Sign in
Sign in
Recover your password.
A password will be e-mailed to you.
ପୁଇନ୍ତଳା ବ୍ଲକ ମୁଖ୍ୟାଳୟରେ ଜିଲ୍ଲାପ୍ରଶାସନର ଯୁଗ୍ମ ଜନ-ଅଭିଯୋଗ ଶୁଣାଣୀ କାର୍ଯ୍ୟକ୍ରମ
ବଲାଙ୍ଗିର (ସନ୍ତୋଷ କୁମାର ଠାକୁର) ୦୯/୧୦: ଅକ୍ଟୋବର ମାସ ପାଇଁ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଜନ-ଅଭିଯୋଗ ଶୁଣାଣୀ କାର୍ଯ୍ୟକ୍ରମ ଅନୁସାରେ ଆଜି ପୁଇନ୍ତଳା ବ୍ଲକ ମୁଖ୍ୟାଳୟରେ ଜିଲ୍ଲାପ୍ରଶାସନର ଯୁଗ୍ମ ଜନ-ଅଭିଯୋଗ ଶୁଣାଣୀ ଅନୁଷ୍ଠିତ ହୋଇଯାଇଛି । ଏହି ଯୁଗ୍ମ ଜନ-ଅଭିଯୋଗ…
ବିଜୁ ଜନତା ଦଳ ପକ୍ଷରୁ ଜନ ସମ୍ପର୍କ ପଦଯାତ୍ରା ଓ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ।
କେନ୍ଦ୍ରାପଡା:(ଶାସକ ପ୍ରଶାସକ)ପ୍ରଫୁଲ୍ଲ କୁମାର ମଲ୍ଲ:ପବିତ୍ର ଗାନ୍ଧୀ ଜୟନ୍ତୀ ଓ ଲାଲ୍ ବାହାଦୁର ଶାସ୍ତ୍ରୀଙ୍କ ଜୟନ୍ତୀ ଅବସରରେ ଆଜି ଚାନ୍ଦୋଳ ନିକଟସ୍ଥ ବାଙ୍କୀ ମୁଣ୍ଡାଇ ଓ ଏହାର ଆଖପାଖ ଅଞ୍ଚଳରେ ବିଜୁ ଜନତା ଦଳ ପକ୍ଷରୁ ବରିଷ୍ଠ ସମାଜ ସେବୀ ଅଜୟ ରାଉତଙ୍କ ନେତୃତ୍ବରେ ଜନସମ୍ପର୍କ…
ଗୋପବନ୍ଧୁ ଙ୍କ ୧୪୬ ତମ ଜୟନ୍ତୀ ପାଳନ
ଗୁଣୁପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି: ଉତ୍କଳମଣି ଗୋପବନ୍ଧୁ ଙ୍କ 146 ତମ ପୁଣ୍ୟ ଜନ୍ମ ତିଥିରେ ଅଖିଳ ଭାରତୀୟ ବିଦ୍ୟ।ର୍ଥୀ ପରିଷଦ ଗୁଣପୁର ଶାଖା ତରଫରୁ ଉଚ୍ଚ ବିଦ୍ୟାଳୟ ପରିସର ରେ ଥିବା ଗୋପବନ୍ଧୁ ଙ୍କ ପ୍ରତିମୂର୍ତ୍ତି ରେ ପୁସ୍ପମାଲ୍ୟ ଓ ଦୀପ ଦେଇ ଶ୍ରଦ୍ଧାସୁମନ ଅର୍ପଣ କରାଗଲା । ଏଥିରେ…
ନାଗଭୂଷଣ ପଟ୍ଟନାୟକ ଙ୍କ ୨୫ ତମ ସ୍ମୁତି ଦିବସ ପାଳିତ
ଗୁଣୁପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି: ଚଳିତ ମାସ ଅକ୍ଟୋବର 9 ତାରିଖ ଦିନ C P I (ml) Liberation ତରଫରୁ ନାଗଭୂଷଣ ପଟ୍ଟନାୟକ କଂ 25 ତମ ସ୍ମୃତି ଦିବସ ଅବସରରେ ଗୁଣପୁର ବାଳିକା ବିଦ୍ୟାଳୟ ଠାରୁ ଏକ ଶୋଭାଯାତ୍ରା ବାହାରି ବାଇପାସ୍ ଛକ ଠାରେ ନାଗଭୂଷଣ ପଟ୍ଟନାୟକ ପ୍ରତିମୂର୍ତ୍ତୀ ରେ…
ସ୍ବାମୀ ମୁନିଶ୍ଚରାନନ୍ଦ ସରସ୍ବତୀଙ୍କ ବ୍ରହ୍ମଲୀନ
ନବପ୍ରଭାତ ଗୁରୁକୁଳ ଆଶ୍ରମର ସଂସ୍ଥାପକ ସ୍ଵାମୀ ମୁନିଶ୍ଚରାନନ୍ଦ ସରସ୍ଵତୀ (୮୮ ବର୍ଷ)ଙ୍କ ରବିବାର ବ୍ରହ୍ମଲୀନ ଘଟିଛି। ସେ ବାର୍ଦ୍ଧକ୍ୟଜନିତ କାରଣରୁ ଅସୁସ୍ଥ ଥିବା ନିକଟତମ ସହଯୋଗୀଙ୍କ ସୂତ୍ରରୁ ପ୍ରକାଶ। ରବିବାର ରାତି ପ୍ରାୟ ୮ଟା ବେଳେ ତାଙ୍କ ପରଲୋକ ଘଟିଛି।ସ୍ୱାମୀଜୀ ଆମେରିକାର ମୂଳ…
ଆମ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମର ଶୁଭାରମ୍ଭ
ସାରା ରାଜ୍ୟରେ ଖର୍ଚ୍ଚ ହେବ ୩୩୯୭ କୋଟି ଟଙ୍କା
ପ୍ରଥମ ଦିନରେ କେନ୍ଦୁଝର ଓ ଭଦ୍ରକ ଜିଲ୍ଲାରେ ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ
ସମସ୍ତଙ୍କ ମୁହଁରେ ଗୋଟିଏ ସ୍ବର – ଆମ ଓଡିଶା, ନବୀନ ଓଡିଶା
ଗାଁ ହେବ ସଶକ୍ତ ଓଡିଶାର ପ୍ରତିଛବି - ମୁଖ୍ୟମନ୍ତ୍ରୀ
ପ୍ରତି ପଞ୍ଚାୟତ…
ଡାବୁଗାଁ ରେ ସାଇବର ସଚେତନ ରଥ କୁ ଭବ୍ୟ ସ୍ଵାଗତ
ଡାବୁଗାଁ -ଯଶବନ୍ତ ପରିଛା (ଶାସକ ପ୍ରଶାସକ ) ତା ୦୯/୧୦/୨୩ ନବରଙ୍ଗପୁର ଜିଲ୍ଲା ଡାବୁଗାଁ ପୁଲିସ ପକ୍ଷରୁ ସାଇବର ସଚେତନ ରଥ କୁ ଭବ୍ୟ ସ୍ଵାଗତ କରାଯାଇଛି। ଡାବୁଗାଁ ଥାନା ଅଧିକାରୀ ସୁନିଲ କୁମାର ପ୍ରଧାନ ଙ୍କ ନେତୃତ୍ୱରେ ସାଇବର ସଚେତନ ରଥ କୁ ସ୍ଵାଗତ କରାଯିବା ପରେ ଛାତ୍ରଛାତ୍ରୀଙ୍କ ଦ୍ଵାରା…
ବିଶିଷ୍ଟ ଶିକ୍ଷାବିତ୍ ପ୍ରଫେସର ପ୍ରମୋଦ ଚନ୍ଦ୍ର ପଟ୍ଟନାୟକଙ୍କ ପରଲୋକ
ଭୁବନେଶ୍ୱର: ବିଶିଷ୍ଟ ଶିକ୍ଷାବିତ୍ ତଥା ଶିକ୍ଷା ଓ ଅନୁସନ୍ଧାନ (ସୋଆ)ର ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନିକାଲ୍ ଏଜୁକେସନ୍ ଆଣ୍ଡ ରିସର୍ଚ୍ଚ (ଆଇଟିଇଆର୍)ର ପ୍ରଫେସର ପ୍ରମୋଦ ଚନ୍ଦ୍ର ପଟ୍ଟନାୟକଙ୍କର ସୋମବାର ପରଲୋକ ହୋଇଯାଇଛି । ଆଇଟିଇଆର୍ର ଇଲେକ୍ଟ୍ରିକାଲ୍ ଇଞ୍ଜିନିୟରିଂ ବିଭାଗର ପ୍ରଫେସର ତଥା…
ବିଦ୍ୟାଳୟରେ ଛାତ୍ରଛାତ୍ରୀ ଶୁଣିଲେ ହକିର ଜୟଗାଥା
ପ୍ରାର୍ଥନା ସଭାରେ ଶିକ୍ଷକ ଶୁଣାଇଲେ ହକିର ସଫଳତା
ଭବନେଶ୍ୱର,୦୯ା୧୦: ରାଜ୍ୟର ସମସ୍ତ ସରକାରୀ ଓ ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟରେ ଛାତ୍ରଛାତ୍ରୀମାନଙ୍କୁ ହକିର ସଫଳତା ସମ୍ବନ୍ଧରେ ଏକ ପ୍ରେରଣାଦାୟୀ ବକ୍ତବ୍ୟ ଦିଆଯାଇଛି । ସୋମବାର ଦିନ ପ୍ରାର୍ଥନା ସଭାରେ ସମସ୍ତ…
ଚୋରି ମାମଲାରେ ପୁରୁଣା ୱାରେଣ୍ଟିକୁ କୋର୍ଟଚାଲାଣ
ବେଲଗୁଣ୍ଠା,-(ଶିବରାମ ଚୌଧୁରୀ )-,ଆଜି ସନ୍ଧ୍ୟାରେ ଗାଙ୍ଗପୁର ପୋଲିସ୍ ଚୋରି ମାମଲାରେ ଏକ ପୁରୁଣା ୱାରେଣ୍ଟିକୁ ଗିରଫ କରି ଆସିକା କୋର୍ଟଚାଲାଣ କରିଥିବା ଗାଙ୍ଗପୁର ଥାନା ଏଏସ୍ଆଇ ଯୁଧିଷ୍ଠିର ମାଝୀ ସୂଚନା ଦେଇଛନ୍ତି I ସୂଚନା ପ୍ରକାରେ ଆଜି ସନ୍ଧ୍ୟାରେ ଗାଙ୍ଗପୁର ଥାନା ଏସ୍ଆଇ ଆର୍ତ୍ତତ୍ରାଣ…