ଗଜପତିର ସମାଜସେବୀ ମମତା ପାଢୀ ରାଜ୍ଯସ୍ତରରେ ସମ୍ମାନିତ ହେଲେ

 ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ସମ୍ୱାଦପତ୍ର "ତୀକ୍ଷ୍ଣ ଦୃଷ୍ଟି" ଦ୍ୱାରା ଆୟୋଜିତ ଭବ୍ୟ ସମାରୋହରେ ଗଜପତି ଜିଲ୍ଲା ଗୋଷାଣି ବ୍ଲକର ଗୁରାଣ୍ଡି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଜନସ୍ୱାସ୍ଥ୍ୟ ସମ୍ପ୍ରସାରଣ ଅଧିକାରୀ ତଥା ମହିଳା ସମାଜସେବୀ ମମତା ପାଢୀ ଭୂବନେଶ୍ୱର ସ୍ଥିତ…

ମାଲକାନଗିରିରେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଙ୍କ ପାଇଁ ଆରମ୍ଭ ହେବ ଉଚ୍ଚତର ସିଲେଇ ତାଲିମ

ମାଲକାନଗିରି ରୁ ସୁରେନ୍ଦ୍ର କୁମାର ବେମାଳ: ମାଲକାନଗିରି ଜିଲ୍ଲାପାଳ ଓ ଜିଲ୍ଲା ମାଜିଷ୍ଟ୍ରେଟ୍‌ ପ୍ରଥମେଶ ଅରବିନ୍ଦ ରାଜଶିର୍କେଙ୍କ ନିର୍ଦ୍ଦେଶକ୍ରମେ ଜିଲ୍ଲାରେ ଦକ୍ଷତା ବିକାଶ କାର୍ଯ୍ୟକ୍ରମକୁ ଅଧିକ ବ୍ୟାପକ ଓ ସୁଦୃଢ଼ କରାଯାଉଛି। ଜିଲ୍ଲା ପ୍ରଶାସନର ସ୍ୱତନ୍ତ୍ର ନେତୃତ୍ୱରେ ଗ୍ରାମାଞ୍ଚଳର…

ଚୋରି ସୁନା ଜବତ ସହ ଜଣକୁ ଗିରଫ କଲା ମାଲକାନାଗିରି ପୋଲିସ ।

ମାଲକାନଗିରି ରୁ ସୁରେନ୍ଦ୍ର କୁମାର ବେମାଳ:  ମାଲକାନଗିରି କେନାଲ କଲୋନିର ପଦ୍ମାବତୀ ଜେନାଙ୍କ ଘରୁ ଚାଳିତ ବର୍ଷ ଫେବ୍ରୁଆରି ୨୪ ତାରିଖରେ ସୁନା ଅଳଙ୍କାର ସହ ନଗଦ ଟଙ୍କା ଚୋରି ହୋଇଥିବା ନେଇ ମାଲକାନଗିରି ଥାନାରେ ଏତଲା ହୋଇଥିଲା। ଏହାପରେ ପୁଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା…

ରଥଯାତ୍ରା ଅବସରରେ ଡାକ ବିଭାଗର ଅଭିନବ ପ୍ରୟାସ: ଭଞ୍ଜନଗର ସେଣ୍ଟ ଆନ୍ସ୍ ସ୍କୁଲରେ ଆୟୋଜିତ ହୋଇଛି‘ଇ-ପୋଷ୍ଟ ଓ ପାର୍ସଲ…

​ଛାତ୍ରଛାତ୍ରୀଙ୍କ ହାତତିଆରି ଉପହାର ଓ ଶୁଭେଚ୍ଛା ପତ୍ର ପୋଷ୍ଟ ଅଫିସ ଜରିଆରେ ପହଞ୍ଚିବ ପିତାମାତାଙ୍କ ପାଖରେ; "ରଥଯାତ୍ରାର ପବିତ୍ର ଅବସରରେ ଭଞ୍ଜନଗର ସେଣ୍ଟ ଆନ୍ ସ୍କୁଲର ଛାତ୍ରଛାତ୍ରୀମାନେ ଡାକ ବିଭାଗ ସହ ମିଶି ନିଜ ପିତାମାତାଙ୍କ ପାଇଁ ପ୍ରସ୍ତୁତ କରୁଛନ୍ତି ସ୍ୱତନ୍ତ୍ର…

ସାମର୍ଥର ସମ୍ପାଦକ ସନ୍ତୋଷ କୁମାର ମହାରଣା ରାଜ୍ୟସ୍ତରରେ ଶ୍ରେଷ୍ଠ ଭିନ୍ନକ୍ଷମ ସ୍ୱେଚ୍ଛାସେବୀ ଭାବେ ସମ୍ମାନିତ

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ସାମର୍ଥ ଭିନ୍ନକ୍ଷମ ଅନୁଷ୍ଠାନର ସମ୍ପାଦକ ସନ୍ତୋଷ କୁମାର ମହାରଣା ରାଜ୍ଯ ସ୍ତରରେ ସମ୍ମାନିତ ହୋଇଛନ୍ତି। ଭୁବନେଶ୍ୱରରେ ଓ୍ୱିଫର୍ ୟୁ ଦ୍ୱାରା ଆୟୋଜିତ ଏବଂ ଦକ୍ଷିଣ ଓଡିଶା ଭିନ୍ନକ୍ଷମ ସାମ୍ମୁଖ୍ୟ ସହଯୋଗରେ ଅନୁଷ୍ଠିତ ଏହି…

ରଥ ନିର୍ମାଣ ସମୀକ୍ଷା କଲେ ବିଧାୟକ ରୁପେଶ ପାଣିଗ୍ରାହୀ

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ରେ ହେବାକୁ ଥିବା ରଥଯାତ୍ରା ପୂର୍ବରୁ ରଥ ନିର୍ମାଣ କିଭଳି ନିର୍ମାଣ ଚାଲିଛି ତାର ତଦାରଖ କଲେ ବିଧାୟକ ପାରଳାଖେମୁଣ୍ଡି ବିଧାୟକ ରୁପେଶ ପାଣିଗ୍ରାହୀ। ଆଜି ବିଧାୟକ ଜଗନ୍ନାଥ ମନ୍ଦିର ପହଞ୍ଚି ଜଗତର ନାଥ ଜଗନ୍ନାଥ…

ମହେନ୍ଦ୍ରଗିରି ହାଇସ୍କୁଲରେ ୩ ଶିକ୍ଷକ/ଶିକ୍ଷୟତ୍ରୀଙ୍କୁ ବିଦାୟକାଳୀନ ସମ୍ୱର୍ଦ୍ଧନା

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ସ୍ଥାନୀୟ ମହେନ୍ଦ୍ରଗିରି ଉଚ୍ଚ ବିଦ୍ୟାଳୟଠାରେ ୩ ଜଣ ଶିକ୍ଷକ ଓ ଶିକ୍ଷୟତ୍ରୀଙ୍କୁ ବିଦାୟ କାଳୀନ ସମ୍ୱର୍ଦ୍ଧନା ଜ୍ଞାପନ କରାଯାଇଛି। ବିଦ୍ୟାଳୟର ପ୍ରଧାନଶିକ୍ଷକ ପୂର୍ଣ୍ଣଚନ୍ଦ୍ର ପ୍ରଧାନଙ୍କ ଅଧ୍ଯକ୍ଷତାରେ ଅନୁଷ୍ଠିତ ଏହି ସମାବେଶରେ ୨ ପୌରପରିଷଦର…

ଏନଏସଇ କ୍ରୁଡ ଅଏଲ ଅପ୍‌ସନ୍ସର ଉଲ୍ଲେଖନୀୟ ପ୍ରଦର୍ଶନ

ଭୁବନେଶ୍ୱର: ନ୍ୟାଶନାଲ ଷ୍ଟକ୍ ଏକ୍ସଚେଞ୍ଜ ଅଫ୍ ଇଣ୍ଡିଆ (ଏନଏସଇ) ପକ୍ଷରୁ ଘୋଷଣା କରାଯାଇଛି ଯେ, ଏହାର କ୍ରୁଡ ଅଏଲ ଅପ୍‌ସନ୍ସ ଉଲ୍ଲେଖନୀୟ ପ୍ରଦର୍ଶନ କରିଛଇ । ଯାହାକି ଗତ ଜୁଲାଇ ୯ ତାରିଖ ୨୦୨୬ରେ ୨୦୦୬.୪୯ କୋଟି ଟଙ୍କାର ଦୈନିକ ପ୍ରିମିୟମ କାରବାର, ୪୭,୩୩,୮୬୨ଟି ଚୁକ୍ତି ସଂଖ୍ୟା ଓ…

ସୋଆରେ ଆଇଏନଏଇ ଟେକ୍ନୋଲୋଜି କନ୍‌କ୍ଲେଭ : ସ୍ୱଦେଶୀ ପ୍ରଯୁକ୍ତିବିଦ୍ୟାର ବିକାଶ ଉପରେ ଗୁରୁତ୍ୱାରୋପ

ଭୁବନେଶ୍ୱର, ଜୁଲାଇ ୧୧: ଦେଶର ଶିଳ୍ପ ଓ ଅର୍ଥନୈତିକ ବିକାଶକୁ ଗତିଶୀଳ କରିବା ପାଇଁ ସ୍ୱଦେଶୀ ପ୍ରଯୁକ୍ତିବିଦ୍ୟାର ବିକାଶ ଅପରିହାର୍ଯ୍ୟ ବୋଲି ଶନିବାର ଶିକ୍ଷା \'ଓ\' ଅନୁସନ୍ଧାନ (ସୋଆ) ବିଶ୍ୱବିଦ୍ୟାଳୟ ପରିସରରେ ଉଦ୍‌ଘାଟିତ ହୋଇଥିବା ଭାରତୀୟ ଜାତୀୟ ଯାନ୍ତ୍ରିକ ଏକାଡେମୀ (ଆଇଏନଏଇ) ପକ୍ଷରୁ…

ରତିକାନ୍ତ ପ୍ରଧାନ ଭଦ୍ରକ ଜିଲ୍ଲା ଯୁବ ବିଜେଡି ଉପ ସଭାପତି

 ଘୋଷଣା କଲେ ଭଦ୍ରକ ଜିଲ୍ଲା ଯୁବ ବିଜେଡି ସଭାପତି ରାକେଶ ପଣ୍ତା ବାସୁଦେବପୁର - ଭଦ୍ରକ ଜିଲ୍ଲା ବାସୁଦେବପୁର ରେ ଯୁବ ସମାଜ ସେବୀ ରତିକାନ୍ତ ପ୍ରଧାନ ଙ୍କୁ ଭଦ୍ରକ ଜିଲ୍ଲା ଯୁବ ବିଜେଡି ପକ୍ଷ ରୁ ଜିଲ୍ଲା ଯୁବ ବିଜେଡି ଉପ ସଭାପତି ଭାବରେ ଘୋଷଣା କରାଯାଇଛି। ଜିଲ୍ଲା ଯୁବ ବିଜେଡ଼ି ସଭାପତି…