Sign in
Sign in
Recover your password.
A password will be e-mailed to you.
ଏନଏସଇ କ୍ରୁଡ ଅଏଲ ଅପ୍ସନ୍ସର ଉଲ୍ଲେଖନୀୟ ପ୍ରଦର୍ଶନ
ଭୁବନେଶ୍ୱର: ନ୍ୟାଶନାଲ ଷ୍ଟକ୍ ଏକ୍ସଚେଞ୍ଜ ଅଫ୍ ଇଣ୍ଡିଆ (ଏନଏସଇ) ପକ୍ଷରୁ ଘୋଷଣା କରାଯାଇଛି ଯେ, ଏହାର କ୍ରୁଡ ଅଏଲ ଅପ୍ସନ୍ସ ଉଲ୍ଲେଖନୀୟ ପ୍ରଦର୍ଶନ କରିଛଇ । ଯାହାକି ଗତ ଜୁଲାଇ ୯ ତାରିଖ ୨୦୨୬ରେ ୨୦୦୬.୪୯ କୋଟି ଟଙ୍କାର ଦୈନିକ ପ୍ରିମିୟମ କାରବାର, ୪୭,୩୩,୮୬୨ଟି ଚୁକ୍ତି ସଂଖ୍ୟା ଓ…
ସୋଆରେ ଆଇଏନଏଇ ଟେକ୍ନୋଲୋଜି କନ୍କ୍ଲେଭ : ସ୍ୱଦେଶୀ ପ୍ରଯୁକ୍ତିବିଦ୍ୟାର ବିକାଶ ଉପରେ ଗୁରୁତ୍ୱାରୋପ
ଭୁବନେଶ୍ୱର, ଜୁଲାଇ ୧୧: ଦେଶର ଶିଳ୍ପ ଓ ଅର୍ଥନୈତିକ ବିକାଶକୁ ଗତିଶୀଳ କରିବା ପାଇଁ ସ୍ୱଦେଶୀ ପ୍ରଯୁକ୍ତିବିଦ୍ୟାର ବିକାଶ ଅପରିହାର୍ଯ୍ୟ ବୋଲି ଶନିବାର ଶିକ୍ଷା \'ଓ\' ଅନୁସନ୍ଧାନ (ସୋଆ) ବିଶ୍ୱବିଦ୍ୟାଳୟ ପରିସରରେ ଉଦ୍ଘାଟିତ ହୋଇଥିବା ଭାରତୀୟ ଜାତୀୟ ଯାନ୍ତ୍ରିକ ଏକାଡେମୀ (ଆଇଏନଏଇ) ପକ୍ଷରୁ…
ରତିକାନ୍ତ ପ୍ରଧାନ ଭଦ୍ରକ ଜିଲ୍ଲା ଯୁବ ବିଜେଡି ଉପ ସଭାପତି
ଘୋଷଣା କଲେ ଭଦ୍ରକ ଜିଲ୍ଲା ଯୁବ ବିଜେଡି ସଭାପତି ରାକେଶ ପଣ୍ତା
ବାସୁଦେବପୁର - ଭଦ୍ରକ ଜିଲ୍ଲା ବାସୁଦେବପୁର ରେ ଯୁବ ସମାଜ ସେବୀ ରତିକାନ୍ତ ପ୍ରଧାନ ଙ୍କୁ ଭଦ୍ରକ ଜିଲ୍ଲା ଯୁବ ବିଜେଡି ପକ୍ଷ ରୁ ଜିଲ୍ଲା ଯୁବ ବିଜେଡି ଉପ ସଭାପତି ଭାବରେ ଘୋଷଣା କରାଯାଇଛି। ଜିଲ୍ଲା ଯୁବ ବିଜେଡ଼ି ସଭାପତି…
ବିଶ୍ୱ ଜନ ସଂଖ୍ୟା ଦିବସରେ ରାଜ୍ୟରୁ କେନ୍ଦ୍ରାପଡା ଜିଲ୍ଲା ସମ୍ବର୍ଦ୍ଧିତ ।
କେନ୍ଦ୍ରାପଡା:୧୧.୦୭(ପ୍ରଫୁଲ୍ଲ କୁମାର ମଲ୍ଲ) ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ, ଓଡ଼ିଶା ଦ୍ଵାରା ଆୟୋଜିତ " ବିଶ୍ୱ ଜନ ସଂଖ୍ୟା ଦିବସ- ୨୦୨୬" ଭୁବନେଶ୍ୱର ସ୍ଥିତ କୃଷି ଭବନ ଠାରେ ଆୟୋଜିତ ହୋଇଥିଲା l ଏହି ଦିବସରେ ରାଜ୍ୟ ସ୍ତରରେ କେନ୍ଦ୍ରାପଡା ଜିଲ୍ଲା ପରିବାର ନିୟୋଜନ…
ବାଲେଶ୍ୱର ଜିଲ୍ଲା ସ୍ଵାସ୍ଥ୍ୟ ସମିତି ଆନୁକୁଲ୍ୟରେ ବିଶ୍ୱ ଜନସଂଖ୍ୟା ଦିବସ
ବାଲେଶ୍ୱର : ବାଲେଶ୍ୱର ଜିଲ୍ଲା ସ୍ଵାସ୍ଥ୍ୟ ସମିତି ଆନୁକୁଲ୍ୟରେ ବିଶ୍ୱ ଜନସଂଖ୍ୟା ଦିବସ ପାଳନ କରାଯାଇଛି | ଜିଲ୍ଲା ତାଲିମ କେନ୍ଦ୍ର କକ୍ଷରେ ଶୁଭ ଉଦଘାଟନ ସମାରୋହ ଆୟୋଜିତ ହୋଇଥିଲା। ଚଳିତ ବର୍ଷର ବିଷବସ୍ତୁ - "ପିଲାଙ୍କ ଜନ୍ମରେ ରଖନ୍ତୁ ଉଚିତ ବ୍ୟବଧାନ, ସୁସ୍ଥ ଏବଂ ସୁଖୀ ହେବ ପାରିବାରିକ…
ଅଚିହ୍ନା ଯୁବକ ର ଶବ ରେଳ ଧାରଣା ରୁ ଉଦ୍ଧାର।
ବ୍ରହ୍ମପୁର: ବ୍ରହ୍ମପୁର ରେଳଷ୍ଟେସନ ତଥା ଜେଲ୍ ପାଚେରୀ କଡ ରେଳ ଧାରଣାରୁ ଜଣେ ଯୁବକ ର କ୍ଷତବିକ୍ଷତ ଶବକୁ ରେଳବାଇ ପୋଲିସ୍ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ବ୍ରହ୍ମପୁର ବଡ଼ ଡ଼ାକ୍ତରଖାନାକୁ ପଠାଇଛନ୍ତି। ମିଳିଥିବା ଶବ ଜଣେ ଅଚିହ୍ନା ଯୁବକ ର ଓ କୌଣସି ଚଳନ୍ତା ଟ୍ରେନ ଉପରକୁ ଡେଇଁ ଆତ୍ମହତ୍ୟା…
ଅର୍ବାନ ଚ୍ୟାଲେଞ୍ଜ ଫଣ୍ଡ ଅଧୀନରେ ସହରାଞ୍ଚଳ ଭିତ୍ତିଭୂମି ବିକାଶକୁ ତ୍ୱରାନ୍ୱିତ କରିବା ପାଇଁ ହୁଡକୋ ସହ ଓଡ଼ିଶାର…
ପୌରସଂସ୍ଥା ଓ ଉନ୍ନୟନ କର୍ତ୍ତୃପକ୍ଷମାନଙ୍କ ପାଇଁ କ୍ଷମତା ବିକାଶ କର୍ମଶାଳା ଆୟୋଜିତ
ଭୁବନେଶ୍ୱର, ୧୧ ଜୁଲାଇ ୨୦୨୬: ଓଡ଼ିଶାର ସହରାଞ୍ଚଳ ଭିତ୍ତିଭୂମି ବିକାଶକୁ ଅଧିକ ଗତିଶୀଳ କରିବା ଏବଂ ସହରାଞ୍ଚଳ ସ୍ଥାନୀୟ ନିକାୟ (ULBs) ଓ ଉନ୍ନୟନ କର୍ତ୍ତୃପକ୍ଷମାନଙ୍କର ଦକ୍ଷତା ବୃଦ୍ଧି କରିବା…
ଓଡ଼ିଶାରେ ସ୍ଵଳ୍ପ-କାର୍ବନ ନିର୍ମାଣ ପାଇଁ ‘ସେଣ୍ଟର ଅଫ୍ ଏକ୍ସଲେନ୍ସ’ ପ୍ରତିଷ୍ଠା ନିମନ୍ତେ ବୁଝାମଣା…
ଭୁବନେଶ୍ୱର, ୧୧ ଜୁଲାଇ ୨୦୨୬: ସ୍ଥାୟୀ ସହରୀକରଣ ଏବଂ ଜଳବାୟୁ-ସହନଶୀଳ ଭିତ୍ତିଭୂମିକୁ ପ୍ରୋତ୍ସାହିତ କରିବା ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ସ୍ଵରୂପ, ଆଜି ଓଡ଼ିଶା ସରକାରଙ୍କ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ଆନୁକୂଲ୍ୟରେ ‘ସେଣ୍ଟର ଅଫ୍ ଏକ୍ସଲେନ୍ସ ଅନ୍ ଲୋ କାର୍ବନ କନ୍ସଟ୍ରକ୍ସନ…
ମିଥ୍ୟା ମାମଲାରେ କଂଗ୍ରେସ କର୍ମୀଙ୍କୁ ଜେଲ ପଠାଇବା ଅଭିଯୋଗ; ଏସପି ଅଫିସ ଘେରିଲା ପୁରୀ କଂଗ୍ରେସ
ପୁରୀ, ୧୦/୭: ଯୁବ କଂଗ୍ରେସ ନେତା ଅବିନାଶ ମିଶ୍ର ଓ ରାମଚନ୍ଦ୍ର ସାହୁଙ୍କୁ ମିଥ୍ୟା ମାମଲାରେ ଫସାଇଛି ପୋଲିସ । ଖାଲି ସେତିକିନୁହେଁ, ହତ୍ୟା ଉଦ୍ୟମ ଭଳି ସଙ୍ଗୀନ ଦଫା ଲଗାଇ ଯୁବନେତା ଅବିନାଶ ଙ୍କୁ ଜେଲକୁ ପଠାଯାଇଥିବା ଅଭିଯୋଗ କରିଛି କଂଗ୍ରେସ। ଶୁକ୍ରବାର ପୁରୀ ଜିଲ୍ଲା କଂଗ୍ରେସ କମିଟି…
ପାଇକମାଳ ହାଇସ୍କୁଲ ରେ ଅଭିଭାବକ ବୈଠକ ଅନୁଷ୍ଠିତ
ପଦ୍ମପୁର:- ପାଇକମାଳ ସରକାରୀ ଉଚ୍ଚ ବିଦ୍ୟାଳୟରେ ଅଭିଭାବକ ବୈଠକ ପ୍ରଧାନ ଶିକ୍ଷକ ଜ୍ୟୋତିର୍ମୟୀ ପଟ୍ଟନାୟକ ଙ୍କ ଅଧ୍ୟକ୍ଷତାରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ସର୍ବ ପ୍ରଥମେ ମୁଖ୍ୟ ଅତିଥି ଭାବେ ଏ.ବି.ଇ.ଓ ରାଧେଶ୍ୟାମ ମେହେର,ଚକାମନ ସୁନା,ସି. ଆର.ସି.ସି ରଞ୍ଜନ ବାଗ,ପ୍ରଫୁଲ୍ଲ କୁମାର…