Sign in
Sign in
Recover your password.
A password will be e-mailed to you.
କବିସମ୍ରାଟ ମିଡ଼ିଆକ୍ଳବ୍ ପକ୍ଷରୁ ଜାତୀୟ ପ୍ରେସ ଦିବସ ପାଳିତ
ଭଞ୍ଜନଗର/ଉଦୟନାଥ ପଣ୍ଡା: "କବିସମ୍ରାଟ ମିଡ଼ିଆକ୍ଳବ୍ ଭଞ୍ଜନଗର" ପକ୍ଷରୁ ଭଞ୍ଜନଗର ସହରରେ ଥିବା ସାବିତ୍ରୀ ମହିଳା ମହାବିଦ୍ୟାଳୟ ରେ ଜାତୀୟ ପ୍ରେସ ଦିବସ ଉତ୍ସବ ମହାଆଡମ୍ବରରେ ପାଳିତ ହୋଇଯାଇଛି। ଏଥିରେ ବିଭିନ୍ନ ବିଦ୍ୟାଳୟ ଓ ମହାବିଦ୍ୟାଳୟ ର ଛାତ୍ରଛାତ୍ରୀ ମାନଙ୍କୁ ନେଇ ଅନୁଷ୍ଠିତ ହୋଇଥିବା…
ବିଶିଷ୍ଟ ଶିକ୍ଷାବିତ ଡ. ଶ୍ରୀରାମ ଚନ୍ଦ୍ର ଦାଶଙ୍କ ଜନ୍ମ ଜୟନ୍ତୀ ପାଳିତ
ଜଗତସିଂହପୁର,ତା-୧୭.୧୧.୨୦୨୩/ସୁମନ୍ତ କୁମାର ଦାସ: ବିଶିଷ୍ଟ ଶିକ୍ଷାବିତ ସୁସାହିତ୍ୟିକ ପ୍ରଫେସର ଡ଼ଃ ଶ୍ରୀରାମ ଚନ୍ଦ୍ର ଦାଶ ଙ୍କର ୧୦୫ତମ ଜନ୍ମଜୟନ୍ତୀ ଆଜି ଜଗତସିଂହପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ପାଳିତ ହୋଇଯାଇଛି।ଏହି ଅବସରରେ ସ୍ଥାନୀୟ କଲେଜଛକସ୍ଥିତ ଶ୍ରୀରାମ ଦାଶ ଙ୍କ ପ୍ରତିମୂର୍ତ୍ତୀ…
ବର୍ଷା ଅଭାବରୁ ଧାନ ଫସଲ ନଷ୍ଟ ହେବା ସମ୍ଵନ୍ଧେ ଜିଲ୍ଲାପାଳ ଙ୍କ ଉଦ୍ଦେଶ୍ୟରେ ଡାବୁଗାଁ ବ୍ଲକ କୃଷକ ମହାସଂଘ ତରଫରୁ…
ଡାବୁଗାଁ -ଯଶବନ୍ତ ପରିଛା (ଶାସକ ପ୍ରଶାସକ ) ୧୭/୧୧/୨୩ ଚଳିତ ବର୍ଷ ମୌସୁମୀ ର ଲୁଚକାଳି ସହ ସ୍ୱଳ୍ପ ବୃଷ୍ଟିପାତ ଯୋଗୁଁ ଡାବୁଗାଁ ବ୍ଲକ ର ୩୦ ପ୍ରତିଶତ ଚାଷୀଙ୍କ ଧାନ ଚାଷ ନଷ୍ଟ ହୋଇଥିବା ଅଭିଯୋଗ ହୋଇଛି।ବର୍ଷା ଅଭାବରୁ ଧାନ ଗଛ ସବୁ ପୋଡି ଯାଇ ପାଳ ହୋଇଯାଇଥିବା ଅଭିଯୋଗ ଆଣିଛି ଡାବୁଗାଁ…
ଭଂଜନଗରରେ ବ୍ଲକସ୍ତରୀୟ ବିଜ୍ଞାନ ପ୍ରଦର୍ଶନୀ – ୨୦୨୩ ଅନୁଷ୍ଠିତ
ଭଞ୍ଜନଗର/ଉଦୟନାଥ ପଣ୍ଡା : ଭଂଜନଗର ବ୍ଲକ ଗୋଷ୍ଠୀ ଶିକ୍ଷାଧିକାରୀ ଅଧିନସ୍ଥ ଦୀନବନ୍ଧୁ ବେହେରା ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ, ଭଂଜନଗର ଠାରେ ଚଳିତ ନଭେମ୍ବର ୧୭ ତାରିଖ ରେ ବ୍ଲକସ୍ତରୀୟ ବିଜ୍ଞାନ ପ୍ରଦର୍ଶନୀ - ୨୦୨୩ ଅନୁଷ୍ଠିତ ହୋଇଯାଇଛି। ବରିଷ୍ଠ ଗୋଷ୍ଠୀ ଶିକ୍ଷାଧିକାରୀ ଏସ୍ . ଧନଞ୍ଜୟ…
ନନ୍ଦାହାଣ୍ଡି ବ୍ଲକସ୍ତରୀୟ ବିଜ୍ଞାନ ମେଳା ଅନୁଷ୍ଠିତ
ନନ୍ଦାହାଣ୍ଡି/ଭୁବନେଶ୍ୱର ଦାଶ: ନବରଙ୍ଗପୁର ଜିଲ୍ଲା, ନନ୍ଦାହାଣ୍ଡି ବ୍ଲକ ସରୁଗୁଡା ଓଡିଶା ଆଦର୍ଶ ବିଦ୍ୟାଳୟ ପରିଷରରେ ବ୍ଲକ ସ୍ଥରୀୟବିଜ୍ଞାନ ମେଲା ଅନୁଷ୍ଠିତ ହୋଇଯାଇଛି | ନନ୍ଦାହାଣ୍ଡି ବିଇଓ ପୁଷ୍ପାଞ୍ଜଳି ମହାନ୍ତିଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିଲା ଏହି କାର୍ଯ୍ୟ କ୍ରମରେ ମୁଖ୍ୟ…
ବ୍ଲକ ସ୍ତରୀୟ ଜ୍ଞାନ ବିଜ୍ଞାନ ମେଳା ଉଦଯାପିତ
ଜମନକିରା ୧୮/୧୧/୨୩(ଲିପନ ନାଏକ ): ଜମନକିରା ବ୍ଲକ କେନାଢିପା ପଞ୍ଚାୟତ ସରକାରୀ ଉଚ୍ଚ ବିଦ୍ୟାଳୟରେ ଆଜି ବ୍ଲକ ସ୍ତରୀୟ ଜ୍ଞାନ ବିଜ୍ଞାନ ମେଳା ଅନୁଷ୍ଠିତ ହୋଇଯାଇଛି। ଉଦଯାପନୀ ଉସବରେ ଗୋଷ୍ଠୀ ଶିକ୍ଷା ଅଧିକାରୀ ରୁକ୍ମଣ ପଧାନ ଅଧ୍ୟକ୍ଷତା କରିଥିବା ବେଳେ ମୁଖ୍ୟଅତିଥି ଭାବେ ଅବସରପ୍ରାପ୍ତ…
ଦୁର୍ଗା ପ୍ରସାଦ ପଟ୍ଟନାୟକଙ୍କ ବିୟୋଗରେ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ସଭା
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ସ୍ଥାନୀୟ ଉତ୍କଳ ହିତୈଷିଣୀ ସମାଜ ସଭା ଗୃହରେ ଉତ୍କଳ ସମ୍ମିଳନୀ ଗଜପତି ଶ୍ୟାଖା ଏବଂ ଉତ୍କଳ ହିତୈଷିଣୀ ସମାଜ ମିଳିତ ଆନୁକୁଲ୍ୟରେ ବିଶିଷ୍ଟ ଶିକ୍ଷାବିତ୍ ସାରସ୍ଵତ ସାଧକ ଦୁର୍ଗା ପ୍ରସାଦ ପଟ୍ଟନାୟକଙ୍କ ବିୟୋଗରେ ଏକ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ସଭା…
ଚାଲିଛି ବେଧଡକ ବାଲି ଚୋରା ଚାଲାଣ ,ଚେଇଁ ଶୋଇଛି ପ୍ରଶାସନ
ସାରସକଣା ରୁ ଦିପୁ ମହାପାତ୍ର: ମୟୁରଭଂଜ ଜିଲ୍ଲାର ସାରସକଣା ବ୍ଲକ ତିନି ରାଜ୍ୟ ସୀମାନ୍ତ ଜାମସୋଳା ଠାରେ ଚାଲିଛି ବେଧଡକ ବାଲି ଚୋରା ଚାଲାଣ। ସୂଚନା ମୁତାବକ ସୁବର୍ଣ୍ଣରେଖା ନଦୀ ପାଲଟିଛି ଚୋରା ବାଲି ଚାଲାଣର ଗନ୍ତାଘର । ଶହ ଶହ ହାଇୱା ଏବଂ ଟ୍ରାକ୍ଟର ଦ୍ଵାରା ସୁଦୂର ଝାରଖଣ୍ଡ ରାଜ୍ୟ କୁ…
ସୋଆ ଜାଗୋ ପକ୍ଷରୁ ସ୍କୁଲ୍ବ୍ୟାଗ୍ ବଂଟନ
ଭୁବନେଶ୍ୱର,୧୭/୧୧: ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନିକାଲ୍ ଏଜୁକେସନ୍ ଆଣ୍ଡ ରିସର୍ଚ୍ଚ ( ଆଇଟିଇଆର୍) ର ଛାତ୍ରଛାତ୍ରୀମାନଙ୍କର ସାମାଜିକ ଦାୟିତ୍ୱବୋଧର ପ୍ରତୀକ “ଜାଗୋ” କ୍ଳବ୍ ପକ୍ଷରୁ ଶୁକ୍ରବାର ସ୍ଥାନୀୟ ବସ୍ତି ଅଂଚଳର ଶିଶୁମାନଙ୍କୁ ସ୍କୁଲ୍ ବ୍ୟାଗ…
ଗୁରୁତର ରକ୍ତହୀନତାରେ ପୀଡ଼ିତ ରୋଗୀଙ୍କ ପାଇଁ ଦେବଦୂତ ସାଜିଲେ ୧୦୮ ଆମ୍ବୁଲାନ୍ସ କର୍ମଚାରୀ
ଭୁବନେଶ୍ୱର: ଜଣେ ଗୁରୁତର ରୋଗୀଙ୍କ ପାଇଁ ଦେବଦୂତ ସାଜିଛନ୍ତି ୧୦୮ ଆମ୍ବୁଲାନ୍ସର ଜଣେ କର୍ମଚାରୀ | ଘଟଣାନୁଯାୟୀ ପ୍ୟାରୀ ବିବି(୪୫ବର୍ଷ) ନାମକ ଜଣେ ମହିଳା ଗୁରୁତର ରକ୍ତହୀନତା ରୋଗରେ ପୀଡ଼ିତ ହୋଇ କ୍ୟାପିଟାଲ ହସ୍ପିଟାଲ ଭୁବନେଶ୍ୱରରେ ଚିକିତ୍ସିତ ହେଉଥିଲେ ହଠାତ ସେଠାରେ ତାଙ୍କର…