ପର୍ଶୁରାମ ବାହିନୀ କର୍ମକର୍ତ୍ତା ଚୟନ

0

ପଦ୍ମପୁର :- ସ୍ଥାନୀୟ ବ୍ରାହ୍ମଣ ସମାଜ କଲ୍ୟାଣ ମଣ୍ତପ ଠାରେ ପଦ୍ମପୁର ପର୍ଶୁରାମ ବାହିନୀର କାର୍ଯ୍ୟକର୍ତ୍ତା ଚୟନ କରାଯାଇଥିଲା।ବ୍ରାହ୍ମଣ ସମାଜର ସଭାପତି ଜୟନାରାୟଣ ତ୍ରିପାଠୀ,ସଂପାଦକ ଚନ୍ଦ୍ରଶେଖର ପୁରୋହିତ,କୋଷାଧ୍ୟକ୍ଷ ଶାନ୍ତନୁ ପାଣିଗ୍ରାହୀଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ପର୍ଶୁରାମ ବାହିନୀର ସଭାପତି ଭାବରେ ଭରତ ପଣ୍ତା,ଉପ ସଭାପତି ବିଜୟ ଦାସ,ସମ୍ପାଦକ ଅରବିନ୍ଦ ପାଣିଗ୍ରାହୀ,ସହ ସମ୍ପାଦକ କୁନାଲ ପାଣିଗ୍ରାହୀ,କୋଷାଧ୍ୟକ୍ଷ ସୁଧାଂଶୁ ତ୍ରିପାଠୀ ଓ କାର୍ଯ୍ୟକାରିଣୀ ସଦସ୍ୟ ଭାବରେ ଭରତ ଶତପଥି,ନେତ୍ରମଣି ମିଶ୍ର,ରାଜେଶ ରଥ,ସୀତାଂଶୁ ଯୋଷୀ,ରାକେଶ ଦାସ,ଶ୍ରେୟାଂଶ ପାଣିଗ୍ରାହୀ ମନୋନୀତ ହୋଇଛନ୍ତି।ପ୍ରମୋଦ ମିଶ୍ର,ରିପନ ତ୍ରିପାଠୀ,ବୁଲୁ ପାଣିଗ୍ରାହୀ,ଅମୀୟ ପୁରୋହିତ,ଜିତେନ ଦାସ,ସୋନୁ ଷଡଙ୍ଗୀ,ସୁରେଶ ମିଶ୍ର,ଚିନ୍ମୟ ପଣ୍ତା,ଦିବ୍ୟ କିଶୋର ପଣ୍ତା,ପ୍ରଫୁଲ୍ଲ ମିଶ୍ର,ରବି ପଣ୍ତା ସମେତ ପର୍ଶୁରାମ ବାହିନୀ ଓ ବ୍ରାହ୍ମଣ ସମାଜର ସମସ୍ତ ସଦସ୍ୟ ଉପସ୍ଥିତ ଥିଲେ।

Leave A Reply

Your email address will not be published.