Sign in
Sign in
Recover your password.
A password will be e-mailed to you.
ଗଜପତି ଜିଲ୍ଲା ସ୍ତରୀୟ ଦୁର୍ନୀତି ନିବାରଣ ସଚେତନତା ସପ୍ତାହ- ୨୦୨୩ ପାଳିତ
ପାରଳାଖେମୁଣ୍ଡି /ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ସ୍ତରୀୟ ଦୁର୍ନୀତି ନିବାରଣ ସଚେତନତା ସପ୍ତାହ-୨୦୨୩ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷ ଠାରେ ପାଳିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ଜିଲ୍ଲାପାଳ ଶ୍ରୀଯୁକ୍ତ ସ୍ମୃତି ରଞ୍ଜନ ପ୍ରଧାନ ଯୋଗଦେଇ ଉପସ୍ଥିତ ଥିବା ଜିଲ୍ଲାର ସମସ୍ତ…
ପଡ଼ିରହିଲା ଶବ, ୨୨ ଘଣ୍ଟା ପରେ ବ୍ୟବଛେଦ
ରାଇଘର ବ୍ଲକ. ପୁଷ୍ପାରାଣୀ :.ଆଦିବାସୀ ବୋଲି ଆମକୁ କିଏ ଗୁରୁତ୍ବ ଦେଉ ନାହାନ୍ତି l ସକାଳେ ଶବ ବ୍ୟବଚ୍ଛେଦ ହେବ ବୋଲି ଡାକ୍ତର ବାବୁ କହିବା ପରେ ଆମେ ରାତି ସାରା ମେଡିକାଲ୍ ରେ ବସି ରହିଥିଲୁ l କିନ୍ତୁ ସକାଳେ କେହି ଜଣେ ବି ପୁଲିସ ବାବୁ ଆସିଲେ ନାହିଁ l ରାତି ଅନିଦ୍ରା , ଅଖିଆ ଅପିଆ ହୋଇ…
ସରକାରୀ ପ୍ରୋତ୍ସାହନରେ ଲଘୁ ଖଣିଜ ପଦାର୍ଥ ତଥା ବାଲିମାଫିଆଙ୍କ ଲୁଟ୍ତରାଜ : ମନୋଜ ମହାପାତ୍ର
ମିଥ୍ୟା ମକଦ୍ଦମାରେ ବିଜେପି କର୍ମୀଙ୍କୁ ଗିରଫ କରାଯାଉଛି
କୌଣସି ସମ୍ବେଦନଶୀଳ ମହିଳା ହିଂସା ପ୍ରସଙ୍ଗରେ ନ୍ୟାୟ ମିଳୁନାହିଁ
ଅପରାଧୀଙ୍କ ସୁରକ୍ଷାଦାତା ବିଜେଡି
ଯାଜପୁରରେ ଶାସକ ଦଳର ବିଧାୟକ, ନେତାଙ୍କ ପ୍ରୋରଚନାରେ ପୋଲିସ କାର୍ଯ୍ୟ କରୁଛି
ଆନ୍ଦୋଳନ…
.ଏଗ୍ଜିମା ଚିକିତ୍ସାର ନୂତନ ଦିଗ ବର୍ତ୍ତମାନ ଉପଲବ୍ଧ: ବିଶେଷଜ୍ଞ
ଭୁବନେଶ୍ୱର, ୪/୧୧: ବିଶ୍ୱରେ ଗତ ୨୦ ବର୍ଷ ମଧ୍ୟରେ ଏଗ୍ଜିମା ଭଳି ଚର୍ମରୋଗ ସମସ୍ୟା ପ୍ରାୟ ଦ୍ୱିଗୁଣିତ ହୋଇ ୪ ପ୍ରତିଶତରୁ ୭.୫ ପ୍ରତିଶତରେ ପହଂଚିଛି । କିନ୍ତୁ ଏହାର ଚିକିତ୍ସା ନିମନ୍ତେ ନୂତନ ଔଷଧ ଓ ନୂତନ ଦିଗ ବର୍ତମାନ ଉପଲବ୍ଧ ଥିବାରୁ ତାହା ଆଶ୍ୱସ୍ତିର କାରଣ ବୋଲି ଶନିବାର ବିଶିଷ୍ଟ…
ଜାତୀୟ ହେମାଟୋଲୋଜି ସମ୍ମିଳନୀ ସମ୍ ହସ୍ପିଟାଲରେ ୪ଟି ପ୍ରାକ୍-ସମ୍ମିଳନୀ କର୍ମଶାଳା ଆୟୋଜିତ
ଭୁବନେଶ୍ୱର, ୪/୧୧: ଭୁବନେଶ୍ୱରରେ ଆୟୋଜିତ ହେଉଥିବା ୪ ଦିନିଆ ଇଣ୍ଡିଆନ୍ ସୋସାଇଟି ଅଫ୍ ହେମାଟୋଲୋଜି ଆଣ୍ଡ ବ୍ଲଡ ଟ୍ରାନ୍ସଫ୍ୟୁଜନ୍ର ୬୪ତମ ବାର୍ଷିକ ସମ୍ମିଳନୀ ପରିପ୍ରେକ୍ଷୀରେ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍ସେସ୍ ଆଣ୍ଡ ସମ୍ ହସ୍ପିଟାଲ୍ରେ ଗତ ଗୁରୁବାର ୪ଟି…
ଓଡ଼ିଶାବାସୀଙ୍କୁ ମୁଖ୍ୟମନ୍ତ୍ରୀ ଯଦି ନିଜ ପରିବାର ଭାବନ୍ତି ତାହାଲେ ମୃତ ଯୁବତୀଙ୍କ ପରିବାରକୁ ନ୍ୟାୟ ପ୍ରଦାନ କରନ୍ତୁ :…
ଭୁବନେଶ୍ୱର ପାୱାର ହାଉସ ଛକରେ ରେଞ୍ଜ ରୋଭର ଦୁର୍ଘଟଣା ପ୍ରସଙ୍ଗ
କମିଶନରେଟ୍ ପୋଲିସ ସମସ୍ତ ପ୍ରମାଣ ରଖିବି କାର୍ଯ୍ୟାନୁଷ୍ଠାନ ନେଉନାହିଁ କାହିଁକି?
ସୁପ୍ରିମକୋର୍ଟ ନିର୍ଦ୍ଦେଶ ଅନୁଯାୟୀ ଅଭିଯୁକ୍ତଙ୍କ ଉପରେ ଧାରା ୩୦୨ ମାମଲା ରୁଜୁ କରାଯାଉ
କାହା ଚାପରେ ପୋଲିସ କାମ କରୁଛି?…
ଆମ ଓଡିଶା ନବୀନ ଓଡିଶା: ୧୦ମ ଦିନରେ ମୟୁରଭଞ୍ଜ, ସମ୍ବଲପୁର ଓ ମାଲକାନଗିରି ସାମିଲ
ମୟୁରଭଞ୍ଜର ୪ଟି ନିର୍ବାଚନମଣ୍ଡଳୀ ପାଇଁ ୯୦.୫୦ କୋଟି – ୨୪୨୭ ପ୍ରକଳ୍ପ
ସମ୍ବଲପୁରର ୩ଟି ନିର୍ବାଚନ ମଣ୍ଡଳୀ ପାଇଁ ୬୯ କୋଟି – ୧୮୦୧ ପ୍ରକଳ୍ପ
ମାଲକାନଗିରିର ୨ଟି ନିର୍ବାଚନ ମଣ୍ଡଳୀ ପାଇଁ ୫୫.୫୦ କୋଟି - ୧୪୩୦ ପ୍ରକଳ୍ପ
ଗ୍ରାମବିକାଶ କ୍ଷେତ୍ରରେ ନବୀନ ଓଡିଶା ହେବ ସାରା…
ଟାଟା ଷ୍ଟିଲ୍ ପକ୍ଷରୁ ଯୋଡ଼ାରେ ୧୭ତମ ଯୁବ ଜ୍ୟୋତିର୍ବିଜ୍ଞାନୀ ପ୍ରତିଭା ଅନ୍ୱେଷଣ କାର୍ଯ୍ୟକ୍ରମ ଆୟୋଜିତ
କେନ୍ଦୁଝର ଜିଲ୍ଲାର ୨୧ଟି ବିଦ୍ୟାଳୟର ୪୮୮୨ ଜଣ ଛାତ୍ରଛାତ୍ରୀ ପ୍ରତିଯୋଗିତା ରେ ଅଂଶଗ୍ରହଣ
ଡିସେମ୍ବର ୧୩ ରେ ଚୁଡାନ୍ତ ଫଳାଫଳ
ଯୋଡ଼ା, (ପାର୍ଥ ସାରଥୀ ଷଡ଼ଙ୍ଗୀ) ନଭେମ୍ବର ୪, ୨୦୨୩: ଟାଟା ଷ୍ଟିଲ୍ ପକ୍ଷରୁ ପଠାଣି ସାମନ୍ତ ପ୍ଲାନେଟୋରିୟମ୍, ଭୁବନେଶ୍ୱର ସହଭାଗିତାରେ ଯୁବ…
କସ୍ତୁରବା ଗାନ୍ଧୀ ବାଳିକା ବିଦ୍ୟାଳୟ ହଷ୍ଟେଲର ଅନ୍ତେଃବାସିନୀଙ୍କୁ ମାଣ୍ଡିଆ ଲଡ଼ୁ ଦିଆଯିବ
ଭୁବନେଶ୍ୱର: ରାଜ୍ୟରେ ୨୩ ଗୋଟି ଜିଲ୍ଲାର କସ୍ତୁରବା ଗାନ୍ଧୀ ବାଳିକା ବିଦ୍ୟାଳୟ ହଷ୍ଟେଲର ଅନ୍ତେଃବାସୀ ଛାତ୍ରୀମାନଙ୍କୁ ପୁଷ୍ଟିକର ମାଣ୍ଡିଆ ଲଡ଼ୁ ପ୍ରଦାନ କରାଯିବା ପାଇଁ ରାଜ୍ୟ ସରକାର ବ୍ୟବସ୍ଥା କରିଛନ୍ତି । ପ୍ରତି ଛାତ୍ରୀଙ୍କୁ ପ୍ରତିଦିନ ୨ଟି ଲେଖାଏଁ ମାଣ୍ଡିଆ ଲଡ଼ୁ ଦିଆଯିବ । ଏହି…
ଭୋରୁ ଭୋରୁ ପୁରୀରେ ପାଣ୍ଡିଆନ୍ : ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ କାମର କଲେ ସମୀକ୍ଷା
ଡିସେମ୍ବର 15 ସୁଦ୍ଧା କାମ ସମ୍ପୂର୍ଣ୍ଣ କରିବାକୁ ନିର୍ଦ୍ଦେଶ. .
ଭୁବନେଶ୍ବର: ନବୀନ ଓଡିଶା ଓ 5T ଅଧ୍ୟକ୍ଷ ଶ୍ରୀ ଭି କେ ପାଣ୍ଡିଆନ୍ ଆଜି ବଡିଭୋର ରୁ ପୁରୀ ଯାଇ 4.30 ରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ର ଅଗ୍ରଗତି ସମ୍ପର୍କରେ ସମୀକ୍ଷା କରିଥିଲେ | ପରିକ୍ରମା ପ୍ରକଳ୍ପ କାମ ତ୍ଵରାନ୍ଵିତ…