ସରୋଜ ସାର ଆଉ ନାହାଁନ୍ତି ।

0

ପଦ୍ମପୁର- ପଦ୍ମପୁର ସହରର ଜଣା ଶୁଣା ଉଚ୍ଚ ବିଦ୍ୟାଳୟ ଟାଉନ ଉଚ୍ଚ ବିଦ୍ୟାଳୟରେ କାର୍ଯ୍ୟରତ ଶିକ୍ଷକ ସରୋଜ କୁମାର ସାହୁଙ୍କ ଆଜି ଦେହାନ୍ତ ହୋଇଛି । ଆଜି ସକାଳୁ ବରିକେଲ ସ୍ଥିତ ବାସଭବନରେ ହୄଦଘାତ ଯୋଗୁଁ ଶ୍ରୀ ସାହୁଙ୍କ ଦେହାନ୍ତ ହୋଇଛି । ସେ  ଏକାଧାରରେ ଜଣେ ଶିକ୍ଷକ ଓ କଳାକାର ମଧ୍ୟ ଥିଲେ । ସ୍ବର୍ଗତ ସାହୁ ଜଣେ ଛାତ୍ରନତ୍ସଳ ଶିକ୍ଷକ ଥିଲେ।  ତାଙ୍କ ପାଠପଢ଼ା ଶୈଳୀରେ ଛାତ୍ରଛାତ୍ରୀ ବେଶ ଅନୁପ୍ରାଣିତ ହୋଇଥାନ୍ତି। ତାଙ୍କ ବିୟୋଗରେ ସମଗ୍ର ଅଞ୍ଚଳରେ ଶୋକର ଛାୟା ଖେଲିଯାଇଛି।  ତାଙ୍କ ବିୟୋଗରେ ଟାଉନ ଉଚ୍ଚ ବିଦ୍ୟାଳୟର ଶିକ୍ଷକ ତଥା ଅନ୍ୟାନ୍ୟ କର୍ମଚାରୀ ଏବଂ ଛାତ୍ରଛାତ୍ରୀ ଶୋକ ପ୍ରକାଶ କରିଛନ୍ତି ।

Leave A Reply

Your email address will not be published.