Sign in
Sign in
Recover your password.
A password will be e-mailed to you.
ଓଡ଼ିଶା ଅବସରପ୍ରାପ୍ତ ସରକାରୀ କର୍ମଚାରୀ ସଂଘ ,ପାରଳାଖେମୁଣ୍ଡି ଶାଖା ଆନୁକୁଲ୍ୟରେ ଜରୁରୀ ବୈଠକ
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ପାରଳାଖେମୁଣ୍ଡି ସ୍ଥିତ ଉତ୍କଳ ହିତୈଷିଣୀ ସମାଜ ସଭାଗୃହ ଠାରେ ଓଡ଼ିଶା ଅବସରପ୍ରାପ୍ତ ସରକାରୀ କର୍ମଚାରୀ ସଂଘର ସଭାପତି ଅଶ୍ୱିନୀ ପାଢ଼ୀଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଯାଇଛି।ସଂଘର ଉପଦେଷ୍ଟା ଉପାନ୍ତ ପ୍ରହରୀ ପୂର୍ଣ୍ଣଚନ୍ଦ୍ର ମହାପାତ୍ର ସଂଘର…
ଜମନକିରା ଥାନା ପକ୍ଷରୁ ସାଇବର କ୍ରାଇମ ସଚେତନତା କାର୍ଯ୍ୟକ୍ରମ
ଜମନକିରା, ୮/୧୦: (ଲିପନ ନାଏକ ) ଜମନକିରା ଥାନା ପକ୍ଷରୁ ଆଜି ଆୟୋଜିତ ହୋଇଥବା ସାଇବର ସଚେତନତା ଅଭିଯାନ ସଫଳତା ପୂର୍ବକ କାର୍ଯ୍ୟକ୍ରମ ଶେଷ ହୋଇଛି। ଏହି ପରିପ୍ରେକ୍ଷୀରେ ପ୍ରଥମେ ଜମନକିରା ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ, ଦ୍ଵିତୀୟରେ ଜମନକିରା ମହାବିଦ୍ୟାଳୟ, ତୃତୀୟରେ ପୁରୁଣା ଥାନା ସମ୍ମୁଖ…
ଗୁଣୁପୁର ଠାରେ ନିଆରା ଢ଼ଙ୍ଗରେ ଆଇ.ପି.ଏଲ୍ ଭଲି ପ୍ରଥମ ଥର ଆୟୋଜିତ
ଗୁଣୁପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି: ରାୟଗଡ଼ା ଜିଲ୍ଲା ଗୁଣପୁର ସ୍ଥାନୀୟ ଟାଉନ୍ ହଲ୍ ଠାରେ ଏକ ନିଆରା ଢ଼ଙ୍ଗ ରେ ଗୁଣପୁର ପ୍ରିମିୟର୍ ଲିଗ୍ ସିସନ୍ - 2 ଅନୁଷ୍ଟିତ ହୋଇଯାଇଛି . ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ଗୁଣପୁର ପୌର ପରିଷଦ ର ଉପାଧକ୍ଷ ଶ୍ରୀ ଶିବ ପ୍ରସାଦ ଗୌଡ ,…
ଅନୁଭବ ଓ ଅଧ୍ୟୟନ ନଥିଲେ ଭଲ ପ୍ରବନ୍ଧ ଲେଖିହେବ ନାହିଁ : ଦାସ ବେନହୁର
ଫେସର ଚିତ୍ତରଞ୍ଜନ ଦାସଙ୍କ ଜନ୍ମ ଶତବାର୍ଷିକୀ ଉଦଯାପନ ସମାରୋହ
ରାଉରକେଲା, (ବସନ୍ତ କୁମାର ଜେନା): ସମସ୍ତେ ପାହାଚ ନଥାଇ ମନ୍ଦିର ତିଆରି କରିବାରେ ବ୍ୟସ୍ତ।ପିଲାମାନଙ୍କୁ ପାହାଚ ରୂପେ ସୃଷ୍ଟି କରାଯିବା ଦରକାର। ସେହିପରି ଅନୁଭବ ଓ ଅନୁଭୂତି ନଥିଲେ ପ୍ରବନ୍ଧ ଲେଖିହେବ ନାହିଁ ବୋଲି ମୁଖ୍ୟ…
ୱାଇସିଡିଏର ସୁରକ୍ଷା କାର୍ଯ୍ୟକ୍ରମ ଅନୁଷ୍ଠିତ
ବଲାଙ୍ଗୀର (ସନ୍ତୋଷ କୁମାର ଠାକୁର) : ହୋଟେଲ ଗାର୍ଡେନ ଇନ୍ ପରିସର ରେ ବଲାଙ୍ଗୀର ର ୧୦୦ ରୁ ଉର୍ଧ ବୁଦ୍ଧିଜୀବୀ, ସମାଜସେବୀ, ସ୍ୱେଚ୍ଛାସେବୀ, ତଥା ଶିଶୁ ମାନଙ୍କୁ ଭଲ ପାଇଥିବା ବ୍ୟକ୍ତି ବିଶେଷ ଙ୍କୁ ନେଇ ଏକ ସୁରକ୍ଷା କାର୍ଯ୍ୟକ୍ରମ ପାଳନ କରଯାଇଥିଲା । ସାଧାରଣତଃ କ୍ଟବେର ୨ ରୁ କ୍ଟବେର ୮…
ମମିତା ମେହେର ହତ୍ୟାକାଣ୍ଡର ତଦନ୍ତ ସିବିଆଇ ଦ୍ୱାରା କରାଯାଉ : ମନମୋହନ ସାମଲ
ମମିତା ମେହେର ପରିବାରଙ୍କୁ ଭେଟିଲେ ରାଜ୍ୟ ସଭାପତି
ହତ୍ୟାକାଣ୍ଡରେ ତତ୍କାଳୀନ ଗୃହ ରାଷ୍ଟ୍ରମନ୍ତ୍ରୀଙ୍କ ସମେତ ବହୁ ପ୍ରଭାବଶାଳୀ ବ୍ୟକ୍ତିଙ୍କ ହାତ ଥିବାରୁ ସଠିକ ତଦନ୍ତ ପାଇଁ ରାଜ୍ୟ ସରକାରଙ୍କ ନୈତିକ ସାହସ ନାହିଁ
ବଲାଙ୍ଗିର(ସନ୍ତୋଷ କୁମାର ଠାକୁର) ତା.୦୮/୧୦: ବହୁଚର୍ଚ୍ଚିତ…
ଡାବୁଗାଁ ରେ ରାଷ୍ଟ୍ରୀୟ ସ୍ଵୟଂ ସେବକ ସଂଘ ର ସଦ ଭାବନା ବୈଠକ
ଡାବୁଗାଁ -ଯଶବନ୍ତ ପରିଛା (ଶାସକ ପ୍ରଶାସକ ) ୦୮/୧୦/୨୩ ଡାବୁଗାଁ ସରସ୍ଵତୀ ଶିଶୁ ମନ୍ଦିର ପରିସରରେ ରାଷ୍ଟ୍ରୀୟ ସ୍ଵୟଂ ସେବକ ସଂଘ ଦ୍ୱାରା ଏକ ସଦ୍ ଭାବନା ବୈଠକ ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟ ଅତିଥି ଭାବେ ନବରଙ୍ଗପୁର ଜିଲ୍ଲା ରାଷ୍ଟ୍ରୀୟ ସ୍ବୟଂ ସେବକ ସଂଘ ( ଆରଏସଏସ )ସମ୍ପର୍କ ପ୍ରମୁଖ…
ଆନ୍ଦୋଳନ ର ଦାନା ବାନ୍ଧୁଛି ଜିଲ୍ଲା ସ୍ତରୀୟ ମିଳିତ ଅମଲା ମଞ୍ଚ ମଧ୍ୟରେ
ଅଶୋକ ସାହୁ, ଶାସକ ପ୍ରଶାସକ: ନବରଙ୍ଗପୁର ୮/୧୦: ଦିର୍ଘ ଦିନ ବ୍ୟବଧାନ ପରେ ପୁଣି ଆନ୍ଦୋଳନ ର ଦାନା ବାନ୍ଧୁଛି ଜିଲ୍ଲା ସ୍ତରୀୟ ମିଳିତ ଅମଲା ମଞ୍ଚ ମଧ୍ୟରେ l ପ୍ରକାଶ ଥାଉକି, ଜିଲ୍ଲା ସ୍ତରୀୟ ଅମଲା ମାନଙ୍କ ଗୋଟିଏ ମାତ୍ର ଦାବି ଗ୍ରେଡ ପେ ୪୨୦୦/- ପାଇଁ ଓଡିଶା ଅମଲା ସଂଘ, ଓଡିଶା ରାଜସ୍ୱ…
ଭଞ୍ଜନଗରରେ ସାଇବର୍ ସୁରକ୍ଷା ସଚେତନତା ଅଭିଯାନ।
ଭଞ୍ଜନଗରରୁ (ଉଦୟନାଥ ପଣ୍ଡା): ଦେଶର ବିଭିନ୍ନ ରାଜ୍ୟରେ ତଥା ଆମ ରାଜ୍ୟ ଓଡ଼ିଶା ପ୍ରଦେଶ ରେ ଦିନକୁ ଦିନ ସାଇବର ଠକାମୀ ବଢ଼ିବାରେ ଲାଗିଛି। ଏହି ଠକାମୀ ର ଶିକାର ହୋଇ, ଅନେକ ସାଧାରଣ ଜନତା ନିଜର କଷ୍ଟ ଅର୍ଜିତ ଧନକୁ ନିମିସେକ ରେ ହରାଇ ଦେଉଛନ୍ତି। କାରଣ ସଚେତନତା ର ଅଭାବ। କୋମଳ ମତି ବାଳକ…
ସହଯୋଗ ପକ୍ଷରୁ ଉପ କାରାଗାରରେ ସ୍ଵାସ୍ଥ୍ୟ ଶିବିର ଅନୁଷ୍ଠିତ l
ପଦ୍ମପୁର :- ସ୍ଥାନୀୟ ଉପ କାରାଗାରରେ ରେ ସ୍ଵେଚ୍ଛାସେବୀ ଅନୁଷ୍ଠାନ "ସହଯୋଗ" ତରଫରୁ ଏକ ସ୍ୱାସ୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି l ଜେଲ ସୁପରିଟଣ୍ଡେଣ୍ଟ ଦଶମୀ ବାଗ, ଜେଲ ଡାକ୍ତର କୈଳାସଚନ୍ଦ୍ର ମେହେର ଅତିଥି ଭାବେ ଯୋଗ ଦେଇଥିଲେ l ଜମଲା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ର ଡଃ ପ୍ରଫୁଲ୍ଲ…