Sign in
Sign in
Recover your password.
A password will be e-mailed to you.
ଜିଲ୍ଲା ସଂସ୍କୃତି ଅଧିକାରୀମାନଙ୍କ ଦୁଇଦିନିଆ କର୍ମଶାଳା ତଥା ପ୍ରଶିକ୍ଷଣ ଶିବିର ଉଦଯାପିତ
ଜିଲ୍ଲାସ୍ତରରେ କାର୍ଯ୍ୟକାରୀ ହେଉଥିବା ବିଭାଗୀୟ ବିବିଧ କାର୍ଯ୍ୟକ୍ରମ ନେଇ ଆଲୋଚନା
ଭୁବନେଶ୍ୱର:ଭୁବନେଶ୍ୱର ସଂସ୍କୃତି ଭବନ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ଜିଲ୍ଲା ସଂସ୍କୃତି ଅଧିକାରୀମାନଙ୍କ ଦୁଇଦିନିଆ କର୍ମଶାଳା ତଥା ପ୍ରଶିକ୍ଷଣ ଶିବିର ଆଜି ଉଦଯାପିତ ହୋଇଯାଇଛିା ଏହି କର୍ମଶାଳାରେ…
ବାସୁଦେବପୁର 5T ଲୋକାର୍ପଣକୁ ନେଇ ସାଧାରଣରେ ପ୍ରଶ୍ନବାଚୀ
କାମ ସରିନି , ଗୁଆ ଗଡିଆ ପଞ୍ଚାୟତର ଦୁଇ ବିଦ୍ୟାଳୟ ଲୋକାର୍ପିତ
ବାସୁଦେବପୁର - ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଙ୍କ ଦ୍ଵାରା 124 ଟି ସ୍କୁଲ ର ଲୋକାର୍ପଣ କରାଯାଇଛି। ଏହି କ୍ରମ ରେ ବାସୁଦେବପୁର ବ୍ଳକ ର ବିଭିନ୍ନ ସ୍କୁଲ ରେ ମଧ୍ୟ ଲୋକାର୍ପଣ କରାଯାଉଥିବା ର ଦେଖାଦେଇଛି।…
ଝାରସୁଗୁଡା ନିର୍ବାଚନ ମୈଦାନରେ ଓହ୍ଲାଇଲେ “ରିଂକିୟା କେ ପାପା”
ଟଙ୍କଧରଙ୍କ ପାଇଁ ପ୍ରଚାର କଲେ ବିଜେପି ସାଂସଦ ତଥା ପ୍ରସିଦ୍ଧ ଭୋଜପୁରୀ ଅଭିନେତା ମନୋଜ ତିୱାରୀ
ଝାରସୁଗୁଡା / ଭୁବନେଶ୍ୱର : “ବହୁତ ହେଲା ଅପରାଧ, ବହୁତ ହେଲା ଭ୍ରଷ୍ଟାଚାର; ଏଥର ଟଙ୍କଧର” । ଏକ ସୁରକ୍ଷିତ, ସୁସ୍ଥ, ଶିକ୍ଷିତ, ସମୃଦ୍ଧ ଝାରସୁଗୁଡା ଗଢି ତୋଳିବା ପାଇଁ ବିଜେପି ପ୍ରାର୍ଥୀ…
ମାଲକାନଗିରି ଚିତ୍ରକୋଣ୍ଡା ଟ୍ରାକ୍ଟର ଦୁର୍ଘଟଣାରେ ଚାରି ମୃତ : ମୁଖ୍ୟମନ୍ତ୍ରୀଙ୍କ ଶୋକ
ମୃତକଙ୍କ ନିକଟତମ ଆତ୍ମୀୟଙ୍କ ପାଇଁ ତିନି ଲକ୍ଷ ଟଙ୍କା ଅନୁକମ୍ପା ସହାୟତା ଘୋଷଣା
ଭୁବନେଶ୍ବର(ଶାସକ ପ୍ରଶାସକ) ; ଗତକାଲି ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ଅଞ୍ଚଳରେ ଏକ ଟ୍ରାକ୍ଟର ଦୁର୍ଘଟଣାରେ ଚାରିଜଣ ବ୍ୟକ୍ତିଙ୍କ ମୃତ୍ୟୁ ଘଟଣାରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟନାୟକ ଗଭୀର ଶୋକ ପ୍ରକାଶ…
ରୋଟାରୀ କ୍ଲବ ଅଫ୍ ଭୁବନେଶ୍ୱର କଳିଙ୍ଗ ପକ୍ଷରୁ ରୋଟାରୀ କଳିଙ୍ଗ ସମ୍ମାନ-୨୦୨୩
ଭୁବନେଶ୍ୱର: ଏହି କାର୍ଯ୍ୟକ୍ରମରେ ରୋଟାରୀ କ୍ଲବ ଅଫ୍ ଭୁବନେଶ୍ୱର କଳିଙ୍ଗ ପକ୍ଷରୁ “ରୋଟାରୀ କଳିଙ୍ଗ ସମ୍ମାନ-୨୦୨୩” ପାଳନ କରାଯାଇଛି । ମୁଖ୍ୟ ଅତିଥି ଭାବେ ଓଡିଶା ଲୋକସେବା ଆୟୋଗ ଅଧ୍ୟକ୍ଷ, ଆଇପିଏସ୍(ଅବସର ପ୍ରାପ୍ତ) ଡ. ସତ୍ୟଜିତ୍ ମହାନ୍ତି ଏବଂ ସମ୍ମାନିତ ଅତିଥି ଭାବେ ରୋଟାରୀ ଜିଲ୍ଲା…
ବିଧାୟିକାଙ୍କ ଆକ୍ରମଣ ନେଇ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟିଲା ବିଜେପି ପ୍ରତିନିଧିମଣ୍ଡଳୀ
ବିଜେଡିର ନିମ୍ନଗାମୀ ଲୋକପ୍ରିୟତାକୁ ହିଂସାଦ୍ୱାରା ରୋକାଯାଇ ପାରିବ ନାହିଁ: ସତ୍ୟବ୍ରତ ପଣ୍ଡା
ରାଜ୍ୟରେ ଆଦିବାସୀ ମହିଳା ବିଧାୟିକା ଥାନା ପରିସରରେ ବି ସୁରକ୍ଷିତ ନୁହନ୍ତି
ଝାରସୁଗୁଡାର ଉପନିର୍ବାଚନ ଅବାଧ, ମୁକ୍ତ ଓ ନିରପେକ୍ଷ କରିବା ପାଇଁ ଆଇନଶୃଙ୍ଖଳା ସ୍ଥିତିକୁ ସଜଡାଯାଉ…
ଝାରସୁଗୁଡ଼ା ନିକ୍ତିମାଲରେ ବିଜେପିର ହିଂସା: ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରେ ଫେରାଦ ଦେଲା ବିଜେଡି
ଗାଁ ଲୋକଙ୍କୁ ବିଜେପି ପ୍ରାର୍ଥୀ ଟଙ୍କଧର ଓ ସୁନ୍ଦରଗଡ଼ ବିଧାୟିକା କୁସୁମ ଟେଟେଙ୍କ ଧମକଚମକ ଓ ଗାଳିଗୁଲଜ
ବିଜେଡ଼ି କର୍ମୀଙ୍କୁ ଠେଙ୍ଗାରେ ଆକ୍ରମଣ କଲେ, ଟେକା ପଥର ଫିଙ୍ଗିଲେ ବିଜେପି କର୍ମୀ
ଦୋଷୀ ବିଜେପି ନେତା ଓ କର୍ମୀଙ୍କ ବିରୋଧରେ ଦୃଢ଼ କାର୍ଯାନୁଷ୍ଠାନ ଦାବି…
ଜେଇଇ ମେନରେ ଓଡ଼ିଶା ଆଦର୍ଶ ବିଦ୍ୟାଳୟର ସଫଳତା : ଅଭିନନ୍ଦନ ଜଣାଇଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର: ଜେଇଇ ମେନ୍ ପରୀକ୍ଷାରେ ଓଡ଼ିଶା ଆଦର୍ଶ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଆଶାନୁରୂପ ସଫଳତା ହାସଲ କରିଛନ୍ତିା ଏହି ପରୀକ୍ଷାରେ ୫୪ ଜଣ ଛାତ୍ରଛାତ୍ରୀ ୮୦ ପର୍ସେଣ୍ଟାଇଲ୍ରୁ ଅଧିକ ନମ୍ବର ରଖି ଉତ୍ତୀର୍ଣ୍ଣ ହୋଇଥିବାବେଳେ ୨୧ ଜଣ ଛାତ୍ରଛାତ୍ରୀ ୯୦ ପର୍ସେଣ୍ଟାଇଲରୁ ଅଧିକ ନମ୍ବର ରଖି…
ପଣ୍ଡିତ ରଘୁନାଥ ମୁର୍ମୁଙ୍କ ସମାଧି ପୀଠର ବିକାଶ ପାଇଁ ୧୦ କୋଟି ଟଙ୍କା ମଞ୍ଜୁର କଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର: ଅଲଚିକି ଲିପିର ଉଦ୍ଭାବକ ଗୁରୁ ଗମକେ ପଣ୍ଡିତ ରଘୁନାଥ ମୁର୍ମୁଙ୍କ ସମାଧି ପୀଠର ବିକାଶ ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ୧୦ କୋଟି ଟଙ୍କା ମଂଜୁର କରିଛନ୍ତି ।
ସାନ୍ତାଳି ସମାଜ ଓ ସାନ୍ତାଳୀ ଭାଷା ଓ ସାହିତ୍ୟ ପ୍ରତି ଗୁରୁ ଗମକେ ପଣ୍ଡିତ ରଘୁନାଥ ମୁର୍ମୁଙ୍କ ଅବଦାନ…
ପ୍ରସିଦ୍ଧ ବୈଶାଖ ମେଳା ର ଆଜି ଚତୁର୍ଥ ଦିନ
https://youtu.be/DZoRenxIqD4
ଉପଜିଲ୍ଲାପାଳ ଙ୍କର ଦ୍ୱାରା ବୈଶାଖ ମେଳା ପରିସର ରେ ଉପଖଣ୍ଡ ସାମ୍ବାଦିକ ସଂଘର ଜଳଛତ୍ର ଉଦଘାଟନ
ବରଗଡ :- ପଶ୍ଚିମ ଓଡିଶାର ପ୍ରସିଦ୍ଧତୀର୍ଥକ୍ଷେତ୍ର ଶ୍ରୀ ଶ୍ରୀ ନୃସିଂହନାଥ ଙ୍କର ପବିତ୍ର ପୀଠରେ ବିଗତ ଏକ ତାରିଖରୁ ମହାପ୍ରଭୁଙ୍କ ଙ୍କର ଜନ୍ମୋତ୍ସଵ ଓ…