Sign in
Sign in
Recover your password.
A password will be e-mailed to you.
ଗାଧୋଇବାକୁ ଯାଇ ଦୁଇ ନାବାଳିକା ନିଖୋଜ ।
କେନ୍ଦ୍ରାପଡା:(ଶାସକ ପ୍ରଶାସକ): ପ୍ରଫୁଲ୍ଲ କୁମାର ମଲ୍ଲ- କେନ୍ଦ୍ରାପଡ଼ା ସଦର ଥାନା ଅନ୍ତର୍ଗତ ଡେରାବିଶ ବ୍ଲକ କୁସିଆ ପାଳ ବାବୁରାମ ପାଟଣାରେ ଅଘଟଣ ।ସୂଚନା ମୁତାବକ ଗୋବରୀ ନଦୀକୁ ଦୁଇ ନାବାଳିକା ଗାଧେଇ ବାକୁ ଯାଇଥିବା ବେଳେ ଗୋଡ ଖସି ଯିବାରୁ ବୁଡ଼ିଯାଇଥିଲେ । ସ୍ଥାନୀୟ ଲୋକେ ଜଣେ ନାବାଳକ…
ସଙ୍ଗୀତଧାରା ପକ୍ଷରୁ ଭକ୍ତିସଙ୍ଗୀତ ପ୍ରତିଯୋଗୀତା
ନୟାଗଡ଼,(ଲକ୍ଷ୍ମୀଧର ସାହୁ): ନୟାଗଡ଼ ଜିଲ୍ଲାର ଅଗ୍ରଣୀ ସଙ୍ଗୀତାନୁଷ୍ଠାନ ‘ସଙ୍ଗୀତଧାରା’ ପକ୍ଷରୁ ଜିଲ୍ଲାର ଲୁକ୍କାୟିତ ସଙ୍ଗୀତ ପ୍ରତିଭା ତଥା କଣ୍ଠଶିଳ୍ପୀ ମାନଙ୍କୁ ଲୋକ ଲୋଚନକୁ ଆଣି ସେମାନଙ୍କୁ ଉତ୍ସାହିତ କରିବା ଲକ୍ଷ୍ୟରେ ଏକ ଭକ୍ତି ସଙ୍ଗୀତ ପ୍ରତିଯୋଗୀତା ଆସନ୍ତା ଡିସେମ୍ବର ମାସ ୩ ତାରିଖ…
୨୯ରେ ଜି ଉଦୟଗିରି ଅଧ୍ୟକ୍ଷ ଉପନିର୍ବାଚନ :କାଉନସିଲର ସଂଜୀବ ପାତ୍ରଙ୍କ ଉପରୁ ବିଜେଡି ଉଠାଇଲା ନିଲମ୍ବନ
ଭୁବନେଶ୍ୱର / ଜି ଉଦୟଗିରିରୁ ଅବନୀ ପ୍ରଧାନ : କନ୍ଧମାଳ ଜିଲ୍ଲା ଜି ଉଦୟଗିରି ଏନଏସିର ଅଧ୍ୟକ୍ଷ ପାଦ ପାଇଁ ଉପ ନିର୍ବାଚନ ଚଳିତ ୨୮ ତାରିଖରେ ଅନୁଷ୍ଠିତ ହେବାକୁ ଯାଉଥିବା ବେଲେ ଜି ଉଦୟଗିରି ଏନଏସି କାଉନସିଲର ପି ସଂଜୀବ କୁମାର ପାତ୍ରଙ୍କ ଉପରେ ଲାଗିଥିବା ନିଲମ୍ବନ ଆଦେଶକୁ ବିଜୁ ଜନତା ଦଳ…
ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଗସ୍ତର ସିଧା ପ୍ରସାରଣ….ଦେଖନ୍ତୁ
https://youtu.be/hHZ3h0rgWvc
ବେଲଗୁଣ୍ଠାରେ ବିଧାୟକଙ୍କ ଦ୍ଵାରା ଯୁବ ବିଜେଡ଼ିର ଅସ୍ଥାୟୀ କାର୍ଯ୍ୟାଳୟ ଉଦ୍ଘାଟିତ; ସାଧାରଣ ବୈଠକ
ବେଲଗୁଣ୍ଠା, -(ଶିବରାମ ଚୌଧୁରୀ )-,ଆଜି ସୋରଡ଼ା ବିଧାୟକ ପୂର୍ଣ୍ଣଚନ୍ଦ୍ର ସ୍ଵାଇଁ ବେଲଗୁଣ୍ଠା ଏନ୍ଏସି ରେ ଏକ ଅସ୍ଥାୟୀ ଯୁବ ବିଜେଡ଼ି କାର୍ଯ୍ୟାଳୟ ଉଦ୍ଘାଟନ କରିବା ସହ ଯୁବ ବିଜେଡ଼ି କର୍ମୀଙ୍କୁ ଗୁରୁମନ୍ତ୍ର ପ୍ରଦାନ କରିଛନ୍ତି I ଆଜି ଅପରାହ୍ଣ ବାର ଘଣ୍ଟା ସମୟରେ ସୋରଡା ବିଧାୟକ…
ପ୍ରଜ୍ଞାନ ମିଶନ ତରଫରୁ ଜିଲ୍ଲାସ୍ତରୀୟ ଗୀତା ଆବୃତ୍ତି ପ୍ରତିଯୋଗିତା
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ପ୍ରଜ୍ଞାନ ମିଶନ ଆନୁକୁଲ୍ୟରେ ଶ୍ରୀ ସତ୍ୟସାଇ ବିଦ୍ୟା ବିହାର ପରିସରରେ ଗୀତା ଆବୃତ୍ତି ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ସଂସ୍କୃତ ଶିକ୍ଷକ ହରିଶ୍ଚନ୍ଦ୍ର ସାହୁ , ଅଭିମନ୍ୟୁ ପଣ୍ଡା ଓ ଯମୁନା ରାଇତ ବିଚାରକ ରୂପେ କାର୍ଯ୍ୟ ତୁଲାଇଥିବା ବେଳେ…
ଉତ୍କଳ କଳା ଓ ସଂସ୍କୃତି ପ୍ରତିଷ୍ଠାନ , ଗଜପତି ଶ୍ୟାଖା ଆନୁକୁଲ୍ୟରେ ରାଜ୍ୟ ସ୍ତରୀୟ ଚିତ୍ରାଙ୍କନ ପ୍ରତିଯୋଗିତା
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲାର ବିସ୍ମୟ କାରୁ କଳା ଜାତୀୟ ସ୍ତରରେ ଓଡିଶାର ଆଜି ବହୁ ପ୍ରଶଂଶିତ ବୋଲି ଆଜିର ମୁଖ୍ୟ ଅତିଥି ଉପାନ୍ତପ୍ରହରୀ ପୂର୍ଣ୍ଣଚନ୍ଦ୍ର ମହାପାତ୍ର କହିଥିଲେ। ଗଜପତି ଜିଲ୍ଲାରେ ତିନୋଟି କେନ୍ଦ୍ର ମଧ୍ୟରୁ ପୌରାଞ୍ଚଳର ସରସ୍ଵତୀ ଶିଶୁ…
ନେତାଜୀ ସୁବାଷ ଚନ୍ଦ୍ର ବୋଷ ବସ୍ତିରେ ପ୍ରାଥମିକ ସଂସ୍କାର କାର୍ଯ୍ୟକ୍ରମ
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଆଜିର ଶିଶୁ କାଲିର ଭବିଷ୍ୟତ। ଆମେ ବର୍ତ୍ତମାନ ଶିଶୁମାନଙ୍କ ଉପଯୁକ୍ତ ଯତ୍ନ ସହିତ ସଂସ୍କାରମୂଳକ ଶିକ୍ଷା ଦେବା , ତେବେ ଆମେ ଏକ ସୁନ୍ଦର ଭାରତର ପରିକଳ୍ପନା କରିପାରିବା। ବାଲ୍ ମୁକୁନ୍ଦ କେନ୍ଦ୍ରର ସଂଯୋଜକ ନିତ୍ୟାନନ୍ଦ ଚୌଧୁରୀ ଭ୍ରାମ୍ୟମାଣ କରି…
ନବନିଯୁକ୍ତ ରାଜ୍ୟପାଳ ରଘୁବର ଦାସ ଙ୍କୁ ସାକ୍ଷାତ କଲେ ପୂର୍ବତନ ମନ୍ତ୍ରୀ ତଥା ବିଧାୟକ ପ୍ରତାପ ଜେନା l
(ଭୁବନେଶ୍ୱର-ଶାସକ ପ୍ରଶାସକ) ପୂର୍ବତନ ମନ୍ତ୍ରୀ ତଥା ମାହାଙ୍ଗା ବିଧାୟକ ପ୍ରତାପ ଜେନା ଓଡ଼ିଶାର ନବନିଯୁକ୍ତ ରାଜ୍ୟପାଳ ରଘୁବର ଦାସ ଙ୍କୁ ସାକ୍ଷାତ କରି ଶୁଭେଚ୍ଛା ଜ୍ଞାପନ କରିବା ସହିତ ଓଡ଼ିଶାର ଅଗ୍ରଗତି ଏବଂ ବିକାଶ ନିମନ୍ତେ ଆଲୋଚନା କରିଛନ୍ତି l ସୂଚନାଥାଉକି ଝାଡ଼ଖଣ୍ଡର ପୂର୍ବତନ…
ଦିଲ୍ଲୀ ଦେଖିଲା ଓଡ଼ିଆ ନୃତ୍ୟ ଓ ସଙ୍ଗୀତର ଝଲକ, ବିମୋହିତ ହେଲେ ଦର୍ଶକ
ଭାରତ ଆନ୍ତର୍ଜାତିକ ବାଣିଜ୍ୟ ମେଳାରେ ଓଡିଶା ରାଜ୍ୟ ଦିବସ ପାଳିତ
ନୂଆଦିଲ୍ଲୀ-୧୯.୧୧.୨୦୨୩: ଆଜି ପ୍ରଗତି ମୈଦାନରେ ଭାରତ ଆନ୍ତର୍ଜାତିକ ବାଣିଜ୍ୟ ମେଳାରେ ଅନୁଷ୍ଠିତ ହୋଇଥିଲା ଓଡ଼ିଶା ରାଜ୍ୟ ଦିବସ। ଏହି ଉପଲକ୍ଷେ ଅନୁଷ୍ଠିତ ହୋଇଥିଲା ବହୁବିଧ ସାଂସ୍କୃତିକ କାର୍ଯ୍ୟକ୍ରମ। ଏଥିସହିତ ଓଡ଼ିଶା…