ସୋଆ ଜାଗୋ ପକ୍ଷରୁ ସ୍କୁଲ୍‌ବ୍ୟାଗ୍ ବଂଟନ

ଭୁବନେଶ୍ୱର,୧୭/୧୧: ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଟେକ୍‌ନିକାଲ୍ ଏଜୁକେସନ୍ ଆଣ୍ଡ ରିସର୍ଚ୍ଚ ( ଆଇଟିଇଆର୍‌) ର ଛାତ୍ରଛାତ୍ରୀମାନଙ୍କର ସାମାଜିକ ଦାୟିତ୍ୱବୋଧର ପ୍ରତୀକ “ଜାଗୋ” କ୍ଳବ୍ ପକ୍ଷରୁ ଶୁକ୍ରବାର ସ୍ଥାନୀୟ ବସ୍ତି ଅଂଚଳର ଶିଶୁମାନଙ୍କୁ ସ୍କୁଲ୍ ବ୍ୟାଗ…

ଗୁରୁତର ରକ୍ତହୀନତାରେ ପୀଡ଼ିତ ରୋଗୀଙ୍କ ପାଇଁ ଦେବଦୂତ ସାଜିଲେ ୧୦୮ ଆମ୍ବୁଲାନ୍ସ କର୍ମଚାରୀ

ଭୁବନେଶ୍ୱର: ଜଣେ ଗୁରୁତର ରୋଗୀଙ୍କ ପାଇଁ ଦେବଦୂତ ସାଜିଛନ୍ତି ୧୦୮ ଆମ୍ବୁଲାନ୍ସର ଜଣେ କର୍ମଚାରୀ | ଘଟଣାନୁଯାୟୀ ପ୍ୟାରୀ ବିବି(୪୫ବର୍ଷ) ନାମକ ଜଣେ ମହିଳା ଗୁରୁତର ରକ୍ତହୀନତା ରୋଗରେ ପୀଡ଼ିତ ହୋଇ କ୍ୟାପିଟାଲ ହସ୍ପିଟାଲ ଭୁବନେଶ୍ୱରରେ ଚିକିତ୍ସିତ ହେଉଥିଲେ ହଠାତ ସେଠାରେ ତାଙ୍କର…

ରାଜବୋଡାସମ୍ବର ଗୋଷ୍ଠି ଶିକ୍ଷା ଅଧିକାରୀଙ୍କ ଦ୍ବାରା ଓଡ଼ିଆ ଭାଷା ବୃତ୍ତି ପୁରସ୍କାର ପ୍ରଦାନ l

ପଦ୍ମପୁର :- ତୃଣମୂଳ ସ୍ତରରୁ ଓଡ଼ିଆ ଭାଷାକୁ ସୁଦୃଢ କରିବା ଓ ବିଶ୍ବବ୍ଯାପୀ ତାର ପ୍ରଚାର ପ୍ରସାରର ମହୋତ୍ତର ଲକ୍ଷ୍ଯକୁ ନେଇ ଆରମ୍ଭ ହୋଇଛି ରାଜ୍ଯ ସରକାର ଙ୍କ ଓଡ଼ିଆ ଭାଷା ବୃତ୍ତି ପୁରସ୍କାର । ଏହି କ୍ରମରେ ରାଜବୋଡାସମ୍ବର ଗୋଷ୍ଠି ଶିକ୍ଷା ଅଧିକାରୀ ଶ୍ରୀ ଲୋକନାଥ ଭୋଇ ପ୍ରଥମ ପର୍ଯ୍ୟାୟରେ…

ବଡ଼ବିଲରେ ଜାତୀୟ ଗଣମାଧ୍ୟମ ଦିବସ ପାଳିତ

ବଡ଼ବିଲ (ଶାସକ ପ୍ରଶାସକ): ବଡ଼ବିଲ ପ୍ରେସ୍ କ୍ଲବ ଆନୁକୂଲ୍ୟରେ ଜାତୀୟ ଗଣମାଧ୍ୟମ ଦିବସ ପାଳିତ ହୋଇଯାଇଛି। ଏହି ଉପଲକ୍ଷେ ଏକ ଆଲୋଚନାଚକ୍ର ଏବଂ ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ପୂର୍ବତନ ନଗରପାଳ ଦିଲିପ ମିଶ୍ର ମୁଖ୍ୟ ଅତିଥି ଭାବରେ ଯୋଗଦାନ କରି ସୁସ୍ଥ ଗଣତନ୍ତ୍ର ପାଇଁ…

ସହାୟତା ଅପେକ୍ଷାରେ ଭିନ୍ନକ୍ଷମ ପ୍ରସାଦ ଗଣ୍ଡ |

ରାଇଘର /ପୁଷ୍ପା ରାଣୀ-ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ ଛେଳିଡଙ୍ଗରି ପଂଚାୟତ ଅଧିନସ୍ଥ ସରଗୁଲି ଗ୍ରାମର ଜୟରାମ ଗଣ୍ଡଙ୍କ ପୁଅ ପ୍ରସାଦ ଗଣ୍ଡ (20), ବାଲ୍ୟରୁ ଭିନ୍ନକ୍ଷମ ହୋଇଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ପ୍ରଶାସନ ତରଫରୁ କୌଣସି ସହାୟତା ମିଳିନଥିବା ପ୍ରସାଦ ଙ୍କ ପିତା ଜୟରାମ ଅଭିଯୋଗ…

ଅଞ୍ଚଳ ମହାବିଦ୍ୟାଳୟ ପଡିଆରେ ୧୪ ତମ ହଷ୍ଟେଲ୍ ପ୍ରିମିୟର ଲିଗ୍ ଉଦଘାଟିତ l

ପଦ୍ମପୁର :- ବାଳକ ଛାତ୍ରାବାସ ର ୧୪ ତମ ହଷ୍ଟେଲ୍ ପ୍ରିମିୟର ଲିଗ୍ ଉଦଘାଟିତ ହୋଇଯାଇଛି l ହଷ୍ଟେଲ ଅଧିକ୍ଷକ ଡଃ ବିରଞ୍ଚି ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ l ସହ ଅଧିକ୍ଷକ ଓମ୍ ପ୍ରକାଶ ସତନାମି, ଅଧ୍ୟାପକ ସଦାନନ୍ଦ ଭୋଇ, ଛାତ୍ରାବାସ ସହାୟକ ସଞ୍ଜିବ…

ବନ୍ଧୁତ୍ଵପୂର୍ଣ୍ଣ ଏବଂ ଭାତୃତ୍ବଭାବର ବାର୍ତ୍ତା ଆଦାନ ପ୍ରଦାନ ପାଇଁ ମାହାଙ୍ଗା ବିଜେପି ନେତା ଚୌଧୁରୀ ପ୍ରଭାତକେଶରୀ…

 ନିଶ୍ଚିନ୍ତକୋଇଲି - ଶାସକପ୍ରଶାସକ ) : ମାହାଙ୍ଗା ନିର୍ବାଚନ ମଣ୍ଡଳୀର କିପରି ପୂର୍ବ ଗରିମା ଫେରିଆସିବ, ଏକ ନୂତନ ଆଦର୍ଶ, ସ୍ୱାଭିମାନୀ ମାହାଙ୍ଗା ଗଠନ ହେବ ଏବଂ ଆଜିର ଯୁବକମାନଙ୍କୁ କିପରି ଓଡିଶା ବାହାର ନୁହେଁ ବରଂ ମାହାଙ୍ଗା ନିର୍ବାଚନ ମଣ୍ଡଳୀରେ ଚାକିରୀର ସୁଯୋଗ ପାଇପାରିବେ ସେ ନେଇ…

ଓଜେୟୁ ପୁରୀ ଶାଖା ପକ୍ଷରୁ ଜାତୀୟ ପ୍ରେସ ଦିବସ ପାଳିତ

ସ୍ୱଚ୍ଛ, ସତ୍ୟ ଓ ଜନସମସ୍ୟା ଉପରେ ସାମ୍ବାଦିକ ଧ୍ୟାନ ଦେବା ଉଚିତ ପୁରୀ (ଅନିମେଶ ପଟ୍ଟନାୟକ): ଗୁରୁବାର ଜାତୀୟ ପ୍ରେସ ଦିବସ ଉପଲକ୍ଷେ ଓଡିଶା ସାମ୍ବାଦିକ ସଂଘ (ଓ. ଜେ. ୟୁ ) ପକ୍ଷରୁ ବଡଦାଣ୍ଡ ସ୍ଥିତ ଭକ୍ତ ସାଲବେଗ ପୀଠରେ ପାଳିତ ହୋଇ ଯାଇଛି | ମୁଖ୍ୟଅତିଥି ଭାବେ ଉତ୍କଳ ବିଦ୍ୱତ ପରିଷଦ ର…

ରାଜ୍ୟ ସାମ୍ବାଦିକ ସଙ୍ଘ (SUJ)କେନ୍ଦ୍ରାପଡ଼ା ଶାଖା ପକ୍ଷରୁ ଜାତୀୟ ପ୍ରେସ୍ ଦିବସ ପାଳିତ।

କେନ୍ଦ୍ରାପଡା:(ଶାସକ ପ୍ରଶାସକ) ପ୍ରଫୁଲ୍ଲ କୁମାର ମଲ୍ଲ କେନ୍ଦ୍ରାପଡ଼ା ଜିଲ୍ଲାର ସାମ୍ବାଦିକଙ୍କ ଗହଣରେ ଜାତୀୟ ପ୍ରେସ ଦିବସ ହୋଟେଲ ଗୌରୀଶଙ୍କର ଠାରେ ପାଳିତ ହୋଇଯାଇଛି। ଏହି ଅବସରରେ SUJ ର ରାଜ୍ୟ ସମ୍ପାଦକ ଶିବାଶିଷ ମହାନ୍ତି ଯୋଗଦେଇ କାର୍ଯ୍ୟକ୍ରମକୁ ଆରମ୍ବ କରିଥିବା ବେଳେ, ଉକ୍ତ ସଂଘ ର…

ଷଷ୍ଠ ଜିଲ୍ଲା ପରିଷଦ ର ଚତୁର୍ଥ ବୈଠକ ଅନୁଷ୍ଠିତ

ସୁନ୍ଦରଗଡ:- (ବସନ୍ତ କୁମାର ଜେନା): ଆଜି ସ୍ଥାନୀୟ ବିକାଶ ଭବନଠାରେ ଜିଲ୍ଲା ପରିଷଦର ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଜିଲ୍ଲା ପରିଷଦ ର ଅଧ୍ୟକ୍ଷା ସୁଶ୍ରୀ କୁନ୍ତୀ ପ୍ରଧାନ, ଉପାଧ୍ୟକ୍ଷ ଶ୍ରୀ କମଳ କୁମାର ଲାକ୍ରା, ମାନ୍ୟବର ସଦର ବିଧାୟିକା ଶ୍ରୀମତୀ କୁସୁମ ଟେଟେ, ମାନ୍ୟବର ତଳସରା…