ଗଠିତ ହେଲା ରାଜ୍ୟ କଂଗ୍ରେସର ରାଜନୈତିକ ବ୍ୟାପାର କମିଟି

0

ଗଠିତ ହେଲା ରାଜ୍ୟ କଂଗ୍ରେସର ରାଜନୈତିକ ବ୍ୟାପାର କମିଟୀ | ଆଜି ଏ ନେଇ ପ୍ରକାଶ ପାଇଛି ବିଧିବଦ୍ଧ ବିଜ୍ଞପ୍ତି | ଏହି କମିଟିରେ ରାଜ୍ୟ କଂଗ୍ରେସ ପ୍ରଭାରୀ  ଚେଲାକୁମାର,  ପିସିସି ସଭାପତି ଶରତ ପଟ୍ଟନାୟକ, ବରିଷ୍ଠ କଂଗ୍ରେସ ନେତା ନରସିଂହ ମିଶ୍ର, ନିରଞ୍ଜନ ପଟ୍ଟନାୟକ, ଜୟଦେବ ଜେନା, ପ୍ରସାଦ ହରିଚନ୍ଦନ, ଭକ୍ତ ଦାସ, ରାମ ଖୁଣ୍ଟିଆ, ତାରା ବାହିନୀପତି, ବିଜୟ ପଟ୍ଟନାୟକଙ୍କ ସହ ୨୭ ସଭ୍ୟ | ଏହାବ୍ୟତୀତ ଓଡିଶା ପାଇଁ ଏଆଇସିସି ସମ୍ପାଦକ, ରାଜ୍ୟ ମହିଳା କଂଗ୍ରେସ, ସେବାଦଳ , ଯୁବ କଂଗ୍ରେସ ଓ ଛାତ୍ର କଂଗ୍ରେସ ମୁଖ୍ୟଙ୍କୁ ସ୍ୱତନ୍ତ୍ର ନିମନ୍ତ୍ରିତ ସଭ୍ୟ ଭାବେ ରଖାଯାଇଛି |

Leave A Reply

Your email address will not be published.