
(ଶାସକ ପ୍ରଶାସକ/ଖଲ୍ଲିକୋଟ ରୁ ଶିବରାମ ଜେନା): ଗଞ୍ଜାମ ଜିଲ୍ଲାର ଖଲ୍ଲିକୋଟ ହେଉଛି ଶିକ୍ଷାର ପେଣ୍ଠ ସ୍ଥଳୀ କହିଲେ ଅତ୍ୟୁକ୍ତି ହେବ ନାହିଁ । ଏ ପରିପ୍ରେକ୍ଷୀରେ ଦେଖିବାକୁ ଗଲେ ରାଜନଵରରେ ବୃତ୍ତିଗତ ତାଲିମ ଦିଆଯାଉଛି ଛାତ୍ର ଛାତ୍ରୀ ମାନଙ୍କୁ | ବାମ ପାଶ୍ୱର୍ରେ ଅବସ୍ଥିତ ଚାରୁ ଓ କାରୁକଳା ମହାବିଦ୍ୟାଳୟ ଓ ଡ଼ାହାଣ ପାର୍ଶ୍ଵରେ ଅଛି ଡି. ଆଇ . ଇ . ଟି।
ଆଜି ୧୬-୧୨-୨୪ ରେ DIET ରେ ଆରମ୍ଭ ହୋଇଛି,୫ଦିନିଆ ଇଂରାଜୀ ଭାଷା ଉପରେ ତାଲିମ୍, ଏହା ତା ୧୬-୧୨-୨୪ ଠାରୁ ଆରମ୍ଭ ହୋଇ ୨୦- ୧୨-୨୪ ତାରିଖ ପର୍ଯ୍ୟନ୍ତ ଚାଲିବ ବୋଲି ଜଣାପଡିଛି। ଉକ୍ତ କାର୍ଯ୍ୟକ୍ରମ DIET ଆନୁକୁଲ୍ୟରେ ଜିଲ୍ଲା ଶିକ୍ଷା କାର୍ଯ୍ୟାଳୟ, ଗଞ୍ଜାମ, ବ୍ରହ୍ମପୁର ତଥା AZIM PREMji
ବିଶ୍ବ ବିଦ୍ୟାଳୟ, ଵଜଙ୍ଗୋଲର ସହବନ୍ଧିତ ବୋଲି ଆଭାସ ମିଳିଛି ।ଏଲିମେଣ୍ଟାରି ଶିକ୍ଷକ ଗଞ୍ଜାମ ଓ ନୟାଗଡ଼ ଜିଲ୍ଲାର ତାଲିମ୍ ନେଉଛନ୍ତି। ଗଞ୍ଜାମ ଜିଲ୍ଲା ର ତାଲିମ୍ ନେଉଛନ୍ତି ୩୫ଜଣ ଶିକ୍ଷକ ବେଳେ ନୟାଗଡ଼ ଜିଲ୍ଲାର ତାଲିମ୍ ନେଉଛନ୍ତି ୧୩ଜଣ ଓ ପର୍ଯ୍ୟବେକ୍ଷକ ଜଣେ ଥିବା ଦେଖିବାକୁ ମିଳିଥିଲା। ଏକ୍ଷେତ୍ରରେ ମନିଟର୍ଶ ଥିଲେ ନାରାୟଣ ଦଳବେହେରା,ପ୍ରଣତି ମହାପାତ୍ର, ଶ୍ଵେତ ଦାସ, ରଶ୍ମି ରଞ୍ଜନ ଅଟ୍ଟା, ପ୍ରଭାତୀ ମିଶ୍ର ଓ ପର୍ଯ୍ୟବେକ୍ଷକ ଗଦାଧର ଵେୱରା ଉପସ୍ଥିତ ଥିଲେ |
Sign in
Sign in
Recover your password.
A password will be e-mailed to you.
Prev Post