ପଦ୍ମପୁର ଉପଜିଲ୍ଲାପାଳ କାର୍ଯ୍ୟାଳୟ, ତହସିଲ କାର୍ଯ୍ୟାଳୟ ଏବଂ ସବରେଜିଷ୍ଟାର କାର୍ଯ୍ୟାଳୟରେ ତାଲା ଦେଲେ ପଦ୍ମପୁର ଓକିଲ…

ପଦ୍ମପୁର (ଶାସକପ୍ରଶାସକ)-ପଦ୍ମପୁର ଓକିଲ ସଂଘର ସଭାପତି ଗୌନ୍ତିଆ କୁମାର ସାହୁ ଙ୍କ ସଭାପତିତ୍ବରେ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା, ପଦ୍ମପୁର ଉପଖଣ୍ଡ ଏକ ବଡ଼ ଉପଖଣ୍ଡ ହେବା ସତ୍ତ୍ୱେ ବିଭିନ୍ନ ଅଫିସିଆଲ୍ ପଦପଦବୀ ଖାଲି ରହିଛି । ପଦ୍ମପୁର ଉପଜିଲ୍ଲାପାଳଙ୍କ କୋର୍ଟରେ ଗତ ଦଶନ୍ଧି ରୁ…

୭୩ ତମ ସାଧାରଣତନ୍ତ୍ର ଦିବସ ଅବସରରେ “ଓଡ଼ିଶାର ପଚାଶ ସ୍ୱାଧୀନତା ସଂଗ୍ରାମୀ” ପୁସ୍ତକ ଉନ୍ମୋଚିତ

ଭୁବନେଶ୍ୱର : ଦେଶର ସ୍ୱାଧୀନତା ସଂଗ୍ରାମରେ ଓଡ଼ିଶାରୁ ଅନେକ ସଂଗ୍ରାମୀ ଝାସ ଦେଇଛନ୍ତି । ଅନେକ ସହୀଦ ମଧ୍ୟ ହୋଇଛନ୍ତି । ଏହି ସଂଗ୍ରାମୀମାନଙ୍କ ତ୍ୟାଗରୁ ଆମ ମାତୃଭୂମୀର ସମ୍ମାନ ରହିଛି । ଏମାନେ ବିଶ୍ୱ ଇତିହାସରେ ନିଜର ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିପାରିଛନ୍ତି । ତେବେ ଏମାନଙ୍କର ତ୍ୟାଗ…

ନିର୍ବିରୋଧ ନିର୍ବାଚିତ ସମିତି ସଭ୍ୟଙ୍କୁ ସମ୍ବର୍ଦ୍ଧନା ଜଣାଇଲେ ମନ୍ତ୍ରୀ ସୁଶାନ୍ତ ସିଂ

ଲୋକଙ୍କ ପାଇଁ କାମ କରିବାକୁ କହିଲେ ମନ୍ତ୍ରୀ ବରଗଡ :- ରାଜ୍ୟରେ ପ୍ରଥମ , ନିର୍ବାଚନ ପୂର୍ବରୁ ସୋହେଲା ବ୍ଲକ ରୁ ୧୮ ବିଜୁ ଜନତା ଦଳ ସମର୍ଥିତ ପ୍ରାର୍ଥୀ ମାନଙ୍କର ନିର୍ବିରୋଧ ନିର୍ବାଚିତ ହେବା । ଚଳିତ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ବିଜୁ ଜନତା ଦଳ ସମର୍ଥିତ ସୋହେଲା ବ୍ଲକରେ…

କଥା ଦେଇ କଥା ନରଖିବା ବିଜେପିର ଅଭ୍ୟାସ: ବିଜେଡି

file photo ଭୁବନେଶ୍ୱର: ବଡ ବଡ ପ୍ରତିଶ୍ରୁତି ଦେବା ଏବଂ ପରବର୍ତ୍ତୀ ସମୟରେ ଏହାକୁ ପୂରଣ ନକରିବା ବିଜେପିର ପୁରୁଣା ଅଭ୍ୟାସ ଏବଂ ଆଜିର ଇସ୍ତାହାର ଏହାର ବ୍ୟତିକ୍ରମ ନୁହେଁ ବୋଲି କହିଛନ୍ତି ବିଜେଡି ମୁଖପାତ୍ର ସୁଲତା ଦେଓ ।ବିଜେପି ସାମ୍ବାଦିକ ସମ୍ମିଳନୀର ଜବାବ ଦେଇ ବିଜେଡି…

ଗଣତନ୍ତ୍ରକୁ ଅଧିକରୁ ଅଧିକ ଶକ୍ତିଶାଳୀ କରିବାକୁ ହେଲେ ଭିନ୍ନକ୍ଷମଙ୍କୁ ସମାଜର ମୁଖ୍ୟସ୍ରୋତରେ ସାମିଲ କରିବାକୁ ପଡ଼ିବ

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ରାଣିପେଣ୍ଠ ସ୍ଥିତ ଭିନ୍ନକ୍ଷମ ଅନୁଷ୍ଠିତ "ନିୟତି" ଆନୁକୁଲ୍ୟରେ ୭୩ତମ ଜନରାଜ୍ୟ ଦିବସ ପାଳିତ ହୋଇସାରିଛି। ଏହି କାର୍ଯ୍ୟକ୍ରମ ଅବସରରେ ମୁଖ୍ୟ ଅତିଥି ଭାବେ ସେବାନିବୃତ ପ୍ରଧାନ ଶିକ୍ଷକ ରମେଶ ଚନ୍ଦ୍ର ପାଣିଗ୍ରାହୀ ଯୋଗଦାନ କରି ଗଣତନ୍ତ୍ରକୁ ଅଧିକ…

ମୁଖ୍ୟମନ୍ତ୍ରୀଙ୍କୁ ସୌଜନ୍ୟମୂଳକ ସାକ୍ଷାତ କଲେ ଗଜପତି

ଭୁବନେଶ୍ୱର (ଶାସକ ପ୍ରଶାସକ)- ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଆଜି ନବୀନ ନିବାସ ଠାରେ ସୌଜନ୍ୟମୂଳକ ସାକ୍ଷାତ କରିଛନ୍ତି ଗଜପତି ମହାରାଜ ଶ୍ରୀ ଦିବ୍ୟସିଂହ ଦେବ | ସାକ୍ଷାତ ସମୟରେ ବିଭିନ୍ନ ପ୍ରସଙ୍ଗରେ ଦୁହିଁଙ୍କ ମଧ୍ୟରେ ଆଲୋଚନା ହୋଇଥିବା ଜଣାପଡିଛି |…

ମୁଁ ଅସ୍ତ୍ର ଛାଡିନି, ମୁଁ ବେପାରୀ ନୁହଁ ଯେ ଡିଲ କରିବି : ପ୍ରସାଦ ଖୋଲିଲେ ମୁହଁ

ଭୁବନେଶ୍ୱର (ଶାସକ ପ୍ରଶାସକ) : ପଞ୍ଚାୟତିରାଜ ନିର୍ବାଚନ ପାଇଁ ଓ ଦଳ ଭିତରେ ଦୀର୍ଘଦିନର ତାଙ୍କର ନୀରବତାକୁ ନେଇ ଚାଲିଥିବା ଗଣମାଧ୍ୟମ ଚର୍ଚା ଓ ଦଳୀୟ ନେତାଙ୍କ ମନ୍ତବ୍ୟ ଉପରେ ମୁହଁ ଖୋଲିଛନ୍ତି ପୂର୍ବତନ ମନ୍ତ୍ରୀ ତଥା ପୂର୍ବତନ ପିସିସି ସଭାପତି ପ୍ରସାଦ ହରିଚନ୍ଦନ | ପ୍ରସାଦ କହିଛନ୍ତି ଯେ…

ପୃଥ୍ୱୀରାଜ ଓ ଚିତ୍ତ ସ୍ମାରକୀ କ୍ରିକେଟ୍ ଉଦଘାଟିତ: ଆମ୍ବବାହାଲ ସେମିରେ

ପଦ୍ମପୁର : ପଦ୍ମପୁର ନିକଟସ୍ଥ ବାଦିମାଲ ଠାରେ ଏମ.ଏଲ.ସି.ସି. ଦ୍ଵାରା ଆୟୋଜିତ ୧୮ତମ ପୃଥ୍ୱୀରାଜ ଓ ଚିତ୍ତ ସ୍ମାରକୀ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ଉଦଘାଟିତ ହୋଇଯାଇଛି । ଉଦଘାଟନୀ ମ୍ୟାଚରେ ଆମ୍ବବାହାଲ ଦଳ ବାଞ୍ଜେନମୁଣ୍ଡା ଦଳକୁ ଓ ପରବର୍ତ୍ତୀ ମ୍ୟାଚରେ ଦହିତା ଦଳକୁ ହରାଇ ଏବଂ ଗଡ଼ଭାଟି ଦଳ…

ବଡ଼ଚଣାରେ ସାଧାରଣତନ୍ତ୍ର ଦିବସ ପାଳନ

ବଡ଼ଚଣାରୁ ପ୍ରଫୁଲ୍ଲ କୁମାର ସାହୁ : ଚଣ୍ଡିଖୋଲ ସ୍ଥିତ ସମାଜ ବିକାଶ କର୍ମଜୀବୀ  ଶ୍ରମିକ ସଂଘ ଓ ଜିଲ୍ଲା ସମନ୍ୱୟ  କମିଟି ତରଫରୁ  ଚଣ୍ଡିଖୋଲଠାରେ ସାଧାରଣ ତନ୍ତ୍ର ଦିବସ ପାଳିତ ହୋଇଯାଇଛି |  ଏଥିରେ ମୁଖ୍ୟ ଅତିଥି ଭାବେ ଶିକ୍ଷକ ନେତା  କମ୍ରେଡ ଜଚିନ୍ଦ୍ର୍ ଜେନା ପତାକା ଉତ୍ତୋଳନ କରିଥିଲେ |…

ମଇତାପୁର ହସ୍ପିଟାଲରେ ତେସ୍ତରିତମ ସାଧାରଣତନ୍ତ୍ର ଦିବସ ପାଳିତ

ସିମୁଳିଆ( ଅକ୍ଷୟ କୁମାର ଜେନା): ବାଲେଶ୍ୱର ଜିଲ୍ଲା ସିମୁଳିଆ ବ୍ଲକ ମଇତାପୁର ହସ୍ପିଟାଲରେ ତେସ୍ତରି ତମ ସାଧାରଣ ତନ୍ତ୍ର ଦିବସ ପାଳିତ ହେଇ ଯାଇଛି। କୋଭିଡ୍ ନିୟମ କୁ ଆଖି ଆଗରେ ରଖି ଏହା ପାଳିତ ହୋଇଥିଲା। ଦୀର୍ଘ ଦିନ ଧରି ଏହି ବେସରକାରୀ ହସ୍ପିଟାଲଟି ସେବା ଯୋଗାଇ ଆସୁଥିବା ବେଳେ ଜଣେ…