ଭୁବନେଶ୍ୱର : ପଞ୍ଚାୟତିରାଜ ଦିବସ ପାଳନ ଉପଲକ୍ଷେ ମାର୍ଚ୍ଚ ୫ ତାରିଖ ରାଜ୍ୟର ଉଚ୍ଚଶିକ୍ଷା ଅଧୀନରେ ଥିବା ସବୁ ବିଶ୍ୱବିଦ୍ୟାଳୟ ଓ ସେମାନଙ୍କ ଅଧୀନରେ ଥିବା ସବୁ ସରକାରୀ ଓ ବେସରକାରୀ ମହାବିଦ୍ୟାଳୟ ବନ୍ଦ ରହିବ | ଆଜି ଏହି ମର୍ମରେ ଉଚ୍ଚଶିକ୍ଷା ବିଭାଗ ପ୍ରମୁଖ ଶାସନ ସଚିବ ଶାଶ୍ୱତ ମିଶ୍ର ସବୁ ବିଶ୍ୱବିଦ୍ୟାଳୟ ଓ ମହାବିଦ୍ୟାଳୟକୁ ପତ୍ର ଲେଖି ଜଣାଇଦେଇଛନ୍ତି |
Sign in
Sign in
Recover your password.
A password will be e-mailed to you.
Next Post