Sign in
Sign in
Recover your password.
A password will be e-mailed to you.
ପଶ୍ଚିମ ଓଡିଶା ଗୋପାଳନ ସମ୍ମିଳନୀର ଉଦଘାଟନ କଲେ ଡ଼ବ୍ଲ୍ୟୁଓଡିସି ଅଧ୍ୟକ୍ଷ ଶ୍ରୀ ଅସିତ୍ ତ୍ରିପାଠୀ
ସମ୍ବଲପୁର, 18 ନଭେମ୍ବର 2023:ଯୁବ ଉଦ୍ୟୋଗୀମାନେ ରାଜ୍ୟ ସରକାରଙ୍କ ନୂତନ କୃଷି ତଥା ପ୍ରାଣିସମ୍ପଦ ନୀତିର ଲାଭ ଉଠାଇ ସ୍ବାବଲମ୍ବୀ ହେବା ସହ ନିଜସ୍ବ ଆୟ ବୃଦ୍ଧି କରିପାରିବେ ଫଳରେ ସେମାନଙ୍କର ତଥା ସେମାନଙ୍କ ଅଞ୍ଚଳର ବିକାଶ ହୋଇପାରିବ ବୋଲି ମତ ବ୍ୟକ୍ତ କରିଛନ୍ତି ପଶ୍ଚିମ ଓଡିଶା ବିକାଶ…
ଓଡ଼ିଆ ଭାଷା ଓ ସଂସ୍କୃତ ଭାଷା ଆଧାରରେ ‘ଲକ୍ଷ୍ମୀ ପୁରାଣ’ ପରି ପୃଥିବୀର ଜ୍ଞାନକୁ ଲୋକଭାଷାରେ ପରିଣତ କରିବା-…
ପୁରୀ ସ୍ଥିତ ସଂସ୍କୃତ ବିଶ୍ୱବିଦ୍ୟାଳୟ, ଶ୍ରୀ ଶଦାଶିବ କ୍ୟାମ୍ପସରେ ତିନିଦିନିଆ ‘ଆନ୍ତର୍ଜାତିକ ଲକ୍ଷ୍ମୀ ପୁରାଣ’ ଆଲୋଚନାଚକ୍ର
• ଶ୍ରୀ ଶଦାଶିବ କ୍ୟାମ୍ପସରେ ମହାଲକ୍ଷ୍ମୀ ପୁରାଣର ସଂସ୍କୃତ ସଂସ୍କରଣ ପୁସ୍ତକ ଉନ୍ମୋଚିତ
• ପାଖାପାଖି ୧୦୦ କୋଟି ଟଙ୍କା ବ୍ୟୟରେ ବିଭିନ୍ନ…
ବ୍ରହ୍ମପୁର କେନ୍ଦ୍ରୀୟ ସମବାୟ ବ୍ୟାଙ୍କ ତରଫରୁ ମେଗା ଋଣ ମେଳା
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ୭୦ତମ ସମବାୟ ସପ୍ତାହ ପାଳନ ଅବସରରେ ଗଜପତି ଜିଲ୍ଲାରେ ଥିବା ସମସ୍ତ ବ୍ରହ୍ମପୁର କେନ୍ଦ୍ରୀୟ ସମବାୟ ବ୍ୟାଙ୍କ ତରଫରୁ ମେଗା ଋଣ ମେଳା ଅନୁଷ୍ଠିତ ହୋଇଯାଛି। ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ରାଧାରାଣୀ ଫଙ୍କସନ ହଲ ପରିସରରେ ଅନୁଷ୍ଠିତ…
ଭଞ୍ଜନଗରରେ ସରକାରୀ କୃଷି ଯନ୍ତ୍ରପାତି ମେଳା
ଭଞ୍ଜନଗର ରୁ (ଉଦୟନାଥ ପଣ୍ଡା ): ଗଞ୍ଜାମ ଜିଲାର ଭଞ୍ଜନଗରସ୍ଥିତ କବି ସମ୍ରାଟ ଷ୍ଟାଡ଼ିୟମ ବା ଜେଲ ପଡ଼ିଆ ଠାରେ ଉପଖଣ୍ଡସ୍ତରୀୟ କୃଷି ଯନ୍ତ୍ରପାତି ମେଳା ର ଆୟୋଜନ କରାଯାଇଛି | ଏହି ମେଳାକୁ ଅର୍ଥମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ଉଦଘାଟନ କରିଛନ୍ତି | ତିନି ଦିନ ଦିନ ଧରି ଆୟୋଜିତ ହେବାକୁ ଥିବା…
ମୈତ୍ରୀ ଇନ୍ଫ୍ରା ଦ୍ୱାରା ଛାତ୍ର ଛାତ୍ରୀଙ୍କୁ କ୍ରୀଡା ସାମଗ୍ରୀ ପ୍ରଦାନ
ରାୟଗଡା ରୁ ବୈକୁଣ୍ଠ ଦୁରିଆ - ରାୟଗଡା ଜିଲ୍ଲା କାଶୀପୁର ବ୍ଲକ ଅନ୍ତର୍ଗତ ଶୁଙ୍ଗେର ସ୍ଥିଥ ତ୍ରିନାଥ ଦେବ ଉଛ ବିଦ୍ୟାଳୟ ଠାରେ ମୈତ୍ରୀ ଇନ୍ଫ୍ରା ମାଇନିଂ ଏଲଟିଡି ଚ୍ୟାର୍ମେନ ଶ୍ରୀ ଶ୍ରୀନିବାସ ରାଓଙ୍କ ଦତ୍ତ୍ୱବୋଧନରେ ମୈତ୍ରୀ CSR ର ଆନୁକୂଲ୍ୟରେ ଛାତ୍ର ଛାତ୍ରୀଙ୍କୁ ଟେବୁଲ, ଚ୍ୟାର,…
ଆଜି କୁଚିଣ୍ଡା ପବିତ୍ର ୨୦ ତମ ବାଲିଯାତ୍ରା ପାଇଁ ଶୁଭ ସ୍ତମ୍ଭ ସ୍ଥାପନ
ଜମନକିରା ୧୮/୧୧/୨୩ (ଲିପନ ନାଏକ ) : କୁଚିଣ୍ଡା ବ୍ଲକ ସଇଡା, କୁଣ୍ଡlପୋଷି ଡଙ୍ଗା ଘାଟ ଠାରେ ପୂଜକ ପ୍ରକାଶ ପୁରୋହିତ ଙ୍କ ପୌରlହିତ୍ୟରେ ପୂଜାର୍ଚ୍ଚନା ପରେ ପବିତ୍ର ଶୁଭ ସ୍ତମ୍ଭ ସ୍ଥାପନ କରାଯାଇଛି l ଏହି କାର୍ଯ୍ୟକ୍ରମରେ ସଭାପତି ବିଜୁ ସାହୁ, ସାଧାରଣ ସମ୍ପାଦକ ବିଶ୍ଵନାଥ କଣ୍ଡରା, ଉପ…
ବେଲଗୁଣ୍ଠା ବିଜ୍ଞାନ ମହାବିଦ୍ୟାଳୟରେ ସମନ୍ୱିତ ଯୁବ ବିକାଶ କାର୍ଯ୍ୟକ୍ରମ ଉଦ୍ଘାଟିତ
ବେଲଗୁଣ୍ଠା,-(ଶିବରାମ ଚୌଧୁରୀ )-,ବେଲଗୁଣ୍ଠା ବିଜ୍ଞାନ ମହାବିଦ୍ୟାଳୟରେ ଓଡ଼ିଶା ସରକାରଙ୍କ ଉଚ୍ଚ ଶିକ୍ଷା ବିଭାଗ ତରଫରୁ ସମନ୍ୱିତ ଯୁବ ବିକାଶ କାର୍ଯ୍ୟକ୍ରମ ଉଦ୍ଘାଟିତ ହୋଇଯାଇଛି I ମହାବିଦ୍ୟାଳୟ ଅଧ୍ୟକ୍ଷ ଅଜିତ୍ କୁମାର ପଟ୍ଟନାୟକଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ…
ହାତ ଛାଡି ଶଙ୍ଖ ଫୁଙ୍କିଲେ ଚିରଞ୍ଜିବି ବିଶ୍ୱାଳଂକ ଖାସ ଅନୁଗତ ନାରଣ
ଶତାଧିକ ସମର୍ଥକଙ୍କ ସହ ବିଜେଡିରେ ଯୋଗ ଦେଲେ କଂଗ୍ରେସ ନେତା ନାରାୟଣ ଜେନା
ଭୁବନେଶ୍ୱର, ୧୭/୧୧/୨୦୨୩: କଂଗ୍ରେସ ନେତା ଚିରଞ୍ଜିବି ବିଶ୍ୱାଳଂକ ଖାସ ଅନୁଗତ ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ନିର୍ବାଚନମଣ୍ଡଳୀର କଂଗ୍ରେସ ନେତା ନାରାୟଣ ପ୍ରସାଦ ଜେନାଙ୍କ ସହ ଶତାଧିକ କଂଗ୍ରେସ କର୍ମୀ ଆଜି…
ବେଲଗୁଣ୍ଠା ବିଜେପି ପକ୍ଷରୁ ବିଡ଼ିଓଙ୍କ ଜରିଆରେ ଜିଲ୍ଳାପାଳଙ୍କୁ ଦାବିପତ୍ର
ବେଲଗୁଣ୍ଠା,-(ଶିବରାମ ଚୌଧୁରୀ )-, ଆଜି ବେଲଗୁଣ୍ଠା ବିଜେପି ପକ୍ଷରୁ ବିଭିନ୍ନ ଦାବି ନେଇ ବେଲଗୁଣ୍ଠା ବିଡିଓଙ୍କ ଜରିଆରେ ଗଞ୍ଜାମ ଜିଲ୍ଳାପାଳଙ୍କୁ ଦାବୀପତ୍ର ପ୍ରଦାନ କରାଯାଇଛି I ଆଜି ସକାଳ ଦଶ ଘଣ୍ଟା ସମୟରେ ସୋରଡା ନିର୍ବାଚନମଣ୍ଡଳୀ ବିଜେପି ବିଧାୟକ ପ୍ରାର୍ଥୀ ତଥା ରାଜ୍ୟ କାର୍ଯ୍ୟକାରିଣୀ…
ଯୁବକଙ୍କୁ ଛୁରୀରେ ଆକ୍ରମଣ ; ଅଭିଯୁକ୍ତ କୋର୍ଟଚାଲାଣ
ବେଲଗୁଣ୍ଠା,-(ଶିବରାମ ଚୌଧୁରୀ )-, ଏକ ଆକ୍ରମଣ ଘଟଣାରେ ଆଜି ଗାଙ୍ଗପୁର ପୋଲିସ୍ ଜଣେ ଅଭିଯୁକ୍ତଙ୍କୁ କୋର୍ଟଚାଲାଣ କରିଥିବା ଗାଙ୍ଗପୁର ଭାରପ୍ରାପ୍ତ ଥାନା ଅଧିକାରୀ ଶୁଭ୍ରଜିତ ସାମନ୍ତରାୟ ସୂଚନା ଦେଇଛନ୍ତି I ସୂଚନା ପ୍ରକାରେ ଗାଙ୍ଗପୁର ଥାନା ଅନ୍ତର୍ଗତ ଝରପାରି ଗ୍ରାମର ତୋଫାନ ଗୌଡ଼ ନାମକ…