Sign in
Sign in
Recover your password.
A password will be e-mailed to you.
ରାଜ୍ୟରେ ବୃଦ୍ଧି ପାଉଥିବା ଅପରାଧ ନିୟନ୍ତ୍ରଣରେ ସରକାର ବିଫଳ
21 ରେ ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କକାର୍ଯ୍ୟାଳୟ ସମ୍ମୁଖରେ ପ୍ରଦର୍ଶନ କରିବ କଂଗ୍ରେସ।
ଝାରସୁଗୁଡ଼ା :(ସୁଭାଷ ସହାରେ) - ରାଜ୍ୟରେ ବଢ଼ି ଚାଲିଛି ଅପରାଧ। ସମସ୍ତ ପ୍ରକାରର ଅପରାଧ ଉପରେ ସରକାର ନୀରବତା ଅବଲମ୍ବନ କରୁଛନ୍ତି,ନିଷ୍କ୍ରିୟ ହୋଇ ପଡ଼ିଛନ୍ତି। ଅପରାଧୀମାନେ ସରକାରଙ୍କ ନିୟନ୍ତ୍ରଣ…
ଝାରସୁଗୁଡ଼ା ଜିଲ୍ଲା ପ୍ରତିଷ୍ଠା ଦିବସ ଓ “ଦୁଲଦୁଲି” ମହୋତ୍ସବର ପ୍ରସ୍ତୁତି ବୈଠକ ଅନୁଷ୍ଠିତ ।
ଝାଡ଼େଶ୍ବର ମନ୍ଦିର ଓ କନକ ଦୁର୍ଗା ମନ୍ଦିରରେ ହେବ ପୂଜାର୍ଚ୍ଚନା।
ମନମୋହନ ସ୍କୁଲ ପଡ଼ିଆରେ ଅନୁଷ୍ଠିତ ହେବ ସଭା।
ରକ୍ତଦାନ ଶିବିର ଆୟୋଜନ କରାଯିବ।
୨୦୨୦ ମହୋତ୍ସବର ଆୟ ବ୍ୟୟର ବିବରଣୀ ଉପସ୍ଥାପନ କରଗଲା।
ଝାରସୁଗୁଡ଼ା :(ସୁଭାଷ ସହାରେ)- ବହୁ ଆଶା ଓ ଆଶଙ୍କା…
ମହାନଦୀ ଶଯ୍ୟା ପୋତା ପ୍ରସଙ୍ଗ : ପ୍ରଭାବ ଆକଳନ ପାଇଁ କମିଟି ଗଠନ କଲେ ଏନଜିଟି
ନୂଆଦିଲ୍ଲୀ : କଟକସ୍ଥିତ ବାଲିଯାତ୍ରା ପଡ଼ିଆ ହାଡ଼ିଆପଠା ପ୍ରଭୃତି ଅଞ୍ଚଳର ମହାନଦୀ ଶଯ୍ୟାକୁ ରାଜ୍ୟ ସରକାରଙ୍କ ପକ୍ଷରୁ ପୋତାଯିବା ପ୍ରସଙ୍ଗରେ ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶ ଦେଇଛନ୍ତି ଏନ୍.ଜି.ଟି (ନ୍ୟାସନାଲ୍ ଗ୍ରୀନ୍ ଟ୍ରିବ୍ୟୁନାଲ)। ପୂର୍ବରୁ ସରକାରଙ୍କ ପକ୍ଷରୁ ଜାତୋ ରହିଥିବା ନଦୀ…
ମେଲାରେ ପଡିଛି ଚେକ ଡ୍ୟାମ, ଚାଷଜମିକୁ ମାଡୁନି ପାଣି
ପାଣିରେ ପଡୁଛି ସରକାରଙ୍କ ଲକ୍ଷ ଲକ୍ଷ ଟଙ୍କା
ଝାରବନ୍ଧ/ମନୋହର ଦାଶ: ଅଣ ଜଳ ସେଚିତ ଚାଷ ଜମିକୁ ଜଳ ଯୋଗାଣ ହେବ।ନଦୀ ଓ ନାଳ ରେ ବୋହି ଯାଉଥିବା ଜଳ କୁ ଅଟକାଇ ଚାଷ କାର୍ଯ୍ୟ ରେ ବିନିଯୋଗ କରିବା ତଥା ଚାଷ ଓ ଚାଷୀ ଙ୍କ ବିକାଶ ଘଟାଇବା ପାଇଁ ସରକାର ଜଳସେଚନ ବ୍ୟବସ୍ତା ଉପରେ ପ୍ରଧାନ୍ୟ…
ମୟୂରଭଞ୍ଜ ଜିଲ୍ଲାରେ ସମସ୍ତ ମନ୍ଦିର ଡ଼ିସେମ୍ବର ୨୦ମଧ୍ୟରେ ଖୋଲିବା ନିମନ୍ତେ ଦାବି
ବାରିପଦା(ଦିଲ୍ଲୀପ ମହାନ୍ତି )- ସରକାର କରୋନା ମହାମାରୀ ମୁକାବିଲା ନିମନ୍ତେ ୨୦୨୦ ମାର୍ଚ୍ଚ ୨୩ରୁ ମନ୍ଦିର ଓ ଧର୍ମାନୁଷ୍ଠାନମାନଙ୍କରେ ଭକ୍ତଙ୍କ ପ୍ରବେଶ ଉପରେ କଟକଣା ଜାରି କରାଇଥିଲେ । ବର୍ତ୍ତମାନ ସରକାର ବସ , ଗାଡ଼ି ମୋଟର ଚଳାଚଳ, ହାଟ ବଜାର ଖୋଲିବା ସହିତ ସଭାସମିତି ଆଦି କ୍ଷେତ୍ରରେ…
ବିଜେପିର ମଣ୍ଡଳ ସ୍ତରୀୟ ସାଙ୍ଗଠନିକ ବୈଠକ ଓ ମିଶ୍ରଣ ପର୍ବ ଅନୁଷ୍ଠିତ
ଭଞ୍ଜନଗର ( ନିଲୁ ବିଷୋୟୀ )- (ଜଗନ୍ନାଥ ପ୍ରସାଦ ବ୍ଳକ କରଡାବଣି ଆମ୍ବତୋଟା ଠାରେ ବିଜେପିର ମଣ୍ଡଳ ସ୍ତରୀୟ ସାଙ୍ଗଠନିକ ବୈଠକ ଓ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି। ଭଞ୍ଜନଗର ନିର୍ବାଚନ ମଣ୍ଡଳୀର ବିଧାୟକ ପାର୍ଥି ପ୍ରଦ୍ୟୁମ୍ନ କୁମାର ନାୟକଙ୍କ ପୃଷ୍ଠ ପୋଷକତାରେ ଆୟୋଜିତ କାଯ୍ୟକ୍ରମରେ…
ଟ୍ରେନ୍ ଧକ୍କାରେ ଯୁବକଙ୍କର ହାତ କଟି ଗୁରୁତର
ଭଦ୍ରକ/ ଶାସକ ପ୍ରଶାସକ - ଭଦ୍ରକ ଜିଲ୍ଲା ତିହିଡି ଥାନା ଅନ୍ତର୍ଗତ ସଇଆ ଗ୍ରାମର ଜଣେ ଯୁବକ ନାମ ବିଜୟ ମଳିକ୍,ବୟସ ୩୫, ସଇଆ ଓଭର ବ୍ରିଜ୍ ପାସ୍ କରୁଥିବା ବେଳେ ମାଲବାହୀ ଟ୍ରେନ ତାଙ୍କୁ ଧକ୍କା ଦେବା ଫଳରେ ଘଟଣାସ୍ଥଳରେ ଯୁବକ ଜଣଙ୍କର ହାତ କଟି ଖଣ୍ଡ ବିଖଣ୍ଡ ହୋଇ ପଡ଼ିରହିଛି । ଘଟଣା ସ୍ଥଳରେ…
କାର୍ଯ୍ୟ ଅଗ୍ରଗତି ସମୀକ୍ଷା ପାଇଁ ଭୋରୁ ଭୋରୁ ଶ୍ରୀକ୍ଷେତ୍ରରେ ଡିସିଙ୍କ ସହ 5 ଟି ସଚିବ
ପୁରୀ : କିଛି ଦିନ ତଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶ୍ରୀକ୍ଷେତ୍ରରେ ବିକାଶ ପ୍ରକ୍ରିୟା ସମୀକ୍ଷା କରିବା ସହ କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ପାଇଁ ନିର୍ଦ୍ଦେଶ ଦେଇଥିବା ପରିପ୍ରେକ୍ଷୀରେ ଆଜି ହେରିଟେଜ କରିଡର ଓ ବିକାଶ କାର୍ଯ୍ୟର ଅଗ୍ରଗତି ସମୀକ୍ଷା ପାଇଁ ଉନ୍ନୟନ କମିଶନର ସୁରେଶ…
ସିଦ୍ଧାନ୍ତଙ୍କ ନୂଆ ବର୍ଷ ଭେଟି ,ଦିଶିବେ ଛୋଟ ପରଦାରେ
?ପ୍ରଥମ ଥର ପାଇଁ ମେଗା ସିରିୟଲରେ ଅଭିନୟ କରିବେ ସୁପରଷ୍ଟାର ସିଦ୍ଧାନ୍ତ ମହାପାତ୍ର?ଓଡ଼ିଆ ସିନେମା ଓ ଟେଲି ଇଣ୍ଡଷ୍ଟ୍ରିର ପୁନଃରୁଦ୍ଧାର ପାଇଁ ଆଗେଇ ଆସିଲେ ଏହି ଦିଗ୍ଗଜ ଅଭିନେତା ?ଓଡ଼ିଆ ଟେଲିଭିଜନ ଇତିହାସରେ ଏହା ସବୁଠୁ ବ୍ୟୟ ବହୁଳ ମେଗା ଧାରାବାହିକ ?ହେଲିକପ୍ଟରର ଉପଯୋଗ କୌଣସି ଓଡ଼ିଆ…
ମୟୂରଭଞ୍ଜ :ଖରିଫ ଧାନ ସଂଗ୍ରହ ନିମନ୍ତେ ଖୋଲିଲା ୧୨ ମଣ୍ଡି
ପ୍ରଥମ ଦିନରେ ୧୪୦ ଚାଷୀଙ୍କ ଠାରୁ ୪୩୯୦.୩୦ କ୍ୟୁଣ୍ଟାଲ ଧାନ ସଂଗୃହୀତ ହେଲା
ବାରିପଦା(ଦିଲ୍ଲୀପ ମହାନ୍ତି )- ମୟୂରଭଞ୍ଜ ଜିଲ୍ଲାରେ ଚଳିତ ୨୦୨୦-୨୧ ଖରିଫ ଧାନ ସଂଗ୍ରହ ନିମନ୍ତେ ପଞ୍ଜିକୃତ ଚାଷୀମାନଙ୍କ ଠାରୁ ଜିଲ୍ଲା ପ୍ରଶାସନ ତତ୍ୱାବଧାନରେ ଜିଲ୍ଲା ଯୋଗାଣ ଓ ସମବାୟ ବିଭାଗ ସହାୟତାରେ ପ୍ରଥମ…