କଣ୍ଟାବାଞ୍ଜିରେ ବିଜେଡ଼ି ପକ୍ଷରୁ ବିଜୁବାବୁଙ୍କ୧୦୫ତମ ଜନ୍ମ ଜୟନ୍ତୀ ପାଳନ।

0 2

କଣ୍ଟାବାଞ୍ଜି:(ଚୁଡାମଣି ସୁନା) କଣ୍ଟାବାଞ୍ଜି ଠାରେ ବିଜେଡ଼ି ପକ୍ଷରୁ ବିଜୁବାବୁଙ୍କ ୧୦୫ତମ ଜନ୍ମ ଜୟନ୍ତୀ ପାଳିତ ହୋଇଯାଇଛି।ଅଜୟ ଦାସଙ୍କ ନେତୃତ୍ୱ ପ୍ରଥମେ ବିଜୁବାବୁଙ୍କ ପ୍ରତିମୃତ୍ତି ରେ ପୁଷ୍ପମାଲ୍ୟ  ଅର୍ପଣ କରା ଯାଇଥିଲା | ଏ ଉପଲକ୍ଷେ ଆୟୋଜିତ ସଭାରେ   ବିଜୁବାବୁଙ୍କ ସଚ୍ଚୋଟ ଏବଂ ସରଳ ଚିନ୍ତା ଧାରା ଉପରେ ବିଶ୍ୱାସ ରଖି ମହତ କାର୍ଯ୍ୟ କରିବାକୁ ଜନସାଧାରଣ ଙ୍କୁ ଅଜୟ ଦାସ ଉଦବୋଧନ ଦେଇଥିଲେ। ଏହି ଜନ୍ମ ଜୟନ୍ତୀ ରେ ବହୁସଂଖ୍ୟାରେ  ବିଜେଡି କର୍ମୀ ଉପସ୍ଥିତ ରହିଥିଲେ। 

Leave A Reply

Your email address will not be published.