ଜାତୀୟ ସେବା ଶିବିର ଷଷ୍ଠ ଦିବସରେ ପଥପ୍ରାନ୍ତ ନାଟକ ପ୍ରଦର୍ଶିତ l

ପଦ୍ମପୁର /ଶିବାଶିଷ ପଟ୍ଟନାୟକ :- ଅଞ୍ଚଳ ମହାବିଦ୍ୟାଳୟ ଜାତୀୟ ସେବା ଶିବିରର ଷଷ୍ଠ ଦିବସରେ ଏଡପ୍ଟେଡ ଗ୍ରାମ ଚାରପାଲି ଠାରେ ସ୍ଵେଚ୍ଛାସେବୀ ମାନଙ୍କ ଦ୍ଵାରା ପଥପ୍ରାନ୍ତ ନାଟକ ଦୁର୍ନୀତି ରାକ୍ଷସ ଓ କନ୍ୟା ଭୃଣହତ୍ୟା ପ୍ରଦର୍ଶନ କରାଯାଇଥିଲା l ପ୍ରକୃତି ବନ୍ଧୁ ମୀନକେତନ ସାହୁ ମୁଖ୍ୟ ଅତିଥି…

ଶିକ୍ଷା କ୍ଷେତ୍ରରେ ସଂସ୍କାର ଆସିଲେ ଦୁର୍ନୀତି କମିବାର ସମ୍ଭାବନା ରହିଛି

ରାଉରକେଲାରେ ଦୁର୍ନୀତି ନିବାରଣ ସପ୍ତାହ ପାଳନ ଉଦ୍‌ଯାପନୀ କାର୍ଯ୍ୟକ୍ରମ ରାଉରକେଲା :(ବସନ୍ତ କୁମାର ଜେନା): ଚଳିତ ବର୍ଷ ଅକ୍ଟୋବର ୩୦ ତାରିଖରୁ ନଭେମ୍ବର ୫ ତାରିଖ ପର୍ଯ୍ୟନ୍ତ ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ପାଳନ ହେଉଛି। ଏହି କ୍ରମରେ ରାଉରକେଲା ଦୁର୍ନୀତି ନିବାରଣ ବିଭାଗ ପକ୍ଷରୁ…

ଆମ ଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମ

ମୟୁରଭଞ୍ଜ ଜିଲ୍ଲା ସାରସକଣା ରୁ ଦିପୁ ମହାପାତ୍ର ଙ୍କ ରିପୋର୍ଟ-ଶାସକ ପ୍ରଶାସକ ସାରସକଣା ବ୍ଲକ ଅନ୍ତର୍ଗତ ବଡ଼ ଚାଟରା ଠାରେ। ଅନୁଷ୍ଠିତ ହୋଇଯାଇଛି ଆମ ଓଡିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମ । ସଫଳତା ବାଣ୍ଟିବାକୁ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଭାସି ମାଧ୍ୟମରେ ମୟୂରଭଞ୍ଜ ଜିଲ୍ଲାର…

ଜିଲ୍ଲାସ୍ତରୀୟ ପ୍ରବାସୀ ଶ୍ରମିକ ସଚେତନତା ରଥ ଶୁଭାରମ୍ଭ

 ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲାରେ ପ୍ରବାସୀ ଶ୍ରମିକ ସଚେତନତା ରଥ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀଯୁକ୍ତ ବୀରେନ୍ଦ୍ର କୁମାର ଦାସ ମୁଖ୍ୟ ଅତିଥି ଭାବରେ ଯୋଦେଇ ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି। ଗଜପତି ଜିଲ୍ଲାର ସାତ…

ଶିକ୍ଷା ସହିତ ପୋଷଣ ମଧ୍ୟ ଜରୁରୀ:ଅରୁଣ

ଜିଲ୍ଲାସ୍ତରୀୟ ଶିଶୁ ପ୍ରତିଭା ମହୋତ୍ସବ ‘ସୁରଭି ଓ କଳା ଉତ୍ସବ’ ନୟାଗଡ଼,(ଲକ୍ଷ୍ମୀଧର ସାହୁ): ଶିକ୍ଷା ସହିତ ଉପଯୁକ୍ତ ପୋଷଣକୁ ରାଜ୍ୟ ସରକାର ଗୁରୁତ୍ୱ ଦେଇ ସୁରଭି କାର୍ଯ୍ୟକ୍ରମ ଆରମ୍ଭ କରିଛନ୍ତି । ବିଦ୍ୟାଳୟ ସ୍ତରରେ ପିଲାମାନଙ୍କର ଅନ୍ତର୍ନିହିତ ତଥା ସୃଜନଶୀଳ ପ୍ରତିଭାର ବିକାଶ ପାଇଁ…

ଆର ଡ଼ି ସି ଙ୍କର ନୃସିଂହନାଥ ମନ୍ଦିର ପରିଦର୍ଶନ

ନିର୍ଦ୍ଧାରିତ ସମୟ ମଧ୍ୟରେ କାର୍ୟ୍ଯ ସାରିବାକୁ କଡା ନିର୍ଦେଶ ବରଗଡ :- ବିଶ୍ୱ ପ୍ରସିଦ୍ଧ ଶ୍ରୀ ଶ୍ରୀ ନୃସିଂହନାଥ ମହାପ୍ରଭୁଙ୍କ ମନ୍ଦିର ପରିସରରେ ରାଜ୍ୟ ସରକାର ଙ୍କର ପାଣ୍ଠି ରୁ ଅନେକ ପ୍ରକାର ଉନ୍ନୟନ ମୂଳକ କାର୍ୟ୍ଯ ଆରମ୍ଭ ହୋଇଛି । ଗତ କିଛି ମାସ ତଳେ ମୁଖ୍ୟମନ୍ତ୍ରୀ ଙ୍କର ତତ୍କାଳୀନ…

ଧାନ ବିକ୍ରୟର ୪୮ ଘଣ୍ଟା ମଧ୍ୟରେ ଚାଷୀମାନେ ପାଇବେ ଏମଏସପି– ଖାଦ୍ଯ ଯୋଗାଣ ମନ୍ତ୍ରୀ

୨୦୨୩-୨୪ ବର୍ଷ ପାଇଁ ଖରିଫ ଧାନ ସଂଗ୍ରହ ଓ କ୍ରୟ ନିମନ୍ତେ ସଚିବ ସ୍ତରୀୟ ବୈଠକ ଧାନ ମଣ୍ଡିରେ ତଦାରଖ ନିମନ୍ତେ ଏନଫୋର୍ସମେଣ୍ଟ ସ୍କ୍ୱାଡ଼ ର ବ୍ୟବସ୍ଥା l ଭୁବନେଶ୍ୱର : ୨୦୨୩-୨୪ ବର୍ଷ ପାଇଁ ଖରିଫ ଧାନ ସଂଗ୍ରହ ଓ କ୍ରୟ ନିମନ୍ତେ ମାନ୍ୟବର ଖାଦ୍ଯ ଯୋଗାଣ ଓ ଖାଉଟି କଲ୍ଯାଣ ମନ୍ତ୍ରୀ ଶ୍ରୀ…

ସୁନ୍ଦରଗଡରେ ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ପାଳିତ

 ସୁ୍ନ୍ଦରଗଡ:(ବସନ୍ତ କୁମାର ଜେନା):- ଦୁର୍ନୀତି ନିବାରଣ ବିଭାଗ ସୁନ୍ଦରଗଡ ଶାଖା ଏବଂ ସୁନ୍ଦରଗଡ ଜିଲ୍ଲା ପ୍ରଶାସନ ତରଫରୁ ୩୦ ଅକ୍ଟୋବରରୁ ୫ ନଭେମ୍ବର ୨୦୨୩ ଯାଏ ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ପାଳନ କରାଯାଉଅଛି। ଏହି ଉପଲକ୍ଷେ ଜିଲ୍ଲାର ସମସ୍ତ କାର୍ଯ୍ୟାଳୟ, ସ୍କୁଲ, କଲେଜ,…

ଭୋଟରଙ୍କୁ ସଚେତନ କରାଇବା ପାଇଁ ବୁଲିଲା ଭ୍ରାମ୍ୟମାଣ ରଥ

ଭଞ୍ଜନଗର/ଉଦୟନାଥ ପଣ୍ଡା: ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ କ୍ରମେ ଅକ୍ଟୋବର ୨୭ ରୁ ଭୋଟର ତାଲିକାରେ ସ୍ବତନ୍ତ୍ର ସଂକ୍ଷିପ୍ତ ସଂସୋଧନ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ଡିସେମ୍ବର ୯ ଏଥି ନିମନ୍ତେ ଶେଷ ତାରିଖ ଧାର୍ଯ୍ୟ ହୋଇଥିବା ବେଳେ ଭଞ୍ଜନଗର ଉପଖଣ୍ଡ ଅଧିନ ୩ ଟି ନିର୍ବାଚନ ମଣ୍ଡଳୀର ଭୋଟରଙ୍କୁ…

ଭୋଟର ସଚେତନତା ରଥ ଶୁଭାରମ୍ଭ ।

ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି:  ତା:04-11-2023ରିଖ ଦିନ ଗୁଣପୁର ଉପ ଜିଲ୍ଲାପାଳ ଲଳିତ କୁମାର କହଁର ଭୋଟର ସଚେତନତା ରଥର ଶୁଭାରମ୍ଭ କରିଛନ୍ତି । 27 ଅକ୍ଟୋବରରୁ ଆରମ୍ଭ ହୋଇଥିବା ଭୋଟର ତାଲିକା ସଂକ୍ଷିପ୍ତ ସଂଶୋଧନ କାର୍ଯ୍ୟକ୍ରମ ନଭେମ୍ବର 09ତାରିଖ ପର୍ଯ୍ୟନ୍ତ ଚାଲୁ ରହିବ । ଏହି…