍ଶନ !
ଝାରସୁଗୁଡ଼ା :(ସୁଭାଷ ସହାରେ)-ଝାରସୁଗୁଡା ଜିଲ୍ଲା କଂଗ୍ରେସ ତରଫରୁ ମହେନ୍ଦ୍ର ନାଏକ ଅଧକ୍ଷତାରେ ଏକ ପର୍ଯ୍ୟବେକ୍ଷକ ଦଳ ୧୯ ଖଣ୍ଡ ମୌଜାର ସୁଖାସୁଜା, ସେମେଲିଆ, ମହୁଲପାଲି ଆଦି ବନ୍ୟାପ୍ଲାବିତ ଗ୍ରାମ ପରିଦର୍ଶନ କରି ବିଶେଷ ଭାବରେ କ୍ଷତିଗ୍ରସ୍ତ ହୋଇଥିବା ପରିବାର ବର୍ଗଙ୍କୁ ଧୂତି ଏବଂ ଶାଢ଼ୀ…
ଏମସିଏଲର ପ୍ରତିଶ୍ରୁତି ସାଜିଲା ପ୍ରତାରଣା :କିଏ ବୁଝିବା ବିସ୍ଥାପିତଙ୍କ ଯନ୍ତ୍ରଣା
ଆମରଣ ଅନଶନରେ ବସିଲେ ସଂପୂର୍ଣ୍ଣ ପରିବାର। ୩୬ ବର୍ଷ ପରେ ମଧ୍ୟ ପୂରଣ ହେଲାନାହିଁ ଏମସିଏଲର ପ୍ରତିଶ୍ରୁତି।।
ରସୁଗୁଡ଼ା :(ସୁଭାଷ ସହାରେ)- ୧୯୮୪ ମସିହାରେ ନିଜର ୩୦ ଏକର ଜମି ଦେଇଥିଲେ ଏମସିଏଲକୁ। କ୍ଷତିପୂରଣ ବାବଦରେ ସେ ସମୟରେ ମିଳିଥିଲା ୭୬ ହଜାର ଟଙ୍କା। ମାତ୍ର ପୁନର୍ବାସ ଓ ଚାକିରିର…