Sign in
Sign in
Recover your password.
A password will be e-mailed to you.
ଭେଡେନ ନଦୀରେ ବ୍ୟାରେଜ ଦାବୀ ନେଇ କୋଲାବିରା ତହସିଲ ଘେରାଉ
ଝାରସୁଗୁଡ଼ା, ସୋମବାର: ଝାରସୁଗୁଡ଼ା ଜିଲ୍ଲା କୋଲାବିରା ବ୍ଲକ ଅନ୍ତର୍ଗତ ସମାସିଂହା ପଞ୍ଚାୟତର ଚାଷୀମାନେ ଭେଡେନ ନଦୀ ଉପରେ ବ୍ୟାରେଜ ନିର୍ମାଣ ଦାବୀରେ ସୋମବାର କୋଲାବିରା ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇଥିଲେ। ପରେ ସେମାନେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର…
ଶିଶୁ ଙ୍କୁ ନେଇ ଉତ୍ତମ ସମାଜ ଗଠନ ରେ ଆଧ୍ୟାତ୍ମିକ ର ଭୂମିକା ।
ଅସ୍ତରଙ୍ଗ,: ସଂସ୍କାରବାନ ଶିଶୁ ବା ଚାତ୍ର ଛାତ୍ରୀ ଙ୍କୁ ନେଇ ଉତ୍ତମ ସମାଜ ଓ ସୁଦୃଢ ରାଷ୍ଟ୍ର ରାଷ୍ଟ୍ର ଗଠନ ପାଇଁ ବ୍ୟକ୍ତିତ୍ୱ ବିକାଶ ଶିବିର ଅନୁଷ୍ଠିତ ହେବ । ଏହି ଶିବିର ର ମୂଳ ଲକ୍ଷ ରହିଛି ଛାତ୍ରଛାତ୍ରୀ ଙ୍କ ମନରେ ଲୁକ୍କାୟିତ ଶକ୍ତି କୁ ଜାଗ୍ରତ କରିବା, ନୈତିକତା କୁ ସୁଦୃଢ କରିବା,…
ନୀଳଗିରି ରେ ଗୋ ସମ୍ମାନ ଆହ୍ଵାନ ଅଭିଯାନ
ନୀଳଗିରି ସାରା ରାଜ୍ୟରେ ଅପ୍ରେଲ 27 ଓ ଜୁଲାଇ 27 ତାରିଖକୁ ଗୋ ସମ୍ମାନ ଦିବସ ରୂପେ ପାଳନ କରିବାକୁ ଗୋ ରକ୍ଷକ ସଦସ୍ୟ ସଦସ୍ୟା ମାନେ ଜନସାଧାରଣଙ୍କ ସଚେତନ କରିବାସହ ମହାମହିମ ରାଷ୍ଟ୍ରପତି ମହାମହିମ ରାଜ୍ୟପାଳ ପ୍ରଧାନମନ୍ତ୍ରୀ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ଯରେ ବିଭିନ୍ନ ତହସିଲଦାର ଙ୍କ ଜରିଆରେ…
ରାମନାଗୁଡା ବ୍ଲକ ପରିସରରେ ଯୁଗ୍ମ ଅଭିଯୋଗ ଶୁଣାଣୀ ଶିବିର ଅନୁଷ୍ଠିତ ।
ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି: :- ତା: ୨୭-୦୪-୨୦୨୬ରିଖ ଦିନ ରାମନଗୁଡା ବ୍ଲକ ସଭାଗୃହଠାରେଜିଲ୍ଲା ସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣୀ ଶିବିର ଅନୁଷ୍ଠିତ ହୋଇ ଯାଇଛି । ରାୟଗଡ ଜିଲ୍ଲାପାଳ ଆଶୁତୋଷ କୁଲକର୍ଣ୍ଣିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଜନଶୁଣାଣି ଶିବିରରେ, ଅତିରିକ୍ତ ଆରକ୍ଷୀ…
ଗୋ ସମ୍ମାନ ଆହ୍ୱାନ ଅଭିଯାନ ରେ ଗୋ ସେଵକ ଭାଇ ମାନଙ୍କ ଦାବି ପତ୍ର ପ୍ରଦାନ
ବାସୁଦେବପୁର: ଦେଶ ତଥା ରାଜ୍ୟରେ ବିଭିନ୍ନ ବ୍ଲକ ରେ ଗୋ ସେବକ ମାନଙ୍କଦ୍ୱାରା ତହସିଲଦାର ଙ୍କୁ ଏକ ପ୍ରାର୍ଥନା ପତ୍ର ପ୍ରଦାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଦୀର୍ଘ ସମୟ ଧରି ବିଭିନ୍ନ ହିନ୍ଦୁ ସଂଗଠନ ପକ୍ଷରୁ ଗୋ ସୁରକ୍ଷା ଆଇନ ପାରିତ କରିବା ପାଇଁ ଏଵଂ ଗୋମାତା କୁ ରାଷ୍ଟ୍ରୀୟ ମାତାର…
ଗୋ ସମ୍ମାନ ଅଭିଯାନ ମାଧ୍ୟମରେ ଗୋ ସୁରକ୍ଷା ଓ ଗୋ ସମ୍ବର୍ଦ୍ଧନ ନିମନ୍ତେ ରାଜ୍ୟପାଳ ଙ୍କୁ ଦାବୀ ପତ୍ର
ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି: ସମଗ୍ର ଭାରତ ବର୍ଷରେ ସାଧୁ ସଂଥ ଙ୍କ ଦ୍ୱାରା ଚାଲିଥିବା ଗୋ ସମ୍ମାନ ଅଭିଯାନ ରେ ଗୁଣପୁର ତହସିଲ ବାସିନ୍ଦା ମଧ୍ୟ ସାମିଲ ହୋଇ ଆଜି 27 ତାରିଖ ରେ ଏକକାଳୀନ ଭାବେ ସମସ୍ତ ତହସିଲ ରେ ଓଡ଼ିଶାର ମହାମହିମ ରାଜ୍ୟପାଳଙ୍କୁ ଗୋ ସୁରକ୍ଷା, ସୁରକ୍ଷିତ ଗୋ ଶାଳା…
ଭାରତୀୟ ସେନା ଓ କିଟ୍ ବିଶ୍ଵବିଦ୍ୟାଳୟ ମଧ୍ୟରେ ବୁଝାମଣାପତ୍ର ସ୍ୱାକ୍ଷରିତ
ଭୁବନେଶ୍ୱର, ୨୭ ।୪: ଶିକ୍ଷାଗତ ସଶକ୍ତିକରଣ ଏବଂ ଅନ୍ତର୍ଭୁକ୍ତିମୂଳକ ରାଷ୍ଟ୍ର ନିର୍ମାଣ ଦିଗରେ ଏକ ପଦକ୍ଷେପ ସ୍ୱରୂପ କିଟ୍ ବିଶ୍ୱବିଦ୍ୟାଳୟ ଓ ଭାରତୀୟ ସେନା ମଧ୍ୟରେ ଏକ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଯାଇଛି। କିଟ୍ ବିଶ୍ୱବିଦ୍ୟାଳୟ ପକ୍ଷରୁ କୁଳପତି ପ୍ରଫେସର ଶରଣଜିତ ସିଂହ ଏହି…
ଭାରତୀୟ ଖାଦ୍ୟ ସୁରକ୍ଷାର ଜାଗ୍ରତ ପ୍ରହରୀ ହେଉଛନ୍ତି ପ୍ରାଣୀ ଚିକିତ୍ସକ : ବିଶେଷଜ୍ଞ
ଭୁବନେଶ୍ୱର, ୨୭/୦୪ : ବର୍ତମାନ ସମୟରେ ଜଳବାୟୁ ପରିବର୍ତନ ଭଳି ସମସ୍ୟା ତୀବ୍ର ରୂପ ଧାରଣ କରିଥିବା ବେଳେ ଦେଶର ଖାଦ୍ୟ ସୁରକ୍ଷାର ଦାୟିତ୍ୱ ପ୍ରାଣୀ ଚିକିତ୍ସକଙ୍କ ହାତରେ ରହିଛି ବୋଲି ଜଣେ ବିଶିଷ୍ଟ ବୈଜ୍ଞାନିକ ମତ ରଖିଛନ୍ତି । ପ୍ରାଣୀ ଚିକିତ୍ସକ ମାନେ ଜାତୀୟ ଖାଦ୍ୟ ସୁରକ୍ଷାର ଅଦୃଶ୍ୟ…
ବୀମାଭୁକ୍ତ ହେଲେ ନିୟନ୍ତ୍ରିତ ବଜାର କମିଟି କର୍ମଚାରୀ: କର୍ମଚାରୀଙ୍କ ମନରେ ଆନନ୍ଦ
ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି: ଗୁଣପୁର ଉପ ଜିଲ୍ଲାପାଳ ତଥା ନିୟନ୍ତ୍ରିତ ବଜାର କମିଟି ଅଧ୍ୟକ୍ଷ ଦୁଧାଲ ଅଭିଷେକ ଦିଲିପଙ୍କ ପ୍ରତ୍ୟକ୍ଷ ତତ୍ୱାବୋଧାନ ଓ ଗୁଣପୁର ନିୟନ୍ତ୍ରିତ ବଜାର କମିଟିର ଅନୁମୋଦନ କ୍ରମେ ନିୟନ୍ତ୍ରିତ ବଜାର କମିଟିର ସମସ୍ତ କର୍ମଚାରୀଙ୍କ ପାଇଁ ସ୍ୱାସ୍ଥ୍ୟବୀମା…
ଗୋ ସୁରକ୍ଷା ଲାଗି ‘ଗୋ ସମ୍ମାନ ଆହ୍ୱାନ ଅଭିଯାନ’ ପକ୍ଷରୁ ଶୋଭାଯାତ୍ରା।
ସ୍ୱତନ୍ତ୍ର ଆଇନ ପ୍ରଣୟନ ଲାଗି ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ ତଥା ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ।
କେନ୍ଦୁଝର,ତା ୨୭/୪- ଭାରତ ଏକ କୃଷି ପ୍ରଧାନ ଦେଶ ଏଠାରେ ଏବେ ବି ବଳଦ ମାଧ୍ୟମରେ କୃଷି କାର୍ଯ୍ୟ ହୁଏ। ଦେଶରେ ୮୫ ଭାଗ ଲୋକେ ହିନ୍ଦୁ ହୋଇଥିବାରୁ ଗାଈକୁ…