ମଧୁସୁଦନ ଆଇନ ମହାବିଦ୍ୟାଳୟ ପାଲଟିବ ମଧୁସୁଦନ ଆଇନ ବିଶ୍ୱବିଦ୍ୟାଳୟ 

0 2

ଭୁବନେଶ୍ୱର (ଶାସକ ପ୍ରଶାସକ): ଓଡ଼ିଶାର ସର୍ବ ପୁରାତନ ତଥା ପ୍ରମୁଖ ଆଇନ ମହାବିଦ୍ୟାଳୟ ଭାବେ ଜଣାଶୁଣା  ମଧୁସୁଦନ ଆଇନ ମହାବିଦ୍ୟାଳୟ  ଆନୁଷ୍ଠାନିକ ଭାବରେ 28 ଏପ୍ରିଲ 2021 ରୁ ଏକ ବିଶ୍ୱବିଦ୍ୟାଳୟ ଭାବେ ପରିଗଣିତ ହେବ। ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଏ ସମ୍ପର୍କରେ ଏକ ବିଜ୍ଞପ୍ତି ପ୍ରକାଶ ପାଇଛି। ରାଜ୍ୟର ବିଭିନ୍ନ ବିଶ୍ୱବିଦ୍ୟାଳୟର ନିଜସ୍ୱ ଆଇନ କଲେଜ ବ୍ୟତୀତ ସମସ୍ତ ସରକାରୀଏବଂ  ବେସରକାରୀ ଆଇନ କଲେଜଗୁଡ଼ିକ ନିଜ ନିଜ ବିଶ୍ୱବିଦ୍ୟାଳୟରୁ ଅନୁବନ୍ଧନ ମୁକ୍ତ ହୋଇ  28 ଏପ୍ରିଲ, 2021ରୁ ମଧୁ ସୁଦନ ଆଇନ ବିଶ୍ୱବିଦ୍ୟାଳୟ ସହ ଅନୁବନ୍ଧିତ ରହିବେ ବୋଲି  ବିଜ୍ଞପ୍ତିରେ କୁହାଯାଇଛି। 

 

Leave A Reply

Your email address will not be published.