Sign in
Sign in
Recover your password.
A password will be e-mailed to you.
ଦ ସୋଆର ଫାର୍ମାସି ଓ ବାୟୋଟେକ୍ନୋଲୋଜି ଛାତ୍ରଛାତ୍ରୀମାନଙ୍କ ନିମନ୍ତେ ଗ୍ରାଜୁଏସନ୍ କାର୍ଯ୍ୟକ୍ରମ ଆୟୋଜିତ
ଭୁବନେଶ୍ୱର, ୨୦/୦୯ : ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ସ୍କୁଲ୍ ଅଫ୍ ଫାର୍ମାସୁ୍ୟଟିକାଲ୍ ସାଇନ୍ସେସ (ଏସ୍ପିଏସ୍) ଓ ସେଂଟର ଅଫ୍ ବାୟୋଟେକ୍ନୋଲୋଜିରେ ପାଠ୍ୟକ୍ରମ ସମାପ୍ତ କରିଥିବା ଛାତ୍ରଛାତ୍ରୀମାନଙ୍କୁ ଶୁକ୍ରବାର ଏକ ସ୍ୱତନ୍ତ୍ର ଗ୍ରାଜୁଏସନ୍ କାର୍ଯ୍ୟକ୍ରମରେ ଉପାଧି ପ୍ରଦାନ…
ବିଜେପି ଶାସନରେ ମହିଳା ବିପଦରେ – କଂଗ୍ରେସ
• ମୋହନ ସରକାର ଏବେ ମଉନ ସରକାରରେ ପରିଣତ ହୋଇଛି
• ମହିଳା ନିର୍ଯ୍ୟାତନା ଓ ଦୁଷ୍କର୍ମରେ ଓଡ଼ିଶା ଏବେ ଉତରପ୍ରଦେଶ ମୁହାଁ
• ମହିଳାଙ୍କୁ ଶୋଷଣ କରିବା ବିଜେପି ସରକାର ସଶକ୍ତିକରଣ ଭାବେ ବିଚାର କରୁଛି
• ରାଜ୍ୟରେ ପ୍ରତି ଲକ୍ଷେ ଲୋକରେ ୮୩ ଜଣ ପୋଲିସ
•…
ଦାଦନ ହୋଇ ଯାଇଥିଲେ , ଶବ ହୋଇ ଫେରିଲେ ।
ପଦ୍ମପୁର :- ବରଗଡ ଜିଲ୍ଲା ବିଜେପୁର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଗାଇସିଲେଟ ଥାନା ରାଇସଲପଦର ଗାଁ ର କେଶବ ତରିଆ ବୟସ ୫୭ ଯାଇଥିଲେ ଦାଦନ ଫେରିଲା ମୃତ ଦେହ । ରାଜ୍ୟ ସରକାରଙ୍କ ଅପାରଗତା ଯୋଗୁଁ ଏହି ପଞ୍ଚାୟତ ରୁ ହଜାର ହଜାର ସଂଖ୍ୟାରେ ଯାଇଥିଲେ ଆନ୍ଦ୍ର, ତାମିଲ ନାଡୁ । ଏହି ଅଞ୍ଚଳ ଏକ…
ସୋଆର ନର୍ସିଂ ଏବଂ ଡେଂଟାଲ ସାଇନସେସ୍ ଛାତ୍ରଛାତ୍ରୀଙ୍କ ନିମନ୍ତେ ଗ୍ରାଜୁଏସନ୍ କାର୍ଯ୍ୟକ୍ରମ ଆୟୋଜିତ
ଭୁବନେଶ୍ୱର, ୧୯/୦୯ : ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ସମ୍ ନର୍ସିଂ କଲେଜ (ଏସ୍ଏନସି) ଓ ଇନଷ୍ଟିଟ୍ୟୁଟ ଅଫ୍ ଡେଂଟାଲ ସାଇନସେସ୍ (ଆଇଡିଏସ୍)ରେ ପାଠ୍ୟକ୍ରମ ସମାପ୍ତ କରିଥିବା ଛାତ୍ରଛାତ୍ରୀ ମାନଙ୍କୁ ଏଠାରେ ଗୁରୁବାର ଏକ ସ୍ୱତନ୍ତ୍ର ଉତ୍ସବରେ ଉପାଧି ପ୍ରଦାନ କରାଯାଇଛି ।…
ବେଲଗୁଣ୍ଠା ବିଜ୍ଞାନ ସ୍ନାତକ ମହାବିଦ୍ୟାଳୟରେ ଇତିହାସ ବିଭାଗର ପାଠଚକ୍ର
ବେଲଗୁଣ୍ଠା, -(ଶିବରାମ ଚୌଧୁରୀ )-, ବେଲଗୁଣ୍ଠା ସ୍ଥିତ ବିଜ୍ଞାନ ସ୍ନାତକ ମହାବିଦ୍ୟାଳୟରେ ଇତିହାସ ବିଭାଗର ନୂତନ ଛାତ୍ରଛାତ୍ରୀଙ୍କୁ ସ୍ୱାଗତ କରାଯିବା ସହିତ ପାଠଚକ୍ର ଅନୁଷ୍ଠିତ ହୋଇଯାଇଛି I ଅଧ୍ୟକ୍ଷ ଅଜିତ୍ କୁମାର ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଇତିହାସ ବିଭାଗ…
ମେଧାବୀ ଛାତ୍ର ଆଲୋକର ବିୟୋଗରେ ସହପାଠୀ ଓ ବିଦ୍ୟାଳୟ ତରଫରୁ ଶୋକ ଶୋଭାଯାତ୍ରା ।
ବେଲଗୁଣ୍ଠା --(ଶିବରାମ ଚୌଧୁରୀ )-ବେଲଗୁଣ୍ଠା ଅଳିଆ ସାହିର ସୁର୍ଯ୍ୟ ଜେନାଙ୍କ ପଢୁଆ ପୁଅ ତଥା ନୋଡାଲ୍ ଘୁମୁସର ବୈଷୟିକ ଉଚ୍ଚ ବିଦ୍ୟାଳୟର ଏନ୍.ସି.ସି ଲିଡର୍ ଦଶମ ଶ୍ରେଣୀ ଛାତ୍ର ଆଲୋକ ଜେନାଙ୍କ ଗତ ୧୬ ତାରିଖ ଦିନ ଏକ ଦୁର୍ଘଟଣାରେ ଅକାଳ ବିୟୋଗ ଘଟିଥିଲା । ଆଲୋକ ଜଣେ ମେଧାବୀ ଛାତ୍ର…
ଜିଲ୍ଲାସ୍ତରୀୟ ନୂଆଁଖାଇ ଭେଟଘାଟ – ୨୦୨୪ : ସମ୍ବଲପୁରୀ ନୃତ୍ୟରେ ଝୁମିଲେ ଦର୍ଶକ
https://youtu.be/3Dmd1fD9kyQ
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ପାରଳାର ଅଗ୍ରଣୀ ନୃତ୍ୟ ଅନୁଷ୍ଠାନ ସମଲେଇ ନୃତ୍ୟକଳା ପରିଷଦ ଓ ଜିଲ୍ଲା ସଂସ୍କୃତି ପରିଷଦର ମିଳିତ ଆନୁକୂଲ୍ୟରେ ଜିଲ୍ଲା ସ୍ତରୀୟ ନୂଆଁଖାଇ ଭେଟଘାଟ - ୨୦୨୪ କାର୍ଯ୍ୟକ୍ରମ ସ୍ଥାନୀୟ ନଗର ଭବନ ଠାରେ ଅନୁଷ୍ଠିତ…
ସ୍ଵଚ୍ଛତା ହିଁ ସେବା କାର୍ଯ୍ୟକ୍ରମ ଅନୁଷ୍ଠିତ
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ସ୍ଥାନୀୟ ରେଭେନ୍ୟୁ କଲୋନୀ ଠାରେ ସ୍ଵଚ୍ଛତା ହିଁ ସେବା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି କାଯ୍ୟକ୍ରମରେ ସମସ୍ତ କଲୋନୀ ବାସିନ୍ଦା ଉପସ୍ଥିତ ରହି ସାହିର ରାସ୍ତା ଘାଟ ପରିସ୍କାର ପରିଚ୍ଛନ୍ନ କରଯାଇଛି , ଏହି କାର୍ଯ୍ୟକ୍ରମରେ ଅତିରିକ୍ତ…
ଗଜପତି ଜିଲ୍ଲା ପରିଷଦର ୫୨ତମ ବୈଠକ ଅନୁଷ୍ଠିତ
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ପରିଷଦ ୫୨ତମ ବୈଠକ ସ୍ଥାନୀୟ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷ ଠାରେ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ଜିଲ୍ଲା ପରିଷଦ ସଭାପତି ଶ୍ରୀଯୁକ୍ତ ଗବାରା ତିରୁପତି ରାଓଙ୍କ ଅଧ୍ୟକ୍ଷତା କରିଥିବା ବେଳେ ଗଜପତି ଜିଲ୍ଲାପାଳ ଶ୍ରୀ ବିଜୟ…
ଜି ଆଇ ଇ ଟି ବିଶ୍ୱବିଦ୍ୟାଳୟରେ ଉଦ୍ୟୋଗ ବିକାଶ ଉପରେ ସଚେତନତା ଶିବିର
ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି: ଆଜି ସ୍ଥାନୀୟ ଜି ଆଇ ଇ ଟି ବିଶ୍ୱବିଦ୍ୟାଳୟ ସ୍କୁଲ ଅଫ ମ୍ୟାନଜମେଣ୍ଟ ଷ୍ଟାଡ଼ିଶ ବିଭାଗରଅଡ଼ିଟରୀୟମରେ ଉଦ୍ୟୋଗ ବିକାଶ ଉପରେ ଏକ ସଚେତନତା ଶିବିରଅନୁଷ୍ଠିତ ହୋଇଯାଇଛି / ଏହି ଅବସରରେ ବିଶ୍ଵବିଦ୍ୟାଳୟର ଉପ ସଭାପତି ଡ ଚନ୍ଦ୍ରଧ୍ଵଜ ପଣ୍ଡା ମୁଖ୍ୟ ଅତିଥି…