Sign in
Sign in
Recover your password.
A password will be e-mailed to you.
ବିଶ୍ୱ ବଜାରରେ ଆଗାମୀ ସମ୍ଭାବନାକୁ ଉପଯୋଗ କରିବାକୁ ପ୍ରସ୍ତୁତ ଓଡିଶା– ଧର୍ମେନ୍ଦ୍ର
ଚାଟାର୍ଡ୍ ଆକାଉଂଟାଂଟ୍ ସମୂହଙ୍କୁ କେନ୍ଦ୍ରମନ୍ତ୍ରୀଙ୍କ ସମ୍ବୋଧନ
ବିଶ୍ୱ ଅର୍ଥନୀତିର ପେଣ୍ଠସ୍ଥଳି ହେବା ପାଇଁ ପ୍ରସ୍ତୁତ ଓଡ଼ିଶା
ଦେଶରେ ପୁଞ୍ଜିନିବେଶ ଅଭିବୃଦ୍ଧିର ଲାଭ ପାଇବା ମଧ୍ୟରେ ଆଗରେ ରହିବ ଓଡିଶା
କୃଷି କ୍ଷେତ୍ରକୁ ନୂଆ ବଜାର ସହ ଯୋଡ଼ିବା ପାଇଁ ଆହ୍ୱାନ
ଓଡିଶାର…
ଯୁବରେଡକ୍ରସ ଜ଼ିଲ୍ଲା ସ୍ତରୀୟ କାର୍ଯ୍ୟକାରିଣୀ ବୈଠକ
ଭଞ୍ଜନଗର ( ନିଲୁ ବିଷୋୟୀ ) -ଗଞ୍ଜାମ ଜ଼ିଲ୍ଲା ସ୍ତରୀୟ କାର୍ଯକାରିଣୀ ବୈଠକ ଅନଲାଇନରେ ଅନୁଷ୍ଠିତ ହୋଇଯାଇଛି |ଏହି ବୈଠକରେ ଛତ୍ରପୁର ସରକାରୀ ମହାବିଦ୍ୟାଳୟର ଅଧ୍ୟକ୍ଷ ଡ଼ କିଶୋର ଚନ୍ଦ୍ର ବେହେରା ଅଧ୍ୟକ୍ଷତା କରିଥିଲେ |ମୁଖ୍ୟଅତିଥିରୂପେ ରାଜ୍ୟ ଯୁବ ରେଡକ୍ରସ ଅଧିକାରୀ ଡ଼ ଅଜୟ କୁମାର…
“ଭାରତୀୟ ପରମ୍ପରାର ପ୍ରକୃତ ଅଧିକାରୀ ବିଜେପି”
ବିଜେପିର କର୍ମୀ ପ୍ରଶିକ୍ଷଣ ଶିବିର ଉଦଯାପନୀ ଉତ୍ସବରେ ବକ୍ତାଙ୍କ ମତ
ବଡ଼ବିଲ/ ଯୋଡ଼ା : ଚମ୍ପୁଆ ବିଧାନସଭା ନିର୍ବାଚନ ମଣ୍ଡଳୀର ଯୋଡା, ବାମେବାରୀ ଓ ଭଦ୍ରାସାହି ମଣ୍ଡଳରେ ଦୁଇଦିନିଆ କର୍ମୀ ପ୍ରଶିକ୍ଷଣ ଶିବିର ସୋମବାର ଉଦଯାପିତ ହୋଇଯାଇଛି । ଏହି ଉଦଯାପନୀ ଉତ୍ସବରେ ପ୍ରମୁଖ ବକ୍ତାମାନେ ଦଳର…
ଜୁଙ୍ଗା ପଞ୍ଚାୟତରେ ପ୍ରଧାନମନ୍ତ୍ରୀ ଆବାସ ଓ ବାର୍ଦ୍ଧକ୍ୟ ଭତ୍ତା ବଣ୍ଟନରେ ବ୍ୟାପକ ହେରଫେର
କେନ୍ଦୁଝର (ଶାସକ ପ୍ରଶାସକ): କେନ୍ଦୁଝର ଜିଲ୍ଲା ହରିଚନ୍ଦନ ପୁର ବ୍ଲକ ଅନ୍ତର୍ଗତ ଜୁଙ୍ଗା ଗ୍ରାମପଞ୍ଚାୟତରେ ପ୍ରଧାନମନ୍ତ୍ରୀ ଆବାସ ଓ ବାର୍ଦ୍ଧକ୍ୟ ଭତ୍ତା ବଣ୍ଟନରେ ବ୍ୟାପକ ହେରଫେର ହେଉଥିବାର ଅଭିଯୋଗ ହେଉଛି । ଏଠି ଯୋଗ୍ୟ ଏବଂ ପ୍ରାପ୍ତ ବୟସ୍କ ଲୋକଙ୍କୁ ଅଣଦେଖା କରାଯାଉଥିବା ବେଳେ,…
ସାଧାରଣ ଲୋକ ମୁହଁରେ ହସ ଓ ମନରେ ବିଶ୍ବାସ ଆମପାଇଁ ସବୁଠାରୁ ବଡ ସଂପତ୍ତି : ନବୀନ
ରାଜ୍ୟ ପରିଷଦରେ ନବୀନଙ୍କ ଘୋଷଣା : ଦୁର୍ନୀତି ବିରୋଧରେ ଲଢେଇ ହେବ ଜୋରଦାର
ତଳୁ ଉପର ପର୍ଯ୍ୟନ୍ତ ସବୁ ଲୋକ ପ୍ରତିନିଧିଙ୍କ ପାଇଁ ସମ୍ପତ୍ତି ତାଲିକା ବାଧ୍ୟତାମୂଳକ
ସବୁ ସମ୍ପତ୍ତି ତାଲିକା ପଠାଯିବ ଲୋକାୟୁକ୍ତଙ୍କ ନିକଟକୁ
ବୈଠକରେ ଆଜି ଗୃହୀତ ସମସ୍ତ ପ୍ରସ୍ତାବ କାର୍ଯ୍ୟକାରୀ ପାଇଁ…
ଯୁଯୁମରାରେ ହାଇୱା ଓ ବୁଲେଟ୍ ମୁହାଁମୁହିଁ ଧକ୍କା: ଜଣେ ମୃତ, ଜଣେ ଗୁରୁତର
( ରେଢାଖୋଲ ସ୍ୱତନ୍ତ୍ର ଉପଖଣ୍ଡ ପ୍ରତିନିଧି ଶ୍ରୀୟାସ୍ମିତା ସାମଲ ) ସମ୍ବଲପୁର ଜିଲ୍ଲା ଯୁଯୁମରା ଠାରେ ଏକ ଦୁଘର୍ଟଣା ଘଟି ବାଇକ୍ ଆରୋହୀଙ୍କର ମୃତ୍ୟୁ ଘଟିଛି। ୫୫ ନଂ ଜାତୀୟ ରାଜପଥ ଯୁଯୁମୁରା ଥାନା ଡଙ୍ଗାଘାଟ ବ୍ରିଜ୍ ନିକଟକରେ ଆଜି ଅପରାହ୍ନ ସମୟରେ ହାଇୱା (ଓଡ଼ି ୧୫-ଏମ୍- ୯୫୯୦) ଓ…
ହନୁମାନ ବିଦ୍ୟାପୀଠ ର ଶିକ୍ଷକ ଓ ଛାତ୍ରମାନଙ୍କ ବଂଧୁମିଳନ ଉତ୍ସବ ଅନୁଷ୍ଠିତ
ବୁଗୁଡା - (ଡ଼ଃ.କୁମୁଦ ଚନ୍ଦ୍ର ବେହେରା) ଆସିକା ବ୍ଲକ ଅନ୍ତର୍ଗତ ଗହଙ୍ଗୁ ଠାରେ ଥିବା ହନୁମାନ ବିଦ୍ୟାପୀଠର ମା ସଂକୁଳାଇ ଶକ୍ତି ପୀଠ ରେ 2001 ବର୍ଷର ଶିକ୍ଷକ ମାନଙ୍କ ପରିବାର ଏବଂ ଛାତ୍ର ଛାତ୍ରୀ ମାନଙ୍କ ପରିବାର ବର୍ଗକୁ ନେଇ ଦ୍ଵିତୀୟ ଥର ପାଇଁ ଏକ ବନ୍ଧୁ ମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ…
ଚାଲିଗଲେ ବରିଷ୍ଠ କଂଗ୍ରେସ ନେତା ମୋତିଲାଲ ଭୋରା
ନୂଆଦିଲ୍ଲୀ : ଭେଟେରାନ କଂଗ୍ରେସ ନେତା ମୋତିଲାଲ ଭୋରା ଆଉ ନାହାନ୍ତି | 93 ବର୍ଷ ବୟସରେ ଦିଲ୍ଲୀରେ ଆଜି ତାଙ୍କ ଦେହାନ୍ତ ହୋଇଯାଇଛି |
କୋଭିଡ଼ ସଂକ୍ରମଣ ଭୟ : ଭାରତ-ବ୍ରିଟେନ ମଧ୍ୟରେ ବିମାନ ଚଳାଚଳ ଡିସେମ୍ବର 31 ପର୍ଯ୍ୟନ୍ତ ସ୍ଥଗିତ
ନୂଆଦିଲ୍ଲୀ : ଲଣ୍ଡନରେ କୋଭିଡ଼-୧୯ ଭୁତାଣୁର ନୂଆ ସ୍ୱରୂପରେ ସଂକ୍ରମଣ ତୀବ୍ର ହେବାରୁ ଲଣ୍ଡନ ଲକଡାଉନ ହୋଇଯାଇଥିବା ବେଳେ ସଂକ୍ରମଣ ଆଶଙ୍କା କରି ଭାରତ ସରକାର ଭାରତ-ବ୍ରିଟେନ ମଧ୍ୟରେ ବିମାନ ଚଳାଚଳ ଡିସେମ୍ବର 31 ପର୍ଯ୍ୟନ୍ତ ସ୍ଥଗିତ ରଖିଛନ୍ତି | ସୂଚନାଯୋଗ୍ୟ ଯେ ଗତକାଲି ପ୍ରଥମ ଦେଶ ଭାବେ…