
ବାସୁଦେବପୁର/ପ୍ରତାପ ପାଢ଼ୀ -ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଙ୍କ ସୁଶାସନ ଉପରେ ଆସ୍ତା ପ୍ରକଟ କରି ବାସୁଦେବପୁରର ମାନ୍ୟବର ବିଧାୟକ ଶ୍ରୀଯୁକ୍ତ ବିଷ୍ଣୁବ୍ରତ ରାଉତରାୟ ଙ୍କ କାଯ୍ୟ ଦକ୍ଷତା ଉପରେ ଭରଷା କରି ବାସୁଦେବପୁର ନିର୍ବାଚନ ମଣ୍ଡଳୀ ଆର୍ତ୍ତୁଙ୍ଗ ପଞ୍ଚାୟତରେ ଗୌତମ ସେଠିଙ୍କ ଅଧକ୍ଷ୍ୟତାରେ ଅନ୍ୟ ଦଳ ର କର୍ମୀମାନେ ଆଜି ବାସୁଦେବପୁର ସ୍ଥିତ ବିଜୁ ଜନତା ଦଳ କାଯ୍ୟଳୟ ରେ ଵିଧିଵଧ ଭାବରେ ବିଜୁ ଜନତା ଦଳରେ ଯୋଗ ଦାନ କରିଛନ୍ତି। ଏହି ମିଶ୍ରଣ ପର୍ବ ରେ ଉପସ୍ଥିତ ଥିଲେ ବାସୁଦେବପୁର ବିଜୁ ଜନତା ଦଳ ବ୍ଲକ ସଭାପତି ଦୀନବନ୍ଧୁ ଦାସ, ବରିଷ୍ଠ ନେତା ପ୍ରଫୁଲ୍ଲ କୁମାର ପଳିତା, ଯୁବ ବିଜେଡ଼ି ନିର୍ବାଚନମଣ୍ଡଳୀ ସଭାପତି ଦେବଦର୍ଶନ ଦାସ । ଏହି ମିଶ୍ରଣ ପ୍ରର୍ବରେ ଅନେକ ଯୁବ ଓ ବରିଷ୍ଠ ନେତା ବିଦ୍ଧି ବଧ ଭାବ ରେ ବିଜେଡ଼ି ରେ ଯୋଗ ଦେଇଛନ୍ତି।
Sign in
Sign in
Recover your password.
A password will be e-mailed to you.