ସେବା-ସପ୍ତାହ ପାଳନ ଅବସରରେ ଜିଲ୍ଲା ଭାଜପା ଯୁବମୋର୍ଚ୍ଚା ପକ୍ଷରୁ ରକ୍ତଦାନ ଶିବିର

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ :  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜୀଙ୍କ ୭୦ ତମ  ଜନ୍ମଦିନ ଉପଲକ୍ଷେ ଦେଶବ୍ୟାପୀ ପାଳନ ହେଉଥିବା ସେବା-ସପ୍ତାହ ଅବସରରେ ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ଥିବା ଜିଲ୍ଲା ରକ୍ତଭଣ୍ଡାର ଠାରେ ଜିଲ୍ଲା ଭାଜପା…

ସେବା ସପ୍ତାହ ଉପଲକ୍ଷେ ଟିଟିଲାଗଡ ବି ଜେ ପି ତରଫରୁ ବୃକ୍ଷରୋପଣ କାର୍ଯ୍ୟକ୍ରମ।

ଟିଟିଲାଗଡ, (ଗୌରବ ଦର୍ଜି)-ଭାରତ ର ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦୀ ଙ୍କ ଜନ୍ମଦିନ ସେପ୍ଟେମ୍ବର ୧୭ ତାରିଖ ରେ ହୋଇଥିବାରୁ ଏହି ସପ୍ତାହ କୁ ' ସେବା ସପ୍ତାହ' ଭାବରେ  ଭାରତୀୟ ଜନତା ପାର୍ଟି ତରଫରୁ  ସମଗ୍ର ଦେଶରେ ପାଳନ କରାଯାଉଛି। ତେବେ ଏହି କ୍ରମ ରେ ଟିଟିଲାଗଡ ଠାରେ ମଧ୍ୟ ସେବା ସପ୍ତାହ…

ରାଜ୍ୟବ୍ୟାପୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ ୭୦ତମ ଜନ୍ମଦିନ ପାଳନ

ମନ୍ଦିର ଓ ଦେବାଳୟରେ ପ୍ରଦୀପ ପ୍ରଜ୍ୱଳନ କରି ପ୍ରଧାନମନ୍ତ୍ରୀଙ୍କ ନିରାମୟ ଓ ଦୀର୍ଘଜୀବନ କାମନା କଲେ ବିଜେପି କାର୍ଯ୍ୟକର୍ତା ରାଜ୍ୟର ୭୦ଟି ସ୍ଥାନରେ ରକ୍ତଦାନ ଶିବିରର ଆୟୋଜନ କଲା ଯୁବମୋର୍ଚ୍ଚା ସେପ୍ଟେମ୍ବର ୨୦ ପର୍ଯ୍ୟନ୍ତ ସେବା ସପ୍ତାହ ପାଳନ କରାଯିବ ଭୁବନେଶ୍ୱର : ପ୍ରଧାନମନ୍ତ୍ରୀ…

ମୋଦି ସରକାରଙ୍କ ଫାର୍ମ (ଚାଷ) ବିଲକୁ ଦୃଢ ବିରୋଧ କରି ସରକାର ଛାଡିଲା ଶିରୋମଣି  ଅକାଳୀ ଦଳ 

ମୋଦୀ କ୍ୟାବିନେଟକୁ ହରସିମ୍ରତ କୌର ବାଦଲଙ୍କ ବାଏ ବାଏ  ନୂଆଦିଲ୍ଲୀ : ମୋଦୀ କ୍ୟାବିନେଟରୁ ହରସିମ୍ରତ କୌର ବାଦଲ ଇସ୍ତଫା ଦେବେ ବୋଲି ଶିରୋମଣି ଅକାଳୀଦଳ  ମୁଖ୍ୟ ଲୋକସଭାରେ ଘୋଷଣା କରିଛନ୍ତି। ଚାଲିଥିବା ଅଧିବେଶନରେ ସଂସଦରେ ଉପସ୍ଥାପିତ  ହୋଇଥିବା ତିନିଟି ଫାର୍ମ ବିଲକୁ  ବିରୋଧ କରି…

କୋଭିଡ ଯୁଦ୍ଧରେ ଅବଦାନ ନିମନ୍ତେ ଜାତୀୟ ସ୍ତରରେ ସମ୍ମାନିତ ହେଲା  ସୋଆ ବିଶ୍ୱବିଦ୍ୟାଳୟ 

ସଚେତନତା ସୃଷ୍ଟି କରିବା କ୍ଷେତ୍ରରେ ଦେଶର ଉଚ୍ଚ ଶିକ୍ଷା କ୍ଷେତ୍ରରେ ଶ୍ରେଷ୍ଠ  ଶିକ୍ଷାନୁଷ୍ଠାନ ସମ୍ମାନ ହାସଲ କଲା ସୋଆ  ଭୁବନେଶ୍ୱର(ଶାସକ ପ୍ରଶାସକ) : କୋଭିଡ-୧୯ ମହାମାରୀ ସମୟରେ ସଚେତନତା ସୃଷ୍ଟି କରିବା କ୍ଷେତ୍ରରେ ଦେଶର ଉଚ୍ଚ ଶିକ୍ଷା କ୍ଷେତ୍ରରେ ଶ୍ରେଷ୍ଠ  ଶିକ୍ଷାନୁଷ୍ଠାନ ଭାବେ…

ମୋଦିଙ୍କ ଜନ୍ମ ଦିବସକୁ ପାଳିଲା ଯୁବ କଂଗ୍ରେସ 

ଯୁବକଯୁବତୀଙ୍କୁ ପ୍ରତାରଣା କରିଥିବା ଅଭିଯୋଗରେ  “ରାଷ୍ଟ୍ରୀୟ ବେରୋଜଗାର ଦିବସ” ରୂପେ କଲା ପାଳନ  ଭୁବନେଶ୍ୱର (ଶାସକ ପ୍ରଶାସକ) - ଅଖିଳ ଭାରତ ଯୁବ କଂଗ୍ରେସର ଆହ୍ୱାନକ୍ରମେ ଆଜି ପ୍ରଦେଶ ଯୁବ କଂଗ୍ରେସ ପକ୍ଷରୁ ସଭାପତି ଡ. ସ୍ମୃତିରଂଜନ ଲେଙ୍କାଙ୍କ ନେତୃତ୍ୱରେ ଭୁବନେଶ୍ୱରସ୍ଥିତ…

କୋଭିଡ୍ ନିୟମ ମାନି ନିଆରା ଢଙ୍ଗରେ ଜନ୍ମଦିନ ପାଳନ କଲେ “ଆକାଶ”

http://www.youtube.com/watch?v=wBNHhDE75RU  ଭୁବନେଶ୍ୱର(ଶାସକ ପ୍ରଶାସକ)  : ଓଡିଆ ସିନେ ଜଗତର ହ୍ୟାଣ୍ଡସମ୍ ତଥା ଜେଣ୍ଟେଲମ୍ୟାନ ଅଭିନେତା, ପୂର୍ବତନ ବିଧାୟକ, ଓଡିଶା ସରକାରଙ୍କ “ମୋ କଲେଜ ଅଧ୍ୟକ୍ଷ” ଆକାଶ ଦାସନାୟକଙ୍କ ଜନ୍ମଦିନ ସେପ୍ଟେମ୍ବର ୧୭ । ପ୍ରତିବର୍ଷ ଏହି ଦିନ ଆକାଶ…

ଝାରବନ୍ଧ ଠାରେ ମୋଟର ଚାଳକ ଦିବସ

ବରଗଡ :- ଆଜି ମୋଟର ଚାଳକ ଦିବସ ଉପଲକ୍ଷେ ବରଗଡ ଜିଲ୍ଲାର ଝାରବନ୍ଧ ଠାରେ ମୋଟର ଚାଳକ ଦିବସ କୋବିଡ଼ 19 ର ଗାଇଡ଼ ଲାଇନ ଅନୁସାରେ ପାଳନ କରଯାଇଥିଲା । ସଙ୍ଘର ସଭାପତି ଶ୍ରୀ ଗୋବିନ୍ଦ ସାହୁଙ୍କର ଅଧ୍ୟକ୍ଷତାରେ ଆୟୋଜିତ ଏହି ସଭାରେ ଶ୍ରୀ ମନରଞ୍ଜନ ନାୟକ ମୋଟର ଚାଳକ ଦିବସ ତଥା ଚାଳକ ମାନଙ୍କର…

କିଟ୍‍ ବିଶ୍ୱବିଦ୍ୟାଳୟକୁ ଉତ୍କୃଷ୍ଟ ସଂସ୍ଥାନ ବିଶ୍ୱକର୍ମା ପୁରସ୍କାର ୨୦୨୦

ଭୁବନେଶ୍ୱର (ଶାସକ ପ୍ରଶାସକ) : କିଟ୍‍ ବିଶ୍ୱବିଦ୍ୟାଳୟକୁ ଏଆଇସିଟିଇ ପକ୍ଷରୁ ଉତ୍କୃଷ୍ଟ ସଂସ୍ଥାନ ବିଶ୍ୱକର୍ମା ପୁରସ୍କାର ୨୦୨୦ ପ୍ରଦାନ କରାଯାଇଛି । କୋଭିଡ୍‍ ସମୟରେ ଉଲ୍ଲେଖନୀୟ ସାମାଜିକ କାର୍ଯ୍ୟ ସକାଶେ କିଟ୍‍କୁ ଏହି ପୁରସ୍କାର ପ୍ରଦାନ କରାଯାଇଛି । ୧୩ଟି ବିଭିନ୍ନ ବର୍ଗରେ ଏହି…

ପାଣ୍ଡବାନାଂ ଧନଞ୍ଜୟଃ

ଦୀନବନ୍ଧୁ ନାୟକ “ବୃଷ୍ଣୀନାଂ ବାସୁଦେବୋଽସ୍ମି ପାଣ୍ଡବାନାଂ ଧନଞ୍ଜୟଃ ।” ଶ୍ରୀଗୀତାର ଦଶମ ଅଧ୍ୟାୟରେ ଶ୍ରୀଭଗବାନ କହୁଛନ୍ତି;- ବୃଷ୍ଣିବଂଶୀମାନଙ୍କ ମଧ୍ୟରେ ମୁଁ ବସୁଦେବପୁତ୍ର ବାସୁଦେବ, ପାଣ୍ଡବମାନଙ୍କ ମଧ୍ୟରେ ମୁଁ ଧନଞ୍ଜୟ, ଅର୍ଜୁନ । କେବେ କେବେ ମନରେ ପ୍ରଶ୍ନ ଉଠେ,- ପାଣ୍ଡବମାନଙ୍କ…