Sign in
Sign in
Recover your password.
A password will be e-mailed to you.
ବ୍ରଜରାଜନଗର ମ୍ୟୁନିସିପାଲିଟିର ପେନସନ୍ ବିଭାଗ ଉପରେ ଦୁର୍ନୀତିର ଅଭିଯୋଗ ଆଣିଲା ଯୁବ କଂଗ୍ରେସ।
ଝାରସୁଗୁଡ଼ା:(ସୁଭାଷ ସହାରେ)- ଝାରସୁଗୁଡ଼ା ଜିଲ୍ଲା ବ୍ରଜରାଜନଗର ପୌରପରିଷଦରେ ଦୁର୍ନୀତି ଅଭିଯୋଗ ଥମିବାର ନାମ ନେଉନାହିଁ। ଗୋଟିଏ ପରେ ଗୋଟିଏ ଫର୍ଦ୍ଦ ଖୋଲିବା କ୍ରମ ଏପର୍ଯ୍ୟନ୍ତ ଜାରି ରହିଛି। ଏକ ନୂତନ ଅଭିଯୋଗ ଅନୁଯାୟୀ ପୌର ପରିଷଦର ପେନସନ ବିଭାଗରେ ବ୍ୟାପକ ଅନିୟମିତତା ହୋଇଥିବା କହିଛି…
ଘୁଡୁ ଘୁଡୁ ପଟି ଖେଳ : ବାଇକ ସହ ୫ଜଣ ଗିରଫ
ଝାରବନ୍ଧ -ମନୋହର ଦାଶ :ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ ଜଗଦଲପୁର ଥାନା ସରେକେଲା ଗ୍ରାମ ରେ ବିଳମ୍ବିତ ରାତ୍ର ରେ ଚାଲିଥିବା ଘୁଡୁ ଘୁଡୁ ପଟି ଜୁଆ ଖେଳ ର ବିଶ୍ୱସ୍ତ ସୂତ୍ର ରୁ ଖବର ପାଇ ଜଗଦଲପୁର ଥାନା ଅଧିକାରୀ ଲିଲିମାଲଳିତା ବ।ର୍ଲା ଏକ ଟିମ ଗଠନ କରି ଜୁଆ ଅଡ୍ଡା ଉପରେ…
କେନ୍ଦ୍ର ସରକାରଙ୍କ ପ୍ରଧାନମନ୍ତ୍ରୀ ସ୍ବ-ନିଧି ଯୋଜନାକୁ ଉଠା ଦୋକାନୀ ମହଲରେ ସ୍ୱାଗତ
http://www.youtube.com/watch?v=ZDcj5xEYYYY
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : କେନ୍ଦ୍ର ସରକାରଙ୍କ ପକ୍ଷରୁ ପ୍ରଧାନମନ୍ତ୍ରୀ ସ୍ବ-ନିଧି ଯୋଜନା କାର୍ଯ୍ୟକାରିତାକୁ ସମଗ୍ର ଦେଶରେ ସ୍ୱାଗତ କରାଯାଇଥିବା ବେଳେ ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସହରରେ ମଧ୍ୟ ଏହି…
ଟିଟିଲାଗଡ ଗସ୍ତରେ କ୍ରୀଡ଼ାମନ୍ତ୍ରୀ : କ୍ରୀଡା ଭିତ୍ତିଭୂମିର କଲେ ସମୀକ୍ଷା
ଟିଟିଲାଗଡ (ଗୌରବ ଦର୍ଜୀ) : ବଲାଙ୍ଗିର ଜିଲ୍ଲା ଗସ୍ତରେ ଥିବା କ୍ରିଡା ଓ ଯୁବ ବ୍ୟାପାର ମନ୍ତ୍ରୀ ତୁଷାରକାନ୍ତି ବେହେରା ମହିଳା ଓ ଶିଶୁ ବିକାଶ ଏବଂ ମିଶନ ଶକ୍ତି ମନ୍ତ୍ରୀ ଶ୍ରୀମତୀ ଟୁକୁନି ସାହୁ ନିମନ୍ତ୍ରଣ କ୍ରମେ ଟିଟିଲାଗଡ ଗସ୍ତ କରି ବିଭିନ୍ନ କ୍ରୀଡା ଭିତ୍ତିଭୂମିର ସ୍ଥିତି ଅନୁଷ୍ଠିତ…
ଆଜି ଆକ୍ରାନ୍ତ ଯେତିକି,ସୁସ୍ଥ ସଂଖ୍ୟା ତା ପାଖାପାଖି
ଭୁବନେଶ୍ୱର( ଶାସକ ପ୍ରଶାସକ) ଆଜି ସୁସ୍ଥ ହେବାରେ ରେକର୍ଡ ହୋଇଛି | ଆଜି ଆଜି ରାଜ୍ୟରେ ୪୨୭୦ ଜଣ କୋଭିଡି ପଜିଟିଭ ଚିହ୍ନଟ ହୋଇଥିବା ବେଳେ ପାଖାପାଖି ସମପରିମାଣର ଅର୍ଥାତ ୪୧୨୧ ଜଣ ଚିକିତ୍ସାଧୀନ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି | ଏହା ଏଯାବତ ସର୍ବକାଳୀନ ରେକର୍ଡ | ସୂଚନା ଯୋଗ୍ୟଯେ ରାଜ୍ୟରେ…
ଭୁବନେଶ୍ବର-କଟକ କୋଭିଡ ନିୟମ ପାଳନ ତତ୍ତ୍ବାବଧାନ କରିବାକୁ ଡିଜିଙ୍କୁ ନିର୍ଦ୍ଦେଶ
ଗ୍ରାମାଞ୍ଚଳର ଲୋକମାନଙ୍କ ଆର୍ଥିକ ମାନ୍ଦା ଅବସ୍ଥାରୁ ସୁରକ୍ଷିତ ରଖିବାକୁ କାର୍ଯ୍ୟକ୍ରମକୁ ଜୋରଦାର କରାଯିବ
ଆରୋଗ୍ୟଙ୍କ ସଂଖ୍ୟା ୧.୨୫ ଲକ୍ଷ, ଗତ ୫ ସପ୍ତାହରେ ଏକ ଲକ୍ଷ ଆରୋଗ୍ୟ
ଭୁବନେଶ୍ବର: କୋଭିଡ ଜନିତ ଆର୍ଥକ ମାନ୍ଦା ଅବସ୍ଥାରୁ ଗ୍ରାମାଞ୍ଚଳର ଲୋକମାନଙ୍କୁ ସୁରକ୍ଷିତ ରଖିବା ପାଇଁ…
ଡୁଙ୍ଗରିପାଲି ଗ୍ରାମକୁ ତିନିଦିନ ସଟ ଡାଉନ ଘୋଷଣା କଲେ ସରପଞ୍ଚ
ଲଉଡିଦରହା ସମବାୟ ସମିତିକୁ ଛୁଇଁଲା କରୋନା ।
ଝାରବନ୍ଧ-ମନୋହର ଦାଶ: ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଲଉଡିଦରହା ପଞ୍ଚାୟତ ର ଲଇଡିଦରହା ଏବଂ ଡୁଙ୍ଗୁରିପାଲି ଗ୍ରାମରେ କରୋନା ହୋଇଥିବା ଜଣାପଡିଛି।ଲଉଡିଦରହା ଗ୍ରାମ ପଞ୍ଚାୟତ ର ସରପଞ୍ଚ ବଳରାମ ଖମାରୀ ଡୁଙ୍ଗରିପାଲି ଗ୍ରାମ କୁ ୧୬/୯/୦୨୦…
ବୈଜୟନ୍ତ ପଣ୍ଡାଙ୍କ ୨ ଦିନିଆ ମଣିପୁର ଗସ୍ତ
ମଣିପୁରରେ ସେବା ସପ୍ତାହ ଅବସରରେ ବୃକ୍ଷରୋପଣ
ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀଙ୍କ ସହ ସାକ୍ଷାତ ଆଲୋଚନା
ଭୁବନେଶ୍ବର- ବରିଷ୍ଠ ବିଜେପି ନେତା ତଥା ରାଷ୍ଟ୍ରୀୟ ଉପାଧ୍ୟକ୍ଷ ଶ୍ରୀଯୁକ୍ତ ବୈଜୟନ୍ତ ପଣ୍ଡା ବିଜେପି ଉତ୍ତର-ପୂର୍ବାଞ୍ଚଳ ସଂଗଠନ ମନ୍ତ୍ରୀ ଅଜୟ ଜମୱାଲଙ୍କ ସହ ଦୁଇଦିନିଆ ମଣିପୁର…
ବାଇକ-ସ୍କୁଟି ମୁହାଁମୁହିଁ ଧକ୍କାରେ ୨ ମୃତ
ବୋୖଦ୍ଧ(ଦୋଳଗୋବିନ୍ଦ ନାଏକ)ବୌଦ୍ଧ ଜିଲ୍ଲା ହରଭଙ୍ଗା ଥାନା ଅନ୍ତର୍ଗତ ହରଭଙ୍ଗା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ନିକଟରେ ବାଇକ ସ୍କୁଟି ମୁହାଁମୁହିଁ ଧକ୍କା । ଘଟଣାରେ ୨ଜଣ ମୃତ ଜଣେ ଗୁରୁତର। ମୃତକ ମାନେ ହେଲେ ସ୍କୁଟି ଅରୋହି ପ୍ରଶାନ୍ତ ନାୟକ ଏବଂ ବାଇକ ଆରୋହି ସାନୁଜ ନାୟକ । ସ୍କୁଟିରେ…
ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ପାଇଁ ସଂସଦର ପରାମର୍ଶଦାତା କମିଟିରେ ସୁଜିତ
ନୂଆଦିଲ୍ଲୀ : ଓଡ଼ିଶାର ରାଜ୍ୟସଭା ସାଂସଦ ସୁଜିତ କୁମାର ସଂସଦର ଏକ ଗୁରୁତ୍ୱପୂର୍ଣ୍ଣ କମିଟିରେ ସଦସ୍ୟ ଭାବେ ମନୋନୀତ ହୋଇଛନ୍ତି | ତାଙ୍କୁ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ପାଇଁ ସଂସଦର ପରାମର୍ଶଦାତା କମିଟିର ସଦସ୍ୟ ଭାବେ ମନୋନୀତ ହୋଇଥିବା ଜଣାପଡିଛି |