ବିଲେନଜୋରରେ ମର୍ମନ୍ତୁଦ ସଡକ ଦୁର୍ଘଟଣା

ଟ୍ରକ-ବୋଲେରୋ ମୁହାଁମୁହିଁ  ଧକ୍କା :  ସ୍ୱାମୀ, ସ୍ତ୍ରୀ ମୃତ ନୂଆପଡ଼ା(ଅମିତ ପୁରୋହିତ) : ନୂଆପଡ଼ା ଜିଲ୍ଲା କୋମନା ଥାନା ବିଲେନଜୋର ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି । ଏଥିରେ ସ୍ୱାମୀ ଓ ସ୍ତ୍ରୀଙ୍କ ମୃତ୍ୟୁ  ହୋଇଥିବା ବେଳେ ୫ରୁ ଉର୍ଦ୍ଧ ଗୁରୁତର ଆହତ ହୋଇଛନ୍ତି ।      …

୧୨ ବର୍ଷର ନାବାଳିକା କେଉଁଥିପାଇଁ ନେଲା ଆତ୍ମହତ୍ୟା ଭଳି ନିଷ୍ପତ୍ତି !!

ଘର ଭିତରୁ ନାବାଳିକାର ମୃତ ଦେହ ଉଦ୍ଧାର : କାରଣ ଅଷ୍ପଷ୍ଟ ନୂଆପଡା(ଅମିତ ପୁରୋହିତ); ସଦର ଥାନା ଅନ୍ତର୍ଗତ ମହୁଲଭଟା ଗ୍ରାମର ନରେଶ ଦଣ୍ଡସେନାଙ୍କ ଝୀଅ ମୌସୁମୀ ଦଣ୍ଡସେନା ର ଝୁଲନ୍ତା ମୃତ ଦେହ ପରିବାର ଲୋକେ ଉଦ୍ଧାର କରିଥିଲେ । ହସ୍ପିଟାଲ ଆଣିବା ପରେ ଡାକ୍ତାର ତାଙ୍କୁ ମୃତ ଘୋଷଣା କରିଥିଲେ…

ମଣିଷପଣିଆ ଦେଖାଇଲା ମାନବ ସେବା ସଂଘ

 'ମୁକ୍ତିପଥ" ଦ୍ବାରା ଅସହାୟ ପରିବାରର ସଦସ୍ୟଙ୍କ ମୃତଦେହ କଲା ଅନ୍ତିମ ସଂସ୍କାର।  ଝାରସୁଗୁଡ଼ା (ଶାସକ ପ୍ରଶାସକ): ଯେତେବେଳେ ଆଖି ବୁଜି ଦେଇଥିବା ଲୋକର  ନିଜର ବୋଲି କେହି ନଥାନ୍ତି ବା ନିଜ ଲୋକ ମଣିଷ ପଣିଆ ଭୁଲିଯାନ୍ତି ବା ସହି ପଡିସା ପଛଘୁଞ୍ଚା ଦିଅନ୍ତି ବା ପରିସ୍ଥିତି ଅସହାୟ…

ଓଡ଼ିଶା ଦକ୍ଷତା ବିକାଶ କର୍ତ୍ତୃପକ୍ଷ ଅଧ୍ୟକ୍ଷ ସୁବ୍ରତ ବାଗଚିଙ୍କ ଝାରସୁଗୁଡ଼ା ଗସ୍ତ। 

ଓଡ଼ିଶାର ଆଇ ଟି ଆଇ ଓ ପଲିଟେକ୍ନିକ ଅନୁଷ୍ଠାନର ବିକାଶ ସହ ଜାତୀୟ ସ୍ତରରେ ଶ୍ରେଷ୍ଠ ଅନୁଷ୍ଠାନ ମଧ୍ୟରେ ପରିଗଣିତ କରିବା ଉପରେ ଗୁରୁତ୍ୱାରୋପ ।  ଝାରସୁଗୁଡ଼ା: (ସୁଭାଷ ସହାରେ) -ଓଡ଼ିଶା ଦକ୍ଷତା ବିକାଶ କର୍ତ୍ତୃପକ୍ଷ  ଅଧ୍ୟକ୍ଷ ସୁବ୍ରତ ବାଗଚି ଆଜି ଝାରସୁଗୁଡ଼ା ଜିଲ୍ଲା ଗସ୍ତ ଅବସରରେ…

” ଚାଷୀମାନଙ୍କର ସମସ୍ୟା ସମାଧାନ ଦିଗରେ ଗ୍ରାମ୍ୟ କୃଷିକର୍ମୀମାନେ ଅଧିକ ତତ୍ପରତା ପ୍ରକାଶ କରନ୍ତୁ’

ଗ୍ରାମ୍ୟ କୃଷିକର୍ମୀମାନଙ୍କ ଦକ୍ଷତା ବିକାଶ ବୈଠକ "ଯୋଜନାର ସୁଫଳ ଚାଷୀଙ୍କ ନିକଟରେ ପହଞ୍ଚାଇବା ଦିଗରେ ଗ୍ରାମ୍ୟ କୃଷିକର୍ମୀଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି' "କୃଷିଜାତ ଦ୍ରବ୍ୟର ବିପଣନ ନିମନ୍ତେ କୃଷକ ଉତ୍ପାଦକ ଗୋଷ୍ଠୀ ଗଠନ ଦିଗରେ  ଚାଷୀମାନଙ୍କୁ ସଚେତନ କରିବାର ଆବଶ୍ୟକତା ରହିଛି'…

ତିନିଦିନିଆ ପଶ୍ଚିମବଙ୍ଗ ଗସ୍ତର ପ୍ରଥମ ଦିନରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ଇସ୍କୋ ଓ ଦୁର୍ଗାପୁର ଇସ୍ପାତ କାରଖାନା ପରିଦର୍ଶନ କଲେ କେନ୍ଦ୍ରମନ୍ତ୍ରୀ   କାରଖାନା ପରିଚାଳନା ନେଇ ବିଭାଗୀୟ ଅଫିସରଙ୍କ ସହ ସମୀକ୍ଷା  କାରଖାନା କ୍ଷମତାର ଶତପ୍ରତିଶତ ବ୍ୟବହାର ଉପରେ ଗୁରୁତ୍ୱାରୋପ କଲିକତା/ଭୁବନେଶ୍ୱର,(ଶାସକ ପ୍ରଶାସକ)– କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ…

ତୁରୁମୁ ଠାରେ ଅନୁଷ୍ଠିତ ସ୍ବର୍ଗତ ସୁନିଲ ସାହୁ ସ୍ମାରକୀ କ୍ରିକେଟ ଟୁର୍ଣ୍ଣାମେଟରେ ଘୁମୁସର ନୂଆଁ ଗାଁ ଟ୍ରଫି ବିଜୟୀ 

ଭଞ୍ଜନଗର ( ନିଲୁ ବିଷୋୟୀ )- ଭଞ୍ଜନଗର ବ୍ଳକ ଅନ୍ତର୍ଗତ ତୁରୁମୁ ଠାରେ ଅନୁଷ୍ଠିତ ସ୍ୱର୍ଗତ ସୁନିଲ ସାହୁ ସ୍ମାରକୀ କ୍ରିକେଟ ଟୁର୍ଣ୍ଣାମେଟରେ କୁଲାଡ଼ କୁ ହରାଇ ଘୁମୁସର ନୂଆଁ ଗାଁ  ବିଜୟୀ ହାସଲ କରିଛି। ଆଜିର ଫାଇନାଲ୍ ମ୍ୟାଚରେ ପ୍ରଥମେ ବ୍ୟାଟିଂ କରି ନୂଆଁ ଗାଁ ଦଳ ସମସ୍ତ ବିକେଟ ହରାଇ ୧୪୭…

ସାମାଜିକ କର୍ମୀ ଦୀନେଶ ପ୍ରଧାନଙ୍କ ଉଦ୍ୟମ ଯୋଗୁ ନ୍ୟାୟ ପାଇଲେ ମେଧାବୀ ଛାତ୍ର ଉମାକାନ୍ତ 

କଳାହାଣ୍ଡି /ସୁଶାନ୍ତ ରାଉତ : କଳାହାଣ୍ଡି ଜିଲ୍ଲା ଜୁନାଗଡ ବ୍ଲକ ସନ୍ୟାସୀ କୁଣ୍ଡାମାଳ ଗ୍ରାମର ଛାତ୍ର ଉମାକାନ୍ତ ନିଆଲ  | ଏହି ଛାତ୍ର 2017 ମସିହାରେ କେନ୍ଦ୍ର ସରକାରଙ୍କ ଦ୍ଵାରା ଆୟୋଜିତ ଜାତୀୟ ମେଧାବୃତ୍ତି (NMMS) ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିଲେ | କିନ୍ତୁ ବିଦ୍ୟାଳୟ…

“ଆମର ଦିଲ୍ଲୀରେ କେହି ବସ ନାହାନ୍ତି ,ଓଡିଶାବାସୀ ଆମର ବସ ।

ଯୁବ କ୍ୟାଡରଙ୍କୁ ନବୀନ କହିଲେ ମନର କଥା  ଆମେ ମହାସମୁଦ୍ର, ମହାସମୁଦ୍ରର ଜଳବୁନ୍ଦା ନୁହଁ ଆଞ୍ଚଳିକ ଦଳ ହିଁ ଓଡିଶାର ଯୁବ ସମାଜର ଆଶା ଓ ଅଭିଳାଷ ପୂରଣ କରିପାରିବ ଭୁବନେଶ୍ୱର (ମାନସୀ ମିଶ୍ର ) : ବିଜୁ ଯୁବ ଜନତା ଦଳର  ରାଜ୍ୟ କାର୍ଯ୍ୟକାରୀଣୀ ବୈଠକ ଅବସରରେ ବିଜୁ ଜନତା ଦଳ ସଭାପତି ନବୀନ…

ଏସଟିପିଆଇ, ଗୋଠପାଟଣା କେନ୍ଦ୍ର ପରିଦର୍ଶନ କଲେ ମନ୍ତ୍ରୀ ତୁଷାରକାନ୍ତି ବେହେରା

 ଓଡ଼ିଶା ହେବ ଆଇଟି ପେଂଠ  ସ୍ଥଳ  ଆଇଟି କ୍ଷେତ୍ରରେ ବଢ଼ିବ କର୍ମନିଯୁକ୍ତି ଭୁବନେଶ୍ୱର(ଶାସକ ପ୍ରଶାସକ) :ଇଲେକ୍ଟ୍ରୋନିକ୍ସ, ସୂଚନା ପ୍ରଯୁକ୍ତି ବିଦ୍ୟା, କ୍ରୀଡ଼ା ଓ ଯୁବସେବା ମନ୍ତ୍ରୀ ଶ୍ରୀ ତୁଷାରକାନ୍ତି ବେହେରା ଗତକାଲି ଗୋଠପାଟଣାସ୍ଥିତ ଏସଟିପିଆଇ  କେନ୍ଦ୍ର ପରିଦର୍ଶନ କରିଛନ୍ତିା…