Sign in
Sign in
Recover your password.
A password will be e-mailed to you.
ଭଞ୍ଜନଗର କୋର୍ଟରେ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ
ଭଞ୍ଜନଗର ( ନିଲୁ ବିଷୋୟୀ )- ଭଞ୍ଜନଗର କୋର୍ଟ ପରିସରରେ ତାଲୁକ ଆଇନ ସେବା କମିଟି ପକ୍ଷରୁ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ ହୋଇଯାଇଛି।ଅତିରିକ୍ତ ଜିଲ୍ଲା ଦୌରାଜଜ୍ ହେମନ୍ତ କୁମାର ସେଠୀଙ୍କ କୋର୍ଟ ରେ ବିଭିନ୍ନ ଦୁର୍ଘଟଣା ଜନିତ ୨୧ଟି ମାମଲା ଫଇସଲା ହୋଇ ୭୩ ଲକ୍ଷ ୪୨ହଜାର ଟଙ୍କା କ୍ଷତିପୂରଣ…
ବସ ବାଇକ ମୁହାଁମୁହିଁ ଧକ୍କା ; ଜଣେ ଗୁରୁତର
ଭଞ୍ଜନଗର ( ନୀଲୁ ବିଷୋୟୀ ) - ଭଞ୍ଜନଗର ଥାନା ଅନ୍ତର୍ଗତ ଅଗଝୋଳ ଗ୍ରାମ ମୁଖ୍ୟ ସଡକ ଭଞ୍ଜନଗର - ବ୍ରହ୍ମପୁର ରାସ୍ତାରେ ରେ ବସ ଓ ବାଇକ ମୁହାଁମୁହିଁ ଧକ୍କା ହୋଇ ପ୍ରବୀଣ ବିଷୋୟୀ (୩୧) ନାମକ ଜଣେ ଯୁବକ ଗୁରୁତର ଆହତ ହୋଇଛନ୍ତି । ମିଳିଥିବା ସୂଚନା ଅନୁଯାୟୀ ଗୁରାବାଡ଼ି ଗ୍ରାମର ପ୍ରବୀଣ…
ଓଡ଼ଗାଁ ଶ୍ରୀରଘୁନାଥ ଜିଉଙ୍କ ଓଢଣ ଲାଗି
ଶ୍ରୀପଂଚମୀ ଠାରୁ ପ୍ରଭୁଙ୍କୁ ସାଧାରଣ ବେଶରେ ଦର୍ଶନ
ଓଡଗାଁ,(ଶ୍ରୀକାନ୍ତ କୁମାର ମିଶ୍ର):ପ୍ରଭୁ ଶ୍ରୀରଘୁନାଥଙ୍କର ପ୍ରତ୍ୟେକ ଲିଳା ମାନବୀୟ ଜୀବନଧାରା ସହିତ ଓତପ୍ରୋତଃ ଭାବେ ଜଡ଼ିତ । ଋତୁଚକ୍ରର ପରିବର୍ତନ ଅନୁସାରେ ମନୁଷ୍ୟର ଦୈନ୍ୟଦିନ ଜୀବନ ଚକ୍ରରେ ମଧ୍ୟ ପରିବର୍ତନ ଆସିଥାଏ । ଏଥିରୁ…
ଖଳାବାଡିରୁ ଚୋରୀ ହେଲା ୩୦ ବସ୍ତା ଧାନ
ବିଳମ୍ବିିତ ରାତିରେ ପିକପ୍ ଭ୍ୟାନରେ ଲୁଟି ନେଲେ ଦୁର୍ବୃତ୍ତ
ଓଡଗାଁ,(ଶ୍ରୀକାନ୍ତ କୁମାର ମିଶ୍ର): ଓଡ଼ଗାଁ ଥାନା ଗିରିଡିପଲ୍ଲୀ ପଂଚୟତ ଅନ୍ତର୍ଗତ ସୋଲବନ୍ଧ ନିକଟ କେଦାର ବେହେରାଙ୍କ ଖଳା ବାଡିରୁ ୩୦ବସ୍ତା ଧାନ ଚୋରୀ ହୋଇଥିବା ନେଇ ଅଭିଯୋଗ ହୋଇଛି । ଗତକାଲି କେଦାର ବେଙ୍ଗେଳା ପକାଇ…
ଓରିଏଣ୍ଟ କାଗଜକଳରୁ ତମ୍ବା ତାର ଚୋରି ଅଭିଯୋଗରେ ଗିରଫ ।
ଝାରସୁଗୁଡ଼ା :(ସୁଭାଷ ସହାରେ) -ଗତ ତା ୧୯/୧୨/୨୦୨୦ରେ ବ୍ରଜରାଜନଗର ପୋଲିସ ଓରିଏଣ୍ଟ କାଗଜକଳରୁ ତମ୍ବା ତାର ଚୋରି ଅଭିଯୋଗରେ କିଛି ବ୍ୟକ୍ତିଙ୍କୁ ଗିରଫ କରିଥିବା ଜଣାପଡ଼ିଛି। ଅଭିଯୁକ୍ତମାନଙ୍କ ମଧ୍ୟରେ ଚୁନାଭଟାର ଟିଙ୍କୁ ବିଶ୍ବକର୍ମା, ଚିକିଲି ଥାପା, ଅଜୟ ବେସାନ ଓ ତେଲେନପାଲି ସାହୁପଡ଼ାର…
ଗାଆଁକୁ ନାହିଁ ରାସ୍ତା, ଅଭିଯୋଗ କଲେ ମଧ୍ୟ କୌଣସି ପଦକ୍ଷେପ ନେଉନାହିଁ ପ୍ରଶାସନ।
ଝାରସୁଗୁଡ଼ା :(ସୁଭାଷ ସହାରେ) -ଝାରସୁଗୁଡ଼ା ବ୍ଲକର ମରାକୁଟା ପଞ୍ଚାୟତ ଅନ୍ତର୍ଗତ ସାଲେଟିକରା ଗ୍ରାମର ଲୋକେ ସମ୍ମୁଖୀନ ହେଉଥିବା ବିଭିନ୍ନ ସମସ୍ୟାକୁ ନେଇ ଆଜି ଝାରସୁଗୁଡ଼ା ପିଡିଡିଆରଡିଏ ତପିରାମ ମାଝୀଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି। ଗ୍ରାମବାସୀଙ୍କ ଅଭିଯୋଗ ଯେ ଗ୍ରାମକୁ ପଞ୍ଚାୟତ ସହ…
ଓଡ଼ିଶା ସ୍କିଲ ଡେଭଲପମେଣ୍ଟ ଅଧ୍ୟକ୍ଷ ସୁବ୍ରତ ବାଗଚିଙ୍କ ଦିନିକିଆ ଝାରସୁଗୁଡ଼ା ଗସ୍ତ।
ଝାରସୁଗୁଡ଼ା :(ସୁଭାଷ ସହାରେ) -ଝାରସୁଗୁଡ଼ା ସ୍କିଲ ଡେଭଲପମେଣ୍ଟର ଅଧ୍ୟକ୍ଷ ଶ୍ରୀ ସୁବ୍ରତ ବାଗଚିଙ୍କ ଆଜି ଝାରସୁଗୁଡ଼ା ଜିଲ୍ଲାର ଦିନିକିଆ ଗସ୍ତ ଅବସରରେ ବିଭିନ୍ନ ଜିଲ୍ଲାର ଆଇଟିଆଇ ଓ ଡିପ୍ଲୋମା ଶିକ୍ଷା ବ୍ୟବସ୍ଥାର ସମୀକ୍ଷା କରିଥିଲେ। ଏହି ଅବସରରେ ସେ ଝାରସୁଗୁଡ଼ା, ସୁନ୍ଦରଗଡ଼, ସମ୍ବଲପୁର,…
ମାନବ ସେବା ସଂଘ ପକ୍ଷରୁ ଜେଲ ଅନ୍ତେବାସିନୀଙ୍କୁ ସିଲାଇ ମେସିନ ପ୍ରଦାନ।
ଝାରସୁଗୁଡ଼ା(ସୁଭାଷ ସହାରେ)- ଝାରସୁଗୁଡ଼ା ଜିଲ୍ଲାର ସମାଜସେବୀ ସଂସ୍ଥା ମାନବ ସେବା ସଂଘ ପକ୍ଷରୁ ଆଜି ଜିଲ୍ଲା ମୂଖ୍ୟ କାରାଗାରରେ ଅନ୍ତେବାସିନୀମାନଙ୍କୁ ସିଲେଇ କାର୍ଯ୍ୟ ଶିଖିବା ପାଇଁ ଏକ ସିଲେଇ ମେସିନ ଦାନ କରାଯାଇଥିଲା। ଏହି ଅବସରରେ ସଂଘର ଅଧ୍ୟକ୍ଷ ଶ୍ରୀ ସୁଭାଷ ସହାରେଙ୍କ ସହ ସଦସ୍ୟ ରମେଶ…
କେନ୍ଦ୍ର ରାଷ୍ଟ୍ରମନ୍ତ୍ରୀଙ୍କ ଦ୍ଵାରା ତାଳଗୁଡ଼ ଚାଷୀ କାରିଗରଙ୍କୁ ପ୍ରସ୍ତୁତ ଉପକରଣ ସାମଗ୍ରୀ କୀଟ ବଣ୍ଟନ
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ରା:ଉଦୟଗିରି ବ୍ଲକ ଶବରପଲ୍ଲୀ ପଞ୍ଚାୟତ ଅନ୍ତର୍ଗତ ଲୁବୁରୀସିଂ ଗ୍ରାମରେ ଥିବା ଭାରତ ସରକାରଙ୍କ ସୁକ୍ଷ୍ମ , ଲଘୁ ଓ ମଧ୍ୟମ ଉଦ୍ୟୋଗ ମନ୍ତ୍ରଣାଳୟ ଅଧିନସ୍ତ ଖଦି ଓ ଗ୍ରାମଦ୍ୟୋଗ ଆୟୋଗଙ୍କ "ସ୍ଫୁର୍ତ୍ତି" ଯୋଜନା ଅନ୍ତର୍ଭୁକ୍ତ…
ସତ ଆଗରେ ହାର ମାନିଲା ଚକ୍ରାନ୍ତ
ଭୁଲ ସୁଧାରିଲା ବନ ବିଭାଗ : ମୁକ୍ତି ପାଇଲେ ନିରୀହ ଆଦିବାସୀ ଚାଷୀ ଈଶ୍ବର ଦୁରୁଆ ।
ମାଲକାନଗିରି (ବି ଶ୍ରୀନିବାସ ପାତ୍ର):ମାଲକାନଗିରି ବନାଞ୍ଚଳ ଅନ୍ତର୍ଗତ ତଣ୍ଡିକି ପଞ୍ଚୟତ ନିକଟସ୍ଥ ଏକ ଜଙ୍ଗଲ ଜମିକୁ ଚାଷ କରିବା ପାଇଁ ଜଣେ ଆଦିବାସୀ ଚାଷୀ ଲଟାବୁଦା ସଫାକରୁଥିବା ବେଳେ ସେହି ଗ୍ରାମର…