କୁଚିଣ୍ଡା ଉପଖଣ୍ଡରେ କୋଶଳ ମହାବନ୍ଦ ସଫଳ

ଜମନକିରା /କୁଚିଣ୍ଡା:୧୮/୧୧:( )କୋଶଳ ଓ ପଶ୍ଚିମ ଓଡ଼ିଶାର ବିଭିନ୍ନ ସଂଗଠନର ମିଳିତ କ୍ରିୟାନୁଷ୍ଠାନ ସମିତି ର ଆହ୍ବାନ କ୍ରମେ ସମଗ୍ର ପଶ୍ଚିମ ଓଡ଼ିଶା ବିଶେଷ କରି କୁଚିଣ୍ଡା ଉପଖଣ୍ଡ ସହ ପଡୋଶୀ ଲ ଇ ଡ଼ା ଅଞ୍ଚଳ ସଂପୂର୍ଣ୍ଣ ବନ୍ଦ ରହିଛି ।କୋଶଳ ରାଜ୍ୟ ମୁକ୍ତି ମୋର୍ଚ୍ଚା ର କାର୍ଯ୍ୟକାରୀ…

“ସମନ୍ଵିତ ଯୁବ ବିକାଶ କାର୍ଯ୍ୟକ୍ରମ” ତରଫରୁ ଆଞ୍ଚଳିକ ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସର ସଫେଇ…

ବେଲଗୁଣ୍ଠା, -(ଶିବରାମ ଚୌଧୁରୀ )-,ବେଲଗୁଣ୍ଠା ବ୍ଳକ୍ ଅନ୍ତର୍ଗତ କ୍ଷତ୍ରିୟବରପୁର ସ୍ଥିତ ଆଞ୍ଚଳିକ ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ " ସମନ୍ଵିତ ଯୁବ ବିକାଶ କାର୍ଯ୍ୟକ୍ରମ " ତରଫରୁ ସମାଜିକ ସେବା କାର୍ଯ୍ୟକ୍ରମ ଅନୁଯାୟୀ ବିଦ୍ୟାଳୟ ପରିସରର ସଫେଇ କାର୍ଯ୍ୟ ବିଦ୍ୟାର୍ଥିମାନଙ୍କ…

ବ୍ଳକସ୍ତରୀୟ ବିଜ୍ଞାନମେଳା,ବିଜ୍ଞାନକୁ ବ୍ୟବହାର କଲେ ମେଳାର ସାର୍ଥକତା ମିଳିଥାଏ:ଅରୁଣ

ନୟାଗଡ଼,(ଲକ୍ଷ୍ମୀଧର ସାହୁ): ୨୮ତମ ବ୍ଲକସ୍ତରୀୟ ବିଜ୍ଞାନମେଳା ଆଙ୍କୁଲାଇ ସରକାରୀ ଉଚ୍ଚ ବିଦ୍ୟାଳୟ ମାନଧାତାପୁରଠାରେ ଅନୁଷ୍ଠିତ ହୋଇଯାଇଛି । ନୟାଗଡ଼ ବ୍ଳକ ଶିକ୍ଷାଧିକାରୀ ନିମାଇଁ ଚରଣ ପ୍ରଧାନଙ୍କ ପୌରହିତ୍ୟରେ ଆୟୋଜିତ ବିଜ୍ଞାନମେଳା ସଭାରେ ମୁଖ୍ୟ ଅତିଥି ଭାବେ ନୟାଗଡ଼ ବିଧାୟକ ଡ.ଅରୁଣ କୁମାର…

ସ୍ୱଳ୍ପ ସଂଚୟ କ୍ଷେତ୍ରରେ ନବରଙ୍ଗପୁର ଜିଲ୍ଲା ଉଲ୍ଲେଖନୀୟ ପ୍ରଦର୍ଶନ କରି ରାଜ୍ୟରେ ଦ୍ଵିତୀୟ ସ୍ଥାନ ଅଧିକାର

ଶାସକ ପ୍ରଶାସକ, ଅଶୋକ ସାହୁ: ନବରଙ୍ଗପୁର ୧୮-୧୧- ୨୦୨୩ : ସ୍ୱଳ୍ପ ସଂଚୟ କ୍ଷେତ୍ରରେ ନବରଙ୍ଗପୁର ଜିଲ୍ଲା ଉଲ୍ଲେଖନୀୟ ପ୍ରଦର୍ଶନ କରି ରାଜ୍ୟରେ ଦ୍ଵିତୀୟ ସ୍ଥାନ ଅଧିକାର କରିଛି l ୨୦୨୨-୨୩ ପାଇଁ ଜିଲ୍ଲାକୁ ୩୭ କୋଟି ଟଙ୍କା ସଂଚୟ ଧାର୍ଯ୍ୟ କରାଯାଇଥିବା ବେଳେ ମୋଟ ୬୬ କୋଟି ୪୫ ଲକ୍ଷ ୬୨ ହଜାର…

ମୁଖ୍ୟମନ୍ତ୍ରୀଙ୍କ ଦ୍ଵାରା ୩୪୯ଟି ନୂଆ ଆମ୍ବୁଲାନ୍ସ ଲୋକାର୍ପିତ

୧୪୮.୪୫ କୋଟି ଟଙ୍କା ବିନିଯୋଗ ୨୭୯ଟି ଆମ୍ଗୁଲାନ୍‌ସ ୧୦୮ ଫ୍ଳିଟ୍‌ରେ ଯୋଡିହେଲେ, ୭୦ଟି ଆମ୍ବୁଲାନ୍‌ସ ସରକାରୀ ମେଡିକାଲ ହସ୍‌ପିଟାଲ ଏବଂ ଜିଲ୍ଲା ମୁଖ୍ୟାଳୟ ହସ୍‌ପିଟାଲ ପାଇଁ ସେବା ଯୋଗାଇବେ ୧୦୮-ଫ୍ଲିଟ୍‌ରେ ଆମ୍ବୁଲାନ୍‌ସ ସଂଖ୍ୟା ୧୩୬୬କୁ ବୃଦ୍ଧି ଏଣିକି ୨୦ ମିନିଟ୍‌…

ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଜଳବିଜ୍ଞାନ ତଥ୍ୟ କେନ୍ଦ୍ର ଉଦ୍ଘାଟିତ

ପାଣିପାଗ ତଥ୍ୟର ବୈଜ୍ଞାନିକ ବିଶ୍ଳେଷଣ ତଥା ଜଳସଂପଦର ସୁପରିଚାଳନାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ  ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ରାଜ୍ୟ ଜଳସମ୍ପଦ ବିଭାଗରେ ଓଡିଶା ଜଳବିଜ୍ଞାନ ତଥ୍ୟ କେନ୍ଦ୍ର(ODISHA STATE HYDROLOGICAL DATA CENTER) ର ଶୁଭ…

ବଲାଙ୍ଗୀରରେ ଦୁଇଟି ନଦୀଗର୍ଭ ଜଳାଶୟ ପ୍ରକଳ୍ପକୁ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ, ୨୯୬.୫୦ କୋଟି ଟଙ୍କା ମଞ୍ଜୁର

ସୁନଗଡ ନଦୀରେ ସିକୁଆଁ ପ୍ରକଳ୍ପ ପାଇଁ ୪୯ କୋଟି, ଅଙ୍ଗ ନଦୀରେ କୁଟସିଙ୍ଘା ପ୍ରକଳ୍ପ ପାଇଁ ୨୪୭.୫୦ କୋଟି ୪ଟି ବ୍ଲକ୍‌ର ଜନସାଧାରଣ ଉପକାର ପାଇବେ ଭୂତଳ ଜଳର ସ୍ତର ବୃଦ୍ଧି, ପାନୀୟ ଜଳ ପ୍ରକଳ୍ପ, ମାଛ ଚାଷ, ପଶୁପାଳନ ଆଦିରେ ହେବ ସହାୟକ   ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ…

ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ପ୍ରଥମ ଜିଲ୍ଲାସ୍ତରୀୟ ପେନସନ ଅଦାଲତ ଅନୁଗୋଳରୁ ଶୁଭାରମ୍ଭ ହେଲା

ଅନୁଗୋଳ : ସ୍ଥାନୀୟ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ପରିସରରେ ଓଡିଶା ସରକାରଙ୍କ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଆନୁକୁଲ୍ଯରେ ରାଜ୍ୟର ଜିଲ୍ଲାସ୍ତରୀୟ ପ୍ରଥମ ପେନସନ ଅଦାଲତ ଅନୁଷ୍ଠିତ ହୋଇଯାଇଛି । ଏଥିରେ ବିଦ୍ୟାଳୟ ଗଣଶିକ୍ଷା ବିଭାଗର ଅତିରିକ୍ତ ସଚିବ ଦିପ୍ତିରାଣୀ ସାହୁ, ବିତ୍ତ…

ଆସନ୍ତା 21 ଯାଏଁ ଚାଲିବ ଜନଜାତି ଚିତ୍ରକଳା ପ୍ରଦର୍ଶନୀ

ଭୁବନେଶ୍ୱର, ୧୮ ନଭେମ୍ବର ୨୦୨୩: ‘ଜନଜାତୀୟ ଗୌରବ ଦିବସ’ ପାଳନ ଅବସରରେ ଭୁବନେଶ୍ୱରସ୍ଥିତ ଅନୁସୂଚିତ ଜାତି, ଅନୁସୂଚିତ ଜନଜାତି ଗବେଷଣା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନ (ଏସସିଏସଟିଆରଟିଆଇ) ପକ୍ଷରୁ ଜନଜାତି ଚିତ୍ରକଳା ପ୍ରଦର୍ଶନୀ ନଭେମ୍ବର 21 ଯାଏଁ ଜନସାଧାରଣଙ୍କ ପାଇଁ ପ୍ରଦର୍ଶିତ ହେବ । ।…

ପଶ୍ଚିମ ଓଡିଶା ଗୋପାଳନ ସମ୍ମିଳନୀର ଉଦଘାଟନ କଲେ ଡ଼ବ୍ଲ୍ୟୁଓଡିସି ଅଧ୍ୟକ୍ଷ ଶ୍ରୀ ଅସିତ୍ ତ୍ରିପାଠୀ

ସମ୍ବଲପୁର, 18 ନଭେମ୍ବର 2023:ଯୁବ ଉଦ୍ୟୋଗୀମାନେ ରାଜ୍ୟ ସରକାରଙ୍କ ନୂତନ କୃଷି ତଥା ପ୍ରାଣିସମ୍ପଦ ନୀତିର ଲାଭ ଉଠାଇ ସ୍ବାବଲମ୍ବୀ ହେବା ସହ ନିଜସ୍ବ ଆୟ ବୃଦ୍ଧି କରିପାରିବେ ଫଳରେ ସେମାନଙ୍କର ତଥା ସେମାନଙ୍କ ଅଞ୍ଚଳର ବିକାଶ ହୋଇପାରିବ ବୋଲି ମତ ବ୍ୟକ୍ତ କରିଛନ୍ତି ପଶ୍ଚିମ ଓଡିଶା ବିକାଶ…