ପାଇକମାଳରେ କୋସଲ ମହାବନ୍ଦର ପ୍ରଭାବ

କୋସଲ ରାଜ୍ୟ ସମନ୍ବୟ ସମିତି ର ଡାକରାରେ  କୋସଲ ମହାବନ୍ଦର ମହା ପ୍ରଭାବ ଦେଖିବାକୁ ମିଳିଛି ବରଗଡ଼ ଜିଲ୍ଲାର ପାଇକମାଳ ଠାରେ । ପାଇକମାଳ ମୁଖ୍ୟ ଛକରେ ଆଜି ସକାଳ ଛଅ ଟାରୁ ମହାବନ୍ଦ ପାଳନ ଆରମ୍ଭ କରିଥିଲା କୋସଲ ସେନା । ଏହି ବନ୍ଦ ପାଳନରେ ଜୟ କିଶାନ ଆନ୍ଦୋଳନ ,ପାଇକମାଳ ଶାଖା , କୋସଲ ସେନା…

ଜଗତସିଂହପୁର ଠାରେ ଜିଲ୍ଲା ସ୍ତରୀୟ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମେଳା ଉଦଯାପିତ

ଜଗତସିଂହପୁର,ତା-୧୮.୧୧.୨୦୨୩/ସୁମନ୍ତ କୁମାର ଦାସ: ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ପଡିଆ ଠାରେ ଦୁଇ ଦିନ ବ୍ୟାପି ଆୟୋଜିତ ହୋଇଥିବା ଜିଲ୍ଲା ସ୍ତରୀୟ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମେଳା ଉଦଯାପିତ ହୋଇଯାଇଛି। ଦୁଇ ଦିନ ଧରି ଅନୁଷ୍ଠିତ ହେଉଥିବା ଏହି ମେଳାର ଦ୍ଵିତୀୟ ଦିନଟି ୭୨ ତମ ଗୋ ସମ୍ବର୍ଧନା…

ଜଗତସିଂହପୁର ଠାରେ ଜିଲ୍ଲା ସ୍ତରୀୟ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମେଳା ଉଦଯାପିତ

ଜଗତସିଂହପୁର,ତା-୧୮.୧୧.୨୦୨୩/ସୁମନ୍ତ କୁମାର ଦାସ: ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ପଡିଆ ଠାରେ ଦୁଇ ଦିନ ବ୍ୟାପି ଆୟୋଜିତ ହୋଇଥିବା ଜିଲ୍ଲା ସ୍ତରୀୟ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମେଳା ଉଦଯାପିତ ହୋଇଯାଇଛି। ଦୁଇ ଦିନ ଧରି ଅନୁଷ୍ଠିତ ହେଉଥିବା ଏହି ମେଳାର ଦ୍ଵିତୀୟ ଦିନଟି ୭୨ ତମ ଗୋ ସମ୍ବର୍ଧନା…

ସମବାୟ ସପ୍ତାହ ପାଳନ ଅବସରରେ ଜିଲ୍ଲା ସ୍ତରୀୟ ମହୋତ୍ସବ ଅନୁଷ୍ଠିତ

ଜଗତସିଂହପୁର,ତା-୧୮.୧୧.୨୦୨୩/ସୁମନ୍ତ କୁମାର ଦାସ:70 ତମ ସର୍ବଭାରତୀୟ ସମବାୟ ସପ୍ତାହ 2023 ନଭେମ୍ବର 14 ରୁ 20 ତାରିଖ ପର୍ଯ୍ୟନ୍ତ ପାଳନ କରାଯାଉଛି। ଏହି ଅବସରରେ ଜିଲ୍ଲା ସ୍ତରୀୟ ସମବାୟ ମହୋତ୍ସବ ସ୍ଥାନୀୟ ସଂସ୍କୃତି ଭବନ ଠାରେ, ଅତିରିକ୍ତ ଜିଲ୍ଲାପାଳ ଶ୍ରୀମତୀ ଚିନ୍ମୟୀ ବିଶ୍ଵାଳ ଙ୍କ…

ବିଜେପି ହଟାଅ ଦେଶ ବଞ୍ଚାଅ, ଗଣତନ୍ତ୍ର ବଞ୍ଚାଅ

ସିପିଆଇ (ଏମ୍ଏଲ) ଲିବରେସନ ତରଫରୁ  ଜନ ଆକ୍ରୋଶ ସମାବେଶ ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି : ଚଳିତ ମାସ 18 11 2023 ତାରିଖ ଦିନ ସିପିଆଇ (ଏମ୍ଏଲ) ଲିବରେସନ ତରଫରୁ ଗୁଣପୁର ବାଇପାସ୍ ଛକ ନିକଟରେ ଥିବା ନାଗଭୂଷଣ ପଟ୍ଟନାୟକଙ୍କ ପତି ମୂର୍ତ୍ତିକୁ ପୁଷ୍ପ ମାଲ୍ୟାର୍ପଣ କରିବା ପରେ (ଜନ…

ସାମାଜିକ କର୍ମୀ ପ୍ରଫୁଲ୍ଲ କୁମାର ମହାପାତ୍ର ଙ୍କ ପୁତ୍ର ଓଡ଼ିଆ ଛାତ୍ର ପ୍ରଦୀପ ଦିଲ୍ଲୀରେ ପୁରସ୍କୃତ l

(ନିଶ୍ଚିନ୍ତକୋଇଲି-ଶାସକ ପ୍ରଶାସକ): ନିଶ୍ଚିନ୍ତକୋଇଲି ବ୍ଲକ କେନ୍ଦୁପାଟଣା ପଞ୍ଚାୟତ ରିସୋ ଗ୍ରାମର ସାମାଜିକ କର୍ମୀ ପ୍ରଫୁଲ୍ଲ କୁମାର ମହାପାତ୍ରଙ୍କ କନିଷ୍ଠ ପୁତ୍ର ପ୍ରଦୀପ କୁମାର ମହାପାତ୍ର ନୂଆଦିଲ୍ଲୀରେ ଥିବା ମହାଲେଖା ନିୟନ୍ତ୍ରକ ତଥା ମହାସମୀକ୍ଷକ କାର୍ଯ୍ୟାଳୟ ପକ୍ଷରୁ ପୁରସ୍କୃତ…

ପାଚିକା ସହାୟିକା ସଂଘ ପକ୍ଷରୁ ବିଭିନ୍ନ ଦାବି ନେଇ ବିଇଓ କାର୍ଯ୍ୟାଳୟରେ ବିକ୍ଷୋଭ

 (ନିଶ୍ଚିନ୍ତକୋଇଲି - ଶାସକ ପ୍ରଶାସକ): ବିଦ୍ୟାଳୟରେ ମଧ୍ୟାହ୍ନ ଭୋଜନ ପ୍ରସ୍ତୁତିରେ ନିୟୋଜିତ ହୋଇଥିବା ପାଚିକା-ସହାୟକ ସଂଘ ପକ୍ଷରୁ ପାରିଶ୍ରମିକ ବୃଦ୍ଧି ଓ ଅନ୍ୟାନ୍ୟ ନ୍ୟାୟ ସଙ୍ଗତ ଦାବି ନେଇ ନିଶ୍ଚିନ୍ତକୋଇଲି ମଣ୍ଡଳ ଶିକ୍ଷାଧିକାରୀ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି…

ଜାତୀୟ ଶିକ୍ଷାନୀତି ଆଧାରିତ ଆଲୋଚନା ଚକ୍ର

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ପରିସର ମଧ୍ୟରେ ଜାତୀୟ ଶିକ୍ଷାନୀତି (NEP- 2020)ରେ ପ୍ରସ୍ତାବିତ ମୌଳିକ ସାକ୍ଷରତା ଓ ସଂଖ୍ୟା ଜ୍ଞାନ (FOUNDATIONAL LITERACY AND NUMERACY) ସମ୍ବନ୍ଧୀୟ…

ଶ୍ରୀକୃଷ୍ଣଚନ୍ଦ୍ର ଗଜପତି ସ୍ୱୟଂଶାସିତ ମହାବିଦ୍ୟାଳୟରେ ଜାତୀୟ ସେମିନାର ଅନୁଷ୍ଠିତ

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଶ୍ରୀକୃଷ୍ଣଚନ୍ଦ୍ର ଗଜପତି ସ୍ୱୟଂଶାସିତ ମହାବିଦ୍ୟାଳୟରେ ଦୁଇଦିନିଆ ସେମିନାର ଅନୁଷ୍ଠିତ ହୋଇଯାଇଛି। ଓଡିଆ , ତେଲୁଗୁ , ହିନ୍ଦି , ଇଂରାଜୀ , ସଂସ୍କୃତ ଭାଷାରେ ବିଭିନ୍ନ ଲୋକ ସଂସ୍କୃତି…

ଏରସମା ଠାରେ ପ୍ରଥମ ଗ୍ରାମୀଣ ଶିଳ୍ପ ଉଦ୍ୟାନ ଉଦଘାଟିତ

ଜଗତସିଂହପୁର,ତା-୧୮.୧୧.୨୦୨୩/ସୁମନ୍ତ କୁମାର ଦାସ: ଜଗତସିଂହପୁର ଗତକାଲି ଏରସମା ବ୍ଲକର କୃଷ୍ଣଚନ୍ଦ୍ରପୁର ପଞ୍ଚାୟତରେ ବାଲିକୁଦା-ଏରସମା ର ବିଧାୟକ ଶ୍ରୀ ରଘୁନନ୍ଦନ ଦାସଙ୍କ ଦ୍ୱାରା ଜିଲ୍ଲାର ପ୍ରଥମ ଗ୍ରାମୀଣ ଶିଳ୍ପ ଉଦ୍ୟାନ ଉଦଘାଟିତ ହୋଇଯାଇଛି। ଏହି କାର୍ଯକ୍ରମ ରେ ଜିଲ୍ଲା ପରିଷଦ ର ମୁଖ୍ୟ…