କୁ-ପୋଷଣ ମୁକ୍ତ ଜିଲ୍ଲା ଗଠନ ପ୍ରଶାସନର ଲକ୍ଷ୍ୟ: ଜିଲ୍ଲାପାଳ

ଜିଲ୍ଲା ସ୍ତରୀୟ ପୋଷଣ ମାସ ପାଳନ: କୁ-ପୋଷଣ ଦୂର ଉଦେଶ୍ୟରେ ସାମୁହିକ ସଚେତନତା ପାଇଁ ଆୟୋଜିତ ହେବ ବିଭିନ୍ନ କାର୍ଯ୍ୟକ୍ରମ ବରଗଡ : ମହିଳା ଓ ଶିଶୁ ବିକାଶ ବିଭାଗ ପକ୍ଷରୁ ସ୍ଥାନୀୟ ବୟନ ଶିଳ୍ପ ସମ୍ମିଳନୀ କକ୍ଷଠାରେ ଜିଲ୍ଲା ସ୍ତରୀୟ ପୋଷଣ ମାସ ପାଳନର ଶୁଭାରମ୍ଭ ହୋଇଛି । ଜିଲ୍ଲା ସମାଜ…

ଲୋକକଳା ଓ ଶିଶୁ ମହୋତ୍ସବ “ସୁରଭି” କାର୍ଯ୍ୟକ୍ରମ ଅନୁଷ୍ଠିତ

ବାଣପୁର (ସେକ କୌସର ):ଖୋର୍ଦ୍ଧା ଜିଲ୍ଲା ଚିଲିକା ବାଣପୁର,ବାଣପୁର ସମଗ୍ର ଶିକ୍ଷା ପ୍ରାଧିକରଣ ଓଡିଶାଙ୍କ ନିଦେଶନୁଯାଇ ବାଣପୁର ଗୋଷ୍ଠୀ ଶିକ୍ଷା ଅଧିକାରୀ ଙ୍କ କାର୍ଯ୍ୟାଳୟ ଅଧିନସ୍ଥ ପ୍ରତାପ ପ୍ରାଥମିକ ବିଦ୍ୟାଳୟ ଆଞ୍ଚଳିକ ସାଧନକେନ୍ଦ୍ର ସ୍ତରୀୟ ସୁରଭି କାର୍ଯ୍ୟକ୍ରମ କ୍ଲଷ୍ଟରର ସାଧନକର୍ମୀ…

ଜିଲ୍ଲା ସ୍ତରୀୟ ବିଜ୍ଞାନ ଆଲୋଚନା ଚକ୍ର ୨୦୨୪-୨୫

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ମହେନ୍ଦ୍ରଗିରି (ପୌର) ସରକାରୀ ଉଚ୍ଚ ବିଦ୍ୟାଳୟ ଠାରେ ଜିଲ୍ଲା ସ୍ତରୀୟ ବିଜ୍ଞାନ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲା ଶିକ୍ଷା ଅଧିକାରୀ ଡ଼.ମାୟାଧର ସାହୁଙ୍କ ନିର୍ଦ୍ଦେଶ କ୍ରମେ…

ଗଜପତି ଜିଲ୍ଲ ଜିଲ୍ଲା ଆଇନ ସେବା ପ୍ରାଧିକରଣ ତରଫରୁ ଆଇନ ସଚେତନତା ଶିବିର

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ମାନ୍ୟବର ଓଡିଶା ରାଜ୍ୟ ଆଇନ ସେବା ପ୍ରାଧିକରଣ , କଟକ ଓ ଜିଲ୍ଲା ଆଇନ ସେବା ପ୍ରାଧିକରଣ ଅଧ୍ୟକ୍ଷ-ତଥା-ଜିଲ୍ଲା ଦୌରାଜଜ୍ ଶ୍ରୀ ପ୍ରଣବ କୁମାର ରାଉତରାୟଙ୍କ ନିର୍ଦ୍ଦେଶକ୍ରମେ ଗଜପତି ଜିଲ୍ଲା ଆଇନ ସେବା ପ୍ରାଧିକରଣ ତରଫରୁ ଗୁରୁବାର ସ୍ଥାନୀୟ…

ଓଡ଼ିଶୀ ସଙ୍ଗୀତ ବିଶାରଦ ପଣ୍ଡିତ ରଘୁନାଥଙ୍କ ଦସ୍ତାବୀଜ କରଣ ପ୍ରସ୍ତୁତ

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗତ ୨୫-୯-୨୦୨୪ ତାରିଖରେ ଗୁରୁ କେଳୁ ଚରଣ ମହାପାତ୍ର ଓଡ଼ିଶୀ ଗବେଷଣା କେନ୍ଦ୍ର , ଭୁବନେଶ୍ବର ତରଫରୁ ବିଶିଷ୍ଟ ଓଡ଼ିଶୀ ସଂଗୀତଜ୍ଞ ତଥା ଗବେଷକ ପଣ୍ଡିତ ରଘୁନାଥ ପାତ୍ରଙ୍କ ଜୀବନ ବ୍ୟାପି ସଂଗୀତ ସାଧନା ତଥା ଓଡ଼ିଶୀ ସଂଗୀତ ପ୍ରଶିକ୍ଷଣ ସମ୍ୱନ୍ଧିତ…

ଡାବୁଗାଁ ରେ ସଫେଇ ମିତ୍ର ସୁରକ୍ଷା ଶିବିର ଅନୁଷ୍ଠିତ

ଡାବୁଗାଁ -ଯଶବନ୍ତ ପରିଛା (ଶାସକ ପ୍ରଶାସକ )ତା ୨୬/୯/୨୪ ଡାବୁଗାଁ ବ୍ଲକ କାର୍ଯ୍ୟାଳୟ ପରିସରରେ ସଫେଇ ମିତ୍ର ସୁରକ୍ଷା ଶିବିର ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟ ଅତିଥି ଭାବେ ବିଡିଓ ଶରତ ମାଝୀ ଶିବିର କୁ ଉଦଘାଟନ କରିଥିଲେ। ବିଜେପି ନେତୃତ୍ଵାଧୀନ କେନ୍ଦ୍ର ସରକାର ଜାତିର ପିତା ମହାତ୍ମା…

ଗୁଣପୁର ଓ ଗଜପତି ଗ୍ରାମ ଅଞ୍ଚଳର ଟ୍ରାକଟର ମାଲିକଙ୍କ ନେଇ ଗ୍ରାମୀଣ ଟ୍ରାକଟର ମାଲିକ ସଂଘ ଗଠିତ

ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି: ଗୁଣପୁର ଠାରେ ଗୁଣପୁର ଓ ଗଜପତି ଜିଲ୍ଲାର ଟ୍ରାକ୍ଟଟର ମାଲିକ ସଂଘ ପକ୍ଷରୁ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ବୈଠକରେ ସିପିଆଇ (ଏମ୍ଏଲ) ଲିବରେସନ ଜିଲ୍ଲା ସମ୍ପାଦକ ତ୍ରିପତି ଗମାଙ୍ଗ ଓ ଅନାସିମ ଶବର, ବୃନ୍ଦାବନ ବିଡିକା, କରୁଣା କର ଲିମା ଉପସ୍ଥିତ…

ଗଂଜେଇ ଚୋରା ଚାଲାଣ ମାମଲାରେ ୬ ଅଭିଯୁକ୍ତ ନିର୍ଦୋଷରେ ଖଲାସ

ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି: ଆବଶ୍ୟକ ସାକ୍ଷ ପ୍ରମାଣ ଅଭାବରୁ ଗଂଜେଇ ଚାରା ଚାଲାଣ ମାମଲାର ବିଚାର କରି ଗୁଣପୁର ଅତିରିକ୍ତ ଜିଲ୍ଲା ଦୈାରାଜର୍ଜ ଶେଖ ମହମ୍‍ମ୍‍ଦ କ୍ୱାଇସ ୬ ଜଣ ଅଭିଯୁକ୍ତଙ୍କ ୁନିର୍ଦୋଷରେ ଖୋଲାସ କରିଥିବା ଜଣାପଡ଼ିଛି । ସୂଚନାଯୋଗ୍ୟଯେ ଗତ ସେପଟମ୍ୱର ୨୪ ତାରିଖ ୨୦୨୨…

ମୌଳିକ ସୁବିଧା ପାଇବାରୁ ବଞ୍ଚିତ ପେନାବିଡ଼ା ଗ୍ରାମବାସୀ: ବର୍ତ୍ତମାନ ପର୍ଯ୍ୟନ୍ତ ଅଞ୍ଚଳକୁ ନାହିଁ ପକ୍କା ରାସ୍ତା

, ସରକାରଙ୍କୁ ଗୁହାରି କରି ହତାଶ ପେନାବିଡ଼ା ବାସୀ, ଦାବୀ ପୁରାଣ ନ ହେଲେ ଆନ୍ଦୋଳନର ଚେତାବନୀ. ଗଗନ କୁମାର ପ୍ରଧାନ(କନ୍ଧମାଳ): ଭାରତ ସ୍ୱାଧୀନତା ହେବାର ୭୭ ବର୍ଷ ବିତିଯାଇଥିଲେ ମଧ୍ୟ କନ୍ଧମାଳ ଜିଲ୍ଲାର ବହୁ ଅଂଚଳ ଆଜିବି ମୌଳିକ ସୁବିଧା ପାଇବାରୁ ବଞ୍ଚିତ l ଯାହା ପାଇଁ ଏହି ଜିଲ୍ଲାର…

ଜିଲ୍ଲା ସ୍ତରୀୟ ଯକ୍ଷ୍ମା ପ୍ରତିଷେଧକ ଟିକାକରଣ ଶୁଭାରମ୍ଭ

ଭବାନୀପାଟଣା:ରୋହିତ କୁମାର ନାଏକ (ଶାସକ ପ୍ରଶାସକ )ଭବାନୀପାଟଣା ସ୍ଥିତ ସହରାଞ୍ଚଳ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର, କଲେଜ ଛକ ଠାରେ କଳାହାଣ୍ଡି ଅତିରିକ୍ତ ଜିଲ୍ଲାପାଳ(ସାଧାରଣ)ତନ୍ମୟ କୁମାର ଦରୱାନଙ୍କ ଅଧ୍ୟକ୍ଷତାରେ ବୟସ୍କଙ୍କ ବିସିଜି ଟିକାକରଣ ଅଭିଯାନ ର ଶୁଭାରମ୍ଭ କାର୍ଯ୍ୟକ୍ରମ…