Sign in
Sign in
Recover your password.
A password will be e-mailed to you.
ଝାରବନ୍ଧରେ ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣି : ମୁଖ୍ଯମନ୍ତ୍ରୀ ରିଲିଫ୍ ପାଣ୍ଠିରୁ ତୁରନ୍ତ ସହାୟତା
ଝାରବନ୍ଧ/ମନୋହର ଦାଶ:-ଆଜି ବରଗଡ଼ ଜିଲ୍ଲାର ଝାରବନ୍ଧ ବ୍ଲକରେ ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଏଥିରେ ବରଗଡ଼ ଜିଲ୍ଲାପାଳ ମୋନିଷା ବାନାର୍ଜି, ପଦ୍ମପୁର ଉପଜିଲ୍ଲାପାଳ ଶ୍ରୀ ଆଲୋକ ପଟେଲ, ଭାରପ୍ରାପ୍ତ ମୁଖ୍ଯ କାର୍ଯ୍ଯ ନିର୍ବାହି ଅଧିକାରୀ, ବରଗଡ଼ ଶ୍ରୀ ଫକୀର…
ବୈଜ୍ଞାନିକ ଦୃଷ୍ଟିଭଙ୍ଗୀ ସମାଜ ପାଇଁ ଅତ୍ୟାବଶ୍ୟକ
କୁଚିଣ୍ଡା ମହାବିଦ୍ୟାଳୟରେ ବିଜ୍ଞାନ ମେଳା
ଜମନକିରା /କୁଚିଣ୍ଡା (ଲିପନ ନାୟକ) କୁଚିଣ୍ଡା ମହାବିଦ୍ୟାଳୟର ବିଜ୍ଞାନ ପରିଷଦ ତରଫରୁ ଅଧ୍ୟକ୍ଷା ସୁଚିତ୍ରା ମିଶ୍ରଙ୍କ ଅଧ୍ୟକ୍ଷତା ରେ ବିଜ୍ଞାନ ମେଳା ଅନୁଷ୍ଠିତ ହୋଇଯାଇଛି । ପ୍ରାଧ୍ୟାପକ ଡ଼ଃ ଅମୀୟ କୁମାର ପାତ୍ର ଏବଂ ଡ଼ଃ ସୁମନ୍ତ କୁମାର ପଟେଲ…
ଆଦିବାସୀଙ୍କୁ ଭୂମିହୀନ କରିବା ପାଇଁ ରାଜ୍ୟ ସରକାର ଷଡଯନ୍ତ୍ର କରୁଛନ୍ତି: ମୋହନ ମାଝୀ
ଆଦିବାସୀଙ୍କ ଜମି ବିକ୍ରି ନେଇ କ୍ୟାବିନେଟ୍ ନିଷ୍ପତି ପ୍ରସଙ୍ଗରେ ସାମ୍ବାଦିକ ସମ୍ମିଳନୀ
ବିଶ୍ୱାସଘାତକତା କରି ଆଦିବାସୀମାନଙ୍କ ଜମିକୁ ଚଂଚକତାପୂର୍ଣ୍ଣ ଭାବେ ହଡପ୍ କରିବାର ସୁଚିନ୍ତିତ ଯୋଜନା କରିଛନ୍ତି ରାଜ୍ୟ ସରକାର
ରାଜ୍ୟ ସରକାର ଜନବିରୋଧୀ ସହ ଆଦିବାସୀବିରୋଧୀ ବୋଲି…
ବିଜେପୁରରେ ଯୁବ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମ ଅନୁଷ୍ଠିତ l
ପଦ୍ମପୁର /ବିଜେପୁର :- ବିଜେପୁର ମହାବିଦ୍ୟାଳୟ ରେ ଯୁବ ଓଡିଶା ନବୀନ ଓଡିଶା ପରିପ୍ରେକ୍ଷୀରେ କ୍ରୀଡା କାର୍ଯ୍ୟକ୍ରମ ଉଦଘାଟିତ ହୋଇଛି l ଦୀର୍ଘ ସାତଦିନ ଧରି ଅନୁଷ୍ଠିତ ହେବାକୁ ଥିବା ଏହି କାର୍ଯ୍ୟକ୍ରମ ମହାବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀଯୁକ୍ତ ପ୍ରଦୀପ କୁମାର ମିଶ୍ରଙ୍କ ସଭାପତିତ୍ୱରେ ଉଦଘାଟିତ…
ମାଁ ଶ୍ୟାମାକାଳୀ ପୂଜା ଧୂମଧାମରେ ଚାଲିଛି
https://youtu.be/-X7fyL60eRI
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସହରର ମାଁ ଶ୍ୟାମାକାଳୀ ମନ୍ଦିରରେ ଦୀପାବଳି ଠାରୁ ମାଁ ଙ୍କ ପୂଜାର୍ଚ୍ଚନା ଧୂମଧାମରେ ଚାଲିଛି। ଏହି ପୂଜା ଦୀପାବଳି ଠାରୁ ଆରମ୍ଭ ହୋଇ ଦୀର୍ଘ ୧୧ ଦିନ ପର୍ଯ୍ୟନ୍ତ…
ଗାଧୋଇବାକୁ ଯାଇ ଦୁଇ ନାବାଳିକା ନିଖୋଜ ।
କେନ୍ଦ୍ରାପଡା:(ଶାସକ ପ୍ରଶାସକ): ପ୍ରଫୁଲ୍ଲ କୁମାର ମଲ୍ଲ- କେନ୍ଦ୍ରାପଡ଼ା ସଦର ଥାନା ଅନ୍ତର୍ଗତ ଡେରାବିଶ ବ୍ଲକ କୁସିଆ ପାଳ ବାବୁରାମ ପାଟଣାରେ ଅଘଟଣ ।ସୂଚନା ମୁତାବକ ଗୋବରୀ ନଦୀକୁ ଦୁଇ ନାବାଳିକା ଗାଧେଇ ବାକୁ ଯାଇଥିବା ବେଳେ ଗୋଡ ଖସି ଯିବାରୁ ବୁଡ଼ିଯାଇଥିଲେ । ସ୍ଥାନୀୟ ଲୋକେ ଜଣେ ନାବାଳକ…
ସଙ୍ଗୀତଧାରା ପକ୍ଷରୁ ଭକ୍ତିସଙ୍ଗୀତ ପ୍ରତିଯୋଗୀତା
ନୟାଗଡ଼,(ଲକ୍ଷ୍ମୀଧର ସାହୁ): ନୟାଗଡ଼ ଜିଲ୍ଲାର ଅଗ୍ରଣୀ ସଙ୍ଗୀତାନୁଷ୍ଠାନ ‘ସଙ୍ଗୀତଧାରା’ ପକ୍ଷରୁ ଜିଲ୍ଲାର ଲୁକ୍କାୟିତ ସଙ୍ଗୀତ ପ୍ରତିଭା ତଥା କଣ୍ଠଶିଳ୍ପୀ ମାନଙ୍କୁ ଲୋକ ଲୋଚନକୁ ଆଣି ସେମାନଙ୍କୁ ଉତ୍ସାହିତ କରିବା ଲକ୍ଷ୍ୟରେ ଏକ ଭକ୍ତି ସଙ୍ଗୀତ ପ୍ରତିଯୋଗୀତା ଆସନ୍ତା ଡିସେମ୍ବର ମାସ ୩ ତାରିଖ…
୨୯ରେ ଜି ଉଦୟଗିରି ଅଧ୍ୟକ୍ଷ ଉପନିର୍ବାଚନ :କାଉନସିଲର ସଂଜୀବ ପାତ୍ରଙ୍କ ଉପରୁ ବିଜେଡି ଉଠାଇଲା ନିଲମ୍ବନ
ଭୁବନେଶ୍ୱର / ଜି ଉଦୟଗିରିରୁ ଅବନୀ ପ୍ରଧାନ : କନ୍ଧମାଳ ଜିଲ୍ଲା ଜି ଉଦୟଗିରି ଏନଏସିର ଅଧ୍ୟକ୍ଷ ପାଦ ପାଇଁ ଉପ ନିର୍ବାଚନ ଚଳିତ ୨୮ ତାରିଖରେ ଅନୁଷ୍ଠିତ ହେବାକୁ ଯାଉଥିବା ବେଲେ ଜି ଉଦୟଗିରି ଏନଏସି କାଉନସିଲର ପି ସଂଜୀବ କୁମାର ପାତ୍ରଙ୍କ ଉପରେ ଲାଗିଥିବା ନିଲମ୍ବନ ଆଦେଶକୁ ବିଜୁ ଜନତା ଦଳ…
ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଗସ୍ତର ସିଧା ପ୍ରସାରଣ….ଦେଖନ୍ତୁ
https://youtu.be/hHZ3h0rgWvc
ବେଲଗୁଣ୍ଠାରେ ବିଧାୟକଙ୍କ ଦ୍ଵାରା ଯୁବ ବିଜେଡ଼ିର ଅସ୍ଥାୟୀ କାର୍ଯ୍ୟାଳୟ ଉଦ୍ଘାଟିତ; ସାଧାରଣ ବୈଠକ
ବେଲଗୁଣ୍ଠା, -(ଶିବରାମ ଚୌଧୁରୀ )-,ଆଜି ସୋରଡ଼ା ବିଧାୟକ ପୂର୍ଣ୍ଣଚନ୍ଦ୍ର ସ୍ଵାଇଁ ବେଲଗୁଣ୍ଠା ଏନ୍ଏସି ରେ ଏକ ଅସ୍ଥାୟୀ ଯୁବ ବିଜେଡ଼ି କାର୍ଯ୍ୟାଳୟ ଉଦ୍ଘାଟନ କରିବା ସହ ଯୁବ ବିଜେଡ଼ି କର୍ମୀଙ୍କୁ ଗୁରୁମନ୍ତ୍ର ପ୍ରଦାନ କରିଛନ୍ତି I ଆଜି ଅପରାହ୍ଣ ବାର ଘଣ୍ଟା ସମୟରେ ସୋରଡା ବିଧାୟକ…