Sign in
Sign in
Recover your password.
A password will be e-mailed to you.
ପାର୍କିନ୍ସନ୍ ରୋଗୀଙ୍କ କ୍ଷେତ୍ରରେ ସଚେତନତା ଆବଶ୍ୟକ: ପ୍ରଫେସର ମହାପାତ୍ର
ଭୁବନେଶ୍ୱର, ୧୩/୦୪: ଶିକ୍ଷା ଓ ଅନୁସନ୍ଧାନ (ସୋଆ) ବିଶ୍ୱବିଦ୍ୟାଳୟ ପରିଚାଳିତ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ ସାଇନସେସ୍ ଆଣ୍ଡ ସମ୍ ହସ୍ପିଟାଲର ନ୍ୟୁରୋଲୋଜି ବିଭାଗ ପକ୍ଷରୁ ମଙ୍ଗଳବାର ଦିନ ବିଶ୍ୱ ପାର୍କିର୍ନ୍ସନ୍ ଦିବସ ପାଳିତ ହୋଇଯାଇଛି । ଏହି ରୋଗ ସମ୍ପର୍କରେ ଲୋକମାନଙ୍କୁ ସଚେତନ…
ଗଜପତି : ଜିଲ୍ଲା ସ୍ତରୀୟ ମେଗା ମିଶନ ଶକ୍ତି ଋଣ ମେଳା ଅନୁଷ୍ଠିତ
https://youtu.be/nczPOYDNr-Y
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡିର ଗଜପତି ଷ୍ଟାଡିୟମ୍ ପଡିଆ ଠାରେ ଜିଲ୍ଲା ସ୍ତରୀୟ ମେଗା ମିଶନ ଶକ୍ତି ଋଣ ମେଳା ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ରାଜ୍ୟ ସରକାରଙ୍କର ଖାଦ୍ୟ ଯୋଗାଣ ଓ ଖାଉଟି…
ଜିଓ ସିନେମା ପକ୍ଷରୁ ପ୍ରଥମ ୪ ଜଣ ଜିତୋ ଧନ୍ ଧନା ଧନ୍ କାର୍ ବିଜେତାଙ୍କ ନାମ ଘୋଷିତ
- ମୟୁରଭଞ୍ଜ ଜିଲ୍ଲାର ରରୁଆଁ ସହର ନିବାସୀ ଭୀମସେନ ମହନ୍ତ ଜିଓସିନେମାର ଫ୍ରି-ଟୁ-ପ୍ଲେ ପ୍ରତିଯୋଗିତାରେ ଏକ କାର୍ ଜିତିଥିବା ପ୍ରଥମ ବିଜେତା ହୋଇଛନ୍ତି ।
- ଏପ୍ରିଲ ୯ ତାରିଖରେ ଅନୁଷ୍ଠିତ ଗୁଜରାଟ ଟାଇଟାନ୍ସ ବନାମ କୋଲ୍କାତା ନାଇଟ୍ ରାଇଡର୍ସ ମ୍ୟାଚ୍ ସମୟରେ କଟକର ସିଦ୍ଧାର୍ଥ…
ଜିନ୍ଦଲ ଷ୍ଟିଲ ଏଣ୍ଡ ପାୱାର ଦ୍ଵାରା ଓଡିଶାରେ ସ୍ଥାପନ ହେବ ୧.୨ ଏମଟିପିଏ କ୍ଷମତା ସଂପନ୍ନ ରେଳ ମିଲ
· ଅନୁଗୋଳରେ ସ୍ଥାପନ ହେବ ୧.୨ ଏମଟିପିଏ କ୍ଷମତା ସଂପନ୍ନ ନୂତନ ରେଳ ମିଲ,
· ରାୟଗଡ଼ ରେଳ ମିଲ ସହ ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାର ସମୁଦାୟ ରେଳ ଉତ୍ପାଦନ କ୍ଷମତା ୨.୨ ଏମଟିପିଏ ହେବ
· ଦେଶରେ ମେଟ୍ରୋ ଏବଂ ରାପିଡ଼ ରେଳ ପରିବହନ ପ୍ରକଳ୍ପ ନିମନ୍ତେ ଜେଏସପି ୧୦୮୦ ଏଚଏଚ ରେଳ…
ୱାଇ-୨୦ କନ୍ସଲ୍ଟେସନ୍: କିସ୍ ବୁଲିଲେ ୨୦ ଦେଶର ସାଂସଦ
୧୪ତାରିଖରେ ମୁଖ୍ୟ ଆକର୍ଷଣ ରିକି କେଜ୍
ଭୁବନେଶ୍ୱର: ଅପ୍ରେଲ୍ ୧୪ତାରିଖରେ କିଟ୍ ବିଶ୍ୱବିଦ୍ୟାଳୟରେ ଆରମ୍ଭ ହେବାକୁ ଥିବା ସମ୍ମାନଜନକ ୟୁଥ-୨୦ କନ୍ସଲ୍ଟେସନ୍ରେ ଯୋଗ ଦେବାକୁ ଆସିଥିବା ଆମେରିକା, ବି୍ରଟେନ୍, ଜର୍ମାନ୍, ୟୁକ୍ରେନ୍, ସୁଇଜରଲାଣ୍ଡ, ପୋଲାଣ୍ଡ, ଆର୍ମେନିଆ, ସ୍ଲୋଭାକିଆ,…
ପଦ୍ମପୁର ଉପଖଣ୍ଡ ଚିକିତ୍ସାଳୟର ରୋଗୀ କଲ୍ୟାଣ ସମିତି ବୈଠକ ଅନୁଷ୍ଠିତ
ପଦ୍ମପୁର/ଶିବାଶିଷ ପଟ୍ଟନାୟକ - ସ୍ଥାନୀୟ ଉପଖଣ୍ଡ ଚିକିତ୍ସାଲୟରେ ରୋଗୀ କଲ୍ୟାଣ ସମିତିର ପରିଚାଳନା ମଣ୍ଡଳୀର ବୈଠକ ଅନୁଷ୍ଠିତ ହୋଇଯାଇଛି l ଏହି ବୈଠକରେ ପଦ୍ମପୁର ବିଧାୟିକା ବର୍ଷା ସିଂ ବରିହା ଅଧ୍ୟକ୍ଷତା କରିଥିଲେ l ପ୍ରଥମେ ବିଧାୟିକା ଙ୍କୁ ସ୍ବାଗତ ସମ୍ବର୍ଦ୍ଧନା ପୂର୍ବକ ସଭା କାର୍ଯ୍ୟ…
ମନ୍ତ୍ରୀଙ୍କ ଉପସ୍ଥିତିରେ ସରକାରଙ୍କ ନିୟମକୁ ଫୁ
ଛୁଟି ଦିନରେ ଚାଲିଲା ବାର୍ଷିକୋତ୍ସବ
ବରପାଲି: ରାଜ୍ୟରେ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଅଙ୍ଗନୱାଡ଼ି ଠାରୁ ଆରମ୍ଭ କରି ସମସ୍ତ ସରକାରୀ ଏବଂ ବେସରକାରୀ ସ୍କୁଲ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ଆସନ୍ତା ୧୬ ତାରିଖ ପର୍ଯ୍ୟନ୍ତ ଛୁଟି କରିବାକୁ ନିର୍ଦେଶ ଦେଇଛନ୍ତି । ହେଲେ ବରଗଡ଼…
ରାଜନୀତିରୁ ଉର୍ଦ୍ଧ୍ୱରେ ରହି କୋଟିଆ ପାଇଁ ଆମେ ସମସ୍ତେ ଏକ୍ ହୋଇ ଲଢ଼ିବା ଦରକାର – ଧର୍ମେନ୍ଦ୍ର ପ୍ରଧାନ
• ଶାସକ ଦଳର ମନ୍ତ୍ରୀ ମୋତେ ଯେତେ ଗାଳି ଓ ଅପମାନ ଦିଅନ୍ତୁ କିନ୍ତୁ ସେ ତାଙ୍କ ବିଭାଗର କାର୍ଯ୍ୟକୁ ସୁଚାରୁରୂପେ ପରିଚାଳନା କରନ୍ତୁ
• ଓଡ଼ିଶା ସୀମାନ୍ତରେ ତେଲୁଗୁ ଭାଷାଭାଷୀ ବୋର୍ଡ ଲାଗିଛି, ଅଥଚ ସ୍ଥାନୀୟ ପ୍ରଶାସନିକ ଅଧିକାରୀମାନଙ୍କ ପାଖରେ ଏହାର ଉତ୍ତର ନାହିଁ
• ୨୦୧୮ରେ…
ବିପର୍ଯ୍ୟସ୍ତ ଆଇନଶୃଙ୍ଖଳା ସହ ପଛୁଆ ଜାତି, ଅନୁସୂଚିତ ଜାତି ଓ ଜନଜାତିଙ୍କ ସମସ୍ୟା ହେବ ଝାରସୁଗୁଡା ଉପନିର୍ବାଚନର…
ଭୁବନେଶ୍ୱର, ଏପ୍ରିଲ ୧୩ – ବିପର୍ଯ୍ୟସ୍ତ ଆଇନଶୃଙ୍ଖଳା ସହ ପଛୁଆ ଜାତି, ଅନୁସଚିତ ଜାତି ଓ ଜନଜାତିଙ୍କ ସମସ୍ୟାକୁ ଝାରସୁଗୁଡା ଉପନିର୍ବାଚନର ମୁଖ୍ୟ ପ୍ରସଙ୍ଗ କରାଯିବ ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।
ଝାରସୁଗୁଡା ଉପନିର୍ବାଚନରେ ଦଳୀୟ ପ୍ରସଙ୍ଗ କ’ଣ ରହିବ, ସେ…
ସମ୍ବଲପୁରରେ ପୋଲିସ ଉପରେ ଆକ୍ରମଣ ରାଜ୍ୟ ସରକାରଙ୍କ ଅପାରଗତାର ଚରମ ନିଦର୍ଶନ- ଧର୍ମେନ୍ଦ୍ର ପ୍ରଧାନ
• ସମ୍ବଲପୁରର ସବୁ ସମ୍ପ୍ରଦାୟର ନାଗରିକଙ୍କୁ ଶାନ୍ତି ଓ ଭାଇଚାରା ବଜାୟ ରଖିବା ପାଇଁ ଅନୁରୋଧ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
• ରାଜ୍ୟରେ ବିପର୍ଯ୍ୟସ୍ତ ଆଇନଶୃଙ୍ଖଳା କଥା ଉଠାଇଲେ ଶାସକ ଦଳକୁ ବାଧୁଛି କାହିଁକି ?
• ରାଜ୍ୟ ସରକାରଙ୍କ ଅପାରଗତା ପାଇଁ ସାଢେ ୪…