ଦଳୀୟ ସଦସ୍ୟଙ୍କ ଗଠନମୂଳକ ପରାମର୍ଶକୁ ସରକାରରେ ଓ ଦଳରେ ଦିଆଯିବ ପ୍ରାଥମିକତା 

ବିଜେଡି ରାଜ୍ୟ ପରିଷଦ ବୈଠକରେ ନବୀନଙ୍କ ଘୋଷଣା  ସରକାରଙ୍କ କାର୍ଯ୍ୟଧାରା ଉପରେ ରାଜ୍ୟ ପରିଷଦ ସଦସ୍ୟ ସଦସ୍ୟା ଦିଅନ୍ତୁ ଗୋଟିଏ ଗୋଟିଏ ପ୍ରସ୍ତାବ  ଉପଯୋଗୀ ପରାମର୍ଶକୁ କାର୍ଯ୍ୟକାରୀ କରିବେ ଦଳ ଓ ସରକାର  ମୟୁର ଭଞ୍ଜ ଜିଲ୍ଲା ବିଜେଡି କମିଟିର ପ୍ରସ୍ତାବ ହେବ କାର୍ଯ୍ୟକାରୀ…

ଡ: କଲ୍ୟାଣୀ ମିଶ୍ରଙ୍କ କବିତା ସଙ୍କଳନ “ବଦଳି ଯାଉଥିବା ଋତୁ ସମ୍ପର୍କରେ” ଲୋକାର୍ପଣ-

http://www.youtube.com/watch?v=XscHP9Bmb0o   ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡିର ଓଡ଼ିଆ ଭଣ୍ଡାରୀ ସାହି ସ୍ଥିତ ଉତ୍କଳ ହିତୈଷିଣୀ ସମାଜ ସଭାଗୃହ ଠାରେ ଅଧ୍ୟାପିକା ଡ. କଲ୍ୟାଣୀ ମିଶ୍ରଙ୍କ କବିତା ସଙ୍କଳନ "ବଦଳି ଯାଉଥିବା ଋତୁ…

ଭିଜିଲାନସ ଖାପଚରେ ଟ୍ରେସର 

ବଲାଙ୍ଗୀର (ନିରୋଜ ମିଶ୍ର)  ବଲାଙ୍ଗିର ସ୍ୱତନ୍ତ୍ର ଯୋଜନା ଅଧିକାରୀଙ୍କ କାର୍ଯ୍ୟାଳୟରେ କାର୍ଯ୍ୟରତ ଟ୍ରେସର ଜୀବଦିଶ ପାତ୍ର ପଡ଼ିଛନ୍ତି ଭିଜିଲାନ୍ସ ଜାଲରେ । ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ବିଭାଗ ଚଢ଼ଉ କରିଛି । ଆଦର୍ଶପଡ଼ା ସ୍ଥିତ ତାଙ୍କ ଘର, ସଂପର୍କୀୟଙ୍କ ଘର, କଲେଜ…

ନିଷ୍ଠା, ସେବା ଓ ପ୍ରତିବଦ୍ଧତାକୁ ମିଳିଲା ସମ୍ମାନ

"ମାଟିର ଗୈାରବ" ସମ୍ମାନରେ ସମ୍ମାନୀତ ହେଲେ ଶିକ୍ଷକ ତଥା ସମାଜସେବୀ ଦିବସ ସାହୁ ମଧୁମୟ କଳା ସଂଗଠନ ଏବଂ ହଜାରୁ ବାଗ ଫାଉଣ୍ଡେସନ୍ ର ମିଳିତ ଆନୁକୁଳ୍ୟରେ ମଧୁମୟ କଳା ସଂଗଠନ ର ଅଧ୍ୟକ୍ଷ ମୋତିଲାଲ ବାଗଙ୍କ ଅଧ୍ୟକ୍ଷତାରେ "ସାଂପ୍ରତିକ ସ୍ଥିତିରେ ଲୋକକଳା ସଂସ୍କୃତି ଏବଂ କଳାକାର" ଶୀର୍ଷକ…

ଘୁ.ଉଦୟଗିରି ପ୍ରେସ କ୍ଳବର ବନ୍ଧୁ ମିଳନ

ଘୁ.ଉଦୟଗିରି(ଗଗନ କୁମାର ପ୍ରଧାନ): ଘୁ.ଉଦୟଗିରି ପ୍ରେସ କ୍ଳବର ସଭାପତି ସମୀର କୁମାର ପାଢୀଙ୍କ ସଭାପତିତ୍ବରେ ଆଜି ସ୍ଥାନୀୟ ସିର୍କୀ ଡ୍ୟାମ ନିକଟରେ ମାସିକ ବୈଠକ ଏବଂ ବନ୍ଧୁ ମିଳନ ଅନୁଷ୍ଠିତ ହୋଇଯାଇଛି I ସମ୍ପାଦକ ବଟକୃଷ୍ଣ ଦାସ ପୂର୍ବ ବିବରଣୀ ପାଠ କରିଥିବା ବେଳେ ସମସ୍ତ ପ୍ରତିନିଧି…

ଆମ୍ ଆଦମୀ ପାର୍ଟିର ଏକଦିବସୀୟ ପ୍ରଶିକ୍ଷଣ ଶିବିର

( ରେଢାଖୋଲ ସ୍ୱତନ୍ତ୍ର ଉପଖଣ୍ଡ ପ୍ରତିନିଧି ଶ୍ରୀୟାସ୍ମିତା ସାମଲ) : ଆମ ଆଦମୀ ପାର୍ଟି ରେଢାଖୋଲ ପକ୍ଷରୁ ଆପ୍ କାର୍ଯ୍ୟାଳୟ ଠାରେ ଏକଦିବସୀୟ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଆମ ଆଦମୀ ପାର୍ଟିର ରାଜ୍ୟ ଆବାହକ ତଥା ରାଷ୍ଟ୍ରୀୟ ପ୍ରବକ୍ତା ନିଶିକାନ୍ତ…

ଜାନୁଆରୀ ପ୍ରଥମ ସପ୍ତାହ ରେ ଖୋଲିପାରେ ଶ୍ରୀ ଶ୍ରୀ ନୃସିଂହନାଥ ମନ୍ଦିର

ବରଗଡ :-ପଶ୍ଚିମ ଓଡ଼ିଶାର ପ୍ରସିଦ୍ଧ ତୀର୍ଥକ୍ଷେତ୍ର ଶ୍ରୀ ଶ୍ରୀ ନୃସିଂହନାଥ ମହାପ୍ରଭୁଙ୍କ ମନ୍ଦିର, ଆଜକୁ ପ୍ରାୟ ଦଶ ମାସ ହେବ କୋଭିଡ଼ କଟକଣା ଯୋଗୁ ଶ୍ରଦ୍ଧାଳୁଙ୍କ ପାଇଁ ବନ୍ଦ ରହିଛି । ଏଠାରେ ଉଲ୍ଲେଖଯୋଗ୍ୟ ଯେ କୋରୋନାର ପ୍ରଭାଵ ଦେଖାଯିବା ପରେ ଓ ଦେଶରେ ଲକଡାଉନ ଆରମ୍ଭ  ହେବା ପୂର୍ବରୁ…

ପୁଣି ଟଳିଲେ ଗଜରାଜ : କାଗଜ କଲମରେ ଚାଲିଛି ହାତୀ ନିରାପତ୍ତା 

ହାତୀକୁ ଧକ୍କା ଦେଲା ପୁରୀ-ସୁରଟ ଏକ୍ସପ୍ରେସ ଟ୍ରେନ; ଇଞ୍ଜିନ ଲାଇନଚ୍ୟୁତ, ଯାତ୍ରୀ ସୁରକ୍ଷିତ ( ରେଢାଖୋଲ ସ୍ୱତନ୍ତ୍ର ଉପଖଣ୍ଡ ପ୍ରତିନିଧି ଶ୍ରୀୟାସ୍ମିତା ସାମଲ ) ରବିବାର ରାତି ୨.୦୫ରେ ସମ୍ବଲପୁର ରେଳ ଷ୍ଟେସନ ନିକଟ ମାନେଶ୍ୱର ଏବଂ ହାତୀବାରୀ ମଧ୍ୟରେ  ପୁରୀ-ସୁରଟ ଏକ୍ସପ୍ରେସ୍‌…

ଟ୍ରାକ୍ଟର ଦୁର୍ଘଟଣାରେ  ଅକାଳରେ ଚାଲିଗଲା ଯୁବକଙ୍କ ଜୀବନ 

ଦିନରେ ସହର ମଧ୍ୟଦେଇ ବେଧଡ଼କ ଚାଲୁଛି ମାଲବାହୀ ଟ୍ରାକ୍ଟର, ଟ୍ରକ : ସାଧାରଣରେ ଅସନ୍ତୋଷ  ବାରିପଦା/ ଦିଲ୍ଲୀପ ମହାନ୍ତି : - ବାରିପଦା ସହର ମଧ୍ୟ ଦେଇ ବାଲି, ଗୋଡ଼ି ବୋଝେଇ ଟ୍ରାକ୍ଟର ଏବଂ ବିଭିନ୍ନ ମାଲ ପରିବହନ କରୁଥିବା ଟ୍ରକ୍ ବେଧଡ଼କ ଯାତାୟତ କରୁଛି। ଫଳରେ ବାରିପଦାରେ କ୍ରମଶଃ…

ବିଭିନ୍ନ ବେଆଇନ ମାଟି ଇଟାଭାଟି ଉପରେ ଉପଜିଲ୍ଲାପାଳଙ୍କ ଚଢ଼ାଉ 

ଭଞ୍ଜନଗର ( ନିଲୁ ବିଷୋୟୀ ) - ଗଂଜାମ ଜିଲ୍ଲା ଭଞ୍ଜନଗର ରାଜସ୍ୱ ଉପଖଣ୍ଡରେ ବେଆଇନ ଭାବେ ଚାଲିଛି ମାଳମାଳ ମାଟି ଇଟାଭାଟି। ଆଉ ଛତୁ ଫୁଟିଲା ଭଳି ଇଟାଭାଟି ଉପରେ ଜୋରଦାର ଚଢ଼ାଉ ଜାରି ରଖିଛନ୍ତି ଭଞ୍ଜନଗର ଉପଜିଲ୍ଲାପାଳ ରାଜେନ୍ଦ୍ର ମିଞ୍ଜ । କିଛି ଦିନ ତଳେ ଜଗନ୍ନାଥପ୍ରସାଦ ତହସିଲ ଅଞ୍ଚଳରେ…