ଚମତ୍କାର : ଘରୁ ଗାଡି ବାହାରିନି, ହେଲେ ଫାଇନ କଟିଛି ଜିଲ୍ଲା ପାରି

ଓଡିଶା ପରିବହନ ବିଭାଗ ର ଅଜବ ନିତି, ନବରଙ୍ଗପୁର ମଟର ଚାଳକଙ୍କ ଚାଲାଣ କଟିଲା ବଲାଙ୍ଗୀର ରେ | ନବରଙ୍ଗପୁର/ ଅଶୋକ ସାହୁ: -ନବରଙ୍ଗପୁର ଜିଲ୍ଲାରେ ରହୁଥିବା ଜଣେ ମଟର ଚାଳକ, ସେ ପୁଣି ପେଶାରେ ଜଣେ ସରକାରୀ ଶିକ୍ଷକ ତାଙ୍କର ଚାଲାଣ କଟିଛି ବଲାଙ୍ଗୀର ରେ |ଯାହାକୁ ନେଇ ଶିକ୍ଷକ ଜଣକ…

ନବ ନିର୍ବାଚିତ ରାଜ୍ୟ ସଭାପତି ଏବଂ ସଂପାଦକଙ୍କୁ ଜିଲ୍ଲା ପ୍ରାଥମିକ ଶିକ୍ଷକସଂଘ ପକ୍ଷରୁ ଶୁଭେଚ୍ଛା

ନୟାଗଡ଼,୮ା୫: ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକସଂଘର ରାଜ୍ୟ ସଭାପତି ଭାବେ ଶିକ୍ଷକ ନେତା ରମଣୀ ରଞ୍ଜନ ତ୍ରିପାଠୀ ଏବଂ ସାଧାରଣ ସମ୍ପାଦକ ଭାବେ ଚାରୁଲତା ମହାପାତ୍ର ସର୍ବସମ୍ମତି କ୍ରମେ ନିର୍ବାଚିତ ହୋଇଛନ୍ତି । ସେହିପରି ରାଜ୍ୟ ସଂଯୋଜକ ଭାବେ ନୟାଗଡ଼ ଜିଲ୍ଲା ସଭାପତି ଜ୍ୟୋତିରଂଜନ ଦାସ…

୨୦ ଓ ୨୧ରେ ଜିଲ୍ଲାସ୍ତରୀୟ ଓପନ ଚେସ ଟୁର୍ଣ୍ଣାମେଣ୍ଟ

ନୟାଗଡ଼,(ଲକ୍ଷ୍ମୀଧର ସାହୁ): ରାଜ୍ୟ ଚେସ ଆସୋସିଏସନର ନିର୍ଦ୍ଦେଶ କ୍ରମେ ନୟାଗଡ଼ରେ ଜିଲ୍ଲାସ୍ତରୀୟ ଓପନ ଚେସ ଟୁର୍ଣ୍ଣାମେଣ୍ଟ ଚଳିତ ମାସ ୨୦ ଏବଂ ୨୧ ତାରିଖ ଦୁଇଦିନ ଧରି ସ୍ଥାନୀୟ କେସି କ୍ଲବ ପରିସରରେ ଅନୁଷ୍ଠିତ ହେବ। ଏହି ଉପଲକ୍ଷେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦିଆଯାଇଛି।…

ଦୁଇଜଣ ଭିନ୍ନକ୍ଷମଙ୍କୁ କୃତ୍ରିମ ଅଙ୍ଗ ଯୋଗାଇଲା ଓଡ଼ିଶା-ମୋ ପରିବାର

ଭୁବନେଶ୍ୱର/: ଆଜି ଓଡ଼ିଶା-ମୋ ପରିବାର ମାଧ୍ୟମରେ ବିଭିନ୍ନ ଦୁର୍ଘଟଣାରେ ନିଜର ଅଙ୍ଗ ହରାଇଥିବା ଦୁଇଜଣ ଭିନ୍ନକ୍ଷମଙ୍କୁ କୃତ୍ରିମ ଅଙ୍ଗ ଯୋଗାଇ ଦିଆଯାଇଛି ।ସୂଚନାନୁସାରେ, ଖୋର୍ଦ୍ଧା ଜିଲ୍ଲାର ପ୍ରଭାତ ଦାସ ଏକ ଛୋଟ ଦୋକାନ କରି ଗୁଜୁରାଣ ମେଣ୍ଟାନ୍ତି । ହଠାତ୍ ତାଙ୍କ ଜୀବନରେ ଅନ୍ଧକାର…

କାମାକ୍ଷାନଗରରେ ଆରମ୍ଭ ହେବ ଡାଏଲିସିସ୍ ସେଣ୍ଟର

କାମାକ୍ଷାନଗର:  ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଉପଖଣ୍ଡ ଚିକିତ୍ସାଳୟରେ ଖୁବଶୀଘ୍ର ଆରମ୍ଭ ହେବାକୁ ଯାଉଛି ଡାଏଲିସିସ୍ ସେଣ୍ଟର । ଏ ନେଇ ସ୍ୱାସ୍ଥ୍ୟ ବିଭାଗର ନିର୍ଦ୍ଦେଶକ୍ରମେ କାମାକ୍ଷାନଗର ଗ୍ରସ୍ତରେ ଆସି ସୂଚନା ଦେଇଛନ୍ତି ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡାକ୍ତର ଅଶୋକ…

ମୁକ୍ତାର ଲକ୍ଷ୍ୟଧାର୍ଯ୍ୟ ଉପରେ ରାଜ୍ୟ ସ୍ତରୀୟ କର୍ମଶାଳା

ଭୁବନେଶ୍ୱର, ୧୦/୦୫ : ମୁକ୍ତାର ଲକ୍ଷ୍ୟ ଧାର୍ଯ୍ୟ ଉପରେ ଏକ ଦିନିକିଆ ରାଜ୍ୟ ସ୍ତରୀୟ କର୍ମଶାଳା ଆଜି ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗର ପ୍ରମୁଖ ଶାସନ ସଚିବ ଜି ମାଥି ଭାଥନାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା । ପ୍ରମୁଖ ସଚିବ ଶ୍ରୀ ମାଥୀ ଭାଥନନ ତାଙ୍କ ଉଦବୋଧନରେ କହିଛନ୍ତି ଯେ…

5 T ରୂପାନ୍ତରିତ ହେବାକୁ ଥିବା ବାସୁଦେବପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ର ଶିଳାନ୍ୟାସରେ କେଁ

ଶିଳାନ୍ୟାସ କଲେ ବିଧାୟକ, ଉତ୍ସବରୁ ଦୁରେଇ ରହିଲେ ପୌର ଅଧ୍ୟକ୍ଷା ନିବେଦିତା ପୌରହିତ୍ୟ କରିବାକୁ ମୁଖ୍ୟ ଗୋଷ୍ଠୀ ସ୍ବାସ୍ଥ୍ୟ ଅଧିକାରୀ ଅନୁପସ୍ଥିତ। ଫଳକରେ ସାଂସଦ ଙ୍କ ନାମ ନ ଥିବା ନେଇ ସାଧାରଣ ରେ ଚର୍ଚ୍ଚା ଜୋର ଦାର୍ ବାସୁଦେବପୁର - ଭଦ୍ରକ ଜିଲ୍ଲା ବାସୁଦେବପୁର ରେ…

ଏମଏମସିଏଚ ପକ୍ଷରୁ ନର୍ସିଂ ସପ୍ତାହ ପାଳନ ଅବସରରେ ସଚେତନତା ଶୋଭାଯାତ୍ରା

ଘୁ.ଉଦୟଗିରି(ଅବନୀ କୁମାର ପ୍ରଧାନ): କନ୍ଧମାଳ ଜିଲ୍ଲା ଅଧିନସ୍ଥ ଘୁ.ଉଦୟଗିରି ସ୍ଥିତ ମୁର୍ଷ ହେଡ ମେମୋରିଆଲ ଖ୍ରୀଷ୍ଟିଆନ ହସ୍ପିଟାଲ ତାଲିମ କେନ୍ଦ୍ର ପକ୍ଷରୁ ଆନ୍ତର୍ଜାତୀୟ ନର୍ସିଂ ସପ୍ତାହ ୨୦୨୩ ପାଳନ ଅବସରରେ ଆଜି ଘୁ.ଉଦୟଗିରି ସହର ପରିକ୍ରମା କାର୍ଯ୍ୟକ୍ରମ ହୋଇଛି I ଆଜି ସକାଳେ ତାଲିମ…

“ସରକାରୀ ଅଧିକାରୀଙ୍କ ଗସ୍ତରେ ମନ୍ତ୍ରୀମାନେ ଛତା ଧରିବାର ପରମ୍ପରା କେବଳ ବିଜେଡ଼ି ସରକାରରେ ଦେଖାଯାଉଛି…

• ବିଜେଡ଼ି ପ୍ରବକ୍ତା ଯେଉଁ ବିଷୟକୁ ଉପସ୍ଥାପନା କରିଛନ୍ତି, ତାହା ତାଙ୍କ ରାଜନୈତିକ ଅପରିପକ୍ୱତାକୁ ଦର୍ଶାଉଛି • ଅକ୍ଟୋବର ୨୦୧୯ରେ ନିପନ ଷ୍ଟିଲ୍ ଓଡ଼ିଶାରେ ହେବା ନେଇ କୁହାଯାଇଥିବା ବେଳେ ୨୦୨୩ରେ ସେହି କଥାକୁ ଉଠାଇ ବାହାବା ନେବା ପାଇଁ ଚେଷ୍ଟା କରୁଛି ବିଜେଡ଼ି • ୨୦୧୭…

ଅପରାଜିତାଙ୍କ ଠାରୁ ଶିଖନ୍ତୁ ଧର୍ମେନ୍ଦ୍ର: ବିଜେଡି

 କପିଳେଶ୍ୱର ମନ୍ଦିର ପ୍ରସଙ୍ଗର ଉଦାହରଣ ଦେଲା ବିଜେଡି  ସଂସ୍କୃତି ମନ୍ତ୍ରଣାଳୟର ବିଜ୍ଞପ୍ତି ପରେ ଚିଠି ଲେଖିଲେ ଧର୍ମେନ୍ଦ୍ର  କେନ୍ଦ୍ରମନ୍ତ୍ରୀଙ୍କ ଏଭଳି ଆଚରଣରେ ଲୋକେ ହସୁଛନ୍ତି ଭୁବନେଶ୍ୱର,: କେନ୍ଦ୍ର ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓଡିଶା ପାଇଁ…