Sign in
Sign in
Recover your password.
A password will be e-mailed to you.
ଓଡିଶା ଆଦର୍ଶ ବିଦ୍ୟାଳୟରେ ବାର୍ଷିକ ଉତ୍ସବ
ବୀରମହାରାଜପୁର, (ବିନୋଦ ପାଣ୍ଡେ): ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଉଫୁଲା ପଞ୍ଚାୟତ ଅନ୍ତର୍ଗତ ରଥପୁର ସ୍ଥିତ ଓଡିଶା ଆଦର୍ଶ ବିଦ୍ୟାଳୟର ପଞ୍ଚମ ବାର୍ଷିକୋତ୍ସବ ଅନୁଷ୍ଠିତ ହୋଇଯାଇଛି। ଭାରପ୍ରାପ୍ତ ଅଧ୍ୟକ୍ଷା ଡ. ସ୍କିତା ଭୋଇଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ଅତିରିକ୍ତ…
କେନ୍ଦ୍ରୀୟ ବିଦ୍ୟାଳୟ ପାଇଁ ବରିଷ୍ଠ ନାଗରିକ ସଂଗଠନ ଦାବିପତ୍ର
ବୀରମହାରାଜପୁର, (ବିନୋଦ ପାଣ୍ଡେ): ବଲାଙ୍ଗିର ସାଂସଦ ସଂଗୀତା ସିଂଦେଓ ବୀରମହାରାଜପୁର ଗସ୍ତରେ ଆସିଥିବା ବେଳେ ତାଙ୍କୁ ସ୍ଥାନୀୟ ବରିଷ୍ଠ ନାଗରିକ ସଙ୍ଗଠନର ସଦସ୍ୟ ମାନେ ଭେଟି ଅଞ୍ଚଳର ବିଭିନ୍ନ ସମସ୍ୟା ଉପରେ ଆଲୋଚନା କରିଛନ୍ତି। ସଙ୍ଗଠନ ପକ୍ଷରୁ ବୀରମହାରାଜପୁର ଠାରେ ଏକ କେନ୍ଦ୍ରୀୟ…
ଟିଟିଲାଗଡ “ମନ୍ କି ବାତ୍” କାର୍ଯ୍ୟକ୍ରମରେ ବୈଜୟନ୍ତ ପଣ୍ଡା
ଟିଟିଲାଗଡ/ଭୁବନେଶ୍ବର: ବରିଷ୍ଠ ବିଜେପି ନେତା ତଥା ରାଷ୍ଟ୍ରୀୟ ଉପସଭାପତି ଶ୍ରୀଯୁକ୍ତ ବୈଜୟନ୍ତ ପଣ୍ଡା ଦୁଇଦିନିଆ ବଲାଙ୍ଗୀର ଗସ୍ତ ଅବସରରେ ଦ୍ବତୀୟ ଦିନରେ ବଲାଙ୍ଗୀର ଜିଲ୍ଲା ବିଜେପି ପକ୍ଷରୁ ରବିବାର ଆୟୋଜିତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ୨୦୨୩ ମସିହାର ପ୍ରଥମ ଓ ୯୭ତମ “ମନ୍ କି…
ରଘୁନାଥ ଆଥଲେଟିକ୍ ଆସୋସିଏସନର ପୁରାତନ ସଦସ୍ୟଙ୍କ ବନ୍ଧୁମିଳନ
ଓଡ଼ଗାଁ,(ଶ୍ରୀକାନ୍ତ କୁମାର ମିଶ୍ର) : ଓଡ଼ଗାଁ ବ୍ଲକ ରୋଡ କଲ୍ୟାଣମଣ୍ଡପ ଠାରେ ରଘୁନାଥ ଆଥଲେଟିକ ଆସୋସିଏସନର ପୁରାତନ ସଦସ୍ୟ ମାନଙ୍କ ଏକ ବନ୍ଧୁମିଳନ ଅନୁଷ୍ଠିତ ହୋଇଯାଇଛି। ଅନୁଷ୍ଠାନର ସମ୍ପାଦକ ଦିବାକର ନାୟକଙ୍କ ସଭାପତିତ୍ବରେ ଆୟୋଜିତ ବୈଠକରେ ୮୦ ଜଣ ସଭ୍ୟ ଯୋଗ ଦେଇ ପରସ୍ପର ମଧ୍ୟରେ…
ନବଦାଦା ଙ୍କୁ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି
ପଦ୍ମପୁର ବିଜୁ ଜନତା ଦଳ କାର୍ଯ୍ୟାଳୟ ଓ ପାଇକମାଲ ରେ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ
ବରଗଡ / ପଦ୍ମପୁର :- ପଦ୍ମପୁର ସ୍ଥାନୀୟ ବିଜୁ ଜନତା ଦଳ କାର୍ଯ୍ୟାଳୟ ରେ ସ୍ବାସ୍ଥ୍ୟ ମନ୍ତ୍ରୀ ନବ ଦାସ ଙ୍କ ଅକାଳ ବିୟୋଗ ରେ ଏକ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଯାଇଛି। ଏହି ଶ୍ରଦ୍ଧାଞ୍ଜଳି ସଭା ରେ…
ଜାନୁଆରୀ ୩୧ରେ ହେବାକୁ ଥିବା ବ୍ଲକ ଘେରାଓ କାର୍ଯ୍ୟକ୍ରମ ସ୍ଥଗିତ: ପୃଥ୍ୱୀରାଜ ହରିଚନ୍ଦନ
ସ୍ୱାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସଙ୍କ ଅକାଳ ମୃତ୍ୟୁରେ ୩ ଦିନ ଧରି ରାଜ୍ୟବ୍ୟାପୀ ଶୋକ ଦିବସ ପାଳନ
ବଂଚିତ ଏବଂ ଯୋଗ୍ୟ ହିତାଧିକାରୀଙ୍କୁ ନେଇ ଫେବୃଆରୀ ୨,୩ ଓ ୪ରେ ବ୍ଲକ ଘେରାଓ କରିବ ବିଜେପି
ଭୁବନେଶ୍ୱର, : ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସଙ୍କୁ ଗତ କାଲି ସୁରକ୍ଷା ଦାୟୀତ୍ୱରେ…
ସ୍ବର୍ଗତ ନବ ଦାସଙ୍କ ଶେଷ ଦର୍ଶନ କଲେ ମୁଖ୍ୟମନ୍ତ୍ରୀ
https://youtu.be/WCXGAjFXJKo
ଭୁବନେଶ୍ୱର : ଗତକାଲି ଜଣେ ପୋଲିସ ଏଏସଆଇଙ୍କ ଗୁଳିରେ ପ୍ରାଣ ହରାଇଥିବା ରାଜ୍ୟର ସ୍ୱାସ୍ଥ୍ୟମନ୍ତ୍ରୀ ସ୍ବର୍ଗତ ନବ ଦାସଙ୍କ ଶେଷ ଦର୍ଶନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ | ଆଜି ସରକାରୀ ବାସଭବନକୁ ଯାଇ ସ୍ଵର୍ଗତ ଶ୍ରୀ ଦାସଙ୍କୁ ଜଣାଇଲେ…
ସମାଜ ସଂସ୍କାରର ମାଧ୍ୟମ ରାସ ସଂକୀର୍ତ୍ତନ
-କୃଷ୍ଣଲୀଳା ଲୋକନୃତ୍ୟସଙ୍ଘର ବାର୍ଷିକ ଉତ୍ସବ
- ୩୭ ଅଭିଜ୍ଞ କଳାକାର ଙ୍କୁ ରାସ ରତ୍ନ ସମ୍ମାନ
କେନ୍ଦୁଝର(ପାର୍ଥ ସାରଥି ଷଡ଼ଙ୍ଗୀ): ଶ୍ରୀ ଶ୍ରୀ କୃଷ୍ଣଚନ୍ଦ୍ର ସାକ୍ଷାତ ଭଗବାନ ପରମେଶ୍ବର ପରଂବ୍ରହ୍ମ ଅଟନ୍ତି। ଶ୍ରୀକୃଷ୍ଣ ଙ୍କ ଚରଣ ରୁ ହିଁ ଭକ୍ତି ମନ୍ଦାକିନୀ ସୁଧାନିର୍ଝର…
ଜୈନ ଶ୍ୱେତାମ୍ବର ତେରପନ୍ଥ ଧର୍ମ ସଂଘ ର ୧୫୯ତମ ମର୍ଯ୍ୟାଦା ମହୋତ୍ସବ
https://youtu.be/gJB8Hmqy0I4
ନବରଙ୍ଗପୁର/ଅଶୋକ ସାହୁ: ଜୈନ ଶ୍ୱେତାମ୍ବର ତେରପନ୍ଥ ଧର୍ମ ସଂଘ ର 159 ତମ ମର୍ଯ୍ୟାଦା ମହୋତ୍ସବ ମୁନି ଶ୍ରୀ ରମେଶ କୁମାର ଜୀ ଙ୍କ ସାନିଧ୍ୟ ରେ ତେରପନ୍ଥ ସଭା ନବରଙ୍ଗପୁରର ତତ୍ତ୍ୱାବଧାନରେ ଆୟୋଜିତ ହୋଇଯାଇଛି | ଏ ଅବସରରେ ଉପସ୍ଥିତ ଶ୍ରଦ୍ଧାଳୁଙ୍କୁ…
ଗଜପତି ଜିଲ୍ଲା ଯୋଜନା କମିଟି ବୈଠକ ଅନୁଷ୍ଠିତ
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଗ୍ରାମ୍ୟ ଆତ୍ମ ନିଯୁକ୍ତି ପ୍ରଶିକ୍ଷଣ ଅନୁଷ୍ଠାନ ସମ୍ମିଳନୀ କକ୍ଷ ଠାରେ ଗଜପତି ଜିଲ୍ଲା ଯୋଜନା କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ବୈଠକରେ ଶ୍ରୀଯୁକ୍ତ ଜଗନ୍ନାଥ ସାରକା , ମାନ୍ୟବର…