Sign in
Sign in
Recover your password.
A password will be e-mailed to you.
ପାରଳାର ଓଡ଼ିଶୀ ନୃତ୍ୟ ଦଳଙ୍କ ମାଲେସିଆ ଯାତ୍ରା
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ପାରଳାଖେମୁଣ୍ଡିର ଅଗ୍ରଣୀ ନୃତ୍ୟ ସଂଗଠନ ଶ୍ରୀ ଜଗନ୍ନାଥ ଓଡ଼ିଶୀ କଳାକେନ୍ଦ୍ରର ଏକ ୧୪ ଜଣିଆ ଦଳ ମାଲେସିଆ ଗସ୍ତ କରିଛନ୍ତି। ସେଠାରେ ଆସନ୍ତା ୪ ତାରିଖରେ ମାଲେସିଆର କୁଆଲାଲମ୍ପୁର ସନ୍ତାନନ୍ଦ ପ୍ରେକ୍ଷାଳୟ ଠାରେ ହେବାକୁ ଥିବା…
ଜିଲ୍ଲା ସ୍ତରୀୟ ରେଡ଼କ୍ରସର ସାଧାରଣ ବୈଠକ
https://youtu.be/lTJwM3cQql0
ନବରଙ୍ଗପୁର:/ ଅଶୋକ ସାହୁ: ନବରଙ୍ଗପୁର ମିଶନ ଶକ୍ତି ସଭାଗୃହ ରେ ଜିଲ୍ଲା ସ୍ତରୀୟ ରେଡ଼କ୍ରସ ର ସାଧାରଣ ବୈଠକ ନବରଙ୍ଗପୁର ଜିଲ୍ଲାପାଳ ତଥା ଅଧ୍ୟକ୍ଷ ଭାରତୀୟ ରେଡ଼କ୍ରସ ସୋସାଇଟି, ଜିଲ୍ଲା ଶାଖା ନବରଙ୍ଗପୁର ଡ଼ଃ କମଳ ଲୋଚନ ମିଶ୍ର ଙ୍କ ଅଧ୍ୟକ୍ଷତାରେ…
ନବରଙ୍ଗପୁର ଜିଲ୍ଲା ପ୍ରଶାସନ ତରଫରୁ ସହିଦ ଦିବସ
ନବରଙ୍ଗପୁର/ଅଶୋକ ସାହୁ: ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ତିରୋଧାନ ଦିବସ ଜାନୁଆରୀ ୩୦ ତାରିଖ କୁ ସର୍ବ ଭାରତୀୟ ସ୍ତରରେ ସହିଦ ଦିବସ ଭାବେ ପାଳନ କରାଯାଉଛି । ୧୯୪୮ ମସିହା ଜାନୁଆରୀ ୩୦ ତାରିଖରେ ମହାତ୍ମା ଗାନ୍ଧୀ ଙ୍କୁ ନାଥୁରାମ ଗଡ଼ସେ ଗୁଳି କରି ହତ୍ୟା କରିଥିଲେ । ଗାନ୍ଧିଜୀଙ୍କ…
ଦଳୋବନ୍ଧ କମିଟି ଆନୁକୁଲ୍ୟରେ ପ୍ରାକ୍ ପ୍ରସ୍ତୁତି ବୈଠକ
ବାଳକୃଷ୍ଣ ପାଣିଗ୍ରାହୀ : ସ୍ଥାନୀୟ ଦୋଳବନ୍ଧ ପାର୍ଶ୍ଵ ସତ୍ୟସାଇ ମନ୍ଦିର ପରିସରରେ ଦଳୋବନ୍ଧ କମିଟି ଆନୁକୁଲ୍ୟରେ ପ୍ରାକ୍ ପ୍ରସ୍ତୁତି ବୈଠକ ମଙ୍ଗଳା ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ବିନୋଦ ଚନ୍ଦ୍ର ଜେନା , ହରିମୋହନ ପଟ୍ଟନାୟକ , ଅରକ୍ଷିତ ଜେନା , ପ୍ରାଣ ତରାଇ ପ୍ରଭୃତି…
କଂଗ୍ରେସର ଭାରତ ଯୋଡ ଯାତ୍ରାର ଉଦଯାପିତ କାର୍ଯ୍ୟକ୍ରମ
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟରେ ଆଜି ଭାରତ ଯୋଡ ଯାତ୍ରାର ଉଦଯାପନ କାର୍ଯ୍ୟକ୍ରମ ହୋଇଯାଇଛି। ଏହି ଅବସରରେ ପୂର୍ବତନ କଂଗ୍ରେସ ଅଧ୍ୟକ୍ଷ ଶ୍ରୀଯୁକ୍ତ ରାହୁଲ ଗାନ୍ଧୀଙ୍କ ନେତୃତ୍ୱରେ ତା…
ଫେବୃୟାରୀ ୪ ରୁ ୭୨ ତମ ଉତ୍କଳ ପ୍ରାଦେଶିକ ଭକ୍ତ ସମ୍ମିଳନୀ
ମେଲଛାମୁଣ୍ଡା/(ମନୋଜ ଭୋଇ) -ବରଗଡ ଜିଲ୍ଲା ଅନ୍ତର୍ଗତ ମେଲଛାମୁଣ୍ଡା ସ୍ଥିତ ଶ୍ରୀ ଶ୍ରୀ ଠାକୁର ନିଗମାନନ୍ଦ ସରସ୍ୱତୀ ଦେବଙ୍କ ଆସନ ମନ୍ଦିରରେ ଅନୁଷ୍ଠିତ ହେବାକୁ ଥିବା ୭୨ ତମ ଉତ୍କଳ ପ୍ରାଦେଶିକ ଭକ୍ତ ସମ୍ମିଳନୀ ଲାଗି ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ନୀଳାଚଳ ସାରସ୍ୱତ ସଂଘ…
କିଟ୍ ଓ ଭାରତୀୟ ରଗ୍ବୀ ସଂଘ ମଧ୍ୟରେ ଚୁକ୍ତି ସ୍ୱାକ୍ଷର
ଭୁବନେଶ୍ୱର,୩୦ ।୧: ରଗ୍ବୀର ପ୍ରଚାର ଓ ପ୍ରସାର ନିମନ୍ତେ କିଟ୍ ଓ କିସ୍ ଏବଂ ଭାରତୀୟ ରଗ୍ବୀ ସଂଘ ମଧ୍ୟରେ ଏକ ଚୁକ୍ତିନାମା ସ୍ୱାକ୍ଷରିତ ହୋଇଯାଇଛି। କିଟ୍ ହେଉଛି ଭାରତର ଏକମାତ୍ର ବିଶ୍ୱବିଦ୍ୟାଳୟ ଯିଏ କି ରଗ୍ବୀ ଇଣ୍ଡିଆର ପ୍ରାୟୋଜକ ହୋଇପାରିଛି। ପୂର୍ବରୁ ୩ବର୍ଷ ପାଇଁ କିଟ୍ ଓ…
କାମରେ ଲାଗୁନି ପ୍ରତୀକ୍ଷାଳୟ, ଲୋକେ ହନ୍ତସନ୍ତ
ବୀରମହାରାଜପୁର, (ବିନୋଦ ପାଣ୍ଡେ):ସୁବର୍ଣ୍ଣପୁର ଜ଼ିଲ୍ଲା ବୀରମହାରାଜପୁର ଉପନିବନ୍ଧକଙ୍କ କାର୍ଯ୍ୟଲୟ ପରିସରରେ ନବ ନିର୍ମିତ ପ୍ରତୀକ୍ଷାଳୟ ବହୁ ଦିନ ହେବ ତାଲା ପଡ଼ିରହିଛି। ସରକାରଙ୍କ ରାଜସ୍ବରୁ ଲକ୍ଷାଧିକ ଟଙ୍କା ବ୍ୟୟରେ ନିର୍ମିତ ପ୍ରତୀକ୍ଷାଳୟଟି ଦୁଇ ବର୍ଷ ହେଲା ନିର୍ମାଣ କାର୍ଯ୍ୟ ଶେଷ…
ରାଜ୍ୟ ସ୍ତରୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ : ସମ୍ବଲପୁର ଚାମ୍ପିଅନ
ବୀରମହାରାଜପୁର, (ବିନୋଦ ପାଣ୍ଡେ) : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ସ୍ଥିତ ବିଜୁ ପଟ୍ଟନାୟକ ମିନି ଷ୍ଟାଡିୟମ ଠାରେ ୬ଷ୍ଠ ସ୍ପୋର୍ଟିଙ୍ଗ କ୍ଲବ ଆନୁକୁଲ୍ୟରେ ଚାଲିଥିବା ଦୁଇ ଦିନିଆ ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦଯାପିତ ହୋଇଯାଇଛି l ଫାଇନାଲ ଖେଳରେ ଫୁଲବାଣୀକୁ ୨-୦ ଗୋଳରେ ହରାଇ ସମ୍ବଲପୁର…
ଓଡିଶା ଆଦର୍ଶ ବିଦ୍ୟାଳୟରେ ବାର୍ଷିକ ଉତ୍ସବ
ବୀରମହାରାଜପୁର, (ବିନୋଦ ପାଣ୍ଡେ): ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଉଫୁଲା ପଞ୍ଚାୟତ ଅନ୍ତର୍ଗତ ରଥପୁର ସ୍ଥିତ ଓଡିଶା ଆଦର୍ଶ ବିଦ୍ୟାଳୟର ପଞ୍ଚମ ବାର୍ଷିକୋତ୍ସବ ଅନୁଷ୍ଠିତ ହୋଇଯାଇଛି। ଭାରପ୍ରାପ୍ତ ଅଧ୍ୟକ୍ଷା ଡ. ସ୍କିତା ଭୋଇଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ଅତିରିକ୍ତ…