ବିଏଲଓ ସୁପରଭାଇଜର ଶିକ୍ଷକ ଙ୍କ ଜରୁରୀ ବୈଠକ ସମୟରେ ଗାଡି ଚୋରି

0

କାଶୀପୁର /ଟିକିରି ରୁ ବୈକୁଣ୍ଠ ଦୁରିଆ: ରାୟଗଡ଼ା ଜିଲ୍ଲା କାଶିପୁର ବ୍ଲକ ଟିକିରି ସ୍ଥିତ ପଞ୍ଚାୟତ ସମୁଖ ରୁ ଆଜି ସନ୍ଧ୍ୟାରେ ବିଏଲଓ ସୁପରଭାଇଜର ଶିକ୍ଷକ ମାନଙ୍କ ଏକ ଜରୁରୀ ବୈଠକ ରହିଥିଲା ଏହି ସମୟରେ ଶିକ୍ଷକମାନେ ପଞ୍ଚାୟତ ସମୁଖରେ ବାଇକ୍ ରଖି ବୈଠକ ରେ ବସିଥିବା ବେଳେ ଏହା ସୁଜଗ ନେଇ କୈାଣସି ଦୃବୃତ ଏକ ବାଇକ୍ ଚୋରି କରି ନେଇଯାଇଛନ୍ତି। ଆପାଛି ରେଡ କଲର ଗାଡ଼ି ନମ୍ବ ହେଲା OD18E 4155ବୋଲି ଯାଣିବାକୁ ମିଳିଛି । ଏହି ଗାଡି ମାଲିକ ହେଲେ , ମାରିଭଟା ର ମିହିରି କୁମାର ନାୟକ ଙ୍କ ଗାଡ଼ି ବୋଲି ଶୁଣିବାକୁ ମିଳିଛି | ଗାଡ଼ି ପଞ୍ଚାୟତ ସମୁଖ ରୁ କୁଆଡେ ଗୋଲା ଭାବି ବହୁତ ଖଯା ଖୋଜି କରିବା ପରେ ନ ମିଳିବାରୁ ଶେଷ ରେ ଟିକିରି ଥାନା ରେ ଏକ ଲିଖିତ ଅଭିଯୋଗ କରିଛନ୍ତି ।

Leave A Reply

Your email address will not be published.