Sign in
Sign in
Recover your password.
A password will be e-mailed to you.
ଲୋକଙ୍କ ଦୁଆରେ ରାଜସ୍ବ ରଥ
ଲୋକଙ୍କ ଘରକୁ ଯାଇ ପଟ୍ଟା ପ୍ରଦାନ କଲେ ତହସିଲଦାର
ବରଗଡ :- ରାଜ୍ୟ ସରକାର ରାଜସ୍ୱ ବିଭାଗରେ ଅନେକ ପ୍ରକାର ସରଳୀକରଣ କାର୍ଯ ଆରମ୍ଭ କରିଛନ୍ତି । ଗତ ବର୍ଷ ଜମି ରେଜିଷ୍ଟ୍ରେସନ ହେବା ଦିନ ଲୋକଙ୍କୁ ସଂପୃକ୍ତ ଜମିର ପଟ୍ଟା ପ୍ରଦାନ କରିବା ଭଳି ବ୍ୟବସ୍ଥା କରିଥିବା ବେଳେ ଏବେ ଆଉ ଗୋଟେ ପାଦ…
ଶିକ୍ଷକ ପ୍ରଦୀପ ଭୋଇ ଙ୍କ ବିଯୋଗରେ ଶିକ୍ଷକ ସଂଘର ଶୋକ
ଅଗ୍ରାଧିକାର ଭିତ୍ତିରେ ଟିକାକରଣ ସହ କରୋନା ଯୋଦ୍ଧା ଭାବରେ ଶୀଘ୍ର ଘୋଷଣା କରିବାକୁ ସଂଘର ଦାବି
ପଦ୍ମପୁର-କରୋନା ଯୁଦ୍ଧ ରେ ଜାଗ୍ରତ ପ୍ରହରୀ ରୂପେ ଲଢ଼େଇ କରି ପଦ୍ମପୁର ଅନ୍ତର୍ଗତ କଦଳୀମୁଣ୍ଡା ବିଦ୍ୟାଳୟ ର ଶିକ୍ଷକ ପ୍ରଦୀପ କୁମାର ଭୋଇ ଙ୍କ (୩୬) ଜୀବନ ପ୍ରଦୀପ ଲିଭି ଯାଇଛି। ନିଜ ଗାଁ…
କମ ପୃଷ୍ଠପୋଷକତା : ଆଉ ଦୁଇ ଯୋଡ଼ା ଏକ୍ସପ୍ରେସ ବିଶେଷ ଟ୍ରେନ ବାତିଲ୍ |
ଭୁବନେଶ୍ୱର (ଶାସକ ପ୍ରଶାସକ) : କମ ପୃଷ୍ଠପୋଷକତା ଏବଂ କୋଭିଡ୧୯ ସଂକ୍ରମଣ ବୃଦ୍ଧିର ଶୃଙ୍ଖଳାକୁ ଭାଙ୍ଗିବାକୁ ଦୃଷ୍ଟିରେ ରଖି ପୂର୍ବତଟ ରେଳପଥ ପରିସୀମା ମଧ୍ୟରୁ ଛାଡୁଥିବା ଆହୁରି ଦୁଇ ଯୋଡ଼ା ବିଶେଷ ଏକ୍ସପ୍ରେସ ଟ୍ରେନକୁ ନିମ୍ନ ଲିଖିତ ଅନୁଯାୟୀ ଉଭୟ ପାର୍ଶ୍ୱରୁ ବାତିଲ କରିବାକୁ ନିଷ୍ପତ୍ତି…
ଚାଷୀଙ୍କ ଖାତାକୁ ଗଲା କାଳିଆ ଯୋଜନାର 920 କୋଟି ଟଙ୍କା
https://www.youtube.com/watch?v=CV6ePa0_0Jo
କାଳିଆ ଯୋଜନା ଚାଷୀଙ୍କ ମୁହଁରେ ହସ ଆଣିଛି , ଋଣ ଭାର ଲାଘବ କରିଛି : ମୁଖ୍ୟମନ୍ତ୍ରୀ
ଚାଷୀର ତ୍ୟାଗର ମୂଲ୍ୟ କେହି ଦେଇ ପାରିବ ନାହିଁ ।
ଭୂବନେଶ୍ୱର:ଆସନ୍ତା କାଲି ଅଷୟତୃତୀୟା। ରାଜ୍ୟର ଚାଷୀ ପରିବାର ପାଇଁ ଏକ ଆନନ୍ଦର ଦିନ । ଚାଷ…
(ପିଏମ-କିଷାନ)ର ୮ମ କିସ୍ତି ପ୍ରଦାନ: ଚାଷୀମାନଙ୍କୁ କୃଷି କ୍ଷେତ୍ରରେ ସ୍ୱାବଲମ୍ବୀ ଓ ଆତ୍ମନିର୍ଭରକରିବାରେ ସହାୟକ ହେବ…
ପ୍ରଧାନମନ୍ତ୍ରୀ ଏବଂ କେନ୍ଦ୍ର କୃଷିମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଲେ ବିଜେପି ରାଜ୍ୟ ସଭାପତି
ଭୂବନେଶ୍ୱର : ଦେଶର ଅନ୍ନଦାତାଙ୍କ ହାତମୁଠାକୁ ଆହୁରି ଅଧିକ ସଶକ୍ତ କରିବା ପାଇଁ ସର୍ବଦା ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ପ୍ରୟାସ କରି ଆସୁଛନ୍ତି । ପବିତ୍ର ଅକ୍ଷୀତୃତୀୟା ଅବସରରେ ଆଜି …
ଧର୍ମେନ୍ଦ୍ରଙ୍କ ଟୁଇଟର ଉତ୍ତର ରଖିଲେ ବବି
" ଭାଇ ଭଲ କହିଲେ ଯେ, ପିଏମ-କିସାନରେ ମଧ୍ୟ ଭୂମିହୀନ ଗରିବ ପରିବାରଙ୍କୁ ଅନ୍ତର୍ଭୁକ୍ତ କରାନ୍ତୁ"
ଭୁବନେଶ୍ୱର : ଆଜି ପ୍ରଧାନମନ୍ତ୍ରୀ ପିଏମ କିସାନ ଅନ୍ତର୍ଗତ ଚାଷୀଙ୍କୁ ଅଷ୍ଟମ କିସ୍ତି ସହାୟତା ପ୍ରଦାନ କରିବା ପରେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଚିରାଚରିତ ଢଙ୍ଗରେ ଟୁଇଟ କରି…
ଅକ୍ସିଜେନ ସେବା କେନ୍ଦ୍ରର ଶୁଭାରମ୍ଭ କଲେ ବୈଜୟନ୍ତ
ନୂଆଦିଲ୍ଲୀ :ଜନତାଙ୍କୁ ଆବଶ୍ୟକ ବେଳେ ସହାୟତା ଯୋଗାଇ ଦେବା ଲାଗି ଆଜି ପଶ୍ଚିମ ଦିଲ୍ଲୀ ସାଂସଦ ପ୍ରବେଶ ସାହିବ ସିଂଙ୍କ ସହ ଏକ କାର୍ଯ୍ୟକ୍ରମରେ ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ତଥା ଦିଲ୍ଲୀ ପ୍ରଭାରୀ ବୈଜୟନ୍ତ ପଣ୍ଡା ମୁଖ୍ୟ ଅତିଥି ଭାବେ ଯୋଗଦେଇ ଅକ୍ସିଜେନ ସେବା କେନ୍ଦ୍ରର ଉଦଘାଟନ…
ଇଡକୋରେ ନୂତନ ସିଏମଡି ଭାବେ ଦାୟିତ୍ଵ ନେଲେ ଡଃ କ୍ରିଷନ କୁମାର
ଭୁବନେଶ୍ଵର-(ଶାସକ ପ୍ରଶାସକ) : ଭାରତୀୟ ପ୍ରଶାସନିକ ସେବାର ବରିଷ୍ଠ ଅଧିକାରୀ ଡଃ. କ୍ରିଷନ କୁମାର ଆଜି ଓଡିଶା ଶିଳ୍ପ ଭିତ୍ତିଭୂମି ଊନ୍ନୟନ ନିଗମ (ଇଡକୋ)ର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ଭାବେ ଦାୟିତ୍ଵ ଗ୍ରହଣ କରିଛନ୍ତି । ଯୋଗଦେବାର ପ୍ରଥମ ଦିବସରେ ସେ ଇଡକୋର ବିଭିନ୍ନ…
ବିଦ୍ୟୁତ ଖୁଣ୍ଟ ଭାଙ୍ଗି ବିଦ୍ୟୁତ ତାର ଚୋରି : ଏସଡିପିଓଙ୍କୁ ଚାଷୀଙ୍କ ଅଭିଯୋଗ ।
ପଦ୍ମପୁର :ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡର ପାଇକମାଲ ଥାନା ଚେରଙ୍ଗାଝାଞୀ ଗ୍ରାମର ଜଣେ ଚାଷୀଙ୍କ ଚାଷ ଜମିକୁ ଯାଇଥିବା ବିଦ୍ୟୁତ ଖୁଣ୍ଟ କୁ ଭାଙ୍ଗି ବିଦ୍ୟୁତ ତାର ଚୋରି ହୋଇଥିବା ଅଭିଯୋଗ ହୋଇଛି । ଅଭିଯୋଗ ଅନୁଯାୟୀ ଚେରଙ୍ଗାଝାଞୀ ଗ୍ରାମ ର ଚାଷୀ କୈାଲାଶ ପ୍ରଧାନ ତାଙ୍କ ଗ୍ରାମ ର ବସ୍ତିରୁ…
ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଭାରତବର୍ଷର ଚାଷୀଙ୍କୁ ପିଏମ-କିଷାନର ଅଷ୍ଟମ କିସ୍ତି ପ୍ରଦାନ
"ପିଏମ-କିଷାନର ଅଷ୍ଟମ କିସ୍ତିରେ ଓଡ଼ିଶାର ୨୭. ୮୩ ଲକ୍ଷ ଚାଷୀଙ୍କୁ ୫୫୬.୬୪ କୋଟି ଟଙ୍କା"
ଭୁବନେଶ୍ୱର - ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି (ପିଏମ-କିଷାନ୍) ଯୋଜନା ଅନ୍ତର୍ଗତ ୮ମ କିସ୍ତିରେ ଓଡ଼ିଶାର ୨୭ ଲକ୍ଷ ୮୩ ହଜାର ୨୦୯ ଜଣ ଚାଷୀଙ୍କୁ…