ୟାସିର ନୱାଜ ଓଡିଶା ପ୍ରଦେଶ ଛାତ୍ର କଂଗ୍ରେସର ନୂଆ ସଭାପତି On Dec 6, 2020 4 Share ଭୁବନେଶ୍ୱର (ଶାସକ ପ୍ରଶାସକ) : ସୟଦ ୟାସିର ନୱାଜ ଓଡିଶା ପ୍ରଦେଶ ଛାତ୍ର କଂଗ୍ରେସର ସଭାପତି ନିଯୁକ୍ତ ହୋଇଛନ୍ତି | କଂଗ୍ରେସ ଅଧ୍ୟକ୍ଷଙ୍କ ଅନୁମୋଦନ କ୍ରମେ ୟାସିରଙ୍କୁ ଏହି ନିଯୁକ୍ତି ମିଳିଛି ବୋଲି ଏଆଇସିସି ସାଧାରଣ ସମ୍ପାଦକ କେ ସି ବେଣୁଗୋପାଳ ଏକ ପ୍ରେସରିଳିଜରେ ସୂଚନା ଦେଇଛନ୍ତି | 4 Share FacebookTwitterGoogle+ReddItWhatsAppPinterestEmail