କେମିତି କଟିବ ମିଥିଳାଙ୍କ  ଜୀବନ : ଗୁହାରି ଶୁଣୁ ନାହାନ୍ତି ବ୍ଳକ ପ୍ରଶାସନ।

ଧର୍ମଗଡ/ ସୁଶାନ୍ତ ରାଉତ : ଧର୍ମଗଡ ବ୍ଳକ ଡୁମେରଗୁଡା ଗ୍ରାମ ପଞ୍ଚାୟତର ବିଧବା ମହିଳାଙ୍କ ଗୁହାରି ଶୁଣୁ ନାହାନ୍ତି ବ୍ଳକ ପ୍ରଶାସନ।   ଭତ୍ତା ଖଣ୍ଡେ ପାଇଁ  ନିବେଦନ କରିଛନ୍ତି ମିଥିଲା।  ସରକାରୀ ସହାୟତା କହିଲେ ଅନ୍ତଦୟ କାର୍ଡ ଖଣ୍ଡେ। ୪ବର୍ଷ ତଳେ ମିଥିଲା ଙ୍କ  ସ୍ୱାମୀ ମୃତ୍ୟୁ ହେଇଥିବା…

ଜିଲ୍ଲା ଶିକ୍ଷା ବିଭାଗରେ ଲାଞ୍ଚ କାରବାର ଦାଣ୍ଡରେ ପଡି ହାଟରେ ଗଡୁଛି ।

http://www.youtube.com/watch?v=HTam5r1-Te0  ମାଲକାନଗିରି(ବି ଶ୍ରୀନିବାସ ପାତ୍ର) :  ମାଲକାନଗିରି ଜିଲ୍ଲାର ଖଇରପୁଟ ବ୍ଲକର ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟର ସମ୍ପୃକ୍ତ କିରାଣୀଙ୍କ ବିରୁଦ୍ଧରେ ଆଇନଗତ ଦୃଢ କାର୍ଯ୍ୟାନୁଷ୍ଠାନ  ଓ ତାଙ୍କୁ ତୁରନ୍ତ ଚାକିରୀରୁ ନିଲମ୍ବନ କରିବା…

ଆଜି  ୪୨୪୧  ଜଣ କୋଭିଡି ପଜିଟିଭ

ଭୁବନେଶ୍ୱର : ଆଜି ଓଡ଼ିଶାରେ ୪୨୪୧  ଜଣ କୋଭିଡି ପଜିଟିଭ ଚିହ୍ନଟ ହୋଇଛନ୍ତି  | ଆଜି ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ ୨୫୦୨  ଜଣ ସଂଗରୋଧରୁ ଓ ୧୭୩୯  ଜଣ ସ୍ଥାନୀୟ ସଂକ୍ରମଣରୁ ଚିହ୍ନଟ ହୋଇଛନ୍ତି | ଗତକାଲି  ୪୧୨୧   ଜଣ ସୁସ୍ଥ ହୋଇଥିବା ବେଳେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୬୭୧୬୧  ରେ…

ଲଗାମଛଡା ଆକ୍ରାନ୍ତଙ୍କ ସଂଖ୍ୟା : ଆକ୍ରାନ୍ତଙ୍କ ସଂଖ୍ୟା ଟପିଲା ୫୧ ଲକ୍ଷ 

ଆଜି ୧,୧୩୨  ମୃତ୍ୟୁ ସହ କରୋନା ମରଣ ପହଁଚିଲା ୮୩,୧୯୮ରେ  ନୂଆଦିଲ୍ଲୀ/ଭୁବନେଶ୍ୱର  (ଶାସକ ପ୍ରଶାସକ) :  ଗତ ୨୪ ଘଣ୍ଟା ଭିତରେ ସାରା ଦେଶରେ ୯୭,୮୯୪ କୋଭିଡ ପଜିଟିଭ କେଶ ଚିହ୍ନଟ ହୋଇଥିବା ବେଳେ ୧,୧୩୨ ଜଣଙ୍କ ମୃତ୍ୟୁ ହୋଇଛି | ଦେଶରେ ମୋଟ ପଜିଟିଭଙ୍କ ସଂଖ୍ୟା ୫୧,୧୮,୨୫୪  ହୋଇଥିବା ବେଳେ…

ଆଜି ମାଁ  ସମଲେଶ୍ଵରୀ ଙ୍କ ଧବଳ ମୁଖୀ ବେଶ

ସମ୍ବଲପୁରରୁ ରମାକାନ୍ତ ବିଶ୍ବାଳ : ଆଜି ହେଉଛି ପବିତ୍ର ମହାଳୟା ତିଥି । ଏହି ତିଥିରେ ପଶ୍ଚିମ ଓଡିଶାର ଅଧିଷ୍ଠାତ୍ରୀ ଦେବୀ ମାଁ ସମଲେଶ୍ବରୀ ଧବଳ ମୁଖୀ ବେଶରେ ଭକ୍ତଙ୍କୁ ଦର୍ଶନ ଦେଇଥାନ୍ତି। ହେଲେ ଚଳିତ ବର୍ଷ କରୋନା କଟକଣା ଯୋଗୁଁ ମାଁ ଙ୍କ ଏହି ବେଶ ପ୍ରତକ୍ଷ୍ୟ ଭାବେ ଦର୍ଶନ କରି…

ବେଦାନ୍ତ ବ୍ୟବହାର କରୁଛି ବିଶ୍ୱସ୍ତରୀୟ ଇଞ୍ଜିନିୟରିଂ ଏବଂ ଟେକ୍ନୋଲୋଜି ।

ଝାରସୁଗୁଡ଼ା :(ସୁଭାଷ ସହାରେ)-ଝାରସୁଗୁଡା, ଓଡ଼ିଶା: ଇଂଜିନିୟରିଂ ଦିବସ ଅବସରରେ, ଦେଶର ସର୍ବବୃହତ ଆଲୁମିନିୟମ ଉତ୍ପାଦକ ବେଦାନ୍ତ ଲିଃ, ଝାରସୁଗୁଡା ଆଲୁମିନିୟମ କ୍ଷେତ୍ରରେ ଦେଶର ଆତ୍ମନିର୍ଭରଶୀଳତା ତଥା ମହତ୍ତ୍ୱପୂର୍ଣ୍ଣ କ୍ଷେତ୍ରରେ କଞ୍ଚାମାଲ ଆବଶ୍ୟକତାକୁ ପୂରଣ କରିବା ଦିଗରେ ଶ୍ରେଷ୍ଠ…

ନରେନ୍ଦ୍ର ମୋଦୀଙ୍କ ଜନ୍ମଦିନ ଅବସରରେ ବିଜେପି ଟାଉନ ମଣ୍ଡଳ ତରଫରୁ ଫଳ ବଣ୍ଟନ। 

  ଝାରସୁଗୁଡ଼ା :(ସୁଭାଷ ସହାରେ)-ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମଦିନ ଅବସରରେ ଝାରସୁଗୁଡ଼ା ବିଜେପିଓ ମହିଳା ମୋର୍ଚ୍ଚା ସେବାସପ୍ତାହ ପାଳନ କରୁଛନ୍ତି। ଏହି ଅବସରରେ ବିଜେପି ଟାଉନ ମଣ୍ଡଳ ସଭାପତି ଶ୍ରୀ ନେତାଜୀ ପଟ୍ଟନାୟକଙ୍କ ନେତୃତ୍ବରେ  ରଶିପଟ୍ଟି ଅଞ୍ଚଳରେ ଫଳବଣ୍ଟନ କରାଯାଇଥିଲା।…

କୋଭିଡ କମାଣ୍ଡର ତଥା ତହସିଲଦାରଙ୍କ ବିରୋଧରେ ତଦନ୍ତ ଓ ବଦଳି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ପତ୍ର ପ୍ରଦାନ। 

ଝାରସୁଗୁଡ଼ା :(ସୁଭାଷ ସହାରେ) -ଝାରସୁଗୁଡ଼ା ଜିଲ୍ଲା କୋଭିଡ କମାଣ୍ଡର ଦାୟୀତ୍ବରେ ଥିବା କୋଲାବିରା ତହସିଲଦାର ଗୋଲୋକ ବିହାରୀ ମଙ୍ଗରାଜଙ୍କ ବିରୋଧରେ ତଦନ୍ତ କରିବା ପାଇଁ ତଥା ତାଙ୍କର ବଦଳି ପାଇଁ ଦାବୀ ଜଣାଇ ବ୍ରଜରାଜନଗର ଅଞ୍ଚଳର ବ୍ୟବସାୟୀ ଓ ଜନସାଧାରଣ ମୂଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ…

ଦୁଇ ଯାଆଁଳା ଛୁଆଙ୍କ ଭବିଷ୍ୟତ ଅନ୍ଧାର କରିଦେଲା କରୋନା

ଯମଜ ଛୁଆଙ୍କୁ ଜନ୍ମ ଦେବା ପରେ ଜୀବନ ହାରିଲେ ମା'। ମାତୃହରା ଶିଶୁଙ୍କ ଲାଳନ ପାଳନ ନେଇ ପରିବାରର ସଦସ୍ୟ ଚିନ୍ତିତ।  ଝାରସୁଗୁଡ଼ା :(ସୁଭାଷ ସହାରେ) -କରୋନା ସଂକ୍ରମିତ ହେଲେ ସମଗ୍ର ପରିବାର। ଗର୍ଭବତୀ ମା'ମଧ୍ୟ ବାଦ୍ ପଡ଼ିଲେ ନାହିଁ। କିନ୍ତୁ ସଂକ୍ରମିତ ଅବସ୍ଥାରେ ଯମଜ ଛୁଆଙ୍କୁ ଜନ୍ମ…

ବେଦାନ୍ତ ଆଶ୍ ପଣ୍ଡ ରାଜନୀତି, ଲଢ଼େଇରେ ଡେଇଁଲେ ଜିଲ୍ଲାର ଅଧିକାଂଶ ମୂଖ୍ୟ ନେତୃତ୍ୱ। 

ଗର୍ଜ୍ଜିଲେ ସୁରେଶ, ଭାରସାମ୍ୟ ରକ୍ଷା କଲେ କିଶୋର, ବିରୋଧ କଲେ ମହେନ୍ଦ୍ର!  ଝାରସୁଗୁଡ଼ା:(ସୁଭାଷ ସହାରେ) : ବେଦାନ୍ତ ପାଉଁଶ ଫିଙ୍ଗା ମାମଲା ବର୍ତ୍ତମାନ ଝାରସୁଗୁଡ଼ା ରାଜନୀତିକୁ ବେଶ ସରଗରମ କରି ରଖିଛି। ବିଜେଡି, ବିଜେପି ଓ କଂଗ୍ରେସ ଦଳର ତୁଙ୍ଗ ନେତା ଏହାକୁ ନେଇ ନିଜସ୍ବ ମତ ରଖିଛନ୍ତି…