Sign in
Sign in
Recover your password.
A password will be e-mailed to you.
ମିଥ୍ୟା ଏନ୍କାଉଣ୍ଟରକୁ କୁ ନେଇ ୨୧ରେ ବନ୍ଦ ଡ଼ାକରା ଦେଲା ମାଓସଙ୍ଗଠନ ।
ମାଲକାନଗିରି/ ବି ଶ୍ରୀନିବାସ ପାତ୍ର: ମାଲକାନଗିରି ଜିଲ୍ଲାର ସ୍ବାଭିମାନ ଅଞ୍ଚଳରେ ପୁଲିସର ଏନ୍କାଉଣ୍ଟରକୁ ମିଥ୍ୟା ବୋଲି ଦର୍ଶାଇ ନକ୍ସଲ ସଂଗଠନ ଏହାର ବିରୋଧ କରିଛି । ଏନ୍କାଉଣ୍ଟର ନାମରେ ତିନି ଜଣ ନକ୍ସଲଙ୍କୁ ହତ୍ୟା କରାଯାଇଥିବା ନେଇ ଆନ୍ଧ୍ର ଓଡିଶା ବୋଡର ଡିଭିଜନର ସଚିବ କୈଳାସ…
ଜଗଦଲପୁର ପୋଲିସ ତରଫ ରୁ ଶୀତବସ୍ତ୍ର ବଣ୍ଟନ
ଝାରବନ୍ଧ-ମନୋହର ଦାଶ:ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଜଗଦଲପୁର ଥାନା ର ମିଳିତ ସହଯୋଗରେ ସରେଇକେଲା ପଞ୍ଚାୟତ ର ସୁକୁଳିପାହାଡ଼ ଗ୍ରାମର ଗରିବ ଓ ଅର୍ଥନୈତିକ ଅନଗ୍ରସର ଶ୍ରେଣୀ ର ଜନସାଧାରଣ ଙ୍କୁ ଶୀତ ବସ୍ତ୍ର ବଣ୍ଟନ କରାଯାଇଛି।ଏଥିରେ ମୁଖ୍ୟ ଅତିଥି ଭାବରେ ଜଗଦଲପୁର ଥାନା ଅଧିକାରୀ…
କଳିଙ୍ଗ ଷ୍ଟାଡିୟମ୍ ଉନ୍ନୟନ କାର୍ଯ୍ୟ ତଦାରଖ କଲେ କ୍ରୀଡା ମନ୍ତ୍ରୀ ତୁଷାରକାନ୍ତି ବେହେରା
ଭୁବନେଶ୍ୱର(ଶାସକ ପ୍ରଶାସକ): ଇଲେକ୍ଟ୍ରୋନିକ୍ସ, ସୂଚନା ପ୍ରଯୁକ୍ତିବିଦ୍ୟା, କ୍ରୀଡ଼ା ଓ ଯୁବସେବା ମନ୍ତ୍ରୀ ଶ୍ରୀ ତୁଷାରକାନ୍ତି ବେହେରା ଆଜି ପୂର୍ବାହ୍ନରେ କଳିଙ୍ଗ ଷ୍ଟାଡିୟମ୍ ଗସ୍ତରେ ଯାଇ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ତଦାରଖ କରିଛନ୍ତିା
ବର୍ତ୍ତମାନ କୋଭିଡ୍ ମହାମାରୀ ଯୋଗୁଁ ଅନେକ…
ବିଶିଷ୍ଟ କବି ଓ ଲେଖକଙ୍କର ଗହଣରେ ସମଲପୁରୀ କ୍ୟାଲେଣ୍ଡର ଉନ୍ମୋଚିତ
ପଦ୍ମପୁର:- ପାରମ୍ପରିକ ଭାବେ ହୋଇ ଆସୁଥିବା ସାରସ୍ୱତ ସମାବେଶ ମାନଙ୍କ ଠାରୁ ଭିନ୍ନ ଏକ ବ୍ୟବସ୍ଥା ଏବଂ ପ୍ରାକୃତିକ ପରିବେଶ ଭରା ଶାନ୍ତ ସ୍ନିଗ୍ଧ ବାତାବରଣ ମଧ୍ୟରେ ପଶ୍ଚିମ ଓଡିଶାର ସମ୍ବଲପୁରୀ ସାହିତ୍ୟ ସାଧକ ମାନଙ୍କର ଏକତ୍ରିକରଣ ବରଗଡ ଜିଲ୍ଲା ପଦ୍ମପୁର ସହର ନିକଟସ୍ଥ ନିଳକଣ୍ଠେଶ୍ୱରପୁର…
ବିଜେଡି ଲୋକଙ୍କ ଦଳ; ଲୋକଙ୍କ ସେବାରେ ସମର୍ପିତ : ନବୀନ
ମୁଖ୍ୟମନ୍ତ୍ରୀଙ୍କ ପାଇଁ ଦଳ ଆଜି ମୁଣ୍ଡ ଟେକି ଠିଆ ହୋଇଛି, ତାଙ୍କ ଛବିକୁ କଦାପି ମଳିନ କରିବାକୁ ଦିଆଯିବ ନାହିଁ : ପ୍ରଣବ
କେନ୍ଦ୍ରର ଅବହେଳା ଓ ନକରାତ୍ମକ ଆଭିମୁଖ୍ୟ ରାଜ୍ୟ ବିକାଶରେ ବାଧକ
ସ୍ୱାମୀନାଥନ କମିଟି ସୁପାରିସ ଅନୁସାରେ ଏମ୍ଏସପି ପାଇଁ ଲଢେଇ ଜାରି ରହିବ…
ତ୍ୱରାନ୍ୱିତ ହେଲା ମହାନଦୀ ବନ୍ଦର ପ୍ରକଳ୍ପ କାର୍ଯ୍ୟ
ଚାରିହଜାର କୋଟିରୁ ଅଧିକ ଟଙ୍କା ବିନିଯୋଗ, ଛଅ ହଜାରରୁ ଅଧିକ ନିଯୁକ୍ତି ସୁଯୋଗ ।
ଭୁବନେଶ୍ୱର(ଶାସକ ପ୍ରଶାସକ):ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ଆଜି ମୁଖ୍ୟ ଶାସନ ସଚିବ ଶ୍ରୀ ଅସିତ ତ୍ରିପାଠୀଙ୍କ ନେତୃତ୍ୱରେ 5T ସଚିବ ଶ୍ରୀ ଭି.କେ ପାଣ୍ଡିଆନ ଏବଂ ବାଣିଜ୍ୟ ଓ…
ଅସଜଡ଼ା ପର୍ଯ୍ୟଟନ ସ୍ଥଳ ଦେବଝରଣ
(ରେଢାଖୋଲ ସ୍ୱତନ୍ତ୍ର ଉପଖଣ୍ଡ ପ୍ରତିନିଧି ଶ୍ରୀୟାସ୍ମିତା ସାମଲ ) : ପ୍ରାକୃତିକ ସୌନ୍ଦର୍ଯ୍ୟର ଅନନ୍ୟ ଭଣ୍ଡାର ହେଉଛି ପଶ୍ଚିମ ଓଡ଼ିଶା। ଯାହା ରାଜ୍ୟ ସହିତ ରାଜ୍ୟ ବାହାରର ପର୍ଯ୍ୟଟକଙ୍କୁ ଆକର୍ଷିତ କରିଥାଏ। ସେଥିମଧ୍ୟରୁ ସମ୍ବଲପୁର ଜିଲ୍ଲା ଅନ୍ୟତମ। ଏଠାରେ ପାହାଡ଼, ଝରଣା ଓ ନଦୀ କୂଳର…
ନୂଆପଡ଼ା ଅତିରିକ୍ତ ତହସିଲଦାର ମନମୁଖି କାର୍ଯ୍ୟ
ତହସିଲ ଅଫିସ ଘେରିଲେ ଟ୍ରାକ୍ଟର ମାଲିକ, ଠିକାଦାର ସଂଘ
ନୂଆପଡ଼ା,(ଅମିତ ପୁରୋହିତ): ନୂଆପଡ଼ା ଅତିରିକ୍ତ ତହସିଲଦାରଙ୍କ ମନମୁଖି କାର୍ଯ୍ୟକୁ ବିରୋଧ କରି ସ୍ଥାନୀୟ ଟ୍ରାକ୍ଟର ମାଲିକ ସଂଘ ଓ ଠିକାଦାର ସଂଘ ତରଫରୁ ଘେରାଉ କରି ହୋହାଲ୍ଲା କରିବା ସହ ବିକ୍ଷୋଭ ପ୍ରଦର୍ଶନ କରିଥିଲେ ।
ସଦର…
କେବଡାଜୋର ନାଲା ବ୍ରିଜ ସମ୍ପୁର୍ଣ୍ଣ, ଅନିୟମିତାର ତଦନ୍ତ ଦାବୀ
ଜିଲ୍ଲାପାଳ ଅଫିସ ସମ୍ମୁଖରେ ଧାରଣାରେ ବସିଲେ ଗ୍ରାମବାସୀ
ନୂଆପଡ଼ା(ଅମିତ ପୁରୋହିତ) : ନୂଆପଡ଼ା ଜିଲ୍ଲା କୋମନା ବ୍ଲକ ଦର୍ଲିପଡା ପଞ୍ଚାୟତ ହାତିସରା ଗାଁ ନିକଟ କେବଡାଜୋର ନାଲା ବ୍ରିଜ ତୁରନ୍ତ କାମ ଅମ୍ପୁର୍ଣ୍ଣ କରିବା ସହ ନିର୍ମାଣ କାମରେ ଅନିୟମିତାର ନିରପେକ୍ଷ ତଦନ୍ତ କରି କାର୍ଯାନୁଠାନ …
ଧାନ ସଂଗ୍ରହରେ ଚାଷୀଙ୍କୁ ମିଲର୍ସଙ୍କ ଶୋଷଣକୁ ବିରୋଧ
ଜିଲ୍ଲାପାଳ ଅଫିସ ଘେରିଲା ଗରିବ ସେନା ସଂଗଠନ
ନୂଆପଡ଼ା,(ଶାସକ ପ୍ରଶାସକ) : ନୂଆପଡ଼ା ଜିଲ୍ଲାରେ ଖରିପ ଧାନ ସଂଗ୍ରହରେ ଚାଷୀଙ୍କୁ ମିଲର୍ସଙ୍କ ଶୋଷଣକୁ ବିରୋଧ କରି ଗରିବ ସେନା ସଂଗଠନ ତରଫରୁ ଜିଲ୍ଲାପାଳ ଅଫିସ ଘେରାଉ କରିଥିଲେ । ଏନେଇ ଜିଲ୍ଲାପାଳ ସ୍ୱଧାଦେବ ସିଂଙ୍କ ଉଦ୍ଦେଶ୍ୟରେ ଜିଲ୍ଲା…