ବରଗଡ଼ :- ଆଜି ରାଜ୍ୟ ସରକାର ବରିଷ୍ଠ ପୋଲିସ ଅଧିକାରୀ ସ୍ତରରେ ଏକ ବଡ଼ ଧରଣର ଅଦଳ ବଦଳ କରିଛନ୍ତି । ଏହି କ୍ରମରେ ବରଗଡ଼ ର ବର୍ତ୍ତମାନ ପୋଲିସ ଅଧିକ୍ଷକ ଶ୍ରୀ ରାହୁଲ ଜୈନ ଙ୍କୁ ଝାରସୁଗୁଡା ଏସ୍ପି ଭାବରେ ବଦଳି କରାଯାଇଥିବା ବେଳେ ବର୍ତ୍ତମାନ ନବରଙ୍ଗପୁର ଜିଲ୍ଲା ର ଏସପି ଦାୟିତ୍ୱରେ ଥିବା ଶ୍ରୀ ପରମାର ସ୍ମିଥ ପୁରୁଷୋତ୍ତମ ଦାସ ଙ୍କୁ ନୂତନ ଭାବରେ ବରଗଡ଼ ଏସ ପି ଭାବରେ ନିଯୁକ୍ତ କରିଛନ୍ତି ।
Sign in
Sign in
Recover your password.
A password will be e-mailed to you.