Sign in
Sign in
Recover your password.
A password will be e-mailed to you.
ସରିଲା କୋଣାର୍କ ଉତ୍ସବ, ପୁଣି ଆର ବରଷକୁ ଅପେକ୍ଷା
ଓଡ଼ିଶୀରେ କୃଷ୍ଣଗାଥା ଓ କଥକରେ ପ୍ରେମର ଉଚ୍ଛ୍ୱାସ
କୋଣାର୍କ (ଶାସକ ପ୍ରଶାସକ) : ସ୍ଥାପତ୍ୟ, ଭାସ୍କର୍ଯ୍ୟ ଓ ରମ୍ୟକଳାର କିର୍ତ୍ତୀସ୍ତମ୍ଭ କୋଣାର୍କ ସୂର୍ଯ୍ୟମନ୍ଦିର ପାଦଦେଶର ଚିତ୍ରିତ ପରିବେଶରେ ଶାସ୍ତ୍ରୀୟ ନୃତ୍ୟଶିଳ୍ପୀଙ୍କ ଭଙ୍ଗିମା ଓ ଛନ୍ଦାୟିତ ପଦଚାଳନା ନେଇ ଆସିଥିଲା ଏକ ଆବେଗମୟ ଭାବ…
ସାହାସପୁର ସୋସାଇଟିରେ ଧାନକିଣା ଆରମ୍ଭ ହେଲା। ସରକାରଙ୍କ ଶତ ପ୍ରତିଶ୍ରୁତି ପରେ ମଧ୍ୟ ରୋକା ଯାଇ ପାରୁନାହିଁ କଟନୀ।
ଝାରସୁଗୁଡ଼ା :(ସୁଭାଷ ସହାରେ) : ସରକାରଙ୍କ ନିୟମ ଅନୁଯାୟୀ ଧାନକିଣା ଆରମ୍ଭ ହୋଇଯାଇଛି। ଝାରସୁଗୁଡ଼ା ଜିଲ୍ଲାର ଲଇକେରା ବ୍ଲକର ସାହାସପୁର ସେବା ସମବାୟ ସମିତି ପକ୍ଷରୁ ଧାନ କିଣା ପ୍ରକ୍ରିୟା ଆଜି ଆରମ୍ଭ ହୋଇଥିବା ସୂଚନା ମିଳିଛି। ହେଲେ ସରକାରଙ୍କ ଶତ ପ୍ରତିଶ୍ରୁତି ପରେ ମଧ୍ୟ କଟନୀ ବନ୍ଦ…
୯୦ ପ୍ରତିଶତ ନଷ୍ଟ ଫୁସ୍ଫୁସ୍କୁ ଇକ୍ମୋ ପଦ୍ଧତିରେ ସୁସ୍ଥ କଲେ ସମ୍ ଡାକ୍ତର
ଭୁବନେଶ୍ୱର : କୋଭିଡ୍-୧୯ ସଂକ୍ରମିତ ହେଲେ ଅନେକ କ୍ଷେତ୍ରରେ ସଂକ୍ରମିତଙ୍କ ଫୁସ୍ଫୁସ୍ ଅଧିକ ମାତ୍ରାରେ ଆକ୍ରାନ୍ତ ହେଉଛି । କେତେକ କ୍ଷେତ୍ରରେ ଫୁସ୍ଫୁସ୍ ନଷ୍ଟ ହେବା ଦ୍ୱାରା ସଂକ୍ରମିତଙ୍କ ମୃତ୍ୟୁ ମଧ୍ୟ ଘଟୁଛି । ତେବେ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍ସେସ୍ ଆଣ୍ଡ ସମ୍…
ସୁଡ଼ୁଙ୍ଗରେ ଗ୍ରାମ୍ୟ ସ୍ତରୀୟ ବୈଠକ ଅନୁଷ୍ଠିତ।
ଝାରସୁଗୁଡ଼ା :(ସୁଭାଷ ସହାରେ) :ଝାରସୁଗୁଡ଼ା ଜିଲ୍ଲା ଲଇକେରା ବ୍ଲକର ଖୁନ୍ତାମାଲ ପଞ୍ଚାୟତର ସୁଡ଼ୁଙ୍ଗ ଗ୍ରାମରେ ଗ୍ରାମ ସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକକୁ ଲୋକମୁକ୍ତି ସଂଗଠନ ପକ୍ଷରୁ ଆୟୋଜିତ କରାଯାଇଥିଲା। ସଙ୍ଗଠନର ଉପଦେଷ୍ଟା ଅନନ୍ତ ଭାଇ ଯୋଗ ଦେଇ ବନ ଅଧିକାର ଆଇନ-୨୦୦୬ ଏବଂ…
ଜିଲ୍ଲା ସ୍ତରୀୟ ବିଶ୍ବ ମୃତ୍ତିକା ଦିବସ ପାଳିତ
ଝାରସୁଗୁଡ଼ା:(ସୁଭାଷ ସହାରେ)-ଝାରସୁଗୁଡ଼ା ଜିଲ୍ଲା ମୁଖ୍ୟ କୃଷି ଅଧିକାରୀଙ୍କ କାର୍ଯ୍ୟାଳୟରେ ବିଶ୍ୱ ମୃତ୍ତିକା ଦିବସ ପାଳିତ ହୋଇଯାଇଛି। ମୂଖ୍ୟ ଅତିଥି ରୂପେ ଜିଲ୍ଲାପାଳ ସରୋଜ କୁମାର ସାମଲ ଯୋଗଦେଇ ପ୍ରଦୀପ ପ୍ରଜ୍ଜଳନ କରି କାର୍ଯ୍ୟକ୍ରମର ଆରମ୍ଭ କରିଥିଲେ। ଏହି ଅବସରରେ ନିଜର ଉଦବୋଧନରେ…
ଦେଶର ବିକାଶ ଏବଂ ଲୋକଙ୍କ ଜୀବନରେ ଉନ୍ନତି ଆଣିବାରେ ବିଜ୍ଞାନର ଭୂମିକା ମହତ୍ୱପୂର୍ଣ୍ଣ -ଧର୍ମେନ୍ଦ୍ର ପ୍ରଧାନ
ସିଏସ୍ଆଇଆର-ଆଇଏମ୍ଏମ୍ଟିର ‘ଷଷ୍ଠ ଭାରତ ଆନ୍ତର୍ଜାତିକ ବିଜ୍ଞାନ ଉତ୍ସବ’ରେ କେନ୍ଦ୍ରମନ୍ତ୍ରୀଙ୍କ ଉଦ୍ବୋଧନ
‘ଇନୋଭେଟ୍ ଫର୍ ଇଣ୍ଡିଆ’ ଦିଗରେ କାମ କରିବାକୁ ଆହ୍ୱାନ
କୋଭିଡ୍-୧୯ ପରିସ୍ଥିତି ଆଜି ନୂତନତ୍ୱକୁ ପ୍ରଧାନ୍ୟ ଦେବାର ନୂଆ ମାର୍ଗ ଦେଖାଇଛି
ନୂଆଦିଲ୍ଲୀ/ଭୁବନେଶ୍ୱର– ଦେଶର ବିକାଶ…
ମୃତ୍ତିକାର ସ୍ୱାସ୍ଥ୍ୟ ପରିଚାଳନା ଆମ ପାଇଁ ସବୁଠାରୁ ବଡ଼ ଆହ୍ୱାନ : ମନ୍ତ୍ରୀ ଡ. ସାହୁ
ରାଜ୍ୟସ୍ତରୀୟ ବିଶ୍ୱ ମୃତ୍ତିକା ଦିବସ ପାଳିତ
"ମୃତ୍ତିକାର ସ୍ୱାସ୍ଥ୍ୟ ପରିଚାଳନା ଦିଗରେ ବ୍ୟାପକ ଜନସଚେତନତା ସୃଷ୍ଟି କରିବାକୁ ପଡ଼ିବ'
୧୩ଟି ଭ୍ରାମ୍ୟମାଣ ମୃତ୍ତିକା ପରୀକ୍ଷାଗାର ଲୋକାର୍ପିତ
ଭୁବନେଶ୍ୱର ଓ ସମ୍ବଲପୁରଠାରେ ଦୁଇଟି ରେଫରାଲ୍ ମୃତ୍ତିକା ପରୀକ୍ଷାଗାର ଉଦ୍ଘାଟିତ…
“ରାଜ୍ୟର ଖାଉଟିଙ୍କୁ ସଚେତନ ଓ ସଶକ୍ତ କରିବା ସହିତ ଖାଉଟି ସୁରକ୍ଷାକୁ ପ୍ରାଥମିକତା ପ୍ରଦାନ କରାଯାଉଛି’:…
ଭୁବନେଶ୍ୱର: ରାଜ୍ୟରେ ଉପଭୋକ୍ତାମାନଙ୍କ ସୁରକ୍ଷାକୁ ରାଜ୍ୟ ସରକାର ପ୍ରାଥମିକତା ପ୍ରଦାନ କରୁଛନ୍ତିା ଖାଉଟି ସୁରକ୍ଷା ଆଇନ ୨୦୧୯ ଅନ୍ତର୍ଗତ ନୂତନ ବ୍ୟବସ୍ଥାକୁ ଲାଗୁ କରିବା ସହିତ ବିଭିନ୍ନ ପ୍ରକାର ଖାଉଟି ବିବାଦ ସମାଧାନ ମଂଚ ପ୍ରତିଷ୍ଠା ଦିଗରେ ଆଶୁ ପଦକ୍ଷେପ ନିଆଯାଉଛିା ଏଥିସହିତ ନୂତନ…
ବନ ବିଭାଗ ସହଯୋଗରେ ସ୍ଵଚ୍ଛତା ଓ ପରିବେଶ ସଚେତନତା କାର୍ଯ୍ୟକ୍ରମ ସମ୍ପର୍କିତ ପ୍ରସ୍ତୁତି ବୈଠକ
ଭଞ୍ଜନଗର ( ନିଲୁ ବିଷୋୟୀ ) - ଆଜି ମନ୍ତ୍ରୀ ବିକ୍ରମ କେଶରୀ ଆରୁଖଙ୍କ ଅଧ୍ୟକ୍ଷତାରେ ଭଞ୍ଜନଗର ଜଙ୍ଗଲ ବିଭାଗର ଗେଷ୍ଟ୍ ହାଉସ୍ ଠାରେ ବନ ବିଭାଗର ସହଯୋଗରେ ଏକ ସ୍ଵଚ୍ଛତା ଓ ପରିବେଶ ସଚେତନତା ପ୍ରସ୍ତୁତି ବୈଠକ ଓ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି I ଆଜିର ଆଲୋଚନା ଚକ୍ରରେ ଦକ୍ଷିଣ ଘୁମୁସର…
ଭୂତ କୋଠି ପାଲଟିଛି କପା ମଣ୍ଡି, ଦୁଇକୋଟି ବର୍ବାଦ : ପ୍ରସାଶନ ନିରବ।
ବୀରମହାରାଜପୁର - (ଉପଖଣ୍ଡ ପ୍ରତିନିଧି ବିନୋଦ ପାଣ୍ଡେ ): ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଉପଖଣ୍ଡର ଜଟେସିଂହା ପଞ୍ଚାୟତ ଅନ୍ତର୍ଗତ ବଡଖମାରସ୍ଥିତ ଆରଏମସି ପକ୍ଷରୁ ନିର୍ମିତ ହୋଇଥିବା କପା ମଣ୍ଡି ଆଜି ପର୍ଯ୍ୟନ୍ତ ତାହା କାର୍ଯ୍ୟକ୍ଷମ ହୋଇପାରୁନାହିଁ । ଫଳରେ ଦୁଇ କୋଟି ଟଙ୍କା ପାଣିରେ…