କେନ୍ଦ୍ର ସଂସ୍କୃତି ମନ୍ତ୍ରୀ ଗଜେନ୍ଦ୍ର ସିଂ ଶେଖାୱତଙ୍କୁ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଚିଠି

ଶହୀଦ ବାଜି ରାଉତଙ୍କ ଜନ୍ମ ଶତବାର୍ଷିକୀ ଅବସରରେ ଦିଲ୍ଲୀରେ ଜାତୀୟ ସ୍ତରୀୟ କାର୍ଯ୍ୟକ୍ରମ ଆୟୋଜନ ପାଇଁ ଅନୁରୋଧ • ଶହୀଦ ବାଜି ରାଉତଙ୍କ ଅସୀମ ସାହସ ଓ ବଳିଦାନକୁ ମନେ ପକାଇବା ସହ ଯୁବପିଢ଼ିଙ୍କ ମଧ୍ୟରେ ଦେଶପ୍ରେମର ଭାବନା ଜାଗ୍ରତ କରିବା ପାଇଁ ବିଭିନ୍ନ ପ୍ରସ୍ତାବ ଦେଲେ…

ସୋଆ କ୍ରିଏଟିଭୋ ପକ୍ଷରୁ ବିଶ୍ୱ ମାତୃଭାଷା ଦିବସ

ଭୁବନେଶ୍ୱର, ଫେବୃୟାରୀ ୨୩ : ଶିକ୍ଷା ଓ ଅନୁସନ୍ଧାନ (ସୋଆ) ଅଧିନସ୍ଥ ଇନ୍ଷ୍ଟିଚୁ୍ୟଟ୍ ଅଫ୍ ଏଗ୍ରକଲ୍ଚରାଲ୍ ସାଇନ୍ସେସ୍ ର ସାମାଜିକ ଓ ସାଂସ୍କୃତିକ ଶାଖା କ୍ରିଏଟିଭୋ ପକ୍ଷରୁ ବିଶ୍ୱ ମାତୃଭାଷା ଦିବସ ୨୦୨୬ ପାଳିତ ହୋଇଯାଇଛି । ଆଇଏଏସ୍ର ଡିନ୍ ପ୍ରଫେସର ସନ୍ତୋଷ କୁମାର ରାଉତ ଏହି ଉତ୍ସବକୁ…

ଏବେ ଛୁଂଚି ଯନ୍ତ୍ରଣାର ଭୟ ବିନା ଚିକିତ୍ସା ଏବଂ ଇଞ୍ଜେକ୍ସନ ନେବା ସମ୍ଭବ ହେବ !

ଓଡ଼ିଶାର ସ୍ୱାସ୍ଥ୍ୟଭିତିକ ଷ୍ଟାର୍ଟଅପକୁ ଛୁଂଚି ଯନ୍ତ୍ରଣା-ମୁକ୍ତ ଡିଭାଇସ ପାଇଁ ମିଳିଲା ପେଟେଂଟ ଭୁବନେଶ୍ୱର : ଏବେ ଛୁଂଚି ଯନ୍ତ୍ରଣାର ଭୟ ବିନା ଚିକିତ୍ସା ଏବଂ ଇଞ୍ଜେକ୍ସନ ନେବା ସମ୍ଭବ ହେବ । ଓଡ଼ିଶା-ଭିତିକ ଏକ ଷ୍ଟାର୍ଟଅପ ଜେଡଟପ ଆଇଓଟି ସଲ୍ୟୁସନ୍ସ ପ୍ରାଇଭେଟ ଲିମିଟେଡ, ଏହାର ଅଗ୍ରଣୀ…

ସତର୍କତା ଏବଂ ସୁରକ୍ଷିତ ଟ୍ରେନ୍ ପରିଚାଳନା ସୁନିଶ୍ଚିତ କରିଥିବା ଚାରି ରେଳ କର୍ମଚାରୀଙ୍କୁ ପୂର୍ବତଟ ରେଳପଥର ସମ୍ମାନ ।

ଭୁବନେଶ୍ୱର, ୨୩ ଫେବୃଆରୀ ୨୦୨୬: ପୂର୍ବତଟ ରେଳପଥର ମହାପ୍ରବନ୍ଧକ ଶ୍ରୀ ପରମେଶ୍ୱର ଫୁଙ୍କୱାଲ ସୁରକ୍ଷା ସମ୍ଭାବ୍ୟ ବିପଦକୁ ପୂର୍ବରୁ ଚିହ୍ନଟ କରି ତାହାକୁ ରୋକିବା ସହିତ ସୁରକ୍ଷିତ ଓ ନିର୍ବିଘ୍ନ ଟ୍ରେନ୍ ପରିଚାଳନା ସୁନିଶ୍ଚିତ କରିବା ସହିତ ଅସାଧାରଣ ସତର୍କତା, କର୍ତ୍ତବ୍ୟନିଷ୍ଠା ଏବଂ…

ଟେଟ୍ରା ପ୍ୟାକ୍ ମଦ ବିକ୍ରି ନିଷ୍ପତ୍ତି ତୁରନ୍ତ
ପ୍ରତ୍ୟାହାର କର: ବିଜେଡି

ମଦମୁକ୍ତ ନୁହେଁ, ମଦଯୁକ୍ତ ଓଡ଼ିଶା ଗଠନ ପାଇଁ ବିଜେପି କାର୍ଯ୍ୟ କରୁଛି ବିଜେପି ଓଡ଼ିଶାର ପ୍ରତ୍ୟେକ ଘରକୁ ମଦ ପହଞ୍ଚାଇବାକୁ ଦୃଢ଼ପ୍ରତିଜ୍ଞ ପ୍ରଥମଥର ପାଇଁ ଓଡ଼ିଶାରେ ମଦରୁ ରାଜସ୍ୱ ୧୦,୦୦୦ କୋଟି ଟଙ୍କା ଅତିକ୍ରମ କରିଛି ଭୁବନେଶ୍ୱର, ୨୩/୦୨/୨୦୨୬: ରାଜ୍ୟ ବିଜେପି…

ଜିଲ୍ଲାସ୍ତରୀୟ ଅଭିଯୋଗ ଶୁଣାଣୀ ଅନୁଷ୍ଠିତ

ପୁରୀ,୨୩/୨ (ଅନିମେଶ ପଟ୍ଟନାୟକ): ପୁରୀ ଜିଲ୍ଲା ସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣୀ ଶିବିର ସୋମବାର ସତ୍ୟବାଦୀ ବ୍ଲକ ସମ୍ମିଳନୀ ଗୃହରେ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାପାଳ ଦିବ୍ୟ ଜ୍ୟୋତି ପରିଡା ଏଥିରେ ଅଧ୍ୟକ୍ଷତା କରିଥିଲେ । ଏଥିରେ ମୋଟ ୫୪ ଗୋଟି ଅଭିଯୋଗ ମିଳିଥିଲା ।ସେଥିରୁ ୪୪ ଗୋଟି…

ପ୍ଳାଷ୍ଟିକ୍ ମୁକ୍ତ ସମାଜ ଉଦେ୍ଧଶ୍ୟରେ ସୋଆ କୃଷି ମହାବିଦ୍ୟାଳୟର ପକ୍ଷରୁ କର୍ମଶାଳା ଆୟୋଜିତ

ଭୁବନେଶ୍ୱର, ଫେବୃୟାରୀ ୨୩ : ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଇନ୍ଷ୍ଟିଚୁ୍ୟଟ୍ ଅଫ୍ ଏଗ୍ରିକଲ୍ଚରାଲ ସାଇନସେସ୍ (ଆଇଏଏସ୍) ପକ୍ଷରୁ ଜାତୀୟ ସେବା ସଂସ୍ଥା ଏନ୍.ଏସ୍.ଏସ୍ ଶାଖା ପକ୍ଷରୁ ଗତ ଶୁକ୍ରବାର ଦିନ ଭୁବନେଶ୍ୱର ସ୍ଥିତ ଶ୍ୟାମପୁର ଗ୍ରାମର ଓଁ ଶ୍ରୀ ଶ୍ରୀ ସିଦେ୍ଧଶ୍ୱର ମହାଦେବ…

ସୋଆରେ ବିକଶିତ ଭାରତ ୟୁଥ ପାର୍ଲିଆମେଂଟ -୨୦୨୬ କାର୍ଯ୍ୟକ୍ରମ ଆୟୋଜିତ ହେବ

ଭୁବନେଶ୍ୱର, ଫେବୃୟାରୀ ୨୩ : ଜାତୀୟ ସେବା ଯୋଜନା (ଏନ୍ଏସ୍ଏସ୍), କେନ୍ଦ୍ର ସରକାରଙ୍କ କ୍ରୀଡ଼ା ଓ ଯୁବ ବ୍ୟାପାର ବିଭାଗ ଅନ୍ତର୍ଗତ ଜାତୀୟ ସେବା ଯୋଜନା ଏବଂ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ବିଶ୍ୱବିଦ୍ୟାଳୟ ର ମିଳିତ ଆନୁକୂଲ୍ୟରେ ସୋଆ ଏନ୍ଏସ୍ଏସ୍ ପକ୍ଷରୁ ଫେବୃଆରୀ ୨୫ ତାରିଖରେ ଖୋର୍ଦ୍ଧା…

ବଜେଟ ୨୦୨୬-୨୭: ସହରାଞ୍ଚଳ ଗତିଶୀଳତା ପାଇଁ ୪୨୧ କୋଟିର ବ୍ୟୟ ବରାଦ

ସ୍ମାର୍ଟ ପରିବହନ ଓ ସ୍ଥାୟୀ ଭବିଷ୍ୟତ ଆମର ଲକ୍ଷ୍ୟ : ନଗର ଉନ୍ନୟନ ମନ୍ତ୍ରୀ ଡଃ ମହାପାତ୍ର ଭୁବନେଶ୍ୱର : ତା ୨୩।୦୨: ସହରାଞ୍ଚଳ ପରିବହନ ପାଇଁ ୪୨୧ କୋଟି ଟଙ୍କାର ବ୍ୟୟବରାଦ ହେବାପରେ ଏବେ ଅଧିକରୁ ଅଧିକ ସଂଖ୍ୟକ ପରିବେଶ ଅନୁକୂଳ ଇ-ବସ୍ ଆଣିବାପାଇଁ ସରକାର ଅଣ୍ଟା ଭିଡିଛନ୍ତି । ରାଜ୍ୟରେ…

ଶ୍ରୀଶ୍ରୀ ଗୋପୀନାଥ ଜୀଉଙ୍କ ମନ୍ଦିର ପ୍ରତିଷ୍ଠା ମହୋତ୍ସବ ଉଦଯାପିତ/ ଗୀତା ଓ ଭାଗବତ ଭଗବାନଙ୍କ ବାଚନିକ ବିଗ୍ରହ:…

 ଜଗତସିଂହପୁର:୨୨.୨.୨୦୨୬/ସୁମନ୍ତ କୁମାର ଦାସ: ଜଗତସିଂହପୁର ଜିଲ୍ଲାର ଚଷାପଡା ପଂଚାୟତସ୍ଥ ସାହାଡା ଗ୍ରାମରେ ଶ୍ରୀଶ୍ରୀ ଗୋପୀନାଥ ଜୀଉଙ୍କ ମନ୍ଦିର ପ୍ରତିଷ୍ଠା ମହୋତ୍ସବ ମହାସମାରୋହରେ ଉଦଯାପିତ ହୋଇଯାଇଛି। ଶ୍ରୀଗୋପୀନାଥ ଦାତବ୍ଯ ଟ୍ରଷ୍ଟର ଅଧ୍ଯକ୍ଷ ଡ ବଟ କିଶୋର ରାୟଙ୍କ ଏଥିରେ ସଭାପତିତ୍ବ…