Sign in
Sign in
Recover your password.
A password will be e-mailed to you.
ବିଜେପି ନେତା ବାଣୀକଲ୍ୟାଣ ମହାନ୍ତିଙ୍କ ଜନ୍ମଦିନରେ ରକ୍ତଦାନ ଶିବିର।
ବାସୁଦେବପୁର -ବାସୁଦେବପୁର ବିଜେପି ବିଧାନ ସଭା ନେତା ବାଣୀ କଲ୍ୟାଣ ମହାନ୍ତି ଙ୍କ ଜନ୍ମ ଦିନ ରେ ବିଶାଳ ରକ୍ତ ଦାନ ଶିବିର ଅନୁଷ୍ଠିତ ହୋଇ ଯାଇଛି।ସ୍ଥାନୀୟ ନୀଳମଣି ଟାଉନ ହଲ ପରିସର ରେ ବିଶାଳ ରକ୍ତ ଦାନ ଶିବିର ଅନୁଷ୍ଠିତ ହୋଇଛି। ଏଥିରେ ମଣ୍ଡଳ ସଭାପତି ରତିକାନ୍ତ ଦଳାଇ, ଆଶୁତୋଷ ସାମଲ,…
ଅସହାୟ ପିଲାଙ୍କୁ ଉଦ୍ଧାର କରି ଆଦିବାସୀ ବିକାଶ ସମିତିକୁ ହସ୍ତାନ୍ତର କଲା ସ୍ବେଚ୍ଛାସେବୀ ସଙ୍ଗଠନ
କେନ୍ଦୁଝର,ତା୨୦/୨-ଚମ୍ପୁଆ ଉପଖଣ୍ଡ ବାସୁଦେବପୁର ଓ ଜଗନ୍ନାଥପୁର ଗ୍ରାମରେ ବସବାସ କରି ରହୁଥିବା ଅନାଥ ଏବଂ ବାପା ମା' ଛେଉଣ୍ଡ ପିଲାମାନଙ୍କୁ ଗତକାଲି (ଗୁରୁବାର) ଉଦ୍ଧାର କରି ସେରେଣ୍ଡା ସ୍ଥିତ ଆଦିବାସୀ ବିକାଶ ସମିତିକୁ ହସ୍ତାନ୍ତର କଲା ସ୍ବେଚ୍ଛାସେବୀ ସଙ୍ଗଠନ ମାନବ ପ୍ରେମୀ ସେବା ଟ୍ରଷ୍ଟ୍…
ବାଙ୍କଟିଗୁଡା ଗ୍ରାମରେ ଜଗନ୍ନାଥ ମନ୍ଦିର ପ୍ରତିଷ୍ଠା
ରୁ ସୁରେନ୍ଦ୍ର କୁମାର ବେମାଳ: ତାରିଖ -୨୦/୦୨/୨୦୨୬ , ପୋଡଘାଟ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ବାଙ୍କଟିଗୁଡା ଗ୍ରାମର ତୁଳସୀ କ୍ଷେତ୍ର ଜଗନ୍ନାଥ ମନ୍ଦିର ପରିସରରେ ଏହାର ପ୍ରତିଷ୍ଠା ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ୧୯ ତାରିଖରୁ ଆରମ୍ଭ ହୋଇଥିବା ଏହି ପ୍ରତିଷ୍ଠା କାର୍ଯ୍ୟକ୍ରମ ଆସନ୍ତା କାଲି ୨୧…
କର୍ପୋରେଟ ସଷ୍ଟେନବିଲିଟି ମୂଲ୍ୟାଙ୍କନରେ ଉଲ୍ଲେଖନୀୟ ଉତ୍ଥାନ; ୨୦୨୬ ସଷ୍ଟେନେବିଲିଟି ଇୟରବୁକରେ ଜିନ୍ଦଲ ଷ୍ଟିଲର ନାମ…
• '୨୦୨୬ ସଷ୍ଟେନେବିଲିଟି ଇୟରବୁକ୍'ରେ ବିଶ୍ୱବ୍ୟାପୀ ୧୨୯ଟି ଇସ୍ପାତ କମ୍ପାନୀ ମଧ୍ୟରୁ ମନୋନୀତ ୧୧ଟି କମ୍ପାନୀ ମଧ୍ୟରେ ଜିନ୍ଦଲ ଷ୍ଟିଲ୍ ସ୍ଥାନିତ ।
• କମ୍ପାନୀର ସିଏସ୍ଏ ସ୍କୋର ୩୦ ରୁ ୭୨ (+୪୨ ପଏଣ୍ଟ) କୁ ବୃଦ୍ଧି; ଇଏସଜି ସ୍କୋର ମଧ୍ୟ ୩୭ ରୁ ୭୪ କୁ ଉନ୍ନତ ହୋଇଛି।
•…
ରାଉରକେଲାରେ ଟେକ୍ନୋସ୍ପୋର୍ଟର ଏକ୍ସକ୍ଲୁସିଭ ବ୍ରାଣ୍ଡ ଆଉଟଲେଟ ଉଦଘାଟିତ
ଭୁବନେଶ୍ୱର : ଭାରତର ଦ୍ରୁତ ଅଭିବୃଦ୍ଧିଶୀଳ ଆକ୍ଟିଭୱେୟାର ବ୍ରାଣ୍ଡ ଟେକ୍ନୋସ୍ପୋର୍ଟ ପକ୍ଷରୁ ରାଉରକେଲାର ପ୍ଲୁଟୋନ ମଲ୍ଠାରେ ଓଡିଶାରେ ଏହାର ପ୍ରଥମ ଏକ୍ସକ୍ଲୁସିଭ ବ୍ରାଣ୍ଡ ଆଉଟଲେଟ (ଇବିଓ)ର ଶୁଭାରମ୍ଭ ଘୋଷଣା କରାଯାଇଛି । ୟୁନିଟ୍-୪ ସ୍ଥିତ ମଲର ୨ୟ ମହଲାରେ ୩୪୧୯ ବର୍ଗଫୁଟ ଅଂଚଳରେ…
ଟ୍ରମା କେୟାର ଫେଶିଲିଟି ହସ୍ପିଟାଲରୁ ପିପିପି ମୋଡ ନିଷ୍ପତ୍ତି ତୁରନ୍ତ ପ୍ରତ୍ୟାହାର କରାଯାଉ
ଯାଜପୁର ୟୁଥ୍ ଫୋରମ୍ ର ସଭାପତି ଯୁବ ନେତା ରାକେଶ ସାହୁଙ୍କ ନେତୃତ୍ୱରେ ଶତାଧିକ ଯୁବକ ବିଧାନସଭା ସମ୍ମୁଖରେ ଧାରଣା
ଭୁବନେଶ୍ୱର : ଯାଜପୁର ଜିଲ୍ଲା ପାଣିକୋଇଲିରେ ୧୦୨ କୋଟି ଟଙ୍କା ବ୍ୟୟରେ ନିର୍ମାଣ ହୋଇଥିବା ଟ୍ରମା କେୟାର ଫେଶିଲିଟି ହସ୍ପିଟାଲ ରୁ ପିପିପି ମୋଡ ନିଷ୍ପତ୍ତି ତୁରନ୍ତ…
ଜଳସମ୍ପଦ ବିଭାଗରେ ପ୍ରମୁଖ ଶାସନ ସଚିବଙ୍କ ବରିଷ୍ଠ ଅଧିକାରୀଙ୍କ ସହିତ ବୈଠକ
ଭୁବନେଶ୍ୱର, ତା- ୧୯. ୦୨. ୨୦୨୬: ଜଳ ସମ୍ପଦ ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀମତୀ ଶୁଭା ଶର୍ମାଙ୍କ ଅଧ୍ୟକ୍ଷତାରେ ଆଜି ବିଭାଗୀୟ ସମ୍ମିଳନୀ କକ୍ଷରେ ବରିଷ୍ଠ ଅଧିକାରୀମାନଙ୍କ ସହ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଛି।
ବିକଶିତ ଓଡ଼ିଶା ୨୦୩୬ ଲକ୍ଷ୍ୟ ହାସଲ ଦିଗରେ ପ୍ରଗତିକୁ ତ୍ୱରାନ୍ୱିତ…
ଦୁର୍ନୀତି ଅଭିଯୋଗରେ ନିଲମ୍ବିତ ହେଲେ ପଦ୍ମପୁର ତହସିଲଦାର
ଭୁବନେଶ୍ୱର : ବରଗଡ଼ ଜିଲ୍ଲା ପଦ୍ମପୁର ତହସିଲଦାର୍ ବିପିନ କୁମାର ପ୍ରଧାନଙ୍କୁ ଦୁର୍ନୀତି ଅଭିଯୋଗରେ ନିଲମ୍ବନ କରିଛନ୍ତି ରାଜ୍ୟ ସରକାର ଲ ଜିଲ୍ଲାପାଳଙ୍କ ରିପୋର୍ଟ ଆଧାରରେ ପଦ୍ମପୁରର ତହସିଲଦାରଙ୍କୁ ନିଲମ୍ବନ କରାଯାଇଛି lରାଜସ୍ୱ ବିଭାଗରେ କୌଣସି ପ୍ରକାର ଦୁର୍ନୀତିକୁ ବରଦାସ୍ତ କରାଯିବ…
ଆରମ୍ଭ ହେଲା ମାଟ୍ରିକ୍ ପରୀକ୍ଷା: ବିଭିନ୍ନ କେନ୍ଦ୍ର ଓ ବୋର୍ଡ଼ କାର୍ଯ୍ୟାଳୟ ବୁଲି ପରୀକ୍ଷା ପରିଚାଳନା ତଦାରଖ କଲେ…
ଭୁବନେଶ୍ବର, ୧୯ ଫେବୃଆରୀ: ଆଜି ରାଜ୍ୟବ୍ୟାପୀ ବାର୍ଷିକ ହାଇସ୍କୁଲ ସାର୍ଟିଫିକେଟ୍ ପରୀକ୍ଷା ୨୦୨୬ ଆରମ୍ଭ ହୋଇଛି । ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ପକ୍ଷରୁ ଫେବୃଆରୀ ୧୯ ତାରିଖଠାରୁ ମାର୍ଚ୍ଚ ୨ ତାରିଖ ଯାଏଁ ଅନୁଷ୍ଠିତ ହେବ । ପରୀକ୍ଷାର ପ୍ରଥମ ଦିନରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର…
‘ଅପରେସନ ସାଇବର କବଚ’ର ସପ୍ତମ ଦିନ: ସମ୍ବଲପୁର, ରାଉରକେଲା ଓ ଝାରସୁଗୁଡ଼ା ପୋଲିସକୁ ଉଲ୍ଲେଖନୀୟ ସଫଳତା
୧,୧୬୬ଟି ବେନାମୀ ବ୍ୟାଙ୍କ ଆକାଉଣ୍ଟ ଯାଞ୍ଚ, ୮୪ଜଣ ଅଭିଯୁକ୍ତଙ୍କୁ ଗିରଫ
ସାଇବର ଅପରାଧ ନେଟୱର୍କକୁ ସମ୍ପୂର୍ଣ୍ଣ ରୂପେ ଧ୍ୱଂସ କରିବା ଲକ୍ଷ୍ୟରେ ଓଡ଼ିଶା ପୋଲିସ ପକ୍ଷରୁ ଆରମ୍ଭ କରାଯାଇଥିବା ‘ଅପରେସନ ସାଇବର କବଚ’ ଅଭିଯାନ ରାଜ୍ୟବ୍ୟାପୀ ଜୋରଦାର ଜାରି ରହିଛି। ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ…