Sign in
Sign in
Recover your password.
A password will be e-mailed to you.
ବାସୁଦେବପୁର ଜନସୁଣାଣି: ୧୬୮ଟି ଅଭିଯୋଗ ଗ୍ରହଣ, ୪୨ଟିର ତତ୍କାଳ ସମାଧାନ
ଭଦ୍ରକ,: ୨୩/୦୨/୨୦୨୬; ଜିଲ୍ଲାପାଳ ଶ୍ରୀ ଦିଲୀପ ରାଉତରାଏକଂ ଅଧ୍ୟକ୍ଷତାରେ ବାସୁଦେବପୁର ବ୍ଲକ ପଞ୍ଚାୟତ ସମିତି ଗୃହରେ ଆୟୋଜିତ ଜନସୁଣାଣି କାର୍ଯ୍ୟକ୍ରମରେ ସମୁଦାୟ ୧୬୮ଟି ଅଭିଯୋଗ ଗ୍ରହଣ କରାଯାଇଛି। ଏଥିମଧ୍ୟରୁ ୧୪୯ଟି ଅଭିଯୋଗ ବ୍ୟକ୍ତିଗତ ସମସ୍ୟା ସମ୍ପର୍କିତ ଥିବାବେଳେ ୧୬ଟି ଅଭିଯୋଗ…
କେନ୍ଦ୍ରାପଡାରେ ସୁପର ସ୍ପେଶାଲିଷ୍ଟ ଦାତବ୍ୟ ଚିକତ୍ସାଳୟ ପାଇଁ ଭିତ୍ତି ପ୍ରସ୍ତର ସ୍ଥାପନ କଲେ ବୈଜୟନ୍ତ ପଣ୍ଡା ଓ…
ଭୁବନେଶ୍ୱର/୨୩.୦୨:- ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ତଥା କେନ୍ଦ୍ରାପଡ଼ା ସାଂସଦ ଶ୍ରୀଯୁକ୍ତ ବୈଜୟନ୍ତ ପଣ୍ଡାଙ୍କ ପ୍ରଚେଷ୍ଟା ଓ ନିୟମିତ ତତ୍ତ୍ଵାବଧାନରେ ଖୁବ୍ ଶୀଘ୍ର କେନ୍ଦ୍ରାପଡ଼ା ଜିଲ୍ଲାରେ ଏକ ୧୦୦ ଶଯ୍ୟା ବିଶିଷ୍ଟ ସୁପର ସ୍ପେଶାଲିଷ୍ଟ୍ ଦାତବ୍ୟ ଚିକିତ୍ସାଳୟ ପ୍ରତିଷ୍ଠା ହେବାକୁ…
ରାଜ୍ୟ ସରକାରଙ୍କ ଚାଷୀ ମାରଣ ନୀତି ବିରୋଧରେ ଆସନ୍ତାକାଲି ବିଜେଡିର ବିଶାଳ ବିକ୍ଷୋଭ
ଧାନ ସଂଗ୍ରହରେ ଅବ୍ୟବସ୍ଥା, ଆଇନ ଶୃଙ୍ଖଳା ଓ ମହିଳା ସୁରକ୍ଷା ବିପର୍ଯ୍ୟସ୍ତକୁ ନେଇ ବିକ୍ଷୋଭ
ସମୁଦାୟ ଧାନ ଉତ୍ପାଦନର ମାତ୍ର ୩୧% ଧାନ ସଂଗ୍ରହ ହୋଇଛି
ସରକାର ଉତ୍ତର ଦେବା ପରିବର୍ତ୍ତେ ମିଛ ସଫଳତା ବଖାଣୁଛନ୍ତି
ଭୁବନେଶ୍ୱର, ୨୩/୦୨/୨୦୨୬: ରାଜ୍ୟରେ ଧାନ ସଂଗ୍ରହ…
କୋରାପୁଟର ଦୁର୍ଗମ ଅଞ୍ଚଳକୁ ଟିପିଏସ୍ଓଡିଏଲର ଗୁଣାତ୍ମକ ବିଜୁଳି ସେବା; ଉପକୃତ ହେବେ ୨ ହଜାର ଉପଭୋକ୍ତା
ବ୍ରହ୍ମପୁର, ଫେବୃଆରୀ: ଟିପି ସଦର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡ୍ (ଟିପିଏସ୍ଓଡିଏଲ୍) ପକ୍ଷରୁ କୋରାପୁଟ ଜିଲ୍ଲାର ଲମତାପୁଟ ବ୍ଲକ୍ ଅନ୍ତର୍ଗତ ମାର୍ଥାପୁଟଠାରେ ୪.୭୩ ସର୍କିଟ୍ କିଲୋମିଟର ଲମ୍ୱ ଏକ ନୂତନ ୩୩ କେଭି ଲାଇନ ପ୍ରତିଷ୍ଠା କରାଯାଇଛି । ଦକ୍ଷିଣ ଓଡ଼ିଶା ବିଜୁଳି…
ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ରାଜେନ୍ଦ୍ର ନାରାୟଣ ସିଂହଦେଓଙ୍କୁ ଶ୍ରାଦ୍ଧବାର୍ଷିକୀରେ ଶ୍ରଦ୍ଧାଞ୍ଜଳି ଅର୍ପଣ
ଭୁବନେଶ୍ୱର- ୨୩/୦୨/୨୦୨୬: ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ରାଜେନ୍ଦ୍ର ନାରାୟଣ ସିଂହଦେଓଙ୍କ ଶ୍ରାଦ୍ଧବାର୍ଷିକୀରେ ଆଜି ୧୨୦ ବାଟାଲିୟନ ଛକସ୍ଥିତ ପ୍ରତିମୂର୍ତ୍ତିରେ ମାନ୍ୟବର ବାଚସ୍ପତି ଶ୍ରୀମତୀ ସୁରମା ପାଢ଼ୀ, ମାନ୍ୟବର ଉପବାଚସ୍ପତି ଶ୍ରୀ ଭବାନୀ ଶଙ୍କର ଭୋଇ, ଉପମୁଖ୍ୟମନ୍ତ୍ରୀ ତଥା…
ପାରାଦୀପ ହେବ ସ୍ପୋର୍ଟସ୍ ହବ : କୁଜଙ୍ଗ ଉଦୟବଟରେ ହେବ ବହୁମୁଖୀ ଇନଡୋର ଷ୍ଟାଡିୟମ
୨୫ ମିଟର ବିଶିଷ୍ଟ ସୁଇମିଂ ପୁଲ୍ ନିର୍ମାଣକୁ ଅନୁମୋଦନ, ମନ୍ତ୍ରୀ ସମ୍ପଦ ସ୍ବାଇଁ ଦେଇଥିଲେ ପ୍ରସ୍ତାବ
ଭୁବନେଶ୍ବର, ୨୩ ଫେବୃଆରୀ, ୨୦୨୬: ରାଜ୍ୟରେ କ୍ରୀଡ଼ା ଭିତ୍ତିଭୂମିର ବିକାଶ ଓ ତୃଣମୂଳସ୍ତରରୁ ପ୍ରତିଭାଙ୍କୁ ଆଗକୁ ଆଣିବା ପାଇଁ ରାଜ୍ୟ ସରକାର ନିରନ୍ତର ପ୍ରୟାସ ଜାରି…
ଜେଇଇ ମେନ୍ସରେ ଓଡ଼ିଶାର ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ସଫଳତା
ଭୁବନେଶ୍ବର, ୨୩ ଫେବୃଆରୀ ୨୦୨୬: ଓଡ଼ିଶାର ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟ (EMRS)ର ଛାତ୍ରଛାତ୍ରୀଙ୍କର ଜେଇଇ ମେନ୍ସରେ ଉଲ୍ଲେଖନୀୟ ସଫଳତା । EMRS ର ୧୧ ଜଣ ଛାତ୍ରଛାତ୍ରୀ ୨୦୨୬ ମସିହାର ଜେଇଇ ମେନ୍ସ ପରୀକ୍ଷାରେ ଯୋଗ୍ୟତା ଅର୍ଜନ କରିଛନ୍ତି । EMRS କରଞ୍ଜିଆର ଛାତ୍ର ଅଭିଶ ଆଲାମ୍ ୯୭.୫…
“ପ୍ରଭାବଶାଳୀଙ୍କୁ ଛାଡ, ଗରିବଙ୍କ ଉପରେ ମାଡ” ନୀତିରେ ମୁହଁ ଦେଖି ଉଛେଦ ହେବନି ତ !!
କୋର୍ଟଙ୍କ ଆଦେଶକୁ ୧୦ ବର୍ଷ ପରେ ଜିଲ୍ଲାପାଳଙ୍କ ଆଦେଶ
ରାଜଗାଙ୍ଗପୁର, ୨୨-୦୨-୨୬. ରାଜଗାଙ୍ଗପୁର ସହର ରାସ୍ତାର ଉଭୟ ପାର୍ଶ୍ଵରେ ଜବରଦଖଲ କରି ବେଆଇନ ଭାବେ ଗଢ଼ି ଉଠିଥିବା ଦୋକାନ ଓ ସ୍ଥାୟୀ ପ୍ରତିଷ୍ଠାନ ଯୋଗୁଁ ଟ୍ରାଫିକ ସମସ୍ୟା ଉଦ୍ବେଗଜନକ ରହିଛି। ତେଣୁ ବେଆଇନ ଦୋକାନ ହଟାଇ ରାସ୍ତାକୁ…
ଜିଲ୍ଲାପାଳଙ୍କ ମିଳିତ ଜନ ଅଭିଯୋଗ ଶୁଣାଣୀ ଅନୁଷ୍ଠିତ
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ନୂଆଗଡ ବ୍ଲକ ସ୍ଥିତ ପଞ୍ଚାୟତ ସମିତି କାର୍ଯ୍ୟଳୟ ସମ୍ମିଳନୀ କକ୍ଷ ଠାରେ ଗ୍ରାମ୍ୟ ମୁଖୀ ପ୍ରଶାସନ ସଂଯୁକ୍ତ ଜନ ଅଭିଯୋଗ ଶୁଣାଣୀ ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଅଭିଯୋଗ ଶୁଣାଣିରେ ଗଜପତି ଜିଲ୍ଲାପାଳ ଶ୍ରୀଯୁକ୍ତ ଅକ୍ଷୟ ସୁନିଲ…
ସ୍ୱାଭିମାନ ଅଞ୍ଚଳର ବଡପଡା ଠାରେ ଖୋଲିଲା ଦଶମ ବାର୍ଷିକ ହାଇସ୍କୁଲ ପରୀକ୍ଷା କେନ୍ଦ୍ର
ମାଲକାନଗିରି ରୁ ସୁରେନ୍ଦ୍ର କୁମାର ବେମାଳ, ମାଲକାନଗିରି, ୨୩/୨/୨୬: ଜିଲ୍ଲାର ଜନଜାତି ଛାତ୍ରଛାତ୍ରୀଙ୍କ ଶିକ୍ଷାର ବିକାଶ ପାଇଁ ଅଗ୍ରାଧିକାର ଦେଉଛନ୍ତି ଜିଲ୍ଲାପାଳ ସୋମେଶ କୁମାର ଉପାଧ୍ୟାୟ। ଜିଲ୍ଲାପାଳଙ୍କ ଦୂରଦୃଷ୍ଟି ସମ୍ପନ୍ନ ପଦକ୍ଷେପ ଯୋଗୁଁ ସ୍ଵାଭିମାନ ଅଞ୍ଚଳ ମାଲକାନଗିରି ରେ ଚଳିତ…